author

ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍ -ଗିରିରାଜ ସିଂ ।

ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ସେ କହିଛନ୍ତି ନୀତୀଶ କୁମାର ଓ ନବୀନଙ୍କୁ ‘ଭାରତ ରତ୍ନ’ ମିଳୁ । ପୂର୍ବରୁ ଏହି ଦାବି ହେଉଥିଲା ବେଳେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏହି ଦାବି ଉଠାଇଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଗିରିରାଜ ସିଂ କହିଛନ୍ତି, ନବୀନ ପଟ୍ଟନାୟକ ମଧ୍ୟ ଦୀର୍ଘ ବର୍ଷ […]

କେନ୍ଦୁଝର ଯୋଡ଼ାରେ ଚାଞ୍ଚଲ୍ୟ । ହାତୁଡିରେ ପିଟି ସାଙ୍ଗ ନେଲା ସାଙ୍ଗର ଜୀବନ ।

କେନ୍ଦୁଝର ଯୋଡ଼ାରେ ଚାଞ୍ଚଲ୍ୟ । ହାତୁଡିରେ ପିଟି ସାଙ୍ଗ ନେଲା ସାଙ୍ଗର ଜୀବନ । ସାଙ୍ଗର ଅତର୍କିତ ଆକ୍ରମଣରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ପୌରାଞ୍ଚଳର ୬ ନଂ ୱାର୍ଡ଼ ବାଚୁ ହଟିଂ ଅଞ୍ଚଳରେ ।ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୮ ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳୁ ହତ୍ୟାକାରୀ ସାଙ୍ଗ ଦୁର୍ଗା ନାଏକ ଫେରାର ହୋଇଯାଇଛି । ସୂଚନା ପାଇ […]

ନନ୍ଦନକାନନରେ ନୂଆବର୍ଷ: ହ୍ଵାଟ୍ସଆପରେ କରିହେବ ଟିକେଟ ବୁକିଂ

ନୂଆ ବର୍ଷ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ବିଶେଷ ଭାବେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି । ଏହାସହ ପ୍ରବେଶ ଟିକେଟ କରିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ଅନଲାଇନ ଟିକେଟ ବୁକିଂ ବ୍ୟବସ୍ଥା କରାଯାଇଛି ।ଲମ୍ବା ଧାଡ଼ିରେ ଛିଡ଼ା ନ ହୋଇ ହ୍ଵାଟ୍ସଆପ୍‌ରେ ଟିକେଟ ସଂଗ୍ରହ କରିବାର ସୁବିଧା କରାଯାଇଛି । ହ୍ଵାଟ୍ସଆପ୍‌ ନମ୍ବର ହେଉଛି ୭୬୭୧୮୪୪୪୮୫୬ । ଏହି ନମ୍ବରରେ ହାଏ (Hi) ଲେଖି ମେସେଜ କରିଲେ […]

ଜିରୋ ନାଇଟ ସେଲିବ୍ରେସନ ପାଇଁ କମିଶନରେଟ୍ ପୁଲିସର ଜିରୋ ଟଲେରାନ୍ସ ନୀତି ।

ଦିନ କେଇଟା ପରେ ନୂଆବର୍ଷକୁ ସ୍ୱାଗତ କରିବ ସାରା ପୃଥିବୀ । ସବୁଠି ହେବ ଜିରୋ ନାଇଟ ସେଲିବ୍ରେସନ । କିନ୍ତୁ ସେଲିବ୍ରେସନର ୪ ଦିନ ପୂର୍ବରୁ ଲାଗିଛି ସରକାରୀ କଟକଣା । ଜିରୋ ନାଇଟ ସେଲିବ୍ରେସନ ପାଇଁ ଆଇନ୍ ବ୍ୟବସ୍ଥାକୁ କଡ଼ା କଡ଼ି କରିଛଇ ଓଡ଼ିଶା ପୋଲିସ । ଚେକିଂ, ବ୍ଲକିଂ ସାଙ୍ଗକୁ ଜୋରଦାର ହେବ ନାକାବନ୍ଦୀ। ଏ ନେଇ ପୁଲିସ କମିଶନର ସୂଚନା ଦେଇଛନ୍ତି। ନିଶାସକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । […]

ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ।ଏକା ସାଙ୍ଗରେ ଜଳିଛି ଦୁଇ ଜଣଙ୍କ ଜୁଇ ।

ଆଜି ବଡ଼ ଦିନ, ସବୁ ଠି ଖୁସିର ମହୋଲ । କିନ୍ତୁ ଲୁହ ଆଉ କାନ୍ଦ, ରାମ ନାମ ସତ୍ୟ ହେ ଶଦ୍ଦରେ ଫାଟିପଡୁଛି ଅଚଂଳ । ଏକା ସାଙ୍ଗରେ ଜଳିଛି ଦୁଇ ଜଣଙ୍କ ଜୁଇ । ଗୋଟିଏରେ ସ୍ୱାମୀ ଓ ଅନ୍ୟଟିରେ ଜଳିଛନ୍ତି ସ୍ତ୍ରୀ ।କଟକ ଜିଲା ମାହାଙ୍ଗା ବ୍ଲକ ଅଢଙ୍ଗ ମହେଶ୍ୱର ଗ୍ରାମରେ ଘଟିଛି ଏହିଭଳି ଏକ ଘଟଣା । ବ୍ଲକ ଅଞ୍ଚଳର ବରିଷ୍ଠ ସାହିତି୍ୟକ, ଲେଖକ, ଅଧ୍ୟାପକ ପ୍ରଶାନ୍ତ ବିଶ୍ୱାଳଙ୍କ କିଛିଦିନ ତଳେ […]

ବାଲି ଓ ଚକୋଲେଟ୍‌ରେ ବିଶ୍ୱର ସବୁଠୁ ବଡ଼ ସାନ୍ତାକ୍ଲଜ୍‌

ଶିଳ୍ପୀ ସୁଦର୍ଶନଙ୍କ ନାଁରେ ନୂଆ ରେକର୍ଡ । ୱାଲ୍ଡ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆ ରେକର୍ଡରେ ସ୍ଥାନ ପାଇଲା ପଦ୍ମଶ୍ରୀ ସୁଦର୍ଶନଙ୍କ ବାଲୁକା କଳା । କ୍ରିସମାସ୍ ଉପଲକ୍ଷେ ବିଶ୍ଵର ସର୍ବବୃହତ ସାଣ୍ଟା କ୍ଲଜ୍ ବାଲୁକା କଳା ପ୍ରସ୍ତୁତ କରିଥିଲେ ସୁଦର୍ଶନ । ଏହି ବାଲୁକା କଳାରେ ୫୫୦ କେଜି ଚକୋଲେଟ୍ ବ୍ୟବହାର ହୋଇଛି ।୧୬୦ ଫୁଟ୍‌ ଲମ୍ବ ଏବଂ ୧୦୦ ଫୁଟ୍‌ ଚଉଡାର ଏହି ବିରାଟ ସାନ୍ତା କ୍ଲଜ ୧୬ ହଜାର ବର୍ଗଫୁଟ ଫୁଟ୍‌ ଅଞ୍ଚଳରେ […]

ମରାଠୀ ବାଘୁଣୀ ଜିନତର ମିଳୁନି ପତ୍ତା, ଚିନ୍ତାରେ ବନ ବିଭାଗ ଟିମ୍

ପଶ୍ଚିମବଙ୍ଗର ପୁରୁଲିଆ ଜିଲା ରାଇକିଆ ପାହାଡ଼ ସଂଲଗ୍ନ କ୍ୱିଲାପାଳ ଜଙ୍ଗଲରେ ବୁଲୁଥିବା ମହାବଳ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଛି। ଯନ୍ତାରେ ଛେଳି ଓ ବାର୍‌ହା ରଖି ଖାଦ୍ୟ ଦିଆଯାଉଥିଲେ ମଧ୍ୟ ବାଘୁଣୀ ଖାଇବାକୁ ଆସୁନାହିଁ। କିନ୍ତୁ ଏବେ ଖବର ମିଳୁଛି ଯେ ମରାଠୀ ବାଘୁଣୀ ଜିନତ ଗାଏବ। ଗତକାଲିଠାରୁ ବାଘୁଣୀର ମିଳୁନି ସଠିକ୍ ପତ୍ତା। ବାଘୁଣୀ ଜିନତକୁ ଓଡ଼ିଶା ଛାଡ଼ି ୨ ସପ୍ତାହ ପୂରିଛି। ଶିମିଳିପାଳରୁ ଭାୟା ଝାଡ଼ଖଣ୍ଡ ଦେଇ […]

ମାର୍ଚ୍ଚରେ  ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା ।  

ଜାନୁଆରୀ ସୁଦ୍ଧା କୋଟିଏ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି ସହାୟତା । ଏହା ପରେ ମାର୍ଚ୍ଚରେ ମିଳିବ ‘ସୁଭଦ୍ରା’ ଯୋଜନାର ଦ୍ବିତୀୟ କିସ୍ତି । ଏଥିରେ ମଧ୍ୟ କୋଟିଏ ହିତାଧିକାରୀ ପାଇବେ ଦ୍ବିତୀୟ କିସ୍ତି ଟଙ୍କା । ଏକାକାଳୀନ କୋଟିଏ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା । ସୁଶାସନ ଦିବସ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୮୦ ଲକ୍ଷ ହିତାଧିକାରୀଙ୍କୁ କିସ୍ତି ଟଙ୍କା ପ୍ରଦାନ କରାଯାଇଛି । ତେବେ […]

୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଓ ୯ରେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ଜନତା ମଇଦାନରେ ଜାନୁଆରୀ ୮ରୁ ୧୦ ମଧ୍ୟରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ମୋଦି ୯ରେ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ। ୧୦ ତାରିଖ ଉଦ୍‌ଯାପନୀ ଉତ୍ସବରେ ରାଷ୍ଟ୍ରପତି ସାମିଲ ହେବେ।ପ୍ରବାସୀ ଭାରତୀୟମାନେ ଓଡ଼ିଶାର ଲୋକଙ୍କ କଳା, ସଂସ୍କୃତି, ପରମ୍ପରାର ଝଲକ ଦେଖିବେ । ପ୍ରବାସୀ ଭାରତୀୟ ରହଣୀ ପାଇଁ ପର୍ଯ୍ୟଟନ ବିଭାଗକୁ ଦାୟିତ୍ଵ ଦିଆଯାଇଛି । ୧୪୦ ଦେଶରୁ ୫ ହଜାରରୁ […]

କାହିଁକି ଇସ୍ତଫା ଦେଲେ ରାଜ୍ୟପାଳ ରଘୁବର ଦାସ ।

ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦୌପଦୀ ମୂର୍ମୁଙ୍କ ପାଖକୁ ପାଖକୁ ପଠାଇଛନ୍ତି। ତେବେ ରଘୁବରଙ୍କ ଇସ୍ତଫା ପରେ ଓଡ଼ିଶା ରାଜନୀତି ସରଗରମ ହୋଇ ଉଠିଛି। ରଘୁବରଙ୍କ ଇସ୍ତଫାକୁ ଅତି ଗୁପ୍ତ ରଖାଯାଇଥିଲା। ରାଜ୍ୟ ବିଜେପିର କୌଣସି ନେତା ମଧ୍ୟ ଏହାର ସାମାନ୍ୟତମ ସୁରାକ ପାଇନଥିଲେ। ଅଳ୍ପ କିଛି ଜଣଙ୍କୁ ଛାଡିଲେ ଏହି ଇସ୍ତଫା ବାବଦରେ […]

ଆଉ ନାହାନ୍ତି ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭିସି

କଳାହାଣ୍ଡି ଭବାନୀପାଟଣା ମାଣିକେଶ୍ୱରୀ ୟୁନିଭରସିଟିର ପ୍ରଥମ ଭି.ସି ସଞ୍ଜୟ ଶତପଥୀଙ୍କ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେ ବହୁଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଗତ ଅକ୍ଟୋବର ଠାରୁ ଦେହ ଅସୁସ୍ଥ ଥ‌ିବା ନେଇ ସେ ବିଶ୍ବବିଦ୍ୟାଳୟରୁ ଛୁଟି ନେଇଥିଲେ। ୨୦୨୧ ଏପ୍ରିଲ ମାସରେ ସେ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ଯୋଗଦାନ କରିଥିଲେ। ସେ ଆସିବା ପରଠାରୁ ବିଶ୍ବବିଦ୍ୟାଳୟର ଅନେକ ଉନ୍ନତିମୂଳକ କାମ କରିଥିଲେ । ସେ ସିଧାସଳଖ ପିଲାଙ୍କ […]

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଜୀ’ଙ୍କ ଜନ୍ମ ଜୟନ୍ତୀ

ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୧୦୦ ତମ ଜନ୍ମ ଜୟନ୍ତୀ। ବାଜପେୟୀ ଜଣେ ରାଜନେତା, ସୁବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଥିଲେ। ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ଅଟଳ ଜୀ’ ତିନିଥର (୧୯୯୬ ମସିହାରେ ୧୩ ଦିନ, ୧୯୯୮ ରୁ ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ ରୁ ୨୦୦୪ ପୁରା ୫ ବର୍ଷ କାର୍ଯ୍ୟଭାର ସମ୍ଭାଳି ଥିଲେ। ଜଣେ ଉଦାରବାଦୀ ନେତା ଭାବେ ବିବେଚିତ ବାଜପେୟୀ ଅବିବାହିତ […]