ସରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ୧୯ରୁ ଆରମ୍ଭ ହେବ ଖାତାଦେଖା । ଆଜି ଅନ୍ତିମ ଦିନରେ ଗଣିତ ପରୀକ୍ଷା ସୁରୁଖୁରୁରେ ସରିଛି। ଶେଷ ପର୍ଯ୍ୟନ୍ତ କୌଣସି ବି ସେଣ୍ଟରରେ କପି ଧରାପଡ଼ିବା କିମ୍ବା ପ୍ରଶ୍ନପତ୍ର ଭାଇରାଲ ଭଳି ପରିସ୍ଥିତି ଉପୁଜିନାହିଁ । ସାରା ରାଜ୍ୟରେ ୩୦୮୨ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଥିଲା ସିସିଟିଭି । କମାଣ୍ଡ […]
ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ରାଜ୍ୟବ୍ୟାପୀ ୧୧୦ତମ ବିଜୁ ଜୟନ୍ତୀ ଧୁମଧାମରେ ପାଳନ କରିବ ବିଜେଡି । ସବୁ ନେତା, ନିର୍ବାଚିତ ପ୍ରତିନିଧି, ଛାମୁଆ ସଂଗଠନ, ସେଲ ଯାଏଁ ଅବଗତ କରାଯାଇଛି ବୋଲି କହିଛି ବିଜେଡି । ଜିଲ୍ଲା, ନିର୍ବାଚନ ମଣ୍ଡଳୀସ୍ତରରେ ବି ପାଳିତ ହେବ ବିଜୁ ଜୟନ୍ତୀ । କାର୍ଯ୍ୟକ୍ରମରେ ସାମିଲ ହେବେ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୃଦ୍ଧ ଓଡିଶା […]
ମଧ୍ୟପ୍ରାଚ୍ୟରେ ବଢୁଥିବା ଆକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ସାମ୍ନାକୁ ଆସିଛି । ମୋଦି କହିଛନ୍ତି,ବିଶ୍ବରେ ଚାଲିଥିବା ବିଭିନ୍ନ ବିବାଦ ନେଇ ଭାରତର ଚିନ୍ତାଧାରା ସମ୍ପୂଣ ସ୍ପଷ୍ଟ। ଆମେ ଶାନ୍ତି ବଜାୟ ରଖିବାକୁ ସମର୍ଥନ କରିଆସିଛୁ। ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ। ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ। ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ଦେଶ […]
ଚାଇନାରୁ ହାର୍ଡୱେୟାର.. ବଂଲାଦେଶ ରୁ ସପ୍ଟୱେୟାର.. ଭାରତରୁ ସିମ.. ଓଡିଶାରୁ ଅପରେଟ |ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ ହୋଇଛି ସିମ୍ ବକ୍ସ । ୧୨ଟି ସିମ୍ ବକ୍ସ ଜବତ କରିବା ସହ ୨ଜଣ କେରଳ ଯୁବକଙ୍କୁ ଅଟକ ରଖାଯାଇଛି । ଆସାମର ସିମ ଆଣି ଚଳାଉଥିଲେ ଯୁବକ । ଡିସିପି ଭୁବନେଶ୍ୱରଙ୍କ ନେତୃତ୍ୱରେ ଚଢାଉବେଳେ ବାଙ୍ଗଲାଦେଶରୁ ଏହି ସିମ୍ ବକ୍ସ ଆସିଥିବା ସୂଚନୂ ରହିଛି । ଓଡ଼ିଶାରେ ଫେକ ପରିଚୟ ପତ୍ର ଦେଇ ହଷ୍ଟେଲ ରେ ରୁମ […]
ରାଜ୍ୟରେ ଆଗାମୀ ଦିନର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କ ପାଇଁ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି।ଉଚ୍ଚ ଶିକ୍ଷା ବିଭାଗ ଜାରି କରିଥିବା ଏସ୍ଓପି ଅନୁସାରେ, ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାକୁ ସକାଳ କରାଯାଉ । ଏଥିପାଇଁ ସମସ୍ତ ପରୀକ୍ଷା ହଲ୍ରେ ବ୍ୟାପକ ପାଣିର ବ୍ୟବସ୍ଥା କରାଯିବା ସହିତ ORS ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ପାନୀୟ ଜଳ […]
ରାଜ୍ୟସଭା ରାଜନୀତି ନେଇ ରାଜ୍ୟ ଉଠୁଛି ପଡୁଛି । ବିଜେଡି-ବିଜେପି-କଂଗ୍ରେସ ଟଣାଓଟରା । ବୟାନ ବି ଜବରଦସ୍ତ । ୪ସେଟ ଫର୍ମ କିଣିଲା ବିଜେପି । ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ୪ ବିଧାୟକ ଯାଇ ଫର୍ମ କିଣିଲେ । ବିଜେପି ୧୬ ସେଟ ଫର୍ମ କିଣିବାକୁ ନେଇ ବଢିଲା ଚର୍ଚ୍ଚା । ପୂର୍ବରୁ ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ୬ ସେଟ ଫର୍ମ ନେଇଥିଲା । ବିଧାନସଭା ସମ୍ମିଳନୀ କକ୍ଷରୁ ୬ ସେଟ ଫର୍ମ […]
ଦିନକ ପରେ ଫଗୁ ଓ ଫଗୁଣର ପର୍ବ ହୋଲି। ଏହାକୁ ଧୁମ୍ଧାମ୍ରେ ପାଳନ ପାଇଁ ଚାରିଆଡେ ପ୍ରସ୍ତୁତି ଚାଲିଛି। ସବୁ ଦୋଳ ମେଲଣ ପଡ଼ିଆ ଏବଂ ସାହି ବସ୍ତିରେ ଆଧ୍ୟାତ୍ମିକ ପରିବେଶ। ସାହି, ବସ୍ତି ଓ କଲୋନୀରେ ଠାକୁର ବିମାନରେ ଘର ଘର ବୁଲୁଥିବା ବେଳେ ବଜାରରେ ରଙ୍ଗର ପସରା ଦେଖିବାକୁ ମିଳୁଛି। ରାଜଧାନୀର ବିଭିନ୍ନ ରାସ୍ତାକଡ଼, ଗଳିକନ୍ଦିରେ ରଙ୍ଗ ପସରା ଦୋକାନ ଖୋଲିଛି। ଶାନ୍ତି ଶୃଙ୍ଖଳାର ସହ ହୋଲି ପାଳନ ନେଇ ପୋଲିସର ପ୍ରସ୍ତୁତି ସରିଛି […]
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ୱର- ଦୁବାଇ ବିମାନ ବାତିଲ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ । ଆଜି ଦୁବାଇକୁ ବିମାନ ଯିବାର ସିଡ୍ୟୁଲ ଥିଲା କିନ୍ତୁ ଗତକାଲି ଏହାକୁ କ୍ୟାନସେଲ କରାଯାଇଛି । ଏୟାର ସ୍ପେସ ନ ଥିବାରୁ ମଧ୍ୟ ପୂର୍ବ ଅଞ୍ଚଳ ପାଇଁ ବିମାନ ସେବା ବନ୍ଦ ଅଛି । ଦୁବାଇ, ଧାବି, ମାସର୍କର ପାଇଁ ଏୟାର ସ୍ପେସ ନାହିଁ । ଓ୍ବେଷ୍ଟ ବାଉଣ୍ଡ ଫ୍ଲାଇଟ୍ ପ୍ରଭାବିତ ହୋଇଛି । […]
ଗତ ୫ମାସ ତଳେ ଓଟିଏସ୍ ସ୍କିମ୍ ଲାଗୁ କରିଥିଲେ ରାଜ୍ୟ ସରକାର | ଇତିମଧ୍ୟରେ ମାତ୍ର ୧୦% ଜରିମାନା ଅର୍ଥ ଆଦାୟ ହୋଇଛି । ପରିବହନ ବିଭାଗ ପକ୍ଷରୁ ଗତ ସେପ୍ଟେମ୍ବର ୧୭ରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୭ଟି ଏମ୍ଭି ଆକ୍ଟରେ କଟାଯାଇଥିବା ଚାଲାଣ କ୍ଷେତ୍ରରେ ୫୦% ଜରିମାନା ଛାଡ଼୍ କରାଯିବ ବୋଲି କୁହାଯାଇଥିଲା । ପରେ ଆଉ ୭ଟି ଏମ୍ଭି ଆକ୍ଟକୁ ସାମିଲ୍ କରାଯାଇଥିଲା । ବସ୍ ମାଲିକମାନଙ୍କ ଦାବି ପରେ […]
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ବଢିଲା ସୁନା ଏବଂ ରୂପାର ଦର। ୩ ପ୍ରତିଶତ ଲେଖାଏଁ ସୁନା ଏବଂ ରୂପା ଦର ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍ ସୁନା ପାଖାପାଖି ୫ ହଜାର ଟଙ୍କା ବଢିଛି। ୧୦ ଗ୍ରାମ୍ ସୁନାର ଦର ୧ ଲକ୍ଷ ୭୦ ହଜାର ୩୦୯ ଟଙ୍କା ରହିଛି। ସେହିପରି ରୂପା ଦର ମଧ୍ୟ ବୃଦ୍ଧି ଘଟିଛି। କେଜି ୩ ଲକ୍ଷ ୨୫ ହଜାର ୧୦୦ ଟଙ୍କା ରହିଛି। ଆଜି ରାଜଧାନୀ ଭୁବନେଶ୍ଵରରେ ୨୪କ୍ୟାରେଟ ସୁନା […]
ସମ୍ବଲପୁର ଜିଲ୍ଲା ଦୌରାଜଜ୍ କୋର୍ଟକୁ ପୁଣି ଥରେ ବୋମା ଧମକ ମିଳିଛି। ବୋମା ଧମକ ମିଳିବା ପରେ ଘଟଣାସ୍ଥଳରେ ପୁଲିସ୍ ଏବଂ ବମ୍ ସ୍କ୍ଵାଡ୍ ପହଞ୍ଚି ଯାଞକରୁଛି। ଛି। କିଏ ଧମକ ଦେଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।ଖବର ଅନୁଯାୟୀ,ରବିବାର ବିଳମ୍ବିତ ରାତିରେ ସମ୍ବଲପୁର କୋର୍ଟକୁ ଆସିଥିଲା ବୋମାର ଧମକ । ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଆସିଥିଲା ଧମକ । ଆଉ ଏବେ ପୁଣି ଥରେ ସେହିଭଳି ଭାବରେ ଆସିଛି ଧମକ […]
ଆଜି ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ତଥା ମେଣ୍ଢା ପୋଡ଼ି ନୀତି ହେବ । ସନ୍ଧ୍ୟାରେ ଦୋଳୋତ୍ସବର ବିଶେଷ ପର୍ବ ମେଣ୍ଢାପୋଡ଼ି ନୀତି ହେବ । ଠାକୁରେ ଦୋଳବେଦିକୁ ବିଜେ ହେବା ପରେ ଏହି ବିଶେଷ ନୀତି ପାଳନ ହେବ । ମଧ୍ୟାହ୍ନ ଧୂପ ଶେଷ ପରେ ଠାକୁରଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ଦୋଳବେଦିସ୍ଥିତ ଅଗ୍ନି ଉତ୍ସବ ଗୃହକୁ ବିଜେ ହେବେ । ଅଗ୍ନି ସଂଯୋଗ ପରେ ଅଗ୍ନି ଗୃହକୁ ପ୍ରଦକ୍ଷଣ କରିବେ ଠାକୁର […]
