author

ଷ୍ଟ୍ରୋକ୍‌‌ର ଲକ୍ଷଣ ବିଷୟରେ ଜାଣନ୍ତୁ

ଯଦି ଅପାଙ୍କ ଛାତିରେ ଯନ୍ତ୍ରଣା ସହ ହଠାତ୍‌‌ ମୁଣ୍ଡରେ ଖୁବ ଜୋରରେ ଯନ୍ତ୍ରଣା ହେବ ତେବେ ଜାଣିବେ ଷ୍ଟ୍ରୋକ୍‌‌ର ଲକ୍ଷଣ ହୋଇପାରେ।ସବୁ ସମୟରେ ଦ୍ୱନ୍ଦ୍ୱ ଲାଗି ରହିବା ସହ ସହଜରେ କୌଣସି କଥାକୁ ବୁଝି ନପାରିବା କିମ୍ବା କଥା କହିବା ସମୟରେ ସମସ୍ୟା ହେବା ମଧ୍ୟ ଷ୍ଟ୍ରୋକ୍‌‌ର ଲକ୍ଷଣ ହୋଇପାରେ।ହଠାତ୍‌‌ ଦୁର୍ବଳ ଅନୁଭବ କଲେ, ହାତ,ଗୋଡ କିମ୍ବା ଶରୀରର କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କଲେ, ଷ୍ଟ୍ରୋକ୍‌‌ର ଲକ୍ଷଣ ହୋଇପାରେ।ନିୟମିତ ଆଖିରେ ଯନ୍ତ୍ରଣା ସହ […]

ପୁଅ ରବିନ୍ଦ୍ର ଜାଡ଼େଜା ଓ ବୋହୂଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ବାପା

ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା ବାପା ଅନିରୁଦ୍ଧ ସିଂ ଜାଡେଜାଙ୍କ ସାକ୍ଷାତକାର ପ୍ରସଙ୍ଗରେ ବୟାନ ରଖିଛନ୍ତି। ପରିବାରରେ ଫାଟ ସୃଷ୍ଟି କରିଥିବାରୁ ଜାଡେଜାଙ୍କ ପତ୍ନୀ ରିଭାଭା ଦୋଷୀ ବୋଲି କହିଥିଲେ ଅନିରୁଦ୍ଧ ସିଂ। ଏକ ଖବର କାଗଜକୁ ସାକ୍ଷାତ୍‌କାର ଦେଇ ଅନିରୁଦ୍ଧସିଂହ ତାଙ୍କ ବୋହୂ ରିଭାବା ଜାଡ଼େଜାଙ୍କ ଉପରେ ବି ଦୋଷ ଲଦିଛନ୍ତି। ରିଭାବା ତାଙ୍କ ପୁଅ ରବିନ୍ଦ୍ରଙ୍କୁ ଗୁଣି କରିଛନ୍ତି। ୨୦୧୬ରେ ରବିନ୍ଦ୍ରଙ୍କୁ ରିଭାବାଙ୍କ ସହ ବିବାହ କରାଇବା ପରେ ଆମ ବାପା-ପୁଅଙ୍କ […]

ଆଜିର ରାଶିଫଳ(୧୦ ଫେବ୍ରୁଆରୀ,୨୦୨୪)

*ମେଷ *ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।  ହାତକୁ ନେଇଥିବା  ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ  ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ* *ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ […]

ଧର୍ମେନ୍ଦ୍ର ତାଙ୍କ ନାମ ପରିବର୍ତ୍ତନ କଲେ

ଶାହିଦ କପୁର ଏବଂ କ୍ରିତି ସାନନଙ୍କ ଅଭିନୀତ ମୁଭି ତେରି ବାତୋଁ ମେଁ ଏସା ଉଲଝା ଜିଆ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମକୁ ନେଇ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ସୋସିଆଲ ମିଡିଆ ଠାରୁ ସମାଲୋଚକ ପର୍ଯ୍ୟନ୍ତ ଏହି ଫିଲ୍ମକୁ ଭଲ ସମୀକ୍ଷା ଦିଆଯାଉଛି। ତେବେ ଏହି ଫିଲ୍ମରେ ଅଭିନେତା ଧର୍ମେନ୍ଦ୍ରଙ୍କୁ କୌଣସି ଅନ୍ୟ ଏକ ନାମରେ କ୍ରେଡିଟ୍ ଦିଆଯାଇଛି।ବଲିଉଡରେ ପାଦ ଥାପିବାର ୬୪ ବର୍ଷ ପରେ ଧର୍ମେନ୍ଦ୍ର ତାଙ୍କ ନାମ ବଦଳାଇଛନ୍ତି। […]

ସୁନାରେ ତିଆରି ଏହି ମସଜିଦ୍‌

ଉତ୍ତରପ୍ରଦେଶର ଆଲିଗଡର କୋଟ ଅଞ୍ଚଳରେ ଏକ ମସଜିଦ ଅବସ୍ଥିତ ।ଏହାର ନାଁ ହେଉଛି ଜାମା ମସଜିଦ । ଆଲିଗଡର ଜାମା ମସଜିଦ କେବଳ ଭାରତରେ ନୁହେଁ ଏସିଆରେ ସବୁଠାରୁ ଅଧିକ ସୁନା ଲାଗିଥିବା ମସଜିଦ୍‌ ଅଟେ । ଖବର ଅନୁଯାୟୀ ଜାମା ମସଜିଦ୍ ଅବଧି ଏବଂ ମୋଗଲ୍ ସ୍ଥାପତ୍ୟର ଏକ ନିଆରା ମିଳନ ଅଟେ । ତାଜମହଲ ନିର୍ମାଣ କରିଥିବା ମୁଖ୍ୟ ଇଞ୍ଜିନିୟର ଇରାନର ଅବୁ ଇସା ଅଫାଦୀଙ୍କ ନାତି ଜାମା ମସଜିଦ ନିର୍ମାଣ କରିଥିଲେ । […]

ଡାକ୍ତରଙ୍କ ଘରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

ବେଆଇନ ଲିଙ୍ଗ ନିରପୂଣ ଅଭିଯୋଗରେ କଟକର ଫ୍ରେଣ୍ଡ୍‌ସ କଲୋନୀସ୍ଥିତ ଡାକ୍ତର ପୁଣ୍ୟଶ୍ଳୋକ ଦାସଙ୍କ ଘରେ ଶୁକ୍ରବାର ଚଢ଼ାଉ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଉକ୍ତ ଚଢ଼ାଉରେ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ପ୍ରଶାନ୍ତ ସାମଲ, ସଦର ଉପଜିଲାପାଳ କମଳଜିତ ଦାସ ଓ ଏସିପି ଜୋନ୍‌-୫ କୃଷ୍ଣଚନ୍ଦ୍ର ସେଠୀଙ୍କ ମିଳିତ ସହଯୋଗରେ ଚଢ଼ାଉ କରାଯାଇଛି। ସୂଚନା ଥାଉକି, ଡାକ୍ତର କରୁଥିଲେ ବେଆଇନ୍ ଲିଙ୍ଗ ନିରୂପଣ । ଚଢାଉ କରି ଧରିଲେ ଉପ-ଜିଲ୍ଲାପାଳ । ବ୍ୟାଗରୁ ବାହାରିଲା […]

ଆଜିର ରାଶିଫଳ(୯ ଫେବ୍ରୁଆରୀ,୨୦୨୪)

*ମେଷ: ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ।* *ବୃଷ:ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ […]

ବିଧାନସଭାରେ ଆଗତ ହେଲା ଅନ୍ତରୀଣ ବଜେଟ

ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ ହୋଇଛି ।ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ନିଜର ବଜେଟ ଉପସ୍ଥାପନ ବେଳେ ସେ କହିଛନ୍ତି ଯେ, ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି। ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ । ୨୦୨୪-୨୫ ଆର୍ଥିକ ବର୍ଷ […]

ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ କେନ୍ଦ୍ରୀୟ ନିର୍ବାଚନ କମିଶନ ।

ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ କେନ୍ଦ୍ରୀୟ ନିର୍ବାଚନ କମିଶନ । ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିଶନ ।ନିର୍ବାଚନ କମିଶନ ଓ ଅଧିକାରୀ ମାନେ ଓଡ଼ିଶା ଆସି ଏଠାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ । ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି । ଏହାସହିତ ରାଜ୍ୟ ପଦାଧିକାରୀଙ୍କ ସହ ସମୀକ୍ଷା କରିବେ । EVM ସ୍ଥିତି, ବୁଥ୍ ସ୍ତରରେ ପ୍ରସ୍ତୁତି ଆଦିର ସମୀକ୍ଷା […]

ଅମିତ ସୈନୀ ନିଜର ନୂଆ ଡିଜିଟାଲ ପ୍ଲାଟର୍ଫମ ‘ଦ ଏକ୍ସ ଇଣ୍ଡିଆ’ ଲଞ୍ଚ ।

ବରିଷ୍ଠ ସାମ୍ବାଦିକ ଅମିତ ସୈନୀ ନିଜର ନୂଆ ଡିଜିଟାଲ ପ୍ଲାଟର୍ଫମ ‘ଦ ଏକ୍ସ ଇଣ୍ଡିଆ’ ଲଞ୍ଚ କରିଛନ୍ତି। ସେ ତାଙ୍କର ‘ସମାଚାର ଟୁଡେ’କୁ ବନ୍ଦ କରି ଏବେ ଏହି ନୂଆ ଡିଜିଟାଲ ମିଡିଆ ଲଞ୍ଚ କରିଛନ୍ତି।‘ଦ ଏକ୍ସ ଇଣ୍ଡିଆ’ ଷ୍ଟ୍ରିମିଂ ମାଧ୍ୟମରେ ବିଭିନ୍ନ ଓଟିଟି ପ୍ଲାଟଫର୍ମ ସହ ଲୋକପ୍ରିୟ ସୋସିଆଲ ମିଡିଆରେ ମଧ୍ୟ ଉପଲବ୍ଧ ହେବ। ଅମିତ ସୈନୀ କହିଛନ୍ତି, ‘ଦ ଏକ୍ସ ଇଣ୍ଡିଆ’କୁ ଅନେକ ବ୍ୟାଙ୍କ ଏବଂ ଏନବିଏଫସି ସହ କାମ କରୁଥିବା ଅଗ୍ରଣୀ ଆର୍ଥିକ […]

ଟେଷ୍ଟରେ ବିରାଟ କୋହଲି ଖେଳିବା ନେଇ ପ୍ରଶ୍ନ

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ୫ ଟିକିଆ ଟେଷ୍ଟ ସିରିଜ୍‌ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଇଂଲଣ୍ଡ ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚ୍‌କୁ ଭାରତୀୟ ଟିମ୍‌ ବିଜୟୀ ହୋଇଛି । ଉଭୟ ଦଳ ସିରିଜରେ ଏବେ ୧-୧ରେ ରହିଛନ୍ତି । ତେବେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟରେ ବିରାଟ କୋହଲି ଖେଳିବା ନେଇ ପ୍ରଶ୍ନ ଉଠିଛି। ବିରାଟ କୋହଲି ଚୟନ ପାଇଁ ଉପଲବ୍ଧ ନାହିଁ ବୋଲି କୁହାଯାଇଛି। ଏହାପୂର୍ବରୁ ବ୍ୟକ୍ତିଗତ କାରଣରୁ ବିରାଟ […]

ଆଜିର ରାଶିଫଳ(୮ ଫେବ୍ରୁଆରୀ,୨୦୨୪)

*ମେଷ*:*ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି ।*  *ବୃଷ:ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରିବହନ ଓ […]