author

ବାଲିଯାତ୍ରା ସମୟରେ ଫୁଟପାତ୍‌ରେ ବସି ପାରିବେ ନାହିଁ ଉଠାଦୋକାନୀ ।

କଟକ ବାଲିଯାତ୍ରାରେ ଫୁଟ୍‌ପାଥରେ ବସି ପାରିବେ ନାହିଁ ଉଠା ଦୋକାନୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର କଟକ ଜିଲାପାଳ ଏକ ନିଷେଧାଦେଶ ଜାରି କରିଛନ୍ତି। ଏପରିକି ଫୁଟ୍‌ପାଥରେ ବ୍ୟବସାୟ ନିଷେଧ ପାଇଁ ୧୬୩ ଧାରା ଜାରି କରାଯାଇଛି।ଜୋବ୍ରାଠାରୁ ଚହଟା, ଉପର ଏବଂ ତଳ ବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖ ରାସ୍ତାରେ ଏହି ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧ କରାଯିବା ସହ ସେମାନଙ୍କ ଜୀବନ ଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ତଳ […]

ମହିଳାଙ୍କର ଏହି ଦୁଇଟି କାମ ପୁରୁଷମାନେ କରିବା ଉଚିତ୍ ନୁହେଁ

ଉତ୍ତରପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁପି ମହିଳା ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ ପୁରୁଷ ଟେଲରମାନେ ମହିଳାମାନଙ୍କ ଡ୍ରେସ୍‌ ମାପ ନେଇପାରିବେ ନାହିଁ। ବୁଟିକ ସେଣ୍ଟରରେ ମହିଳାଙ୍କ ଡ୍ରେସ୍‌ର ମାପ ପୁରୁଷଙ୍କ ପରିବର୍ତ୍ତେ ମହିଳାମାନେ ହିଁ ନେବେ। ଏହା ସହ ଜଡ଼ିତ ନିର୍ଦ୍ଦେଶ ସବୁ ଜିଲାକୁ ମଧ୍ୟ ଜାରି କରାଯାଇଛି।ବର୍ତ୍ତମାନ ଏହା କେବଳ ଏକ ପ୍ରସ୍ତାବ । ପରେ ରାଜ୍ୟ ସରକାରଙ୍କୁ ଏ ସମ୍ବନ୍ଧରେ ଆଇନ ଆଣିବାକୁ ଅନୁରୋଧ କରିବ ଆୟୋଗ । […]

ଏଣିକି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ମିଳିବ ଟଙ୍କା

ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଜମି କିଣିବା ଓ ଘର ନିର୍ମାଣ ପାଇଁ ମିଳିବ ଅଗ୍ରୀମ ଟଙ୍କା ।  ଘର ଭଡା ଖର୍ଚ୍ଚ(ଏଚଆରଏ)ରେ ପାଉଥିବା ଟଙ୍କା ସହିତ ଏଣିକି ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ ହାଇସ୍କୁଲ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ମିଳିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ଡିଇଓଙ୍କୁ ଚିଠି ଲେଖାଯାଇଛି । ନୂଆ ଜମି କ୍ରୟ କ୍ଷେତ୍ରରେ ଜମିର ମୂଲ୍ୟ ଓ ବିକ୍ରେତା […]

ଲାଞ୍ଚ ନେବା ବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ

କୋରାପୁଟରେ ଲାଞ୍ଚ ନେଇ ଧରା ପଡ଼ିଲେ ଡାକ୍ତର । ବକେୟା ଦରମା କରାଇ ଦେବାକୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ଡାକ୍ତରଙ୍କ ସହ ଫାର୍ମାସିଷ୍ଟ ମଧ୍ୟ ଭିଜିଲାନସ ହାବୁଡ଼ରେ ପଡ଼ିଛନ୍ତି । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ଅଧିକାରୀ ବିଶ୍ବଜିତ ଭୂୟାଁ ଓ ଫାର୍ମାସିଷ୍ଟ ଉତ୍ତମ ମହାକୁଡ଼ଙ୍କୁ ଧରିଛି ଭିଜିଲାନ୍ସ। ଜଣେ ନର୍ସିଂ ଅଫିସରଙ୍କ ବକେୟା ଦରମା କରାଇ ଦେବାକୁ ଏମାନେ ୪୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ […]

ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡ଼ା ଛକରେ ଭୟାନକ ବସ ଦୁର୍ଘଟଣା। ଦୁର୍ଘଟଣା

ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡ଼ା ଛକରେ ଭୟାନକ ବସ ଦୁର୍ଘଟଣା। ଦୁର୍ଘଟଣା ସ୍ଥଳରେ ଜଣେ ମୃତ ୩୦ ଆହତ ମଧ୍ୟରୁ କିଛି ଗୁରୁତର ଥିବା ନେଇ ସୂଚନା ରହିଛି । ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ନିକଟସ୍ଥ ମେଡିକାଲରେ ଭର୍ତି କରିଛନ୍ତି । ବସଟି ୪୦ ରୁ ଅଧିକ ଯାତ୍ରୀ ଧରି ରାଇକିଆରୁ ରୁ ଭୁବନେଶ୍ୱର ଆସୁଥିଲା ବସଟି। ତେବେ ସୂଚନା ମୁତାବକ ଦଶପଲ୍ଲାରେ ଗଛକୁ ପିଟି ରାସ୍ତାରେ ଓଲଟିଲା ବସ ତେବେ ଡ୍ରାଇଭରର […]

କଟକ ଗଣଦୁଷ୍କର୍ମ ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।  

କଟକ ଗଣଦୁଷ୍କର୍ମ ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।  ଦୋଷୀଙ୍କୁ ଦଣ୍ଡିତ କରିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।  ଏହି ମାମଲାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି ।  ମହିଳାଙ୍କ ଉପରେ ଆକ୍ରମଣ, ନିର୍ଯାତନା କିମ୍ବା ଦୁଷ୍କର୍ମ ଘଟଣାକୁ ସରକାର କଠୋର ଭାବେ ଦମନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ମହିଳା ବିରୋଧୀ ଅପରାଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ସରକାର […]

ଶୁଣିଲାନି ପ୍ରଶାସନ: ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ

 ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଶହଶହ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ଗ୍ରାମରେ। ପ୍ରକାଶ ଯେ, ସିମନବାଡ଼ି ପଞ୍ଚାୟତଠାରୁ ମାତ୍ର ୩ କିଲୋମିଟର ଦୂରତାରେ ରହିଛି। ଏହି ଗ୍ରାମ ସେଠାରେ ଶତାଧିକ ପରିବାର ଅନୁସୂଚିତ ଜନଜାତି ଏବଂ ସାଧାରଣବର୍ଗର ଜନସାଧାରଣ ସେମାନଙ୍କ ପାଇଁ […]

ଭୁବନେଶ୍ୱରରେ ଲଭ ଜିହାଦ

ରାଜଧାନୀର ଯୁବତୀଙ୍କୁ ଟ୍ରାପ କଲା ଜମ୍ମୁକାଶ୍ମୀରର ଯୁବକ  ।  ଓଡିଆ ଯୁବତୀଙ୍କ  ଅନ୍ତରଙ୍ଗ ମୁହୂର୍ତ୍ତର  ଭିଡିଓ କଲା ଅଭିଯୁକ୍ତ । ଅଭିଯୁକ୍ତ କାଶ୍ମୀର ଯୁବକ ମହିଳା ଥାନାରେ ଅଟକ  ରଖାଯାଇଛି । ଅନଲାଇନ ଗେମରୁ  ଆରମ୍ଭ ହୋଇଥିଲା ହିନ୍ଦୁ ଯୁବତୀଙ୍କ ସହ ପ୍ରେମ ହୋଇଥିଲା ଯୁବକଙ୍କର ।  କାଶ୍ମୀରରୁ ଭୁବନେଶ୍ୱର ଆସିଥିବା ଯୁବକଙ୍କୁ ଉଠାଇ ନେଲା ପୋଲିସ  ା ମୋବାଇଲରେ ବ୍ଲାକମେଲ କରି ସୁଟ କରୁଥିଲା । ଓଡିଆ ଯୁବତୀଙ୍କୁ ଯୁବକ ଜଣଙ୍କ  ଧର୍ମ ପରିବର୍ତ୍ତନ ପାଇଁ […]

ଦିବ୍ୟାଙ୍ଗ ଭର୍ତା ବୃଦ୍ଧି ନିମନ୍ତେ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

ରାୟଗଡା ଭିନ୍ନକ୍ଷମ ମହାସଙ୍ଗ (ଆର ବିଏମ୍ଏସ୍) ତରଫରୁ ଏକ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ମଧୁବାବୁ ପେନସନ କୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଏହି ପ୍ରତିଶ୍ରୁତି ପୂରଣ କରନ୍ତୁ । ପ୍ରତ୍ୟେକ ଜିଲ୍ଲା ରେ ଏହି ଭଳି ଦାବି ଜାରୀ ରହିଛି। ସଂଘ ଆଗାମୀ ଦିନରେ ଆନ୍ଦୋଳନ ଆରମ୍ଭ ହେବ ବୋଲି କହିଛି ଆମେ ଆଶା କରୁଛୁ ଆମର ଏହି ଦାବୀ କୁ ଦୃଷ୍ଟିରେ ରଖି ପ୍ରାଧାନ୍ୟ ଦେଇ ଭର୍ତା ବୃଦ୍ଧି କରାଯାଉ। ଏହି ଉଦ୍ଦେଶ୍ୟରେ […]

ଶୁଣିଲାନି ପ୍ରଶାସନ: ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ

 ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଶହଶହ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ଗ୍ରାମରେ। ପ୍ରକାଶ ଯେ, ସିମନବାଡ଼ି ପଞ୍ଚାୟତଠାରୁ ମାତ୍ର ୩ କିଲୋମିଟର ଦୂରତାରେ ରହିଛି। ଏହି ଗ୍ରାମ ସେଠାରେ ଶତାଧିକ ପରିବାର ଅନୁସୂଚିତ ଜନଜାତି ଏବଂ ସାଧାରଣବର୍ଗର ଜନସାଧାରଣ ସେମାନଙ୍କ ପାଇଁ […]

 ବଦଳିଲା ‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’ର ନାଁ । 

ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ଦିଆଯାଇଥିବା ଦୀର୍ଘ ଗ୍ରୀଷ୍ମ ଛୁଟି ବିଷୟରେ ସବୁବେଳେ ପ୍ରଶ୍ନ ଉଠେ। ବର୍ତ୍ତମାନ ଏ ଗୁଡିକ ପରିବର୍ତ୍ତନ କରି, ଦୀର୍ଘ ଛୁଟିଗୁଡିକ ଆଂଶିକ ଛୁଟିରେ ପରିଣତ ହୋଇଛି। ସୁପ୍ରିମକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି, ଛୁଟି ଦିନ ୯୦ ଦିନରୁ ଅଧିକ ହେବ ନାହିଁ, ଏଥିରେ ରବିବାର ସାମିଲ ନାହିଁ। ପୂର୍ବରୁ ଏହି ସଂଖ୍ୟା ୧୦୩ ଥିଲା। କିନ୍ତୁ ଏବେ ଏହି ଶବ୍ଦ ସୁପ୍ରିମକୋର୍ଟ କ୍ୟାଲେଣ୍ଡରରୁ ହଟାଇ ଦିଆଯାଇଛି। ଚଳିତ ବର୍ଷ ପ୍ରକାଶ ପାଇଥିବା ସୁପ୍ରିମ […]

ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓମୁକ୍ତ ରାଜ୍ୟ ହେବ ଓଡ଼ିଶା ।

ମାଓ ମୁକ୍ତ ହେବ ଓଡ଼ିଶା । ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ମାଓ ମୁକ୍ତ କରାଯିବା ନେଇ ଆହ୍ବାନ ଦେଇଛନ୍ତି ଗୃହ ମନ୍ତ୍ରୀ । ଏଥିପାଇଁ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା ପୋଲିସ । ଓଡ଼ିଶାରେ ଏହି ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟ ଅବଧିରେ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପ୍ରଥମ ଲକ୍ଷ୍ୟ ରଖିଛି ଓଡ଼ିଶା ପୋଲିସ । ଖୁରାନିଆ ପ୍ରଥମେ ମାଓପ୍ରବଣ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଆଞ୍ଚଳର ଗୋରାସେତୁ ବିଏସ ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ । ସେଠାରେ […]