author

ମେଟା ନେଲା ବଡ଼ ନିଷ୍ପତ୍ତି ।ଏହିସବୁ ଫୋନରେ ହ୍ବାଟ୍ସଆପ୍‌ ଚାଲି ପାରିବ ନାହିଁ ।

ଜାନୁଆରୀ ୧ ତାରିଖରୁ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ମେଟା ପକ୍ଷରୁ କୁହାଯାଇଛି କି, କିଛି ମୋବାଇଲ ଫୋନ ବନ୍ଦ ହୋଇପାରେ । ଭାରତରେ ଅଧିକାଂଶ ଲୋକ ହ୍ବାଟ୍ସଆପ୍‌ ବ୍ୟବହାର କରନ୍ତି । ଅନେକ ସମୟରେ ପ୍ଲେ ଷ୍ଟୋରରେ ଅପଡେଟ୍‌ ଆସେ । ଆଉ ଅପଡେଟ୍‌ କରିବା ପରେ ନୂଆ ଫିଚର୍ସ ଆମକୁ ମିଳେ । ହେଲେ ନୂଆ ବର୍ଷରୁ ଆଉ ନୂଆ ଫିଚର୍ସ ଅପଡେଟ୍‌ ହୋଇପାରିବ ନାହିଁ । ତେଣୁ ହ୍ବାଟ୍ସଆପ୍‌ ଚାଲି […]

ଆଜିଠୁ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାମ ।

ଆଜିଠାରୁ ଜାନୁଆରୀ ୨ ତାରିଖ ଯାଏ ସ୍ଥଗିତ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଇଂରାଜୀ ନୂଆବର୍ଷ ଓ ଛୁଟି ଯୋଗୁ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।ପୁଣି ୩ ତାରିଖ ଠାରୁ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, […]

ଆଜି ପବିତ୍ର ବଡ଼ଦିନ ,ଧରାବତରଣ କରିଛନ୍ତି ପ୍ରଭୁ ଯିଶୁ ।

ଧରାବତରଣ କରିଛନ୍ତି ପ୍ରଭୁ ଯିଶୁ । ଆଜି ମଧ୍ୟ ରାତିରେ ପ୍ରଭୁ ଯୀଶୁ ମେରୀଙ୍କ କୋଳ ମଣ୍ଡନ କରିଛନ୍ତି । ଦିବ୍ୟ ମୁହୂର୍ତ୍ତକୁ ଅନେଇ ବସିଥିଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ । ରଙ୍ଗୀନ ଆଲୋକମାଳାରେ ଝଲସୁଛି ଗାଁଠୁ ସହର । ଟ୍ବିନ୍ ସିଟି କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ମାନଙ୍କରେ ଧୁମଧାମରେ ବଡ଼ଦିନ ପାଳନ କରାଯାଉଛି ।କ୍ରିସମାସ୍ ଟ୍ରି, ସ୍ନୋ ବଲ୍, ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ସମୂହ ପ୍ରାର୍ଥନା କରିବାକୁ ଚର୍ଚ୍ଚରେ […]

ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ବର୍ଷାରେ ଭିଜିପାରେ ବଡ଼ଦିନ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ସ୍ୱଳ୍ପ ବର୍ଷା ହୋଇପାରେ ।ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ଯାଜପୁର, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, ନୟାଗଡ, କନ୍ଧମାଳ, ଗଞ୍ଜାମ ନବରଙ୍ଗପୁର ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି।ଆହୁରି […]

ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ

ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।ଡଃ କମ୍ଭାମପତି ୨୦୨୧ ଜୁଲାଇ ୧୯ତାରିଖରୁ ମିଜୋରାମର ରାଜ୍ୟପାଳ ଅଛନ୍ତି। ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଡଃ କମ୍ଭାମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନବେଳେ ଗିରଫ ହୋଇ ୬ମାସ ଜେଲ୍ ଯାଇଥିଲେ। ସେ ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ବିଶାଖାପାଟଣା […]

ଆଜିର ରାଶିଫଳ(୨୫ ଡିସେମ୍ବର, ୨୦୨୪)

ମେଷଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ। ବୃଷଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ […]

ଜିଲ୍ଲାପାଳଙ୍କ ଶକଟା ଗ୍ରାମ ପରିଦର୍ଶନ l”ଗ୍ରାମବାସୀଙ୍କ ସହିତ ଆଲୋଚନା

“ରାୟଗଡ:-ତା. ୨୪/୧୨- ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଆଜି ମୁନିଗୁଡା ବ୍ଲକ ଅନ୍ତର୍ଗତ ଆଦର୍ଶ ଗ୍ରାମ ଶକଟାକୁ ପରିଦର୍ଶନ କରିଥିଲେ l ଏହି ପରିଦର୍ଶନ ବେଳେ ଗ୍ରାମ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଛତୁଆ କେନ୍ଦ୍ର ଓ ପରିମଳ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହିତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ l ଗ୍ରlମବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେଏହି ଗ୍ରାମକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଗତ ତା ୧୫/୧୨/୨୪ରିଖରେ ଦିନ ଭଗବାନ ବିର୍ଷା […]

ନିର୍ବାଚନରେ ବଡ଼ ଗଡ଼ବଡ଼ ହୋଇଛି !

ଗତ ସାଧାରଣ ନିର୍ବାଚନରେ ଇଭିଏମ୍ ଜାଲିଆତି ନେଇ ଅଭିଯୋଗ କରିଛି ବିଜେଡି | ଏନେଇ ବିଜେଡି ସାଂସଦମାନେ ଗତକାଲି ନିର୍ବାଚନ କମିଶନ ଅଫ ଇଣ୍ଡିଆଙ୍କୁ ଭେଟିଥିଲେ | ବିଭିନ୍ନ ନିର୍ବାଚନ ମଣ୍ଡଳୀର ଉଦାହରଣ ଦେଇ ଅଭିଯୋଗ କରିଛି ବିଜେଡି | ଏନେଇ ବିଧାୟକ ଅରୁଣ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ବିପର୍ଯ୍ୟୟର ସାମନା କରିବା ପରେ ବିଜେଡି ସବୁ ଜିଲ୍ଲାପାଳଙ୍କୁ ବୁଥଓ୍ବାରୀ ତଥ୍ୟ ମାଗିଥିଲା, ହେଲେ ତଥ୍ୟ ମିଳିଲାନି । ଏହା ପବ୍ଲିକ […]

ତେଲ ଟାଙ୍କିରେ ହେଉଛି ଗଫଲତି । ୩୭୧ ଟାଙ୍କିରେ ଆସୁଛି କମ ତେଲ

ରାଜ୍ୟରେ ତେଲ ଟାଙ୍କିରେ ହେଉଛି ଗଫଲତି ଏବଂ ଓଜନରେ ଠକୁଛନ୍ତି ଗ୍ୟାସ ଏଜେନ୍ସି । ଜାତୀୟ ଉପଭୋକ୍ତା ଦିବସ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୩୭୧ ଟାଙ୍କିରେ କମ ତେଲ ଆସୁଛି । ୫ ଲିଟର ତେଲ ନେଲେ ୩୦ ରୁ ୪୦ ଗ୍ରାମ କମ ଆସୁଛି । ସେହିଭଳି ଗ୍ୟାସ ରେ ବି ଠକେଇ ହେଉଛି । ୧୪ କେଜି […]

ପାରାଦୀପ ବନ୍ଦରରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର

ଜଗତସିଂହପୁର ଜିଲା ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ସୋମବାର ଦୁଇଟି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ବାଂଲାଦେଶରୁ ଆସିଥିବା ଜାହାଜରୁ ଏହି ପାରା ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଏମଭି ଫାଷ୍ଟ ମାଜୁରୋ ଜାହାଜରେ ପାରା ଦୁଇଟି ବସିଥିଲେ। ତେବେ ଏମାନେ ରେସିଂ ପାରା ମଧ୍ୟ ହୋଇଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୁଲିସ।ଏମଭି ଫାଷ୍ଟ ମାଜୁରୋ ଜାହାଜରୁ ପାରାଦୀପ ସାମୁଦ୍ରିକ ଥାନା ପୁଲିସ ପାରା ଦୁଇଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛି। […]

ବଜାରକୁ ଆସିଲା ହୋଣ୍ଡାର ଆକ୍ଟିଭା ୧୨୫

ହୋଣ୍ଡା ଆକ୍ଟିଭା ୧୨୫ ସିସିର ଅପଡେଟ୍ ଭର୍ସନ ଲଞ୍ଚ ହୋଇଛି। ଏହାର ଆରମ୍ଭ ମୂଲ୍ୟ ୯୪,୪୨୨ ଟଙ୍କା(ଏକ୍ସ ଶୋ ରୁମ ମୂଲ୍ୟ ଦିଲ୍ଲୀ) ରଖାଯାଇଛି। ୨୦୨୫ ଆକ୍ଟିଭା ୧୨୫ରେ ୧୨୩.୯୨ ସିସି ସିଙ୍ଗଲ ସିଲିଣ୍ଡର ପିଜିଏମ୍-ଏଫ୍‌ ଆଇ(ପ୍ରୋଗ୍ରାମ ଫୁଏଲ ଇଞ୍ଜେକ୍ସନ) ଇଞ୍ଜିନ ଦ୍ୱାରା ସଂଚାଳିତ, ଯାହା ଓବିଡି୨ବି ଅନୁରୁପ ଭଳି ୬.୨୦ କିଲୋୱାଟ ପାୱାର ଏବଂ ୧୦.୫ ଏନ୍‌ଏମ ଟର୍କ ଉତ୍ପାଦନ କରିବ। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ଏମଡି/ପରିଚାଳନା ନିର୍ଦ୍ଦେଶକ, ସଭାପତି ତଥା ସିଇଓ ସୁଟୁସୁମୁ ଓଟାନୀ […]

ବର୍ଷାରେ ଓଦା ହୋଇଥିବାରୁ FAQ ମାନର ଧାନ ନଥିଲେ ବି ଆବଶ୍ୟକ ସ୍ଥଳେ ବିଚାରକୁ ନିଆଯିବ -ଯୋଗାଣ ମନ୍ତ୍ରୀ

ରାଜ୍ୟରେ ଅଦିନିଆ ବର୍ଷ କାରଣରୁ ବିଭିନ୍ନ ଜିଲାରେ ଧାନଚାଷୀମାନେ ସଂକଟରେ ପଡିଛନ୍ତି। ବର୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବା ବେଳେ ବର୍ଷାରେ ଧାନର ବିଲରେ ଗଜା ହୋଇଗଲାଣି। ଅନେକ ସ୍ଥାନରେ ମଣ୍ଡି ମାନଙ୍କରେ ମଧ୍ୟ ସମାନ ଅବସ୍ଥା।ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ ପାଗ ଖରାପ ଯୋଗୁଁ କିଛି ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି। କିନ୍ତୁ ବର୍ଷା ପାଇଁ ଆଗୁଆ ମଣ୍ଡି ଖୋଲିବନି। ବର୍ଷାରେ ଯାହାର ଧାନ କ୍ଷତି ହୋଇଛି ଆକଳନ କରି […]