ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ଅଭିନେତା ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ଟିଜର ମୁକ୍ତିଲାଭ କରିଛି। ଟିଜରକୁ ଦେଖିଲେ ଏହା ସ୍ପଷ୍ଟ ଯେ ଅଲି ଅବ୍ବାସ ଜାଫର ଦର୍ଶକ ଚାହୁଁଥିବା ସମସ୍ତ ଜିନିଷ ଏଥିରେ ରଖିଛନ୍ତି। ଏହା ବଡ ବଜେଟ୍ ଚଳଚ୍ଚିତ୍ର। ଯାହା ଉଭୟ ଆକ୍ସନ୍ ଏବଂ କମେଡି କୁ ଫଲୋ କରୁଛି । ଏଭଳି ପରିସ୍ଥିତିରେ ଚଳଚ୍ଚିତ୍ର କ୍ରମାଗତ ଭାବରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। […]
ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏର୍ମଜନ୍ସି’ ପାଇଁ ଚର୍ଚ୍ଚାରେ ଅଛନ୍ତି। କିଛି ସମୟ ପୂର୍ବରୁ ଫିଲ୍ମର ରିଲିଜ ଡେଟ୍କୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ପୁଣି ଥରେ ଚଳଚ୍ଚିତ୍ରର ନୂଆ ରିଲିଜ୍ ତାରିଖ ପ୍ରକାଶ ପାଇଛି। ‘ଏମରଜେନ୍ସି’ ଚଳିତ ବର୍ଷ ଜୁନରେ ପ୍ରେକ୍ଷାଳୟକୁ ଆସିବ। ଏହା ସହିତ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଫିଲ୍ମର ସର୍ବଶେଷ ପୋଷ୍ଟର ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଦେଖିବାକୁ ମିଳିଛି।କଙ୍ଗନା […]
ବଲିଉଡ୍ ଅଭିନେତା ସୈଫ୍ ଅଲି ଖାନ୍ଙ୍କ ବିଷୟରେ ବଡ ଖବର ଆସିଥିଲା । ତାଙ୍କୁ ହଠାତ୍ କୋକିଲା ବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଅଭିନେତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ୫୩ ବର୍ଷୀୟ ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦେବରା’ର ଶୁଟିଂ ସମୟରେ ଆହତ ହୋଇଥିଲେ। ଅଭିନେତାଙ୍କର ଟ୍ରାଇସେପ ସର୍ଜରୀ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଅଭିନେତା ତାଙ୍କ ସର୍ଜରୀ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣ ସାମ୍ନାକୁ ଆସିଥିଲେ।ବର୍ତ୍ତମାନ ସୈଫଙ୍କ କିଛି ଭିଡିଓ ସାମ୍ନାକୁ […]
ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ବିବାହରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଗତ କିଛି ମାସ ଧରି ସେମାନଙ୍କ ସମ୍ପର୍କରେ ଫାଟ ଥିବା ନେଇ ନାନା ଖବର ସାମ୍ନାକୁ ଆସୁଥିଲା କିନ୍ତୁ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଶେଷ ହୋଇଛି। ଶୋଏବ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ସମସ୍ତଙ୍କ ସାମ୍ନାରେ ସାନିଆଙ୍କ ସହ ସମ୍ପର୍କ ଶେଷ ହେବାର ଖବରକୁ ସ୍ପଷ୍ଟ କରିଛନ୍ତି। ସୋସିଆଲ ମିଡିଆରେ ସାନିଆଙ୍କ ସପକ୍ଷରେ […]
ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ କ୍ୟାପ୍ଟେନ୍ ଶୋଏବ ମଲିକ୍। ବର୍ତ୍ତମାନ ସେ ତୃତୀୟ ବିବାହ କରିଥିବା ଜଣାପଡିଛି । ଏହି ବିବାହ ଏଭଳି ସମୟରେ ହୋଇଛି। ଯେତେବେଳେ ପୂର୍ବତନ ଭାରତୀୟ ଟେନିସ୍ ଖେଳାଳି ସାନିଆଙ୍କ ସହ ତାଙ୍କର ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି ।ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ ସାନା ଜାଭେଦଙ୍କୁ ସେ ବିବାହ କରିଛନ୍ତି। ବିବାହ ଉତ୍ସବ ପରେ ଉଭୟ ସୋସିଆଲ ମିଡିଆରେ ଉଭୟ ଫଟୋ ସେୟାର କରିଛନ୍ତି। ଦୁଇଦିନ ତଳେ ସାନିଆ ତାଙ୍କ ସୋସିଆଲ ମିଡିଆ […]
କଟକ ମଙ୍ଗୁଳି ସ୍ଥିତ ବଜରଙ୍ଗୀ ଓ୍ୱେ ବ୍ରିଜ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସୁଧାରକର ବସନ୍ତଙ୍କ ଗାଡି। ତେବେ ଗୁରୁତର ଅବସ୍ଥାରେ ସୁଧାକର ବସନ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମଙ୍ଗୁଳି ଛକରେ ଏକ ଟ୍ରକ ରାସ୍ତାକଡରେ ଛିଡା ହୋଇଥିବାବେଳେ ସୁଧାକର ବସନ୍ତଙ୍କ କାରଟି ଆସି ପିଟି ହୋଇଯାଇଛି। କାରଟି ଚଣ୍ଡୀଖୋଲ ପଟୁ କଟକ ଆଡକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।ଦୁଇ ଜଣଙ୍କୁ ଚିକିତ୍ସା ପାଇଁ […]
ବଲିଉଡ ହିଟ୍ ଯୋଡି ଧର୍ମେନ୍ଦ୍ର ଓ ହେମାମାଳୀନିଙ୍କ ଝିଅ ଇଶା ଦେଓଲ ଫିଲ୍ମ ଦୁନିଆ ଅପେକ୍ଷା ବ୍ୟକ୍ତଗତ ଜୀବନ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି। ଇଶା ସ୍ୱାମୀଙ୍କୁ ଛାଡପତ୍ର ଦେବା ନେଇ ଖବର ଶୁଣିବାକୁ ମିଳିଛି।ବଲିଉଡ ଲାଇଫ ଏବଂ ବଲିଉଡ ସାଦି ଡଟ୍ କମ୍ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଏହି ଘଟଣା ସାମ୍ନାକୁ ଆସିଲା ଯେତେବେଳେ ନିକଟରେ ଏକ ସୋସିଆଲ ମିଡିଆ ବ୍ୟବହାରକାରୀ ରେଡ୍ଡିଟରେ ଏକ ପୋଷ୍ଟ ଶେୟାର କରିଥିଲେ ଏବଂ ଏଥିରେ ଦର୍ଶାଇଥିଲେ ଯେ […]
ଭୁଲ୍ ମାଗିଲେ ଅନ୍ନପୂର୍ଣ୍ଣୀ ସିନେମା ଷ୍ଟାର ନୟନତାରା। ଅନ୍ନପୂର୍ଣ୍ଣୀ ଫିଲ୍ମକୁ ନେଇ ଦର୍ଶକଙ୍କ ଆଘାତ ଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତ୍ରୀ ନୟନତାରା। କାହାର ଧର୍ମୀୟ ଭାବନାକୁ କ୍ଷତି ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି। ସୂଚନା ମୁତାବକ ଲୋକପ୍ରିୟ ଦକ୍ଷିଣ ଅଭିନେତ୍ରୀ ନୟନତାରା ତାଙ୍କ ଚଳଚ୍ଚିତ୍ର’ ଅନ୍ନପୂର୍ଣ୍ଣି ‘ପାଇଁ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମରେ ପ୍ରଭୁ ରାମଙ୍କୁ ଅଣଶାକାହାରୀ (ନନ୍ ଭେଜିଟାରିଆନ) ଭାବରେ ବର୍ଣ୍ଣନା କରାଯାଇଥିବାରୁ ଏହି ଚଳଚ୍ଚିତ୍ର ବିବାଦ ଭିତରକୁ ଆସିଥିଲା। […]
ଜାନୁଆରୀ ୨୨ରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶ ଓ ବିଶ୍ୱରେ ପ୍ରଭୁ ରାମ ପ୍ରେମୀମାନେ ଆନନ୍ଦିତ ଅଛନ୍ତି । ପ୍ରାୟ ୮୦୦୦ ଅତିତିଥିଙ୍କୁ ନିମନ୍ତ୍ରଣ କରାଯାଇଛି |ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ଗାୟିକା ନମିତା ଅଗ୍ରଓ୍ବାଲଙ୍କ କଣ୍ଠରେ ରାମ ଭଜନର ଏକ ଭିଡିଓ ଏକ୍ସରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କହିଛନ୍ତି, ଭାରତର ପ୍ରତ୍ୟେକ କୋଣରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଭକ୍ତି ଅଛି। ପ୍ରତ୍ୟେକ ଭାଷାରେ […]
ଫିଲ୍ମ ଟାଇଟାନିକରେ ଅଭିନୟ କରିଥିବା ହଲିଉଡ ତାରକା ଅଭିନେତ୍ରୀ କେଟ ୱିନ୍ସଲେଟ। ଚଳଚ୍ଚିତ୍ର ଟାଇଟାନିକରେ ରୋଜ ଭୂମିକାରେ ଅଭିନୟ କରିଥିଲେ |ସେ ବିଶ୍ୱରେ ବେଶ ପରିଚିତ। ନିକଟରେ ଅଭିନେତ୍ରୀ କେଟ ୱିନ୍ସଲେଟ ଦି ଗ୍ରାହାମ ନର୍ଟନ ସୋ’ରେ ଅଭିନୟ କରିଥିଲେ, ଯେଉଁଠାରେ ଅଭିନେତ୍ରୀ କହିଥିଲେ ଯେ ସେ ତାଙ୍କ ଚଳଚ୍ଚିତ୍ର ପାଇଁ ଜିତିଥିବା ଓସ୍କାର ପୁରସ୍କାରକୁ ନିଜ ଘରର ବାଥରୁମରେ ରଖନ୍ତି, ଯାହା ପରେ ଇଣ୍ଟରନେଟରେ ସମସ୍ତେ ଜାଣିବାକୁ ଚେଷ୍ଟା କରୁଛନ୍ତି। ସେ ଏହା କାହିଁକି କରନ୍ତି […]
ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ ଦିଆଯାଉଛି। ସୋସିଆଲ ମିଡିଆରେ ଏକ ଫଟୋ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ସହିତ ନଜର ଆସିଛନ୍ତି। କୋହଲିଙ୍କ ବ୍ୟତୀତ ବିଶ୍ଵକପ୍ ବିଜେତା ଅଧିନାୟକ ଏମଏସ ଧୋନୀ ଓ ମହାନ କ୍ରିକେଟ୍ […]
ରାମାନନ୍ଦ ସାଗରଙ୍କ କାଳଜୟୀ ସିରିଏଲ ‘ରାମାୟଣ’ରେ ପ୍ରଭୁ ରାମ ଚନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ମାତା ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିରୀ ଏବେ ଅଯୋଧ୍ୟାରେ ଅବସ୍ଥାନ କରୁଛନ୍ତି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ସହ ସେମାନେ ‘ହମାରା ରାମ ଆଏଙ୍ଗେ’ ଆଲବମ ସୁଟିଂରେ ଭାଗ ନେବେ। ଏହି ଗୀତକୁ ସୋନୁ ନିଗମ ଗାଇଛନ୍ତି। ଗୁପ୍ତାର ଘାଟ, ହନୁମାନଗଡି ଏବଂ ଲତା […]
