ଦକ୍ଷିଣରେ ମଜବୁତ୍ ହେଉଛି କଂଗ୍ରେସ । ହାତ ଧରିଲେ ଓ୍ବାଇଏସ୍ ସର୍ମିଳା । ସର୍ବ ପୂରାତନ ପାର୍ଟିରେ ସାମିଲ ହେଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଡ଼ଗେ, ରାହୁଲ ଏବଂ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି ।ଶର୍ମିଳା କଂଗ୍ରେସରେ ଯୋଗଦେବା ଫଳରେ ଆନ୍ଧ୍ରପ୍ରଦେଶରେ ଦଳକୁ ମଜଭୁତ କରିବ। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ବୁଧବାର ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ ଓ ଗୁରୁବାର […]
ରକ୍ତ ବିକ୍ରୟ ପାଇଁ ନୁହେଁ, ଅର୍ଥାତ ବର୍ତ୍ତମାନ ଦେଶରେ ରକ୍ତ ଆଉ ବିକ୍ରି ହେବ ନାହିଁ। ରକ୍ତ ଅଭାବରୁ କେହି ମରିବେ ନାହିଁ। ବର୍ତ୍ତମାନ ଡାକ୍ତରଖାନା ଏବଂ ବେସରକାରୀ ବ୍ଲଡ ବ୍ୟାଙ୍କଗୁଡିକ ରକ୍ତ ପାଇଁ ବିପୁଳ ପରିମାଣର ଚାର୍ଜ ଆଦାୟ କରିପାରିବେ ନାହିଁ, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଯାହା ଅନ୍ତର୍ଗତ ବ୍ଲଡ ବ୍ୟାଙ୍କ କିମ୍ବା ଡାକ୍ତରଖାନା କେବଳ ରକ୍ତଦାନ ପାଇଁ ପ୍ରକ୍ରିୟାକରଣ ଶୁଳ୍କ ଆଦାୟ କରାଯାଇ ପାରିବ। ଏହା […]
ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ବଢିବାରେ ଲାଗିଛି। ତାଙ୍କୁ ବାରମ୍ବାର ଇଡି ସମନ କରୁଛି। କିନ୍ତୁ କେଜ୍ରିୱାଲ କହିଛନ୍ତି, ସିବିଆଇ ମୋତେ ୮ ମାସ ପୂର୍ବରୁ ଡକାଇଥିଲା, ମୁଁ ଯାଇଥିଲି। କିନ୍ତୁ ଇଡି ଡାକିବା ବେଆଇନ ଅଟେ। ପଚରାଉଚୁରାର ବାହାନାରେ ସେମାନେ ମୋତେ ଗିରଫ କରିବାକୁ ଚାହୁଁଛନ୍ତି। ଯେଉଁମାନେ ଭାଜପା ସହ ସହମତ ନୁହଁନ୍ତି ସେମାନଙ୍କୁ ଜେଲକୁ ପଠାଯାଏ। ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏଭଳି କରାଯାଉଛି । ଯେଇଁ […]
ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର ଏନ୍ଫୋର୍ସମେଣ୍ଟ କାର୍ଯ୍ୟରେ ବିଭିନ୍ନ ସମସ୍ୟା ଉପୁଜୁଥିଲା । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏନ୍ଫୋର୍ସମେଣ୍ଟ କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି। ଏହି […]
ନୂଆଗାଁ : ରାଜ୍ୟ ସରକାର କ୍ରୀଡ଼ା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇ ଯୁବ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଗ୍ରାମାଞ୍ଚଳରେ ଥିବା ଯୁବ କ୍ରୀଡ଼ା ବିତ୍ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆଜି ନୂଆଗାଁ ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ ନୂଆଗାଁ ହାଇସ୍କୁଲ ପଡ଼ିଆ ଠାରେ ଉଦ୍ଘାଟିତ ହୋଇଛି । ବ୍ଲକ ବିଡ଼ିଓ ବାସୁଦେବ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯକ୍ରମରେମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ […]
ରାଜ୍ୟରେ ଡରାଇଲାଣି କୋଭିଡ । ସାରା ଓଡ଼ିଶାରେ ଚିହ୍ନଟ ହେବାରେ ଲାଗିଲେଣି ନୂଆ ନୂଆ ଆକ୍ରାନ୍ତ । ଏହାରି ଭିତରେ ନଜର ନଜର ଆସିଛି ଜେଏନ.୧| ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ସୁନ୍ଦରଗଡ଼ ଜିଲ୍ଲାର । ଅନ୍ୟଜଣେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ । ଏନେଇ ସ୍ପଷ୍ଟ କରିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।ସୂଚନାଯୋଗ୍ୟ, ୨୪ ଘଣ୍ଟା ମଧ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ […]
ଇସ୍ତଫା ଦେବେ ନାହିଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଞ୍ଚିରେ ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ବିଧାୟକ ଦଳ ବୈଠକରେ ହୋଇଛି ଏହି ନିଷ୍ପତ୍ତି। କଂଗ୍ରେସ ବିଧାୟକ ପ୍ରଦୀପ ଯାଦବ, ୪୩ ବିଧାୟକଙ୍କ ନେଇ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ସବୁ ବିଧାୟକ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ରହିବା ନେଇ ସମର୍ଥନ ଦେଇଛନ୍ତି । ଏହା ସହ ଇଡିର ପଦକ୍ଷେପ ଉପରେ ମଧ୍ୟ ନଜର ରଖାଯିବ […]
ଦଶପଲ୍ଲାରୁ ପୁରୀ ଯିବାକୁ ଥିବା ଟ୍ରେନ ନଂ ୦୮୪୩୦ ଦଶପଲ୍ଲା ରୁ ସକାଳ ୬:୩୦ରୁ ବାହାରିବ। ନୂଆଗାଁରେ ୬:୪୪ରେ ପହଞ୍ଚି ୬:୪୫ରେ ଛାଡିବ । ଏହା ପର ଷ୍ଟେସନ ଗୁଡିକରେ ପୂର୍ବ ନିର୍ଦ୍ଧାରିତ ସମୟରେ ପହଞ୍ଚିବ ଏବଂ ଛାଡ଼ିବ । ସେହିପରି ପୁରୀରୁ ଦଶପଲ୍ଲା ଆସିବାକୁ ଥିବା ଟ୍ରେନ ନଂ ୦୮୪୨୯ ପୁରୀରୁ ସନ୍ଧ୍ୟା ୬:୦୦ରେ ବାହାରି ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଅନୁସାରେ ଗତି କରି ଦଶପଲ୍ଲାରେ ରାତ୍ରି ୧୦:୧୫ରେ ପହଞ୍ଚିବ। ଦଶପଲ୍ଲାରୁ ଭୁବନେଶ୍ୱର ଯିବାକୁ […]
ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ୍ । ଚେନ୍ନାଇ ଠାରେ ଥିବା କେନ୍ଦ୍ରସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ରେଜେଷ୍ଟ୍ରି ପକ୍ଷରୁ ଆଜି ବଧିବଦ୍ଧ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ ବର୍ଷ ତଳେ ପ୍ରୟାସ ଆରମ୍ଭ ହୋଇଥିଲା । ଏହା ସହିତ ଖଜୁରୀ ଗୁଡ଼, ମଗଜି , କାଇ ଚଟଣୀ, ଏମ୍ବ୍ରୋଡରୀ ସାଲ୍, ରସାବଳି, କଳାଜିରା ଧାନ ଓ ସଉରା ଚିତ୍ରକଳାକୁ […]
ଅରବାଜ ଖାନ୍ ଏବଂ ସୌରା ଖାନ୍ଙ୍କ ବିବାହ ୨୪ ଡିସେମ୍ବରରେ ହୋଇଥିଲା। ବିବାହ ପରେ ଏହି ଦମ୍ପତି ସେମାନଙ୍କର ନୂଆ ଇଂନିସ୍ ଆରମ୍ଭ କରିଛନ୍ତି। ଡିସେମ୍ବର ୩୦ରେ ଅରବାଜ ଏବଂ ସୌରା ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ବର୍ତ୍ତମାନ ଏହି ଦମ୍ପତିଙ୍କ ହନିମୁନ୍ର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଫଟୋଗୁଡ଼ିକ ଶୌରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। କିନ୍ତୁ ବର୍ତ୍ତମାନ ଅରବାଜ ଶୁରା ଖାନଙ୍କ ସହ ତାଙ୍କ ଜୀବନରେ ଏକ ନୂଆ ଆରମ୍ଭ କରିଛନ୍ତି। […]
ଭାରତରେ ଅନେକ ପ୍ରତିଭାସମ୍ପନ୍ନ ବ୍ୟକ୍ତି ଅଛନ୍ତି। ସୋସିଆଲ ମିଡିଆ ସମୟରେ ଅନେକ ନିଜର ପ୍ରତିଭାକୁ ନେଇ ଭାଇରାଲ ହେଉଛନ୍ତି। ଏମିତିରେ ଏକ ଗୀତକୁ ଏବେ ବହୁତ ପସନ୍ଦ କରାଯାଉଛି। ସେଇଟି ହେଲା ‘ରାମ ଆଏଗେଁ’।ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ୩ ଜାନୁୟାରୀ ବୁଧବାର ତାଙ୍କ ‘ଏକ୍ସ’ରେ ଏକ ଭଜନ ସେୟାର କରିଛନ୍ତି ଓ ଲେଖିଛନ୍ତି ଶ୍ରୀରାମ ଚନ୍ଦ୍ରଙ୍କ ସ୍ୱାଗତରେ ମନ୍ତ୍ରମୁଗ୍ଧ କରିଦେବା ପରି ଏହି ଭଜନ। ଏହି ଭଜନର ବୋଲ ରହିଛି ରାମ ଆୟେଙ୍ଗେ..। ପ୍ରଧାନମନ୍ତ୍ରୀ ମୋଦି […]
ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦ୍ଘାଟନ ପାଇଁ ପ୍ରସ୍ତୁତି ଚାଲିଛି। ମନ୍ଦିରରେ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ଦେଶର ଜଣାଶୁଣା ତଥା ଭିଭିଆଇପି ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପଠାଯାଉଛି। ଏହି କ୍ରମରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଭିନେତା ରଜନୀକାନ୍ତଙ୍କୁ ମଧ୍ୟ ପ୍ରାଣପ୍ରତିଷ୍ଠାର ନିମନ୍ତ୍ରଣ ଦିଆଯାଇଛି।ଭାଜପା ନେତା ରା. ଅର୍ଜୁନମୂର୍ତ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହା ସହିତ ସେ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ଅଭିନେତାଙ୍କୁ ନିମନ୍ତ୍ରଣ […]
