author

ଆଜିର ରାଶିଫଳ(୨୬ ଜୁନ, ୨୦୨୬)

ମେଷ: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି […]

LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା

କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି।କେନ୍ଦ୍ର ସରକାର ଏଲପିଜି (LPG) ଯୋଗାଣ ଉପରେ ଲାଗିଥିବା ସମସ୍ତ ପ୍ରକାରର କଟକଣାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଅଣ-ଘରୋଇ ପ୍ୟାକ୍ଡ ଏଲପିଜି (Non-Domestic Packed LPG) ଯୋଗାଣ ଉପରେ ଲାଗିଥିବା ସାଙ୍ଗଠନିକ ବା ସେକ୍ଟୋରାଲ୍ କଟକଣାକୁ ଉଠାଇ ଦିଆଯାଇଛି। ଏବେ ଏହାର ଯୋଗାଣକୁ ସେହି ସ୍ତରକୁ ଅଣାଯାଇଛି, ଯାହା ଇରାନ ୟୁଦ୍ଧ ସମୟରେ ସୃଷ୍ଟି ହୋଇଥିବା ସଙ୍କଟ […]

ପୁରୀରେ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

ପୁରୀର ଭିତ୍ତିଭୂମି ବିକାଶ ପାଇଁ ଆଜି ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ପୁରୀ ସହରରେ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରିଯିବ l ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଏହି ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ […]

କାନ୍ଧ ନମିଳିବାରୁ ସାଇକେଲରେ ବୁହାହେଲା ଶବ

ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁରେ ଘଟିଛି ଏକ ଘଟଣା । ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ଶବ ଶ୍ମଶାନ ନେବାକୁ ସାହି ଭାଇଙ୍କ କାନ୍ଧ ମିଳିନଥିଲା। ଶବବାହୀ ଗାଡ଼ି ମଧ୍ୟ ନମିଳିବାରୁ ପରିବାର ଲୋକ ଅସହାୟ ହୋଇପଡ଼ିଥିଲେ। ଶେଷରେ ସେମାନେ ଜୟନ୍ତୀଙ୍କର ମୃତଦେହକୁ ସାଇକଲରେ ବୋହି ସଂସ୍କାର କରିଥିଲେ। ଗରିବ ଓ ଅସହାୟ ପରିବାରଙ୍କୁ ଶବବାହୀ ଯାନ ସେବା ସମୟରେ ଉପଲବ୍ଧ ନ ହେବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। […]

୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ! ‘ପୁଷ୍କରା’ ଶ୍ରେଷ୍ଠ ଚଳଚ୍ଚିତ୍ର

ଓଡ଼ିଶା ସିନେ ଜଗତର ବହୁପ୍ରତୀକ୍ଷିତ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା ହୋଇଯାଇଛି । ଚଳିତ ବର୍ଷ ଏକକାଳୀନ ଦୁଇ ବର୍ଷ ଅର୍ଥାତ ୨୦୨୩ ଏବଂ ୨୦୨୪ ମସିହା ପାଇଁ ପୁରସ୍କାର ପ୍ରଦାନ କରାଯିବ । ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କଳାକାର ଓ ସିନେମାଗୁଡ଼ିକୁ ବିଭିନ୍ନ ବିଭାଗରେ ସମ୍ମାନିତ କରାଯାଇଛି । ୨୦୨୩ ପାଇଁ ପୁଷ୍କରା ଓ ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର । ୨୦୨୪ ପାଇଁ ‘ଆଶ୍ରମ’ […]

ଜଗନ୍ନାଥଙ୍କ ଉପରେ “ମହାପ୍ରଭୁ ଜଗନ୍ନାଥ”ଫିଲ୍ମକୁ ଗଜପତିଙ୍କ ବିରୋଧ

ମହାପ୍ରଭୁ ଜଗନ୍ନାଥ ଆନିମେସନ ଫିଲ୍ମକୁ ନେଇ ଆପତ୍ତି ଉଠାଇଲେ ଗଜପତି ମହାରାଜା । ଗଜପତି ଦର୍ଶାଇଛନ୍ତି ଯେ, ଏହି ଫିଲ୍ମର ଅଫିସିଆଲ୍ ଟ୍ରେଲର୍ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ଏହି ଟ୍ରେଲର୍ ଜଗନ୍ନାଥ ମହାପ୍ରଭୁଙ୍କର ଏକ ସଂପୂର୍ଣ୍ଣ କାଳ୍ପନିକ କାହାଣୀ ଉପରେ ଆଧାରିତ, ଯାହା ଆମ ଶାସ୍ତ୍ରରେ ହୋଇଥିବା ପବିତ୍ର ବର୍ଣ୍ଣନାର ସଂପୂର୍ଣ୍ଣ ବିରୋଧୀ। ଭୁବନେଶ୍ୱରର ‘ଏଲି ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡ୍’ ଦ୍ୱାରା ନିର୍ମିତ ଏବଂ ଆସନ୍ତା ଜୁଲାଇ ୧୦ରେ ପ୍ରେକ୍ଷାଳୟକୁ ଆସିବାକୁ ଥିବା “ମହାପ୍ରଭୁ ଜଗନ୍ନାଥ” […]

NCERT ଶିକ୍ଷା ନୀତିରେ ପରିବର୍ତ୍ତନ: ୯ମ ଶ୍ରେଣୀରୁ ପିଲା ପଢ଼ିବେ ଜରୁରୀକାଳୀନ ପରିସ୍ଥିତି ଇତିହାସ

ଭାରତୀୟ ଗଣତନ୍ତ୍ରର ଏକ ଅନ୍ଧକାର ଅଧ୍ୟାୟ – ଏବେ ସ୍କୁଲଗୁଡ଼ିକରେ ୯ମ ଶ୍ରେଣୀରୁ ପଢ଼ାଯିବ। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୯ମ ଶ୍ରେଣୀ ପାଇଁ ନୂତନ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଜରୁରୀକାଳୀନ ପରିସ୍ଥିତିକୁ ପ୍ରମୁଖ ଭାବରେ ସ୍ଥାନିତ କରିଛି। ପୂର୍ବରୁ, ଏହି ବିଷୟ କେବଳ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମର ଅଂଶ ଭାବରେ ପଢ଼ାଯାଉଥିଲା। ୧୯୭୫ ମସିହା ଜୁନ୍ ୨୫ ରାତିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ […]

ଅକ୍ଷିତାଙ୍କୁ ବିବାହ କଲେ ପେସ୍‌ ବୋଲର ଆକାଶ ଦୀପ

ଭାରତୀୟ କ୍ରିକେଟ୍‌ ଦଳର ପେସ୍‌ ବୋଲର ଆକାଶ ଦୀପ ସିଂହ ବୁଧବାର ତାଙ୍କ ଜିଲାର ଅକ୍ଷିତା ରାଜ୍‌ଙ୍କୁ ବିବାହ କରିଛନ୍ତି। ୨୦୨୪ରେ ଫେବ୍ରୁଆରିରେ ପଦାର୍ପଣ କରିଥିବା ଆକାଶ, ଭାରତ ପକ୍ଷରୁ ୧୦ ଟେଷ୍ଟ୍‌ ଖେଳିଛନ୍ତି। ବିହାରର ରୋହତକ ଜିଲ୍ଲାର ମାଣିକପୁର ଗାଁର ଝିଅ ଅକ୍ଷିତାଙ୍କ ହାତ ଧରିବା ପରେ ଏହି ବେଙ୍ଗଲ ଦ୍ରୁତ ବୋଲର ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ପୋଷ୍ଟ କରି ପ୍ରଶଂସକମାନଙ୍କୁ ନିଜ ବିବାହ ବିଷୟରେ ଅବଗତ କରିଛନ୍ତି।ପୋଷ୍ଟ କରିଥିବା ଫଟୋର ଶିରୋନାମରେ ସେ ଲେଖିଛନ୍ତି ଯେ, […]

ଆମେରିକା-ଇରାନ ଚୁକ୍ତି ପରେ ହୋର୍ମୁଜ୍ ପାର୍ କରି ଭାରତ ଅଭିମୁଖେ ବାହାରିଲେ ୩୦ଜାହାଜ !

ପଶ୍ଚିମ ଏସିଆରେ ଦୀର୍ଘ ସପ୍ତାହ ଧରି ଲାଗି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଭାରତ ସମେତ ସମଗ୍ର ବିଶ୍ୱ ଶକ୍ତି ବଜାର ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଇରାନ ଏବଂ ଆମେରିକା ମଧ୍ୟରେ ଅନ୍ତରୀଣ ଚୁକ୍ତି ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ ପରିବହନ ମାର୍ଗ ହର୍ମୁଜ୍ ପ୍ରଣାଳୀ ଦେଇ ୩୦ଟି ବାଣିଜ୍ୟିକ ଜାହାଜ ସୁରକ୍ଷିତ ଭାବେ ଅତିକ୍ରମ କରିଛନ୍ତି । ଏହାସହ ଅନ୍ୟ ୨୬ଟି ଜାହାଜ ଏବେ ବାହାରିବା […]

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା! ୧୬ ପେନ୍‌ଡ୍ରାଇଭ୍ ସହ କୋର୍ଟରେ ପହଞ୍ଚିଲା ଫାଇନାଲ୍ ଚାର୍ଜସିଟ୍

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଫାଇନାଲ୍ ଚାର୍ଜସିଟ୍ କୋର୍ଟରେ ଦାଖଲ କଲା ପୋଲିସ । ୩୯୬ ପୃଷ୍ଠାର ଫାଇନାଲ ଚାର୍ଜସିଟ୍ ଦାଖଲ କଲା ପୋଲିସ । ଏହାସହ ୧୬ଟି ପେନ୍‌ଡ୍ରାଇଭ ମଧ୍ୟ ଦାଖଲ କରିଛି ପୋଲିସ ।ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ଘଟଣା ପରେ ପୁଲିସ ତଦନ୍ତକୁ ଜୋରଦାର କରି ବିଭିନ୍ନ ଦିଗରୁ ଖୋଳତାଡ଼ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଅନେକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ […]

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣା, ପୁଲିସ ଜେରା ବେଳେ ଗୁମର ଖୋଲିଲେ ପ୍ରେମିକ ଭୀମସେନ

ମୟୂରଭଞ୍ଜର ମେଡିକାଲ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପ୍ରେମିକ ପ୍ରଶାସନିକ ଅଧିକାରୀ ଭୀମସେନ ଟୁଡୁଙ୍କୁ ୪୮ ଘଣ୍ଟିଆ ରିମାଣ୍ଡ୍‌ରେ ଆଣିଥିଲା ବାରଙ୍ଗ ଥାନା ପୁଲିସ । ପୁଲିସ ଭୀମସେନଙ୍କୁ ଜେରା କରି ୨୪ ଘଣ୍ଟାରେ କୋର୍ଟରେ ହାଜର କରିଥିଲା ।ପରେ ତାଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।ଏହି ବହୁଚର୍ଚ୍ଚିତ ଘଟଣାରେ ଅଭିଯୁକ୍ତ ପ୍ରେମିକ ଭୀମସେନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ବା ବିଏନଏସ୍‌ର ସଙ୍ଗିନ ଧାରା-୬୯ ଲାଗୁ କରିଛି ପୁଲିସ […]

ଆସନ୍ତା ନିର୍ବାଚନରେ ମୁଁ ନେତୃତ୍ୱ ନେବି: ନବୀନ

ବିଜେଡିରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମିଲ ହେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା । ଦଳର ଶୀର୍ଷ ନେତୃତ୍ବଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ମିଶିଲେ ସୁଜାତା । ତେବେ ନିର୍ବାଚନକୁ ନେଇ ନବୀନ ପଟ୍ଟନାୟକ ବଡ଼ ବୟାନ ଦେଇଛନ୍ତି । ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ମିଶିଲେ । ମୋ ନେତୃତ୍ୱରେ ୨୦୨୯ରେ ନିର୍ବାଚନ ଲଢ଼ିବ ବିଜେଡି । ନବୀନ ପଟ୍ଟନାୟକ ସ୍ପଷ୍ଟ କଲେ ଯେ ଆଗାମୀ ନିର୍ମାଚନ ନବୀନଙ୍କ ନେତୃତ୍ବରେ ଦଳ ଲଢିବ ।ଏହି […]