author

ଖଣ୍ଡପଡ଼ା ସହରର ୭ ଟି ଓ୍ବାର୍ଡରୁ ପାଣି ମିଟର ଚୋରୀ ନେଇ ଥାନାରେ ଅଭିଯୋଗ

ନୟାଗଡ଼,(ଓଡ଼ିଶା ଦର୍ପଣ):ଖଣ୍ଡପଡ଼ା ସହରର ୭ ଟି ଓ୍ବାର୍ଡରୁ ସୋମବାର  ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ବାସଗୃହକୁ ପାନୀୟ ଜଳ ଯୋଗାଣ ନିମନ୍ତେ ସଂଯୋଗ ହୋଇଥିବା ପାଇପରେ ଲାଗିଥିବା ନୀଳ ରଙ୍ଗର ମିଟର ଗୁଡିକ ଚୋରୀ କରି ନେଇଥିବା ଜଣାପଡିଛି।ଫଳରେ ମଙ୍ଗଳବାର ସକାଳେ ପାନୀୟଜଳ ଯୋଗାଣ ସମୟରେ ଏକାଧିକ ପରିବାରବର୍ଗ ପାଇପ ଲାଇନ ଯୋଗେ ପାନୀୟଜଳ ମୁନ୍ଦାଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି।ଦୁବୃର୍ତ୍ତମାନେ ସଂଘବଦ୍ଧ ଭାବେ ଖଣ୍ଡପଡ଼ା ସହରର ୧, ୨, ୩, ୪, ୭, […]

ତିଖିରି ସରପଞ୍ଚ ଚାମେଲି ଓଝା ମାମଲା: ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ

ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବବ୍ୟହାର ଘଟଣା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଘଟଣାରେ ମହାକାଳପଡ଼ା ପୁଲିସ୍‌ ଯାହାକୁ ଗିରଫ କରିଛି, ତାଙ୍କ ନାମ ଏଫ୍‌ଆଇଆର୍‌ରେ ନଥିଲା ବୋଲି ଦାବି କରିଛନ୍ତି ଚାମେଲି ଓଝା ।ପୁଲିସ ନିର୍ଦ୍ଦୋଷଙ୍କୁ ଛାଡ଼ି ଯେଉଁମାନେ ମୁଖ୍ୟ ଅଭିଯୁକ୍ତି ସେମାନଙ୍କୁ ଗରିଫ କରିବାକୁ ଚାମେଲି ଦାବି କରିଛନ୍ତି। ଏବେ ବି ଚାମେଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ମେଡିକାଲ୍‌ରେ ଯାଇ ଭେଟିଛନ୍ତି ବିଜେପି ନେତ୍ରୀ ଅର୍ଚ୍ଚନା […]

ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଛି: ବିଜେଡି

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟ ପୁସ୍ତକରେ ମାଳ ମାଳ ଭୁଲ୍ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି । ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଛି ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି । ଯାହାକି ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଥିବାର ଜ୍ୱଳନ୍ତ ଚିତ୍ର ସର୍ବସମ୍ମୁଖକୁ ଆସିଛି ବୋଲି କହି ଅଭିଯୋଗ ଆଣିଲା ବିଜେଡି । ଶଙ୍ଖ ଭବନରେ ଆୟୋଜିତ […]

ପୁରୀ ଗସ୍ତରେ କେନ୍ଦ୍ର ନିର୍ବାଚନ କମିଶନର

ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଉପ ନିର୍ବାଚନ କମିଶନର ଜ୍ଞାନେଶ ଭାରତୀ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ପରେ ସିଂହଦ୍ୱାର ନିକଟରେ, ଲାଗି ଖଣ୍ଡୁଆ ଓ ଜଗନ୍ନାଥଙ୍କ ଫୋଟୋ ଚିତ୍ର ଦେଇ ସ୍ୱାଗତ କରିଥିଲେ ଜିଲ୍ଲାପାଳ। ସେପଟେ ଆଜି ପୁରୀ ଜିଲ୍ଲା ଗସ୍ତ କରି ନିର୍ବାଚନୀ ପ୍ରକ୍ରିୟା ଏବଂ ଭୋଟର ତାଲିକା ପ୍ରସ୍ତୁତି କାର୍ୟ୍ୟର ସମୀକ୍ଷା କରିଛନ୍ତି ।ଏହି ଅବସରରେ ସେ ପ୍ରଥମେ ପିପିଲି ବ୍ଲକ କାର୍ୟ୍ୟାଳୟ ପରିଦର୍ଶନ […]

ଆଧାର କେବଳ ପରିଚୟ ପ୍ରମାଣ ଭାବରେ ବ୍ୟବହାର କରାଯିବ: ସୁପ୍ରିମକୋର୍ଟ

ଆଧାର କାର୍ଡ ବ୍ୟବହାର ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନୋଟିସ ଜାରି କରାଯାଇଛି । ଆବେଦନରେ ଅନୁରୋଧ କରାଯାଇଥିଲା ଯେ ଆଧାରକୁ କେବଳ ପରିଚୟପତ୍ର ଭାବରେ ବ୍ୟବହାର କରାଯାଉ । ନାଗରିକତା, ବାସସ୍ଥାନ, ଠିକଣା କିମ୍ବା ଜନ୍ମ ତାରିଖର ପ୍ରମାଣ ଭାବରେ ନୁହେଁ ।ଆବେଦନକାରୀ ଅଶ୍ୱିନୀ କୁମାର ଉପାଧ୍ୟାୟ ଦର୍ଶାଇଥିଲେ ଯେ ବିଭିନ୍ନ ପ୍ରଶାସନିକ ଏବଂ […]

ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ ନୟାଗଡ,(ଓଡ଼ିଶା ଦର୍ପଣ): ନୟାଗଡ ଜିଲ୍ଲା ଗଣିଆ ବ୍ଲକ ନିକଟ ରାଉତପଡାଠାରେ ବହୁ ପ୍ରତିକ୍ଷିତ ମହାନଦୀ ବ୍ୟାରେଜ ନିର୍ମାଣ ପାଇଁ ବହୁ ବର୍ଷ ହେଲା ଦାବି ହୋଇ ଆସୁଛି । ଆଜି ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ଜଣିଆ ଟିମ ରାଉତପଡା ଗସ୍ତ କରି ଏହି ପ୍ରସ୍ତାବିତ ମହାନଦୀ ବ୍ୟାରେଜ ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବଡ କଥା ହେଲା ଏହି ବ୍ୟାରେଜ ପାଇଁ ଆର୍ଥିକ […]

ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା

କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ କରି, କେନ୍ଦ୍ର ସରକାର ସିରପର ଓଭର-ଦି-କାଉଣ୍ଟର (OTC) ବିକ୍ରୟକୁ ନିଷେଧ କରିବାକୁ ନିଷ୍ପତ୍ତି ନେଇଛନ୍ତି।କେନ୍ଦ୍ର ସରକାର ଜୁନ ୯, ୨୦୨୬ ରେ ଜାରି ଏକ ବିଜ୍ଞପ୍ତି ମାଧ୍ୟମରେ ଔଷଧ (ପଞ୍ଚମ ସଂଶୋଧନ) ନିୟମ, ୨୦୨୬ କାର୍ଯ୍ୟକାରୀ କରିଥିଲେ। ଏହି ସଂଶୋଧନ ଔଷଧ ଏବଂ ପ୍ରସାଧନ ଆଇନ, ୧୯୪୦ ର ଧାରା […]

ବନ୍ଧା ହେଲେ ରସିକିଆ ଅଧ୍ୟାପକ, ମହଙ୍ଗା ପଡିଲା ଛାତ୍ରୀଙ୍କୁ ସେକ୍ସୁଆଲ ଫେବର ମାଗିବା

ମହଙ୍ଗା ପଡିଲା ଛାତ୍ରୀଙ୍କୁ ସେକ୍ସୁଆଲ ଫେବର ମାଗିବା । ବନ୍ଧା ହେଲେ ରସିକିଆ ଅଧ୍ୟାପକ। ଭରତପୁର ଥାନା ଅଂଚଳରେ ସାମ୍ନାକୁ ଆସିଲା ଭେଟେନାରୀ ପ୍ରଫେସରଙ୍କ ଡାର୍ଟି କାରନାମା । ଅଭିଯୁକ୍ତ ପଶ୍ଚିମବଙ୍ଗ ହୁଗୁଳିର ଅଜିତ କୁମାର ଗୁପ୍ତା ।ପୁଲିସ ସୂଚନା ଅନୁଯାୟୀ, ଭୁବନେଶ୍ଵରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀ ପଶୁ ଚିକିତ୍ସା ବିଜ୍ଞାନ ବିଭାଗରେ ପଢୁଥିଲେ। ସେହି ଶିକ୍ଷାନୁଷ୍ଠାନର ପ୍ରଫେସର ଅଜିତ କୁମାର ଗୁପ୍ତା ଛାତ୍ରୀ ଜଣକଙ୍କ ସହ ପରିଚିତ ହେବାପରେ ଭଲ ସମ୍ପର୍କ ବଢ଼ାଇଥିଲେ। […]

‘ଇଣ୍ଡିଆ’ ମେଣ୍ଟରେ ବିଭାଜନ ପାଇଁ ରାହୁଲ ଗାନ୍ଧୀ ଦାୟୀ:ସମାଲୋଚନା କଲା ଡିଏମକେ

ଦେଶବ୍ୟାପୀ ଚାଲିଥିବା ରାଜନୈତିକ ଉଷ୍ମତା ମଧ୍ୟରେ, ବିରୋଧୀ ମେଣ୍ଟ (ଇଣ୍ଡିଆ ବ୍ଲକ) ଭିତରେ ଫାଟ ଏବେ ଖୋଲାଖୋଲି ଭାବରେ ଦେଖାଦେଇଛି।ତାମିଲନାଡୁରେ କ୍ଷମତା ହାସଲ କରୁଥିବା ଦ୍ରାବିଡ଼ ମୁନ୍ନେତ୍ର କାଝଗମ (ଡିଏମକେ) ଏହାର ପୂର୍ବତନ ସହଯୋଗୀ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ ସବୁଠାରୁ ତୀବ୍ର ଆକ୍ରମଣ ଆରମ୍ଭ କରିଛି।କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରାଜନୈତିକ ଅପରିପକ୍ୱତା’ ଓ କାର୍ଯ୍ୟକଳାପ ଯୋଗୁଁ ହିଁ ବିରୋଧୀ ଦଳର ‘ଇଣ୍ଡିଆ’ ମେଣ୍ଟ ଦୁର୍ବଳ ହେବାରେ […]

ଟେଲିଗ୍ରାମ ବନ୍ଦ! ପୁନଃ-NEET ପରୀକ୍ଷା ପୂର୍ବରୁ ସରକାର ନେଲେ ବଡ଼ ନିଷ୍ପତ୍ତି

ଜୁନ୍ ୨୧ରେ ହେବାକୁ ଥିବା NEET ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟେଲିଗ୍ରାମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହା ଉପରେ ଅସ୍ଥାୟୀ ଭାବରେ ପ୍ରତିବନ୍ଧକ ଲଗାଯାଇଛି। NEET-UG ପୁନଃପରୀକ୍ଷା ଜୁନ 21 ପାଇଁ ସ୍ଥିର କରାଯାଇଛି। ଏହା ସହିତ, ଟେଲିଗ୍ରାମରେ ମେସେଜ-ଏଡିଟିଂ ବୈଶିଷ୍ଟ୍ୟ ଜୁନ 30 ପର୍ଯ୍ୟନ୍ତ ବନ୍ଦ ରହିବ। ଜାତୀୟ ପରୀକ୍ଷା ଏଜେନ୍ସି (NTA) କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି।କେନ୍ଦ୍ର ସରକାର ଜୁନ 21 ପାଇଁ […]

ନନ୍ଦନକାନନରେ ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ ମୃତ

ନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଦୁଃଖଦ ଖବର । ଗତ ମାର୍ଚ୍ଚ ୧୧ ତାରିଖରେ ଜନ୍ମ ହୋଇଥିବା ଲମ୍ବା ଥଣ୍ଟିଆ ଶାଗୁଣା ଶାବକର ସୋମବାର ସକାଳେ ମୃତ୍ୟୁ ଘଟିଛି । ୩ମାସର ଏହି ଶାବକର ମୃତ୍ୟୁ ପରେ ନନ୍ଦନକାନନରେ ଏହି ପ୍ରଜାତିର ଶାଗୁଣା ସଂଖ୍ୟା ୧୦କୁ ଖସିଆସିଛି । ତେବେ ଦୀର୍ଘ ୧୪ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକ ବଡ଼ ସଫଳତା ମିଳିଥିଲା । ୨୦୨୫ ଡିସେମ୍ବରରୁ ୨୦୨୬ ଜାନୁୟାରୀ ମଧ୍ୟରେ କେ-୪୨ ଅଣ୍ଡିରା ସହ […]

ରଜ ପର୍ବର ଶେଷ ଦିନରେ ରାଜ୍ୟ ଉତ୍ସବମୁଖର

ଗଣପର୍ବ ରଜ, ସାରା ରାଜ୍ୟରେ ମହା ଆଡ଼ମ୍ବରରେ ପାଳନ ହେଉଛି । ଆଜି ହେଉଛି ରଜ ପର୍ବର ତୃତୀୟ ଦିନ ବା ଶେଷ ରଜ । ପ୍ରଥମ ଦିନ ପହଲି ରଜ, ତା’ ପରଦିନ ରଜ ସଂକ୍ରାନ୍ତି ଥିଲା । ରାଜ୍ୟସାରା ଜମୁଛି ଦୋଳି ଖେଳ ।ରଜ ପର୍ବର ପ୍ରମୁଖ ଆକର୍ଷଣ ହେଉଛି ଦୋଳି ଖେଳ ଏବଂ ପିଠାପଣା । କୁମାରୀମାନେ ନୂଆ ବସ୍ତ୍ର ପରିଧାନ କରି ସଜବାଜ ହେବା ସହ ପାଦରେ ଅଳତା ଲଗାଇ ରଜ […]