author

ମାର୍ଗଶୀର ମାସରୁ ବାହାର କାଠରେ ୬ ଟିକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା

ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ । ଏହି ଏକ ମାସରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ କରାଯିବ । ତେବେ ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ ହେବ ଧାଡ଼ି ବ୍ୟବସ୍ଥା । ବରିଷ୍ଠ ନାଗରିକ ଏବଂ ଦିବ୍ୟଙ୍ଗ ଓ ମହିଳା ଙ୍କ ପାଇଁ ହେବ ସ୍ୱତନ୍ତ୍ର […]

ଖୋଲୁଛି ରଙ୍ଗିଲା ବାବା କୈବଲ୍ୟ ଜାନିଙ୍କ ଗୁପ୍ତ କଥା

ରଙ୍ଗୀଲା ବାବାଙ୍କ ଲିପ୍‌ କିସ୍‌ ଦିଆ ଫଟୋ ପରେ ଭାଇରାଲ୍‌ ହେଉଛି ଡ୍ୟାନ୍ସ ଭିଡିଓ। ଯେଉଁଥିରେ ବାବା କିଛି ଯୁବକଙ୍କ ସହିତ ଉନ୍‌ମାଦିଆ ଡିଜେ ଗୀତରେ ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି। ଖାଲି ଡ୍ୟାନ୍ସ କରୁନାହାନ୍ତି, ପୂରା ଗୀତରେ ନିଜକୁ ହଜାଇ ଦେଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛନ୍ତି।ଗତ ୭ ତାରିଖରେ ଜଣେ ଯୁବତୀଙ୍କ ବାପା ତାଙ୍କ ଝିଅକୁ ଭଣ୍ଡବାପା କୈବଲ୍ୟ ଜାନି ଅପହରଣ କରିନେଇଥିବା ଅଭିଯୋଗ ଆଣିଥିଲେ। ତିଗିରିଆ ଅଞ୍ଚଳରେ ଥିବା […]

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ଘଟଣା

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ସରକାର। ଏପରି ଏକ ଘଟଣାକୁ ଗମ୍ଭୀର ଓ ସ୍ପର୍ଶକାତର ଘଟଣା ଭାବେ ଗ୍ରହଣ କରାଯାଇଛି।ଓଡ଼ିଶା ପୋଲିସ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଅଛି ଏବଂ ଦିଲ୍ଲୀ ପୋଲିସ ସହିତ ତଦନ୍ତର ଅଗ୍ରଗତି ମଧ୍ୟ କରୁଛି। ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ପରିବାର ସଦସ୍ୟଙ୍କ ଗତିବିଧିକୁ ସୁଗମ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ସୂଚନା। ସରାଇ କାଲେ ଖାନ୍ […]

ଓଡିଶାର ଅନେକ ସ୍ଥାନରୁ ଫେରିଲାଣି ମୌସୁମୀ

ଓଡିଶାରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ, ରବିବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଅନେକ ସ୍ଥାନରୁ ଅପସରି ଗଲାଣି। ଚଳିତ ବର୍ଷ ୨ ଜିଲ୍ଲା ନୂଆପଡ଼ା ଓ ମାଲକାନଗିରି ରେ ପ୍ରବଳ ବର୍ଷା ହୋଇଥିବା ବେଳେ । ୨୪ ଜିଲ୍ଲା ରେ ସ୍ବାଭାବିକ ବର୍ଷା ହୋଇଛି ଓ ୪ ଜିଲ୍ଲା ଭଦ୍ରକ, କେଉଁଝର , ଦେଓଗଡ ଓ ଝାରସୁଗୁଡ଼ା ରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଚି ।ଆଜିଠାରୁ ପ୍ରାୟତଃ ରାଜ୍ୟର ଅଧିକାଂଶ ଜିଲ୍ଲାରୁ ମୌସୁମୀ […]

ଭସାଣି ପାଇଁ ଭୁବନେଶ୍ୱରରେ ଦିନ ୩ଟାରୁ ଟ୍ରାଫିକ କଟକଣା |

ସରିଲା ଦୁର୍ଗାପୂଜା। ଆଜି ମେଲାଣି ନେବେ ଜଗତଜନନୀ ମା ଦୁର୍ଗା। ଭସାଣୀ ପାଇଁ ଭୁବନେଶ୍ୱର ଲାଗି ଜାରି ହେଲା କଟକଣା। ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ। ମେଢ ଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ ଟ୍ରାଫିକ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି। ସହିଦ ନଗର ଭସାଣ ବେଳେ କୌଣସି ଯାନବାହନ ଭୁବନେଶ୍ୱର ବାଣୀବିହାର ପଟୁ ରୂପାଲି ଛକ ଆଡ଼କୁ ଯାଇପାରିବେ ନାହିଁ। ସେହି ଗାଡ଼ି ଗୁଡ଼ିକ ଆଚାର୍ଯ୍ୟ […]

ଆଜିର ରାଶିଫଳ(୧୪ ଅକ୍ଟୋବର,୨୦୨୪)

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ […]

ଶ୍ରେଷ୍ଠ ମଣ୍ଡପ ଭାବେ ପୁରସ୍କୃତ ହେଲା ସାର୍ବଜନୀନ ଦୁର୍ଗାମଣ୍ଡପ

ନୟାଗଡ଼,(ଓଡ଼ିଶା ଦର୍ପଣ):ଶାରଦୀୟ ଦୁର୍ଗାପୂଜା ଅବସରରେ ନୟାଗଡ଼ ଜିଲ୍ଲାରେ ପୂଜା ପାଉଥିବା ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ମାନଙ୍କ ମଧ୍ୟରେ ନୟାଗଡ଼ର ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ ଶ୍ରେଷ୍ଠ ପୂଜା ମଣ୍ଡପ ଭାବେ ଯୋଗ୍ୟ ବିବେଚିତ ହୋଇ ପୁରସ୍କାର ହାସଲ କରିଛି। ଜାତୀୟ ନିଉଜ ଚାନେଲ ନିଉଜ-୧୮ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଦୁର୍ଗାପୂଜା ମଣ୍ଡପ ଠାରେ  ନିଉଜ-୧୮ ଚାନେଲ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ […]

ଦୂର୍ଗା ପୂଜା ପାଇଁ ନବ ବୋଧୁ ରୂପେ ସୁସଜ୍ଜିତ ହୋଇଛି ରାୟଗଡ଼ ବ୍ରାହ୍ମଣ ସାହି।

ରାୟଗଡ଼ – ସୁନ୍ଦର ଆଲୋକ ତୋରଣ ସହ ଆକାଶ ଛୁଆଁ ମେଢ଼ ଦର୍ଶକଙ୍କୁ ଆକର୍ଷିତ କରୁଛି । ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି ରାୟଗଡ଼ ବ୍ରାହ୍ମଣ ସାହିରେ। ସୁଗନ୍ଧିତ ଝୁଣାର ବାସ୍ନା ସାଙ୍ଗକୁ ପବିତ୍ର ମନ୍ତ୍ର ଉଚ୍ଚାରଣର ଧ୍ଵନି ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଛି। ବ୍ରାହ୍ମଣ ସାହି ରାୟଗଡ଼ ସହରରେ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଥିବା ମା ଜଗତ ଜନନୀ ଦୂର୍ଗାଙ୍କ “ଦୁର୍ଗା ପୂଜା” ଅତି ଆନନ୍ଦ ଓ ଉତ୍ସାହର ସହ […]

ବିଶିଷ୍ଟ ବ୍ୟବସାୟୀ ରଘୁ ସାମନ୍ତରାୟଙ୍କ ପିତୃ ବିୟୋଗ।

ରାୟଗଡ଼ – ରାୟଗଡ଼ ସହର ର ବିଶିଷ୍ଟ ବ୍ୟବସାୟୀ ରଘୁ ସାମନ୍ତରାୟଙ୍କ ପିତା ନୀଳାଦ୍ରି ସାମନ୍ତରାୟଙ୍କ ବିୟୋଗ।ସ୍ଵର୍ଗତ ନୀଳାଦ୍ରି ସାମନ୍ତରାୟ ଗତ କିଛି ମାସ ତଳେ ଶରୀର ଅସୁସ୍ଥତା କାରଣରୁ ଭିସାଖାପାଟଣା ଏଵଂ ବେଙ୍ଗଲୁର ରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଘରେ ପରିବାର ବର୍ଗଙ୍କ ଦ୍ଵାରା ବେଶ୍ ସୂଚାରୁ ରୁପେ ସ୍ବାସ୍ଥ୍ୟସେବା ଅତି ଯତ୍ନର ସହିତ କରାଯାଉଥିଲା। ଶୁକ୍ରବାର ଦିନ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ। ସେ ବିଶ୍ରାମ ନେଉଥିବା ସମୟରେ ହିଁ ତାଙ୍କ ପ୍ରାଣବାୟୁ […]

‘ମା’ଲୋ ସିଂହ ବାହିନୀ’ ଲୋକାର୍ପିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଶାରଦୀୟ ଦୁର୍ଗାପୂଜା ଅବସରରେ ଭଜନ ‘ମା’ଲୋ ସିଂହ ବାହିନୀ’ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ,ନୟାଗଡ଼ ଠାରେ ଲୋକାର୍ପିତ ଲୋକାର୍ପିତ ହୋଇଯାଇଛି। ‘ଶ୍ରୀ ସୃଜନ’ ସଂଗୀତାନୁଷ୍ଠାନ ଦ୍ବାରା ପ୍ରସ୍ତୁତ ଏହି ଭଜନଟି ସଙ୍ଗୀତକାର କାଦମ୍ବିନୀ ମହାପାତ୍ର ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ ଜୟଶ୍ରୀ ଦେବୀ କରିଛନ୍ତି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ  ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର  ଚୌଧୁରୀ, ସମ୍ପାଦିକା ଜୟଶ୍ରୀ ଦେବୀଙ୍କ ସମେତ ଅତିଥି ଭାବେ ଲକ୍ଷ୍ମୀଧର ସାହୁ,ଶେଖ୍ ଅବଦୁଲ୍ ଖାଲିକ୍,ଅଶୋକ […]

ଆଜିର ରାଶିଫଳ(୧୩ ଅକ୍ଟୋବର,୨୦୨୪)

ମେଷଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, […]

ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ମହାସ୍ନାନ

ଦୁର୍ଗାପୂଜାରେ ଅଘଟଣ। ଶ୍ରୀମନ୍ଦିର କଳାହାଟ ଦ୍ୱାର ନିକଟରେ ପଡ଼ିଲା ରକ୍ତଛିଟା।ଜଣେ କର୍ମଚାରୀଙ୍କ ହାତ ଚାପି ଯିବାରୁ ରକ୍ତସ୍ରାବ ହୋଇଥିଲା । ଏହାକୁ ନେଇ ଶନିବାର ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଯାଇଛି। ଏହାକୁ ନେଇ ଅପରାହ୍ନରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।ସୂଚନା ଯୋଗ୍ୟ ଯେ ଆସନ୍ତାକାଲି ବିଜୟା ଦଶମୀରେ ସୁନାବେଶରେ ସଜେଇ ହେବେ ମହାପ୍ରଭୁ। ହଜାର ହଜାର ଭକ୍ତ ରତ୍ନସିଂହାସନରେ ଠାକୁରଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବେ । ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା […]