author

ଆଜି ବଙ୍ଗରେ ମୁଖ୍ୟମନ୍ତ୍ରୀ ଚୟନ, ଉପସ୍ଥିତ ରହିବେ ଅମିତ ଶାହ ଓ ମୋହନ ଚରଣ ମାଝୀ

ପଶ୍ଚିମହଙ୍ଗରୁ ଦିଦି ବିଦା ହେବା ପରେ କିଏ ହେବେ ବିଜେପି ମୁଖ୍ୟମନ୍ତ୍ରୀ ତାକୁ ନେଇ ବଢ଼ିଛି ଉତ୍କଣ୍ଠା । ଏହାରି ଭିତରେ ବିଜେପି ବିଧାୟକ ଦଳ ନେତା ନିର୍ବାଚନ କରିବାକୁ ଓ ମୁଖ୍ୟମନ୍ତ୍ରୀ ଚେହେରା ବାଛିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପର୍ଯ୍ୟବେକ୍ଷକ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି ବିଜେପି ସଂସଦୀୟ ବୋର୍ଡ ।ଆଗାମୀ ୯ ତାରିଖରେ ବଙ୍ଗରେ ନୂଆ ସରକାର ଶପଥ ଗ୍ରହଣ କରିବାକୁ ଥିବାରୁ ଆଜି […]

ଆଇଏସ୍‌ଆଇ ଟାର୍ଗେଟରେ ଐତିହାସିକ ମନ୍ଦିର

ଆଇଏସଆଇ ଟାର୍ଗେଟ୍ ରେ ଦିଲ୍ଲୀ । ଦିଲ୍ଲୀ ଏବଂ ସୋନିପତର କିଛି ପ୍ରସିଦ୍ଧ ସ୍ଥାନରେ ଆକ୍ରମଣ ପାଇଁ ଷଡଯନ୍ତ୍ର । ୯ ଜଣ ଆତଙ୍କବାଦୀ ଗିରଫ ହେଲା ପରେ ସାମ୍ନାକୁ ଆସିଛି ସତ । ଯାହା ପଛରେ ପାକିସ୍ତାନର ହାତ ଥିବା ନେଇ ମଧ୍ୟ ପ୍ରମାଣ ମିଳୁଛି ।ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ଦ୍ବାରା ଗିରଫ ହୋଇଥିବା ପାକିସ୍ତାନ ସମର୍ଥିତ ଶେହଜାଦ୍‌ ଭଟ୍ଟି ମଡ୍ୟୁଲର ଆତଙ୍କବାଦୀମାନଙ୍କୁ ପଚରାଉଚରା ବେଳେ ଚକିତ କରିଦେବା ପରି ତଥ୍ୟ ସାମ୍‌ନାକୁ ଆସିଛି। […]

ସୌମ୍ୟରଞ୍ଜନଙ୍କୁ ହତ୍ୟା ଘଟଣା । ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଓଡ଼ିଶା ନମ୍ବର ୱାନ୍‌ : ଅରୁଣ ସାହୁ

ବାଲିଅନ୍ତା ବର୍ବରତା ନେଇ ରାଜନୀତି ସରଗରମ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ।ସେ କହିଛନ୍ତି , ନିର୍ବାଚନ ବେଳେ ବିଜେପି ନେତା କହିଲେ ଓଡ଼ିଶା ଏକ ନମ୍ବର ହେବ । ଓଡ଼ିଶା ଅପରାଧ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ନମ୍ବର ୱାନ ହୋଇଛି । ହତ୍ୟା, ରେପ, କିଡନାପରେ ଓଡିଶା 1 ନମ୍ବର ହୋଇଛି । ହିଞ୍ଜିଳି, କଣାସ, ଢେଙ୍କାନାଳ ରେପ୍‌ ଘଟଣା ପରେ ବାଲିଅନ୍ତା ଘଟଣା , […]

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଯୁବତୀ 

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ବିଭତ୍ସ ହତ୍ୟା।ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଯୁବତୀ । ମୋତେ ଓ ମୋ ସାଙ୍ଗକୁ ଅସଦାଚରଣ କରିଥିଲେ ୨ଯୁବକ । ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖିନଥିଲି । ମୁଁ ଓ ମୋ ସାଙ୍ଗ ସ୍କୁଟରରେ ମାଉସୀ ଘରକୁ ଯାଉଥିଲୁ । ବାଟରେ ସେମାନେ ଆମକୁ ପ୍ରଥମେ କିଛି କହିଥିଲେ । ପରେ ପଛକୁ ଫେରି ଆମ ଗାଡିକୁ ଧକ୍କା ଦେଇ ଅସଦାଚରଣ କରିଥିଲେ । […]

ରଥଯାତ୍ରା ପ୍ରସ୍ତୁତି ପାଇଁ ଆଜି ପ୍ରଥମ ସମନ୍ୱୟ ବୈଠକ

ଜୁନ୍‌ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୧୬ ତାରିଖରେ ରଥଯାତ୍ରା । ବିଶ୍ୱପ୍ରସିଦ୍ଧ ନବଦିନାଙ୍କ ରଥଯାତ୍ରାର ଏହି ଭବ୍ୟ ଉତ୍ସବ ଜୁଲାଇ ୨୭ ତାରିଖ ନୀଳାଦ୍ରି ବିଜେ ସହ ସମାପ୍ତ ହେବ । ତେବେ ଆଜି ବସିବ ପ୍ରଥମ ରଥଯାତ୍ରା ସମନ୍ଵୟ ବୈଠକ। କେନ୍ଦ୍ରାଞ୍ଚଳ ରାଜସ୍ବ ଆଯୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ। ପୁରୀ ଟାଉନ ହଲରେ ହେଉଥିବା ଏହି ବୈଠକର ଫୋକସ୍ ହେଉଛି ଆଗାମୀ ରଥଯାତ୍ରାର ସୁପରିଚାଳନା। […]

CGD ନୀତି-୨୦୨୬ ପାଇଁ ବିଜ୍ଞପ୍ତି; ରାଜ୍ୟରେ ୯ ଲକ୍ଷରୁ ଅଧିକ ଘରୋଇ PNG ସଂଯୋଗ

ଓଡିଶା ସହରୀ ଗ୍ୟାସ୍‌ ବଣ୍ଟନ (CGD) ନୀତି-୨୦୨୬ ପାଇଁ ବିଜ୍ଞପ୍ତି ଜାରି ହୋଇଛି । PNG ନେଟୱର୍କ ଏବଂ ସହରୀ ଗ୍ୟାସ୍‌ ବଣ୍ଟନକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଗୃହ ନିର୍ମାଣ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।ଏହି ପ୍ରକଳ୍ପରେ ପ୍ରାୟ ୫୧୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ୯ ଲକ୍ଷ ୯ ହଜାର ୬୮୨ଟି ପରିବାରକୁ ପାଇପ ଯୋଗେ ଘରୋଇ ରନ୍ଧନ ଗ୍ୟାସ (ପିଏନଜି) ସଂଯୋଗ ହେବ । ଏହାସହିତ […]

ଭିଡ଼ରୁ ବର୍ତ୍ତିଯାଇଥିବା ଓମ୍ ପ୍ରକାଶଙ୍କ ସାଂଘାତିକ ବୟାନ ।ସୌମ୍ୟଙ୍କୁ ବାତ ମାରିଥିଲା…

ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ। ତେବେ ଏହାରି ଭିତରେ ପ୍ରତ୍ୟକ୍ଷଦର୍ଶୀ ଓମ୍ ପ୍ରକାଶଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି। ଘଟଣା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ଜାଣିଛନ୍ତି ଓମ୍ପ୍ରକାଶ। ସେ ପୁଲିସ୍କୁ କହିଛନ୍ତି, ଆମେ ପ୍ରାୟ ସାଢ଼େ ୧୦ଟା ବେଳେ ଘରୁ ବାହାରିଥିଲୁ ମେଡିସନ୍ ଦୋକାନକୁ। ସୌମ୍ୟରଞ୍ଜନଙ୍କର ଏକ ଇଂଜେକ୍ସନ୍ ଦରକାର ଥିଲା।ତୁରନ୍ତ ଇଞ୍ଜେକ୍ସନ ନେବାକୁ ହେବ ବୋଲି ସୌମ୍ୟରଞ୍ଜନ ତାକୁ କହିଥିଲା […]

ବାଲିଅନ୍ତାରେ ଯୁବକଙ୍କୁ ହତ୍ୟା: କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵରର ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ମବ୍ ଲିଞ୍ଚିଙ୍ଗ୍ ବା ଭିଡ଼ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତରମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।  ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ […]

ଯୁବକଙ୍କୁ ପିଟିପିଟି ହତ୍ୟା ମାମଲା । ଗ୍ରାମବାସୀଙ୍କୁ ପୋଲିସର ଅଟକ ପରେ ଥାନାରେ ଉତ୍ତେଜନା

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ବୀଭତ୍ସ ହତ୍ୟା ଘଟଣା । ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍। ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଆକ୍ରମଣକାରୀଙ୍କୁ ଚାଲିଛି ଖୋଜା।ପୋଲିସ ଅଟକ ରଖିବା ପରେ ଥାନାରେ ଉତ୍ତେଜନା ପ୍ରକାଶ ପାଇଛି ।  ଉତ୍ତେଜନା ଲାଗି ରହିବା ପରେ ପୋଲିସ କମିସନର ଏସ ଦେବଦତ୍ତ ସିଂ ଓ ଅତିରିକ୍ତ ଡିସିପି ନରସିଂହ ଭୋଳ ଥାନାରେ ପହଞ୍ଚିଛନ୍ତି ।  ଡିସିପି ଜଗମୋହନ ମୀନା ମଧ୍ୟ ସେଠାରେ ଅଛନ୍ତି ।  ଗାଁରୁ ୬ ଅଭିଯୁକ୍ତଙ୍କୁ […]

ଆଜିର ରାଶିଫଳ(୦୮ ମଇ , ୨୦୨୬)

ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। ମିଥୁନ-ଆଜି […]

ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକଙ୍କୁ ପିଟିପିଟି ମାରିଦେଲେ ସ୍ଥାନୀୟ ବାସିନ୍ଦା

ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକଙ୍କୁ ପିଟିପିଟି ମାରିଛନ୍ତି ସ୍ଥାନୀୟ ବାସିନ୍ଦା।ଦୁଇ ଜଣ କଲେଜ ଛାତ୍ରୀ ଏକ ସ୍କୁଟିରେ ଯାଉଥିବା ବେଳେ ହଠାତ୍ ଦୁଇ ଜଣ ଯୁବକ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ ଥିଲେ। ସ୍ଥାନୀୟ ଲୋକେ ଯୁବକ ଜଣଙ୍କୁ କାବୁ କରିଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ମଧ୍ୟ ଗୋଡ଼ହାତ ବାନ୍ଧିବା ସହ ଏକ ବାଉଁଶରେ ତାଙ୍କୁ ଝୁଲାଇବାକୁ ଚେଷ୍ଟା କରିଥିଲେ ସ୍ଥାନୀୟ ଲୋକେ। ତେବେ ଏହି […]

ଯୌନ ନିର୍ଯାତନାର ଶିକାର ପୀଡ଼ିତାଙ୍କ ପରିଚୟ ରହିବ ଗୁପ୍ତ ; ଓଡ଼ିଶା ହାଇକୋର୍ଟ

ଯୌନ ନିର୍ଯାତନା ମାମଲାରେ ଶିକାର ହୋଇଥିବା ବ୍ୟକ୍ତି ବା ପୀଡ଼ିତାଙ୍କ ପରିଚୟ ଯେପରି ସାର୍ବଜନୀନ ନହୁଏ, ସେଥିପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ନୂଆ ଏବଂ କଠୋର ପ୍ରୋଟୋକଲ୍ ଲାଗୁ କରିଛନ୍ତି।ମାମଲାର ଶୁଣାଣି ସମୟରେ କିମ୍ବା କୋର୍ଟଙ୍କ ରାୟ ପ୍ରକାଶ ପାଇବା ବେଳେ ପୀଡ଼ିତାଙ୍କ ନାମ, ଠିକଣା କିମ୍ବା ଏପରି କୌଣସି ତଥ୍ୟ ପ୍ରଦାନ କରାଯିବ ନାହିଁ, ଯାହାଦ୍ୱାରା ତାଙ୍କର ପରିଚୟ ଜଣାପଡ଼ିବ।ଛଦ୍ମନାମର ବ୍ୟବହାର: ପୀଡ଼ିତାଙ୍କ ପ୍ରକୃତ ନାମ ବଦଳରେ ‘X’, ‘Y’ କିମ୍ବା ଅନ୍ୟ କୌଣସି […]