author

ଗୁଜରାଟୀ ସ୍ତ୍ରୀ ଓ ପୁଅକୁ ଛାଡି ଫେରାର ହୋଇଗଲା ଓଡ଼ିଆ ସ୍ବାମୀ ।

ପତ୍ନୀଙ୍କୁ ଚୂନ ଲଗାଇ କୋଟି କୋଟି ଟଙ୍କା ଠକି ନେଲେ। ଆଉ ଫେରିଲେ ନାହିଁ। ତେଣୁ ସ୍ୱାମୀଙ୍କୁ ଖୋଜି ଖୋଜି ଆସି ଭଦ୍ରକରେ ପହଞ୍ଚିଛି ଗୁଜରାଟୀ ମହିଳା। ସ୍ବାମୀ ନାଁରେ ଭଦ୍ରକ ବନ୍ତ ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ । ଭଦ୍ରକ ବନ୍ତ ଥାନା ନରସିଂହପୁର ଅଞ୍ଚଳର ମନୋଜ ନାୟକଙ୍କୁ ପ୍ରେମ ବିବାହ କରିଥିଲେ ହୀରଲ । ଉଭୟ ଏକ ଆଇଟି କଂପାନୀରେ କାମ କରୁଥିବାବେଳେ ପ୍ରେମ ପରେ ବିବାହ କରିଥିଲେ ।ହୀରଲଙ୍କର ଏକ rankway pvt […]

ପ୍ରେମିକାକୁ ୬ ଖଣ୍ଡ କରି ନଦୀ, ଗାତରେ ଫିଙ୍ଗିଦେଲା ପ୍ରେମିକ

ଓଡ଼ିଶାରେ ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଜଘନ୍ୟ ହତ୍ୟାକାଣ୍ତ । ପ୍ରେମିକାକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟିଲା ଜହ୍ଲାଦ ପ୍ରେମିକ । ଝାରସୁଗୁଡ଼ାରେ ହତ୍ୟା ପରେ ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗିଲା ମୃତ ଶରୀରର ଖଣ୍ଡ । ଏଠାରେ ଜଣେ ଜେଲ୍‌ ଫେରନ୍ତା ପ୍ରେମିକ ଯେପରି କାଣ୍ଡ କରିଛି, ପ୍ରେମ୍‌ କରୁଥିବା ପ୍ରେମପକ୍ଷୀମାନେ ଭୟଭୀତ ହୋଇଯିବେ। ବିଶ୍ବାସ କରି ଭଲ ପାଉଥିବା ପ୍ରେମିକ ଜଣକ ସତକି ନାହିଁ ଅନେକ ଥର ପରଖିବାକୁ ଚିନ୍ତା […]

ବିଧାନସଭାରେ ଆଳୁ ତାତି ।ଖୋଲିବ ୫୮ ଟି ଶୀତଳ ଭଣ୍ଡାର

ବିଧାନସଭାରେ ଆଳୁ ତାତି । ରାଜ୍ୟରେ ଆଳୁ ସଙ୍କଟ ପାଇଁ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ରାଜ୍ୟ ସରକାରଙ୍କୁ ବିଜେଡି ବିଧାୟକ ଗଣେଶ୍ବର ବେହେରା ଘେରିବା ପରେ ପୂର୍ବ ସରକାରକୁ ପାଲଟା ଦୋଷ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । କେଭି କହିଛନ୍ତି, ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ ମାରିଛି । ଆଉ ଏବେ ଆଳୁ ସଙ୍କଟ ଦେଖାଦେଇଥିବା ବେଳେ ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ୍‌ କରୁଛି । ତେଣୁ ଓଡ଼ିଶାରେ […]

ଆସ୍କା-୪୦ର କାହିଁକି ବଢ଼ୁନି ଦର?

ହରେ ଆସ୍କା-୪୦ର ଦର ବୃଦ୍ଧି ଦାବି କଲେ ଆସିକା ବିଧାୟକ ସରୋଜ ପାଢ଼ୀ। ବଜାରରେ ସବୁ ଦର ବଢ଼ିବା ସହିତ ଆସିକା ଚିନି କଳ କ୍ଷତି ସହୁଥିଲେ ମଧ୍ୟ ୫ ବର୍ଷ ହେଲା କାହିଁକି ଆସ୍କା-୪୦ଦର ବଢ଼ିନି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ଚିନି କଳ ପରିଚାଳନାରେ ଏହା ସମସ୍ୟା ବୋଲି ଦର୍ଶାଇ ପଶ୍ନ କରିଥିଲେ।ତ୍ତରରେ ସମବାୟ ମନ୍ତ୍ରୀ କହିଛନ୍ତି ଆସିକା ଠାରେ ପ୍ରତିଷ୍ଠିତ ଆସିକା ସମବାୟ ଚିନି ଶିଳ୍ପ ନିଃ ମୂଖ୍ୟତଃ ଚିନି ଉତ୍ପାଦନ କରୁଥିଲେ […]

ସାମ୍ବାଦିକଙ୍କୁ ପେନସନ୍ ଦିଆଯାଉ

ବିଧାନସଭାରେ ଉଠିଲା କାର୍ଯ୍ୟରତ ସାମ୍ବାଦିକଙ୍କ ସମସ୍ୟା ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ପୂର୍ବ ସରକାର ସାମ୍ବାଦିକ ମାନଙ୍କୁ ୫ ଲକ୍ଷ ଟଙ୍କା ବୀମା ରାଶି ଦେଉଥିଲେ । ହେଲେ ତାଙ୍କ ବାପା-ମା’ଙ୍କୁ କୌଣସି ସୁବିଧା ନାହିଁ । ଏ ସରକାର ସାମ୍ବାଦିକ ମାନଙ୍କୁ ବୀମା ରାଶି ସହ ତାଙ୍କ ବାପା-ମା’ଙ୍କୁ ସାମିଲ କରନ୍ତୁ । ପାଖାପାଖି ୧୭ଟି ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା ରହିଛି । […]

୫ ଅଳଙ୍କାର ଦୋକାନରେ ନକଲି ସୁନା ବିକ୍ରି ହୋଉଥିବା ନେଇ ଅଭିଯୋଗ ।

ଅଳଙ୍କାର ଦୋକାନରେ ନକଲି ସୁନା ଥିବା ନେଇ ଖବର ରହିଛି । ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ୫ ଅଳଙ୍କାର ଦୋକାନରେ ନକଲି ସୁନା ବିକ୍ରି ହୋଉଥିବା ନେଇ ଅଭିଯୋଗ । ତେବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ନକଲି ହଲମାର୍କ ପାଇଁ ଅମ୍ବିକା ଜୁଏଲର୍ସ ବିରୁଦ୍ଧରେ କୁଚିଣ୍ଡା କୋର୍ଟରେ ମାମଲା ପଞ୍ଜିକୃତ ହୋଇଛି। ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଏବଂ ଚାନ୍ଦି ଜୁଏଲର୍ସ, ସମ୍ବଲପୁରର ଅଳଙ୍କାର […]

କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା ;ହଠାତ୍‌ ମୃତ୍ୟୁ ପାଇଁ ଦାୟୀ ନୁହେଁ କରୋନା ଟିକା

କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ବଡ଼ ବୟାନ । କହିଲେ, ଯୁବପୀ ଢିଙ୍କ ହଠାତ୍ ମୃତ୍ୟୁ ପଛରେ ନାହିଁ କରୋନା ଟିକାର ଭୂମିକା । ଆଇସିଏମଆର ଷ୍ଟଡିର ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା। ରାଜ୍ୟସଭାରେ ଏ ସମ୍ପକରେ ଉତ୍ତର ରଖିଛନ୍ତି ଜେ.ପି ନଡ୍ଡା । ଦେଶରେ କରୋନା ମହାମାରୀ ଆସିବା ପରେ ଏଥରୁ ବର୍ତ୍ତିବା ପାଇଁ ଲୋକେ ଟିକା ନେଇଥିଲେ । ଏହାପରେ ଦେଶରେ ଆକସ୍ମିକ ମୃତ୍ୟୁ ହାର ବୃଦ୍ଧି ପାଇଥିଲା । କୋଭିଡ ଟିକା […]

ଭାରସାମ୍ୟ ହରାଇ ବିଲକୁ ଓଲଟିଲା ଲକ୍ଷ୍ମୀ ବସ୍‌।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହନାପଲ୍ଲୀ ଗ୍ରାମ ନିକଟରେ ଏକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବିଲକୁ ଓଲଟିଲା ଲକ୍ଷ୍ମୀ ବସ୍‌। ଦୁର୍ଘଟଣାରେ ୩ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଲକ୍ଷ୍ମୀ ବସ୍‌ଟି ୧୦ ଜଣ ଯାତ୍ରୀଙ୍କୁ ନେଇ କବିସୂର୍ଯ୍ୟନଗର ଅଭିମୁଖେ ଆସୁଥିଲା। ଏହି ସମୟରେ ମହନାପଲ୍ଲୀ ଗାଁ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୩ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତ ଯାତ୍ରମୀମାନଙ୍କୁ ଉଦ୍ଧାର […]

କଟକ ଏସସିବିରେ ଚାକିରି ବିକ୍ରି ମାମଲା। ଏହି ଘଟଣାରେ ଆଉ ଦୁଇ ଅଭିଯୁକ୍ତକୁ ମଙ୍ଗଳାବାଗ ପୁଲିସ ଗିରଫ କରିଛି।

କଟକ ବଡ ମେଡିକାଲରେ ଚାକିରି ବିକ୍ରି ପ୍ରସଙ୍ଗରେ ଏବେ ଆଉ ଦୁଇ ଜଣ ଅଭିଯୁକ୍ତିଙ୍କୁ ବାନ୍ଧିଛି ପୋଲିସ୍ । ପୂର୍ବରୁ ୨ ଜଣ ଅଭିଯୁକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ପୁଣି ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିଛି ମଙ୍ଗଳାବାଗ ପୋଲିସ୍ । ଗିରଫଦାରୀ ସଂଖ୍ୟା ଏବେ ୪ରେ ପହଞ୍ଚିଛି।ଗତ ଦୁଇ ଦିନ ତଳେ କଟକ ମଙ୍ଗଳାବାଗ ପୋଲିସ ଚାକିରି ଠକେଇର ସୁରାକ ପାଇ ଦୁଇ ଅଭିଯୁକ୍ତ ଭାଇ ଅର୍ଜିତ୍ ମହାନ୍ତି ଏବଂ ଅର୍ପିତ୍‌ ମହାନ୍ତିଙ୍କୁ ଗିରଫ […]

ମୃତ୍ୟୁ ପୂର୍ବରୁ ୨୪ପୃଷ୍ଠାର ସୁଇସାଇଡ ନୋଟ୍‌ ଲେଖିଲେ ଆଇଟି କର୍ମଚାରୀ

ସ୍ତ୍ରୀ ବାରମ୍ବାର ହଇରାଣ କରୁଥିଲେ। ସ୍ତ୍ରୀଙ୍କ ସହ ପରିବାର ଲୋକ ମଧ୍ୟ ହାତ ମିଳାଇଥିଲେ। ଦିନକୁ ଦିନ ସ୍ତ୍ରୀଙ୍କ ନିର୍ଯ୍ୟାତନା ବଢିବାରେ ଲାଗିଥିଲା। ଜଣେ ମହିଳା ବିଚାରପତି ମଧ୍ୟ ସ୍ତ୍ରୀଙ୍କୁ ଘରୋଇ ହିଂସା ମାମଲାରେ ସହାୟତା କରୁଥିଲେ। ଏପରିକି ସ୍ତ୍ରୀ ମାମଲା ରୁଜୁ କରି ଟଙ୍କା ମାଗି ଚାଲିଥିଲେ। ସହିବାର ସୀମା ଏତେ ବଢି ଯାଇଥିଲା ଯେ ବେଙ୍ଗାଲୁରୁରେ ରହୁଥିବା ଜଣେ ୩୪ ବର୍ଷୀୟ ବ୍ୟକ୍ତି ନିଜ ଫ୍ଲାଟରେ ନିଜ ଜୀବନ ହାରି ଦେଇଛନ୍ତି।୨୪ ପୃଷ୍ଠାର ସୁଇସାଇଡ […]

ଡେପୁଟେସନରେ ଯିବେ ୩ ଆଇପିଏସ ଅଫିସର ।

କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ରାଜ୍ୟର ଆଉ ତିନି ଓଡିଶା କ୍ୟାଡ଼ରର ଆଇପିଏସ ଅଧିକାରୀ । ଏହି ତିନି ଆଇପିଏସ ଅଧିକାରୀ ହେଉଛନ୍ତି ଅସିତ୍ କୁମାର ପାଣିଗ୍ରାହୀ, ଅମିତାଭ୍ ଠାକୁର ଓ ରାଜେଶ କୁମାର । କିଛିଦିନ ପୂର୍ବରୁ ଦୁଇଜଣ ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ କୁଟ୍ଟେ ଏବଂ ଆଶିଷ ସିଂଙ୍କୁ ଡେପୁଟେସନରେ ପଠାଯାଇଛି । ଏହି ଦୁଇ ଆଇପିଏସଙ୍କୁ ଭିକେ ପାଣ୍ଡିଆନଙ୍କର ସହଯୋଗୀ ବୋଲି କୁହାଯାଉଥିଲା । ୧୯୯୭ ବ୍ୟାଚର ଆଇପିଏସ ଅସିତ କୁମାର ପାଣିଗ୍ରାହୀ, ୧୯୯୮ […]

ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଜଳିଗଲା ୧୦ରୁ ଅଧିକ ଦୋକାନ

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନରେ ନିଆଁ ଲାଗିଯାଇଛି। ନିଆଁରେ ୧୦ରୁ ଅଧିକ ଭୋଗ ଲୋକ ଜଳିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । କିଛିମାସ ପୂର୍ବରୁ ୩ ନମ୍ବର ଗେଟ୍ ସମ୍ମୁଖ ଭୋଗ ଦୋକାନରେ ନିଆଁ ଲାଗିଥିଲା […]