author

ଆଜିର ରାଶିଫଳ(୧୯ ଜୁନ, ୨୦୨୬)

ମେଷ : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ […]

ଖରାଛୁଟି ପରେ ଖୋଲିଲା ସ୍କୁଲ, ଅସହ୍ୟ ଗରମ ଓ ଗୁଳୁଗୁଳିରେ କଲବଲ ଛାତ୍ରଛାତ୍ରୀ

ସକାଳୁଆ ସ୍କୁଲ ପାଇଁ ଅଭିଭାବକ ଓ ଶିକ୍ଷକ ସଂଗଠନର ଦାବି ନୟାଗଡ଼,(ଓଡ଼ିଶା ଦର୍ପଣ): ଦୀର୍ଘ ଦେଢ଼ ମାସର ଗ୍ରୀଷ୍ମକାଳୀନ ଅବକାଶ ପରେ ଆଜିଠାରୁ ନୟାଗଡ଼ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ପୁନର୍ବାର ଖୋଲିଛି। ତେବେ ପ୍ରଥମ ଦିନରେ ହିଁ ପ୍ରକୃତିର ପ୍ରକୋପ ଓ ପ୍ରଶାସନିକ ଅବ୍ୟବସ୍ଥାର ଶିକାର ହୋଇଛନ୍ତି କୋମଳମତି ଛାତ୍ରଛାତ୍ରୀ। ଜିଲ୍ଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ସ୍କୁଲ ଆସିଥିବା ପିଲାମାନେ ନାହିଁନଥିବା ଅସ୍ତବ୍ୟସ୍ତ […]

ଦୀର୍ଘଦିନ ଧରି ଡାକ୍ତରଖାନା ନଆସି, ରୋଗୀ ସେବାରୁ ବିରତ ରହୁଥିବା ଡାକ୍ତର ମାନଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ

ଦୀର୍ଘଦିନ ଧରି ଡାକ୍ତରଖାନା ନଆସି, ରୋଗୀ ସେବାରୁ ବିରତ ରହୁଥିବା ଡାକ୍ତର ମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଓଡିଶାର ବିଭିନ୍ନ ଡାକ୍ତରଖାନାରେ ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି। ସେମାନଙ୍କ ସ୍ଥିତି ବିଷୟରେ ଜଣାଇବା ପାଇଁ ଖବରକାଗଜରେ ଇସ୍ତାହାର ମଧ୍ୟ ଦିଆଯାଇଥିଲା। ସେମାନଙ୍କର ଏହି ଅନଧିକୃତ ଉପସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କ […]

୨୦୨୫-୨୬ ଆର୍ଥିକ ବର୍ଷର ସୁଧ ଜମା ହେବ ଇପିଏଫ୍‌ ସୁଧ

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସଦସ୍ୟମାନଙ୍କ ଲାଗି ଖୁସି ଖବର। ଖୁବ୍‌ଶୀଘ୍ର ସେମାନଙ୍କ ଖାତାରେ ୨୦୨୫-୨୬ ଆର୍ଥିକ ବର୍ଷର ସୁଧ ଟଙ୍କା ଜମା ହେବାକୁ ଯାଉଛି। କେନ୍ଦ୍ର ସରକାର ଏହି ବର୍ଷ ପାଇଁ ୮.୨୫ ପ୍ରତିଶତ ସୁଧକୁ ମଞ୍ଜୁର କରିଛନ୍ତି। ଚଳିତ ମାସରେ ସୁଧ ଜମା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଗତ ମାର୍ଚ୍ଚରେ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ୮.୨୫ ପ୍ରତିଶତ […]

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗାଡ଼ି

ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା 49ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ସମ୍ବଲପୁରରୁ ମୟୂରଭଞ୍ଜ ଯାଉଥିବା ବେଳେ ଜଗମୋହନପୁର ଛକରେ ହମ୍ପସ ଥିବା ସ୍ଥାନରେ ପାଇଲଟିଂ ଗାଡ଼ି ହଠାତ୍ ବ୍ରେକ୍ ମାରିବାରୁ ପଛରେ ଥିବା ମନ୍ତ୍ରୀଙ୍କ ଗାଡ଼ି ଯାଇ ଧକ୍କା ଖାଇଥିଲା । ସୌଭାଗ୍ୟବଶତଃ ଗାଡ଼ିର ସୁରକ୍ଷା ବେଲୁନ୍ ବାହାରି ଯିବାରୁ ମନ୍ତ୍ରୀ ସୁରକ୍ଷିତ ରହିଯାଇଥିଲେ । ଦୁର୍ଘଟଣା ପରେ ଅନ୍ୟ ଏକ ଗାଡ଼ିରେ ମୟୂରଭଞ୍ଜ […]

ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ସହ ଅଭିନେତା ବିଜୟଙ୍କୁ ସାକ୍ଷାତ କଲେ ସାମନ୍ଥା

ସାମନ୍ଥା ରୁଥ ପ୍ରଭୁ ଏବେ ଅପକମିଂ ଫିଲ୍ମକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଜୁନ୍ ୧୯ରେ ପୂଆ ଫିଲ୍ମ ପରଦା ଉପରକୁ ଆସିବ । ଏନେଇ ଅଭିନେତ୍ରୀ ସାମନ୍ଥା ପ୍ରମୋସନରେ ଲାଗିଛନ୍ତି । ଏବେ ସମାନ୍ଥା ନିକଟରେ ଥଲାପତି ବିଜୟଙ୍କୁ ଭେଟିଛନ୍ତି । ସେ ବିଜୟଙ୍କୁ ଭେଟିବା ସହ ଫଟୋ ବି ସେୟାର କରି ସ୍ପେଶାଲ କ୍ୟାପସନ ଲେଖିଛନ୍ତି । ସାମାନ୍ଥା ଲେଖିଛନ୍ତି କି, ଯେତେବେଳେ ମୁଁ ଆଜି ଚେନ୍ନାଇରେ ପହଞ୍ଚିଲି ମୋତେ ବହୁତ ଖୁସି […]

LPG ଉପଭୋକ୍ତାଙ୍କୁ PNGକୁ ସ୍ଥାନାନ୍ତର ପାଇଁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର

LPG ବଦଳରେ ପାଇପ୍ ଗ୍ୟାସ PNGକୁ ପ୍ରୋତ୍ସାହନ । ଏନେଇ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ । ରାଜ୍ୟରେ ରନ୍ଧନ ଗ୍ୟାସ୍ ବ୍ୟବସ୍ଥାରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ । ଏଣିକି ସହରାଞ୍ଚଳରେ ଘରେ ଘରେ ପାଇପ୍ ମାଧ୍ୟମରେ ପହଞ୍ଚିବ ପ୍ରାକୃତିକ ଗ୍ୟାସ୍ ।ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୁନ୍ ୧୮ ତାରିଖରେ ସମସ୍ତ ଜିଲ୍ଲାପାଳ, ପୌର କମିଶନର ଓ ସମ୍ପୃକ୍ତ ଅଧିକାରୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପତ୍ର ଜାରି କରାଯାଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ […]

FSSAI ର ବଡ଼ ଖୁଲାସା,ରେଷ୍ଟୁରାଣ୍ଟରେ ରୋଷେଇରେ ବ୍ୟବହାର ହେଉଛି କଳଙ୍କି ଲାଗିଥିବା ଛୁରୀ

ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି । ଆଜିକାଲି ବାହାରେ ଖାଇବା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି । ୱିକେଣ୍ଡ ହେଉ, କୌଣସି ଛୁଟିଦିନ ହେଉ କିମ୍ବା ଅଫିସ୍‌ କାମ ପରେ କ୍ଲାନ୍ତି ମେଣ୍ଟାଇବା ପାଇଁ, ଆମେ ପ୍ରାୟତଃ ପରିବାର କିମ୍ବା ସାଙ୍ଗମାନଙ୍କ ସହ କୌଣସି ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ଢାବାରେ ଖାଇବାକୁ ଚାଲିଯାଉ ।ଯେତେବେଳେ ଆମେ ଏକ ରେଷ୍ଟୁରାଣ୍ଟକୁ ଯାଉ, ସେଠାକାର […]

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପରେ ଶସ୍ତା ହେବ କି ପେଟ୍ରୋଲ?

ଇରାନ ଏବଂ ଆମେରିକା ମଧ୍ୟରେ ଚୁକ୍ତି ହେବା ପରଠାରୁ ହିଁ ଅଶୋଧିତ ତୈଳ (କ୍ରୁଡ ଅଏଲ) ମୂଲ୍ୟରେ କ୍ରମାଗତ ହ୍ରାସ ଘଟୁଛି । କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀ ଗୁରୁବାର କହିଛନ୍ତି ଯେ, ଗ୍ଲୋବାଲ ମାର୍କେଟ (ଆନ୍ତର୍ଜାତୀୟ ବଜାର) ରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ମାତ୍ରେ ତୁରନ୍ତ ଇନ୍ଧନ ଦାମ କମାଯାଇପାରିବ ନାହିଁ।କେନ୍ଦ୍ର ମନ୍ତ୍ରୀ ଏହାର କାରଣ ଦର୍ଶାଇ କହିଛନ୍ତି ଯେ, ପେଟ୍ରୋଲ-ଡିଜେଲର ମୂଲ୍ୟ ନିର୍ଦ୍ଧାରଣ କରିବାରେ ଅନେକ ଗୁଡ଼ିଏ କାରକ (factors) ସାମିଲ […]

ସିଏ ପରୀକ୍ଷା ଟପ୍ପର ହେଲେ ପଞ୍ଜାବର ନୁର୍‌ ସିଙ୍ଗ୍‌ଲା

ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ ସିଏ ଫାଇନାଲ୍ ମେ ପରୀକ୍ଷା ୨୦୨୬ ରେଜଲ୍ଟ ଘୋଷଣା କରିଛି । ଆଇସିଏଆଇର ଅଫିସିଆଲ୍ ୱେବସାଇଟ୍ caresult.icai.orgରେ ରେଜଲ୍ଟ ଜାଣିପାରିବେ । ମେ ୨୦୨୬ ସେସନ୍‌ରେ ସାମିଲ ପରୀକ୍ଷାର୍ଥୀ ଏହି ୱେବସାଇଟ୍‌ରେ ନିଜ ରେଜଲ୍ଟ ଡାଉନଲୋଡ୍ କରିପାରିବେ । ପଞ୍ଜାବର ପଟିଆଲାର ନୁର୍‌ ସିଙ୍ଗଲା ସର୍ବ ଭାରତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ନୁର୍‌ ମୋଟ ୬୦୦ ନମ୍ବରରୁ ୪୯୯ ନମ୍ବର ପାଇଛନ୍ତି, ଯାହାକି ୮୩.୧୭ ପ୍ରତିଶତ। ହାୱଡ଼ାର […]

 ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି : SCERT ନିର୍ଦ୍ଦେଶିକା

ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟ ପୁସ୍ତକରେ ବ୍ୟାପକ ମୁଦ୍ରଣ ଜନିତ ତ୍ରୁଟି ଯୋଗୁ ଏ ସମ୍ପର୍କରେ କମିଟି ଗଠନ କରି ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କମିଟି ଗଠନ କରାଯାଇଛି ।ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି […]

ଓଡ଼ିଶାର ୭୦୭ ଦୁର୍ଗମ ଗାଁରେ ଲାଗିବ ୪ଜି ଟାୱାର! ଜମି ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ

ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି।ଡିଜିଟାଲ ଭାରତ ନିଧି ଅନୁଦାନପ୍ରାପ୍ତ ୪ଜି ସାଚୁରେସନ ପ୍ରକଳ୍ପ ଅଧୀନରେ ରାଜ୍ୟର ୨୪ଟି ଜିଲ୍ଲାର ୭୦୭ଟି ନୂଆ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ କରାଯିବ । ଆବଶ୍ୟକ ସରକାରୀ ଜମି ଶୀଘ୍ର ଉପଲବ୍ଧ କରାଇବାକୁ ଜିଲ୍ଲାପାଳମାନଙ୍କୁ ଜରୁରୀ ଭିତ୍ତିରେ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ଶାସନ ସଚିବ ବିଶାଳ କୁମାର ଦେବ ସମ୍ପୃକ୍ତ […]