ଖ୍ୟାତନାମା ଗାୟକ ଉସ୍ତାଦ ରଶିଦ ଖାନ୍ ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ଓ କୋଲକାତାରେ ତାଙ୍କର ଚିକିତ୍ସା ହେଉଥିଲା। ରାସିଦ ପ୍ରୋଷ୍ଟେଟ କ୍ୟାନସରରେ ଆକ୍ରାନ୍ତ ଥିଲେ। ତେବେ ରଶିଦଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ବୁଧବାର ତାଙ୍କର ଅନ୍ତିମସଂସ୍କାର କରାଯିବ ବୋଲି ଜଣାପଡ଼ିଛି।ଡିସେମ୍ବରରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଗତ କିଛି ଦିନ ହେବ ସେ […]
ବଲିଉଡ ଅଭିନେତା ଅମୀର ଖାନ। ତାଙ୍କ ଝିଅ ଇରା ଖାନ । ଇରା ତାଙ୍କ ଦୀର୍ଘ ଦିନର ବଏଫ୍ରେଣ୍ଡ ନୁପୁର ଶିଖରଙ୍କୁ ବିବାହ କରିଛନ୍ତି। ଏହି ଅନନ୍ୟ ବିବାହ ବିଷୟରେ ଅନେକ ଆଲୋଚନା ହୋଇଥିଲା, ବାସ୍ତବରେ ନୁପୁର ଘୋଡା ଉପରେ ବିବାହ ଶୋଭାଯାତ୍ରା ଆଣିବା, ପୋଷାକ ଏବଂ ସର୍ଟ ପିନ୍ଧି, ୮ କିଲୋମିଟର ଦୌଡ଼ିବା ଏବଂ ବିବାହ ଶୋଭାଯାତ୍ରାରେ ନାଚ ଓ ଝୁମି ଆସିବା ସମସ୍ତ ଧାରା ଭାଙ୍ଗିଥିଲେ।ବର୍ତ୍ତମାନ ଏହି ଦମ୍ପତି ଉଦୟପୁରରେ ଏକ ବଡ ବିବାହ […]
ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟ ଦକ୍ଷତା ବିସ୍ତାର କରିଥିବା ରଶ୍ମିକା ମନ୍ଦାନା ଆଜିକାଲି ମୁକ୍ତିଲାଭ କରିଥିବା ମୁଭି ଆନିମଲ ପାଇଁ ଚର୍ଚ୍ଚାରେ ଅଛନ୍ତି। ତେବେ ରିଲ୍ରୁ ରିୟଲ ଲାଇଫ୍ ପାର୍ଟନର ହେବାକୁ ଯାଉଛନ୍ତି ସାଉଥ୍ର ଦୁଇ ସୁପରଷ୍ଟାର ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଅନେକ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଦୁହିଁଙ୍କ ନିର୍ବନ୍ଧ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଏନେଇ ଅନେକ ରିପୋର୍ଟରେ […]
ସଲମାନ ଖାନ ବଲିଉଡ଼ର ଜଣେ ଲୋକପ୍ରିୟ ଅଭିନେତା। ପ୍ରଶଂସକଙ୍କ ମଧ୍ୟରେ ସେ ଭାଇଜାନ୍ ଭାବେ ପରିଚିତ। ତାଙ୍କର ଟିକିଏ ଝଲକ୍ ପାଇଁ ପ୍ରଶଂସକମାନେ ପାଗଳ।ମୁମ୍ବାଇ ଅନ୍ତର୍ଗତ ପନବେଲସ୍ଥିତ ଫାର୍ମ ହାଉସରେ ଗତ ୪ ତାରିଖରେ ୨ ଜଣ ବ୍ୟକ୍ତି ପ୍ରବେଶ ଉଦ୍ୟମ କରିଥିଲେ । ପ୍ରାଥମିକ ତଦନ୍ତରୁ ସେମାନେ ପଞ୍ଜାବର ଫାଜିଲ୍କା ଜିଲାର ଅଜେଶ୍ କୁମାର ଗିଲା(୨୩) ଏବଂ ଗୁର୍ସେୱକ ସିଂହ ଶିଖ୍ ବୋଲି ଜଣାପଡ଼ିଛି। । ବର୍ତ୍ତମାନ ଏହି ସମସ୍ୟାଟି ଗମ୍ଭୀର ଅଟେ । ଏହି […]
ଓଲିଉଡ ସୁପରଷ୍ଟାର ତଥା ବିଜେଡି ନେତା ଅରିନ୍ଦମ୍ ରାୟ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। କଟକ ଆଠଗଡ ଅନ୍ତର୍ଗତ ଧବଳେଶ୍ୱର ନିକଟରେ ଏକ ଘରୋଇ ରିସର୍ଟରେ ଏହି ବୈଠକ ଅନୁଷ୍ଠିତ ହୋଇଛି।ଯାହାର ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି ।ପାଞ୍ଚ ମାସ ତଳେ ଅଭିନେତା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାୟ କହିଥିଲେ-‘ଦଳରେ ଯଦି ବ୍ୟବହାର ନହେବୁ ତେବେ କାହିଁକି ରହିବୁ’ । ଅରିନ୍ଦମଙ୍କ ଏଭଳି ବୟାନ ସୂଚାଇଥିଲା କି ସେ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଲାକ୍ଷାଦ୍ବୀପ ଗସ୍ତ କରିଥିଲେ। ତାଙ୍କ ଗସ୍ତ ସମୟର ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଥିଲା ଏବଂ ଏହି ଫଟୋକୁ ନେଇ ଭାରତରେ ମାଳଦ୍ୱୀପ ଓ ଲାକ୍ଷାଦ୍ବୀପ ମଧ୍ୟରେ ତୁଳନା ଆରମ୍ଭ ହୋଇଥିଲା। ଏହା ଦେଖି ମାଳଦ୍ୱୀପ ମନ୍ତ୍ରୀମାନେ ରାଗିଯିବା ସହ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ। ତାଙ୍କ ବୟାନ ପରେ ସାମାଜିକ ଗଣମାଧ୍ୟମରେ #BoycottMaldives ଟ୍ରେଣ୍ଡ୍ କରୁଛି। ଲୋକେ ମାଳଦ୍ୱୀପକୁ ନେଇ ବେଶ୍ ନକରାତ୍ମକ କମେଣ୍ଟ କରିଛନ୍ତି। ବର୍ତ୍ତମାନ ବଲିଉଡ […]
ହଲିଉଡ୍ ପାଇଁ ଦୁଃଖଦ ଖବର । ଅଭିନେତା କ୍ରିଷ୍ଟ୍ରିଆନ୍ ଓଲିଭର ଏବଂ ତାଙ୍କ ଦୁଇ ଝିଅଙ୍କର ଅକାଳ ବିୟୋଗ ହୋଇଯାଇଛି । ଏକ ବିମାନ ଦୁର୍ଘଟଣାରେ ଏହି ଜଣାଶୁଣା ଅଭିନେତାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ କ୍ରିଷ୍ଟ୍ରିଆନ୍ ଓଲିଭରଙ୍କୁ ୫୧ ବର୍ଷ ବୟସ ହୋଇଥିଲା । ପୋଲିସର ସୂଚନାନୁସାରେ ବିମାନଟି ସେଣ୍ଟ ଲୁସିଆ ଅଭିମୁଖେ ଯାଉଥିବା ବେଳେ ବେକିଆ ନିକଟ ପେଟିଟ ନେଭିସ ଦ୍ୱୀପର ପଶ୍ଚିମ ଦିଗରେ ଗୁରୁବାର ଏହି ଦୁର୍ଘଟଣା ଘଟିଛି।ତାଙ୍କ ସହ ତାଙ୍କର […]
ଖ୍ୟାତନାମା ନିର୍ଦ୍ଦେଶକ ଜିତ୍ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ଡ଼ିଅର୍ ପୁରୁଷ’ର ଟ୍ରେଲର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଆମେରିକା, ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇ ଇତିହାସ ସୃଷ୍ଟି କରିଛି।ସମାଜରେ ନାରୀ ଓ ପୁରୁଷର ସମ୍ପର୍କ ଭିତରେ ପୁରୁଷ ସାମ୍ନା କରୁଥିବା ଆହ୍ବାନ ସହ ହାସ୍ୟରସକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ୬ଜଣ ଦମ୍ପତିଙ୍କ ଜୀବନଯାତ୍ରା ଦର୍ଶାଯାଇଛି। ଏଥିରେ ଅଭିନେତ୍ରୀ ତଥା ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ଏକ ଭିନ୍ନ ଲୁକ୍ରେ […]
ବଲିଉଡ ଅଭିନେତା ଶ୍ରେୟାସ ତଲପଡେ। ଡିସେମ୍ବର ୪ରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା। ଡିସେମ୍ବର ୧୪ରେ ସେ ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ର ଶୁଟିଂ କରୁଥିଲେ। ଶୁଟିଂ ଶେଷ ହେବା ପରେ ତାଙ୍କୁ ଅସହଜ ଅନୁଭବ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ହୃଦଘାତ ହୋଇଥିବା ସେ ଜାଣିବାକୁ ପାଇଥିଲେ। ଡାକ୍ତରମାନେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିଥିଲେ। ଅଭିନେତା ବର୍ତ୍ତମାନ ତାଙ୍କ ପରିବାରର ସହଯୋଗ ଏବଂ ତାଙ୍କ ପ୍ରଶଂସକଙ୍କ ପ୍ରାର୍ଥନା ସହିତ ସୁସ୍ଥ ହୋଇଛନ୍ତି। ନିକଟରେ ସେ ତାଙ୍କ […]
ଦୀପିକା ପାଦୁକୋନ ଏବଂ ରଣବୀର ସିଂ ନଭେମ୍ବର ୨୦୧୮ରେ ବିବାହ କରିଥିଲେ। ଏହି ଦମ୍ପତି ବର୍ତ୍ତମାନ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ବିବାହ କରିଛନ୍ତି। ଯଦିଓ ଏହି ଦମ୍ପତି ଏପର୍ଯ୍ୟନ୍ତ ସେମାନଙ୍କ ଜୀବନରେ ଏକ ଶିଶୁକୁ ସ୍ବାଗତ କରିନାହାଁନ୍ତି, ଦୀପିକା କହିଛନ୍ତି ଯେ ସେ ଦିନେ ରଣବୀରଙ୍କ ସହ ଏକ ସନ୍ତାନକୁ ନିଶ୍ଚିତ ଭାବେ ସ୍ବାଗତ କରିବେ। ଏକ ସାକ୍ଷାତକାରରେ ଦୀପିକା ପାଦୁକୋନ କହିଛନ୍ତି, ରଣଭୀର ଏବଂ ମୁଁ ପିଲାମାନଙ୍କୁ ବହୁତ ଭଲ ପାଉ। ଆମେ […]
ଜାନୁଆରୀ ୩ ଅଭିନେତା ଅମୀର ଖାନଙ୍କ ପାଇଁ ଏକ ବିଶେଷ ଦିନ ଥିଲା। ଅମୀରଙ୍କ ଝିଅ ଇରା ଖାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଉଭୟଙ୍କ କୋର୍ଟରେ ବିବାହ ହୋଇଛି। ସୋସିଆଲ ମିଡିଆରେ ଇରା ଏବଂ ନୁପୁରଙ୍କ ବିବାହ ଫଟୋ ଭାଇରାଲ ହେଉଛି। ଝିଅ ଇରାଙ୍କ ବିବାହରେ ଅମିରଙ୍କୁ ମଜାଦାର ଶୈଳୀରେ ଦେଖିବାକୁ ମିଳିଥିଲା। ସେ ସମସ୍ତଙ୍କ ସହ ନାଚି ଥିଲେ। ସୋସିଆଲ ମିଡିଆରେ ଅମିରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। ନିକଟରେ ଅମୀର ତାଙ୍କ ଲାଡଲୀଙ୍କ ବିବାହ […]
ଅରବାଜ ଖାନ୍ ଏବଂ ସୌରା ଖାନ୍ଙ୍କ ବିବାହ ୨୪ ଡିସେମ୍ବରରେ ହୋଇଥିଲା। ବିବାହ ପରେ ଏହି ଦମ୍ପତି ସେମାନଙ୍କର ନୂଆ ଇଂନିସ୍ ଆରମ୍ଭ କରିଛନ୍ତି। ଡିସେମ୍ବର ୩୦ରେ ଅରବାଜ ଏବଂ ସୌରା ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ବର୍ତ୍ତମାନ ଏହି ଦମ୍ପତିଙ୍କ ହନିମୁନ୍ର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଫଟୋଗୁଡ଼ିକ ଶୌରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। କିନ୍ତୁ ବର୍ତ୍ତମାନ ଅରବାଜ ଶୁରା ଖାନଙ୍କ ସହ ତାଙ୍କ ଜୀବନରେ ଏକ ନୂଆ ଆରମ୍ଭ କରିଛନ୍ତି। […]
