ବରଗଡ଼ ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର ୧ କୋଟିକୁ ବୃଦ୍ଧି କରିଛନ୍ତି। ଏହାଛଡ଼ା ପ୍ରମୁଖ ୧୭୦ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏ ସମ୍ମାନ ରାଶି ପ୍ରଦାନ କରାଯିବ।ଏହା ସହ ଧନୁଯାତ୍ରାକୁ ୟୁନେସ୍କୋ (UNESCO) ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ, ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ ପାଇଁ ୱେବସାଇଟ୍ ପ୍ରସ୍ତୁତ କରାଯିବା ନେଇ ମଧ୍ୟ ଘୋଷଣା […]
ରାଜ୍ୟରେ ମଦ ଦର ବଢିବ କି ? ଏଭଳି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ମଦ ଦର ବୃଦ୍ଧି ନେଇ ଅବକାରୀ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମନ୍ତ୍ରୀ କହିଛନ୍ତି, ପ୍ରାଇସ୍ ଫିକ୍ସେସନ କମିଟି ରିପୋର୍ଟ ଆସିଛି, ସରକାର ନିଷ୍ପତ୍ତି ନେବେ । ଦର ବୃଦ୍ଧି ପାଇଁ ପ୍ରାଇସ୍ ଫିକ୍ସେସନ କମିଟି ଥାଏ । ସମସ୍ତ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରି ଏହି କମିଟି ନିଷ୍ପତ୍ତି ନିଏ ।ଏହା ଉପରେ ରାଜ୍ୟ ସରକାର ବିଚାର […]
ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଗୁଣ୍ଠାବାଡା ଗ୍ରାମ ନିକଟରୁ ଓଡ଼ିଶା ପୋଲିସ ଏବଂ ଡିବିଏଫ ବାହିନୀ ରବିବାର ୩ଜଣ ମହିଳା କ୍ୟାଡର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।ପୋଲିସ ଓ DVF ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ଗିରଫ ହୋଇଛନ୍ତି ମାଓବାଦୀ । ୩ ମହିଳା ମାଓବାଦୀ ହେଲେ ସ୍ବପ୍ନା, କମଳା ଏବଂ ସୁସ୍ମିତା । ସେମାନଙ୍କ ନାଁରେ ଥିଲା ୮ ଲକ୍ଷର ପୁରସ୍କାର ରହିଥିଲା । ସ୍ବପ୍ନା ଉପରେ ୪ ଲକ୍ଷ, କମଲା ଓ […]
ଓଡ଼ିଶା ଅଗ୍ନିଶମ ବାହିନୀରେ ସାମିଲ ହେବ ଡଗ୍ ସ୍କ୍ବାଡ୍ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ସନ୍ଧାନୀ କୁକୁର। ଏଥିପାଇଁ ରାଜ୍ୟ ପୋଲିସର ଡଗ୍ ସ୍କ୍ୱାଡ୍ K-09ର ୧୦ଟି କୁକୁରଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି। ଫାୟାର୍ ଟିମକୁ ସନ୍ଧାନୀ କୁକୁର ପ୍ରଦାନ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ।ପ୍ରାଥମିକ ପର୍ଯ୍ୟାୟରେ ୧୦ଟି କୁକୁରଙ୍କୁ ଟ୍ରେନିଂ ଦିଆଯାଉଛି। ଏହି ଟ୍ରେନିଂ ୫୪ ସପ୍ତାହ ଧରି ଚାଲିବ। ଏଯାଏ କୁକୁର ୩୦ ସପ୍ତାହ ଟ୍ରେନିଂ ଶେଷ କରିସାରିଛନ୍ତି। ବର୍ତ୍ତମାନ […]
୨୦୨୫ ଆସିବା ପୂର୍ବରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବର୍ଷ ବଦଳିବା ସହ ବଦଳିଯିବ ଅନେକ ନିୟମ । ଯାହା ଭିତରେ ୟୁପିଆଇ ନିୟମ ମଧ୍ୟ ସାମିଲ ଅଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ତରଫରୁ ୟୁପିଆଇ ନିୟମରେ ପରିବର୍ତ୍ତନ ହେବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ୟୁପିଆଇ ୧୨୩ ପେ’ ଟ୍ରାନଜାକ୍ସନ ଲିମିଟରେ ପରିବର୍ତ୍ତନ କରାଯିବ । ଯେଉଁଥିରେ ଲୋକମାନେ ୟୁପିଆଇ ୧୨୩ ପେ’କୁ ବ୍ୟବହାର କରି ୫ ହଜାର ଜାଗାରେ […]
ଏଥର ମାଘ ସପ୍ତମୀ ମେଳା ଓ ଚନ୍ଦ୍ରଭାଗା ବୁଡ଼ ଫେବୃଆରୀ ୪ ତାରିଖରେ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ସ୍ଥାନୀୟ ଐଶାନେଶ୍ୱର, ତ୍ରିବେଣୀଶ୍ୱର ଓ ଦଖିଣେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ତୀର୍ଥ ମଣ୍ଡପକୁ ନିଆଯିବ । ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁ ସନ୍ଥଙ୍କ ଦ୍ୱାରା ମହା ଆଳତୀ କରାଯାଇ ଶ୍ରଦ୍ଧାଳୁମାନଙ୍କୁ ବୁଡ ପାଇଁ ଅନୁମତି ଦିଆଯିବ ।ଏନେଇ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପୁରୀ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା […]
ଶିଶୁପୁତ୍ରକୁ ୬୦ ହଜାରରେ ବିକି ବାଇକ୍ କିଣିଲା ବାପାବାପା ସାଜିଲା ସଇତାନ । ନିଜ ଖୁସୀ ପାଇଁ କିଛି ପଇସାରେ ବିକିଦେଲା ପୁଅକୁ । ସବୁ ବାପାଙ୍କ ପାଇଁ ପୁଅ ଆଶାବାଡି ସାଜିଥିବା ବେଳେ ଏ ବାପା ପାଇଁ ତା ପୁଅ ମୂଲ୍ୟହୀନ । ମୟୂରଭଞ୍ଜ ଜିଲ୍ଲା ପୋଡାପଡା ଗାଁର ଧର୍ମୁ ବେହେରା, ହଦମଉଦ ଗାଁର ଶାନ୍ତି ପାତ୍ରଙ୍କୁ ଦ୍ବିତୀୟ ବିବାହ କରି ହଦମଉଦ ଗାଁରେ ରହୁଥିଲେ । ପୂର୍ବରୁ ଶାନ୍ତି ପାତ୍ରଙ୍କର ଏକ ଶିଶୁପୁତ୍ର ଥିବା […]
ହାତରେ ସ୍ୱାମୀଙ୍କର ପାସପୋର୍ଟ ଫଟୋଟିଏ ଧରି ଚାହିଁଛନ୍ତି ପତ୍ନୀ । ଛଳ ଛଳ ଆଖିରେ ଏକ ଲୟରେ ଚାହିଁରହିଛନ୍ତି । ଏପରି ଏକ ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଚିକଣା ପଞ୍ଚାୟତରେ ଘଟିଛି। ମୃତକ ହେଲେ ମଣିଭଦ୍ର ମହାନ୍ତି । ମଣିଭଦ୍ର ଧାରକରଜ କରି ୩ ଏକର ଜମିରେ ଧାନ ଚାଷ କରିଥିଲେ । ମାତ୍ର ଅଦିନିଆ ବର୍ଷା ଯୋଗୁ ବିଲରେ ଧାନ ଗଜା ହୋଇଗଲା । ନିଜ ବିଲ ଦେଖିବାକୁ ଯାଇଥିବା ମଣିଭଦ୍ର […]
ନାକେଦମ କଲାଣି ମରାଠୀ ବାଘୁଣୀ । ଖୁବ୍ ଶୀଘ୍ର ଟ୍ରାଙ୍କୁଲାଇଜ୍ ହେବ ଜିନ୍ନତ । ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ବୁଲୁଛି ବାଘୁଣୀ ଜିନ୍ନତ୍ । ରେଡିଓ କଲାର ମାଧ୍ୟମରେ ସାଟେଲାଇଟ ଜରିଆରେ ଟ୍ରାକ୍ କରାଯାଉଛି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ବନ ବିଭାଗ ‘ଜିନ୍ନତ’କୁ ଟ୍ରାକ୍ କରିବାରେ ଲାଗିଛନ୍ତି । ‘ଜିନ୍ନତ’କୁ ଖାଦ୍ୟ ଦେବା ସମୟରେ ଟ୍ରାଙ୍କୁଲାଇଜ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା। ପ୍ରଥମେ […]
ଫସଲ କ୍ଷତି ନେଇ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି।ଗତ ୨୦ରୁ ୨୮ ତାରିଖ ମଧ୍ୟରେ ଅଦିନିଆ ବର୍ଷା ଓ ଦ୍ୱିତୀୟ ଫେଜ ବର୍ଷା ଯୋଗୁଁ ଚାଷ କ୍ଷୟକ୍ଷତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ବୀମା କରିଥିବା ଚାଷୀଙ୍କୁ ସମୟ ପୂର୍ବରୁ ନିଜର କ୍ଷୟକ୍ଷତି ନେଇ ସରକାରଙ୍କୁ ଅବଗତ କରିବା ପାଇଁ ନିବେଦନ କରାଯାଇଛି ବୋଲି ସେ କହିଛନ୍ତି । […]
ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ନିଗମ ବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି । ଝିଅ ଦେଲେ ମୁଖାଗ୍ନି । ଏହାପୂର୍ବରୁ ତାଙ୍କର ଶେଷ ଯାତ୍ରା କଂଗ୍ରେସ କାର୍ଯ୍ୟାଳୟରୁ ନିଗମ ବୋଧ ଘାଟକୁ ନିଆଯାଇଥିଲା। ଏଥିରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହୋଇଥିଲେ। ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, […]
ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଆସିଛି ଏକ ବଡ ଖବର । ଏଠାରେ ଅଡ଼ବା, ଚାନ୍ଦିପୁଟ, ଲୁହାଗୁଡ଼ି ଓ ତପ୍ତପାଣି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଅପରାହ୍ନ ପ୍ରାୟ ୧ଟାରେ ଗଜପତି ଜିଲା ମୋହନାଠାରେ ହଠାତ୍ କିଛି ଶବ୍ଦ ହେବାରୁ ଲୋକମାନେ ଘର ବାହାରକୁ ଆସି ଦେଖିବା ବେଳେ ଜଣାପଡ଼ିଥିଲା ଯେ, ଭୂକମ୍ପ ହୋଇଛି। ପ୍ରାୟ ୨ ସେକେଣ୍ଡ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନାରୁ ଜଣାପଡ଼ିଛି।ଭୂମିକମ୍ପ ଝଟକା ପରେ […]
