author

ସମ୍ବଲପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ରାଣୀର ମୃତ୍ୟୁ ।

ସମ୍ବଲପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ରାଣୀର ମୃତ୍ୟୁ । ୟୁଟ୍ରେସ ଇନଫେକ୍ସନ ପାଇଁ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡିଏଫଓ ।ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜୁ’ରେ ବାଘୁଣୀ ରାଣୀର ଚିକିତ୍ସା ଚାଲିଥିଲା । ଗର୍ଭାଶୟରେ ସଂକ୍ରମଣ ଚିହ୍ନଟ ହେବା ପରେ ରାଣୀର ଚିକିତ୍ସା କରାଯାଉଥିଲା । ତେବେ ବୁଧବାର ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି ।ଗତ ନଭେମ୍ବର ୯ ତାରିଖରେ ମଣିଷଖିଆ ବାଘ ରାଜା ଓ ବାଘୁଣୀ ରାଣୀ ମଧ୍ୟରେ ସମ୍ବଲପୁର ଚିଡିଆଖାନାରେ ପ୍ରଥମ ମିଳନ […]

ମାଣବସା ଗୁରୁବାରରେ ସ୍ତ୍ରୀଙ୍କ ଜୀବନ ନେଇଗଲେ ସ୍ବାମୀ

ମାଣବସା ଗୁରୁବାରରେ ବୋହୂର ମୃତଦେହ ଉଦ୍ଧାର। ପାରିବାରିକ କଳହରୁ ହତ୍ୟା ଅଭିଯୋଗ। ଝିଅକୁ ହତ୍ୟା କରାଯାଇଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି। ମୃତ ମହିଳା ହେଲେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଗୁନାଇବସାଣ ପଞ୍ଚାୟତ ହରିପୁର ଗ୍ରାମର ରାମକୃଷ୍ଣ ମାହାନାଙ୍କ ସ୍ତ୍ରୀ ସସ୍ମିତା। ତାଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିବାହ […]

ଆଳୁ ଦର ଆଗକୁ ଆହୁରି କମିବ । ଜାଣିଶୁଣି ମନୁଷ୍ୟକୃତ ଅଭାବ ତିଆରି କରାଯାଇଛି ।

ରାଜ୍ୟରେ ସ୍ବାଭାବିକ ଅଛି ଆଳୁଦର । ଆଗକୁ ଆହୁରି କମିବ । ଜାଣିଶୁଣି ମନୁଷ୍ୟକୃତ ଅଭାବ ତିଆରି କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଆଳୁ ଦେବୁ ନାହିଁ । ଏବେ ପୁଣି ଦେବାକୁ ରାଜି ହେଲେ କାହିଁକି,ଏସବୁ ରାଜନିନୀତି ହେଉଛି । ମାର୍କେଟରେ ଆଳୁର ପରିମାଣ କମିଲେ ଦର ବଢ଼େ । ଏବେ ତ ସ୍ୱାଭାବିକ ଅଛି ଆଗକ ଆହୁରି କମିବ । ଏହା କହିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତ […]

କେହି ଦଖଲ କରି ପାରିବେ ନାହିଁ ଆଦିବାସୀ ଜମି ।

ଭୂସଂସ୍କାର ଆଇନ ୧୯୬୦ ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରି ଉଚ୍ଛେଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ ନିୟମ ରହିଛି । ଏପରି ୬୫୪ ମାମଲା ବିଚାରାଧୀନ ଅଛି । ସେହିପରି କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି । ଏହିଭଳି ୬୫୪ ମାମଲା ବିଚାରାଧୀନ ଅଛି । ଯଦି କେହି ଆଦିବାସୀ ଜମି […]

ପୁଷ୍ପା-୨ ପ୍ରିମିୟର୍‌ ବେଳେ ଦଳାଚକଟା, ଜଣେ ମୃତ

ରିଲିଜ ହୋଇଛି ‘ପୁଷ୍ପା ୨’ ପ୍ରିମିୟର। ତେବେ ହାଇଦ୍ରାବାଦରେ ରିଲିଜ୍‌ ହେବା ପୂର୍ବରୁ ସେଠାରେ ବଡ଼ ଅଘଟଣ ଘଟିଯାଇଛି। ହଠାତ୍‌ ଭିଡ ହୋଇ ଦଳାଚକଟା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି।ସୂଚନାମୁତାବକ ହାଇଦ୍ରାବାଦ୍‌ରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା। ଏଥିରେ ପୁଷ୍ପା ଅର୍ଥାତ ଅଲ୍ଳୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ।ତାଙ୍କୁ ଦେଖିବାକୁ ଏଠାରେ ବହୁ ସଂଖ୍ୟାର ପ୍ରଶଂସକ ଭିଡ଼ ଜମିଥିଲା। ଅଭିନେତାଙ୍କ ଗୋଟିଏ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି […]

କୁକୁଡ଼ା ଭାଡି ଖୋଲିଲେ; ଘରେ ପଶି ଭୁଜାଲିରେ ହାଣି ଚୋରି କଲେ |

ପ୍ରଥମେ କୁକୁଡ଼ା ଭାଡ଼ି ଖୋଲିଲେ , ଘର ଲୋକେ ଘରୁ ବାହାରିବା ପରେ ବେକରେ ଛୁରୀ ଲଗାଇ ଲୁଟିଲେ , ବିରୋଧ କରିବାରୁ ହାଣିଲେ। ସୂଚନା କ୍ରମେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ହୋଇଛି ଏହି ସଶସ୍ତ୍ର ଡକାୟତି। ଘର ମାଲିକ ମାଧବ ସେଠୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।ଗତକାଲି ବିଳମ୍ବିତ ରାତିରେ ୬ ଜଣ ଡକାୟତ ମୁହଁରେ କଳାକପଡ଼ା ବାନ୍ଧି ଆସି ମାଧବ ସେଠୀଙ୍କ ଘରେ ପଶିବାକୁ ଯୋଜନା କରିଥିଲେ। ଏଥିପାଇଁ […]

ଆଗକୁ ରାଜ୍ୟରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ କମିବ ।

ସାମୁଦ୍ରିକ ଝଡ ଫେଙ୍ଗାଲ ଯୋଗୁଁ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିଲା। ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାରଠାରୁ ରାଜ୍ୟରେ ଶୀତ ବଢିପାରେ।ଦୁଇ ଦିନ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବ । ୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗଡ଼ା, ବରଗଡ଼ ଏବଂ ୯ ତାରିଖରେ ଆଭ୍ୟନ୍ତରୀଣ ଓଡିଶା […]

ରେଳ ଷ୍ଟେସନରୁ ଜବତ ହେଲା ୫୮ କେଜି ରୂପା

ରାଉରକେଲା ରେଲୱେ ଷ୍ଟେସନରେ ୭୫ କେଜି ରୁପା ଅଳଙ୍କାର ଜବତ । ରେଲୱେ ଷ୍ଟେସନରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ରାଞ୍ଚିର ଚନ୍ଦନ କୁମାରଙ୍କ ଠାରୁ ୭୫ କେଜି ରୁପା ଅଳଙ୍କାର ଜବତ କରି ତାଙ୍କୁ ଅଟକ ରଖିଛି ଜିଆରପି । ଖବର ଅନୁଯାୟୀ, ଜଣେ ବ୍ୟବସାୟୀ ରାଉରକେଲା ଷ୍ଟେସନରେ ରାଞ୍ଚି ଯିବାକୁ ଅପେକ୍ଷା କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ଜିଆରପି ଉକ୍ତ ବ୍ୟବସାୟୀଙ୍କୁ ନେଇ ପଚରାଉଚରା ସହ ତନଖି କରିଥିଲା । ଯାହାଫଳରେ […]

ଏହି ରାଜ୍ୟରେ ନିଷେଧ ହେଲା ଗୋମାଂସ

ଆସାମ ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ଏହା ଘୋଷଣା କରିଛନ୍ତି। ରାଜ୍ୟର କୌଣସି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସାର୍ବଜନୀନ ସ୍ଥାନରେ ଗୋମାଂସ ପରସାଯାଇ ପାରିବ ନାହିଁ।ସରକାରଙ୍କ ଏହି ନିଷ୍ପତ୍ତି ପରେ ଆସାମ ମନ୍ତ୍ରୀ ପୀୟୁଷ ହଜାରିକା ଏକ ପୋଷ୍ଟ କରି ରାଜ୍ୟ କଂଗ୍ରେସକୁ ଆହ୍ବାନ କରିବା ସହିତ ଗୋମାଂସ ପ୍ରତିବନ୍ଧକକୁ ସ୍ଵାଗତ କର ନଚେତ ପାକିସ୍ତାନ ଚାଲିଯାଅ ବୋଲି କହିଛନ୍ତି। […]

ବ୍ୟାପୁଛି ଜଣ୍ଡିସ୍ ଜଣେ ମୃତ ୨ଶହରୁ ଅଧିକ ଆକ୍ରାନ୍ତ

ପିଲା ଠୁ ବୁଢ଼ା ସମସ୍ତେ ଏବେ ଜଣ୍ଡିସ ରୋଗରେ ଆକ୍ରାନ୍ତ । ବୁଦ୍ଧି ବାଟ କିଛି ଦେଖା ଯାଉନି । ଯେତେ ହସ୍ପିଟାଲ ଗଲେ ବି ରୋଗ ଭଲ ହେଉନି ।ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅଧୀନସ୍ଥ କନ୍ଧନୟାଗଡ଼, ଚାନ୍ଦପୁର ସମେତ ଜେମାଦେଇପୁର ଅଞ୍ଚଳରେ ଦୃତ ଭାବେ ବ୍ୟାପୁଛି ଜଣ୍ଡିସ। ଜଣ୍ଡିସ ରୋଗରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଟି ଯାକ ପଂଚାୟତର ୨୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ୫୦ରୁ ଅଧିକା ସ୍କୁଲ ପିଲାଙ୍କ ସହିତ […]

ଏଯାବତ୍‌ ୧୮୭୩୫ ହିତାଧିକାରୀ ଯୋଜନାରେ ସାମିଲ୍‌ ହେବାକୁ ନିଜ ଆଡୁ ମନା କରିଦେଇଛନ୍ତି  ।

ଡିସେମ୍ବର ୨୫  ରେ ସୁଭଦ୍ରା ଯୋଜନା ଟଙ୍କା ଦେବେ ସରକାର । ପ୍ରଥମ ପର୍ଯ୍ୟାୟ ଚତୁର୍ଥ କିସ୍ତିର ସୁଭଦ୍ରା ଟଙ୍କା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ଯେଉଁ ଆବେଦନକାରୀଙ୍କର ଆବେଦନ ଗ୍ରହଣୀୟ ହୋଇପାରି ନାହିଁ, ସେନେଇ ଯାଞ୍ଚ ଚାଲିଛି ବୋଲି ସୂଚନା ମିଳିଛି  । ଆସନ୍ତା ୬ ସୁଦ୍ଧା ଯୋଗ୍ୟ ଓ ଅଯୋଗ୍ୟ ତାଲିକା ପ୍ରକାଶ ପାଇବ  ।  ସପ୍ତାହକ ପର୍ଯ୍ୟନ୍ତ ଏନେଇ ଆପତ୍ତି ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ  । ଅପରପକ୍ଷରେ  ଏଯାବତ୍‌ […]

ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ଲାଗିବ ଝଟ୍‌କା, କୋଲ୍ଡ ଡ୍ରିଙ୍କସ୍, ସିଗାରେଟ୍-ତମାଖୁ ଉପରେ..

ନୂଆ ବର୍ଷରୁ ଗ୍ରାହକଙ୍କୁ ଲାଗିପାରେ ଝଟ୍‌କା । ଡିସେମ୍ବର ୨୧ରେ ରାଜସ୍ଥାନର ଜୈସଲମେରରେ ଜିଏସଟି କାଉନସିଲର ୫୫ତମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମହଙ୍ଗା ହୋଇପାରେ ସିଗାରେଟ୍ ଏବଂ ତମାଖୁ । ଏପରିକି ଜିଏସ୍ଟି ହାରରେ ବୃଦ୍ଧି ହେବା ବି ଆଶଙ୍କା । ନ୍ୟୁଜ୍ ଏଜେନ୍ସି ପିଟିଆଇ ମୁତାବକ, ତମାଖୁ ସାମଗ୍ରୀ ଏବଂ ସିଗାରେଟ୍ ଉପରେ ଜିଏସଟି ଦରକୁ ବଢ଼ାଇ ୩୫ ପ୍ରତିଶତ କରାଯାଇପାରେ । ବର୍ତ୍ତମାନ ଏହି ଉତ୍ପାଦଗୁଡ଼ିକ ଉପରେ ସରକାର ୨୮ ପ୍ରତିଶତ […]