author

ବାଲିହରଚଣ୍ଡୀ ନିକଟ ଜଙ୍ଗଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ ଜିଲ୍ଲାର ପ୍ରସିଦ୍ଧ ବାଲିହରଚଣ୍ଡୀ ନିକଟ ଜଙ୍ଗଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ। ପୀଡିତା ପୁରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ତାଙ୍କର ଡାକ୍ତରୀ ମାଇନା କରାଇଛି । ଏହି ଘଟଣାରେ ମୋଟ ୪ ଅଭିଯୁକ୍ତ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ, ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗତ ଶନିବାର ମଧ୍ୟାହ୍ନରେ ବାଲି ହରଚଣ୍ଡୀ ପୀଠକୁ ଦର୍ଶନ ପାଇଁ ଯାଇଥିଲେ । […]

ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ,ଆଜି ସର୍ବଦଳୀୟ ବୈଠକ

ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ବସିବ । ଏଥିରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି ।ବିଧାନସଭା ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ସୁରମା ପାଢ଼ୀ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି । ଅଧିବେଶନଟି ସଂକ୍ଷିପ୍ତ ହେଲେ ବି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଶାଣିତ ଆକ୍ରମଣ କରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ଜୋରଦାର୍ ରଣନୀତି ପ୍ରସ୍ତୁତ କରୁଛନ୍ତି। ଆସନ୍ତା ଅଧିବେଶନରେ ଦୁଇ ବିରୋଧୀ ଦଳ ମୁଖ୍ୟତଃ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, […]

ଆଜିର ରାଶିଫଳ(୧୬ ସେପ୍ଟେମ୍ବର, ୨୦୨୫)

ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି […]

ମା’ ସମଲେଶ୍ୱରୀଙ୍କୁ ଲାଗି ହେବ ଜୈବିକ ଚାଷରୁ ପ୍ରସ୍ତୁତ ଅନ୍ନ

ମଲ୍ଲିଫୁଲ ଝୁଲି, ସୁନାକାଠି, ଜିଆଇ ଟ୍ୟାଗ ମାନ୍ୟତା ପ୍ରାପ୍ତ, କଳାଜିରା ଧାନ, ଶିରାଗା-ସାମ୍ବା, ଶୋରିସ ଫୁଲ ଧାନ ଓ ତୁଳସୀ ବାସ ଭଳି ଦେଶୀ ଓ ଜୈବିକ ଧାନରୁ ମା’ ସମଲେଶ୍ୱରୀଙ୍କ ପୀଠରେ ପ୍ରସ୍ତୁତ ହେବ ଭୋଗ । ଏଣିକି ଦେଶୀ ଓ ଜୈବିକ ଧାନ ଚାଷକୁ ପ୍ରୋତ୍ସାହନ ଦେବେ ମା’ ସମଲେଶ୍ୱରୀ ।ସମଲେଇ ପ୍ରକଳ୍ପ ହେବା ପରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠକୁ ବର୍ଷତମାମ ଦୈନିକ ହଜାର ହଜାର ଭକ୍ତ ଆସୁଛନ୍ତି । […]

ଜଣେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମହିଳା ମାଓବାଦୀ ବଛେଲା ଅଟାମି ଓରଫ ଜାନସୀ ଆତ୍ମସମର୍ପଣ କରିଛନ୍ତି ।ଗରିଆବନ୍ଧ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜାନସୀ । ଜାନସୀଙ୍କ ମୁଣ୍ଡ ପାଇଁ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି । ନଭରୀ ଏରିଆ ମାଓ ସଂଗଠନର ସକ୍ରିୟା ସଦସ୍ୟା ଜାନସୀ ।ଆଜି ସେ ଆତ୍ମସମର୍ପଣ କରିଛନ୍ତି। ଗରିଆବନ୍ଧ, ଧମତରି ଏବଂ ନୂଆପଡା ଅଞ୍ଚଳରେ ସକ୍ରିୟ ନକ୍ସଲ ବିରୋଧରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ସୁରକ୍ଷା ବାହିନୀର ନକ୍ସଲ ଅପରେସନରେ ନକ୍ସଲବାଦ ପ୍ରଭାବିତ […]

ଦେବଦାସ ଛୋଟରାୟ ପାଇବେ ୪୬ତମ ଶାରଳା ପୁରସ୍କାର

ପ୍ରଖ୍ୟାତ କବି ତଥା ଲେଖକ ଦେବଦାସ ଛୋଟରାୟଙ୍କୁ ତାଙ୍କ କ୍ଷୁଦ୍ର ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ୪୬ତମ ସାରଳା ପୁରସ୍କାର ପ୍ରଦାନ କରାଯିବ।୨୦୨୩ ମସିହାରେ ଟାଇମପାସ୍‍ ପ୍ରକାଶନୀଦ୍ୱାରା ପ୍ରକାଶିତ ତାଙ୍କ ଗଳ୍ପ ସଂକଳନ ‘ମ୍ୟାଟିନିସୋ’ ପାଇଁ ସେ ଏହି ପୁରସ୍କାର ଲାଭ କରିବେ। ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟସାରସ୍ୱତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ସାତଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।ଏଥିସହିତ କଳା କ୍ଷେତ୍ରରେ ଜୀବନବ୍ୟାପି ସାଧନାର ଉତ୍କର୍ଷ ପାଇଁ […]

 ପୁରୀ ସ୍ବର୍ଗଦ୍ୱାରରେ ଚମତ୍କାର। ଚେଇଁ ଉଠିଲେ ଶବ ହୋଇ ଆସିଥିବା ବୃଦ୍ଧା

ପୁରୀ ସ୍ବର୍ଗଦ୍ୱାରରେ ଚମତ୍କାର। ଶବ ହୋଇ ଆସିଥିବା ବୃଦ୍ଧା ଚେଇଁ ଉଠିଲେ | ଗଞ୍ଜାମ ପୋଲସରାରୁ ମହିଳା ଜଣଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ପୁରୀ ଅଣାଯାଇଥିଲା । ଚିତା ଯୋଗାଡ଼ଚାଲିଥିବା ବେଳେ ହଠାତ୍ ଉଠି ବସିଥିଲେ ବୃଦ୍ଧା । ଏହା ପରେ ବୃଦ୍ଧାଙ୍କୁ ନେଇ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବୃଦ୍ଧା ଜଣକ ହେଉଛନ୍ତି ଗଞ୍ଜାମ ପୋଲସରାର ପି. ଲକ୍ଷ୍ମୀ । ଜୁଇରୁ ଉଠିବା ପରେ ଏବେ ତାଙ୍କୁ ଚିକିତ୍ସା ପାଇଁ […]

ଉତ୍କଳ ସାମ୍ବାଦିକ ଆସୋସିଏସନ୍ ତରଫରୁ ସୁସ୍ଥ ପରିବେଶ କାର୍ଯ୍ୟକ୍ରମ।

ରାୟଗଡ଼ା ତା ୧୫/୦୯ (ନିପ୍ର) ରାୟଗଡ଼ା ଜିଲ୍ଲା ଶାଖା ଉତ୍କଳ ସାମ୍ବାଦିକ ଆସୋସିଏସନ୍ ଓ ସାଲାର୍ ଫାଉଣ୍ଡେସନ ତରଫରୁ ଆଜି ସୁସ୍ଥ ପରିବେଶ କାର୍ଯ୍ୟକ୍ରମ ଉପାନ୍ତ ଅଞ୍ଚଳ ରାୟଗଡ଼ା ବ୍ଳକର ପୁଲକଣା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିବେଶ କୁ ସ୍ବଚ୍ଛ ଓ ସ୍ଵସ୍ଥ ରଖିବା ପାଇଁ ୨୦୦ ବୃକ୍ଷ ରୋପଣ କରାଯାଇଛି। ସୂଚନା ମୁତାବକ ଏବେ ଏହି ଦୁର୍ଗମ ଜିଲ୍ଲାର ଜଙ୍ଗଲ ଧିରେ ଧିରେ ହ୍ରାସ ପାଉଥିବା ବେଳେ ଏହାଦ୍ବାରା ଜଳବାୟୁ ପରିବର୍ତ୍ତନ […]

SIRକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ,ଅବୈଧ କର୍ଯ୍ୟକଳାପ ପ୍ରମାଣ ମିଳିଲେ ରଦ୍ଦ ହେବ ପୁରା ପ୍ରକ୍ରିୟା

ବିହାରରେ ନିର୍ବାଚନ ଆୟୋଗଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର)କୁ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ତାଗିଦ କରିଛନ୍ତି। ଏସଆଇଆର କାର୍ଯ୍ୟ ପ୍ରଣାଳୀରେ ଯଦି କୌଣସି ବେଆଇନ କାର୍ଯ୍ୟ କିମ୍ବା ଗଡ଼ବଡ଼ ଦେଖିବାକୁ ମିଳେ, ତେବେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ରଦ୍ଦ କରାଯିବ ।ତେବେ ଆସନ୍ତା ଅକ୍ଟୋବର ୭ ତାରିଖରେ ଏହାକୁ ନେଇ ଚୂଡାନ୍ତ ରାୟ ପ୍ରକାଶ ପାଇବ ବୋଲି କୋର୍ଟ ସୂଚନା ଦେଇଛନ୍ତି। ଆଉ ଏହି ରାୟକୁ ସର୍ବ ଭାରତୀୟ ସ୍ତରରେ ଲାଗୁ କରାଯିବ।ସୂଚନାଯୋଗ୍ୟ, ଗତ […]

ଛାତ୍ର ସଂସଦନିର୍ବାଚନ ନେଇ ସରକାରଙ୍କୁ ବିଜେଡି ସଭାନେତ୍ରୀଙ୍କ ଟାର୍ଗେଟ

ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସାରି ଛୁଟି ଘୋଷଣା ହୁଏ। ହେଲେ ଦଶହରାକୁ ଦିନ କେଇଟା ଥିବା ବେଳେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ପ୍ରସ୍ତୁତି ଏବେ ଯାଏଁ ଗ୍ରାଉଣ୍ଡରେ ହେଇନି।ଛାତ୍ର ସଂସଦ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସଂକେତ ଦେଇଛନ୍ତି । ରାଜ୍ୟ ସରକାର ପୂର୍ବରୁ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । କହିଛନ୍ତି, କଲେଜ ନିର୍ବାଚନ ପାଇଁ ଆମ ସକାରାତ୍ମକ ଅଛୁ । ଅନ୍ୟପଟେ ଛାତ୍ର ସଂସଦନିର୍ବାଚନ ନେଇ ସରକାରଙ୍କୁ ବିଜେଡି […]

ପିଏମ୍‌ କିସାନ : ଏହି ଦିନ ମିଳିବ ୨୧ତମ କିସ୍ତି

ପିଏମ କିସାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ ଖବର । ସିଏମ କିସାନ ହିତାଧିକାରୀ KYC ଅପଡେଟ କରି ପିଏମ କିସାନରେ ସାମିଲ ହୋଇପାରିବେ । ଏବେ ସିଏମ କିସାନର ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ଥିବା ବେଳେ ପିଏମ କିସାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ ଅଛନ୍ତି । ଆହୁରି ଅଧିକ ଚାଷୀଙ୍କୁ ଏହି ଯୋଜନାରେ ଯୋଡ଼ିବାକୁ ସରକାର କରୁଛନ୍ତି ସ୍ପେଶାଲ ଡ୍ରାଇଭ । ଏହି ଯୋଜନାରେ ଦେଶର […]

ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା: ନୟାଗଡ଼ ଜିଲ୍ଲାକୁ ୩ ସ୍ବର୍ଣ୍ଣ ପଦକ,ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଭିନନ୍ଦନ

ନୟାଗଡ଼,(ଓଡ଼ିଶା ଦର୍ପଣ):  ଚଳିତ ସେପ୍ଟେମ୍ବର ମାସ ୧୦ ତାରିଖ ରୁ ୧୨ ତାରିଖ ମଧ୍ୟରେ ୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଟାଇକୋଣ୍ଡ ଏବଂ ଉସୁ ପ୍ରତିଯୋଗୀତା ୨୦୨୫-୨୬ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୫ ଜଣ ଖେଳାଳି ଏବଂ ଦୁଇଜଣ ଅଫିସିଆଲ୍ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ସ୍ବର୍ଣ୍ଣ ପଦକ, ଜଣେ କାଂସ୍ୟ ଏବଂ ଅନ୍ୟ ଜଣେ ରୌପ୍ୟ ପଦକ ହାସଲ କରି ଜିଲ୍ଲା […]