ଆଲବମ୍ ଅଭିନେତ୍ରୀ ରୁକ୍ସାନା ବାନୋ ମୃତ୍ୟୁ ଘଟଣାରେ କବର ଖୋଳି ଶବ ବାହାର କରିବା ପାଇଁ ମନା କଲେ ପରିବାର ଲୋକେ । କବରସ୍ଥାନରେ ହଙ୍ଗାମା କଲେ ରୁକ୍ସାନାଙ୍କ ମା’ । ପୋଲିସକୁ ଗାଳି କରିବା ସହ କବର ଖୋଳିଲେ ପୋଲିସ ବିରୋଧରେ କେସ୍ କରିବେ ବୋଲି ଅଭିନେତ୍ରୀଙ୍କ ମା’ କହିଛନ୍ତି । ସଦର ଥାନା ଏବଂ ଟାଉନ ଥାନା ପୋଲିସ ତାଙ୍କ ମା’ଙ୍କୁ ବୁଝାଇବାରେ ଅସଫଳ ହେବାପରେ ଫେରିଆସିଥିଲେ | ସୂଚନାମୁତାବକ ବଲାଙ୍ଗୀରରେ ଆଲବମ୍ ଶୁଟିଂ […]
ସମ୍ବଲପୁରୀ ଗାୟିକା ରୁକ୍ସନା ବାନୋଙ୍କ ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।ତେବେ ରୁକ୍ସନାଙ୍କର ସ୍କ୍ରାବ୍ ଟାଇଫସରେ ମୃତ୍ୟୁ ଘଟିଥିବା ଜଣାଯାଇଛି।ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।। ମାତ୍ର ସ୍ଲୋ ପଏଜନ୍ ଯୋଗୁ ରୁକ୍ସାନାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଜଣେ ସମ୍ବଲପୁରୀ ଗାୟକଙ୍କ ନାଁରେ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।ଦୁଇ ମାସ ଧରି ରୁକୁ ସୁନା ନିର୍ଯ୍ୟାତନା ଦେଇ ଆସୁଥିବା […]
ପ୍ରଥମ ଥର ପାଇଁ ମଞ୍ଚସ୍ଥ ହେଉଥିଲା ନୂଆ ନାଟକ, ଦ୍ୱିତୀୟ ସିନ୍ ପରେ କଲ୍ ଆସିଲା ବାପା ଚାଲିଗଲେ । ବାପା ମୃତ୍ୟୁ ଖବର ପାଇ ମନରେ କୋହକୁ ଚାପି ଦେଇ ନାଟକ ସମ୍ପୂର୍ଣ୍ଣ କଲେ ଯାତ୍ରା ନାୟିକା ଟିକିନା ସ୍ବାଇଁ । କାରଣ କଳାକରଙ୍କ ପାଇଁ ଦର୍ଶକ ହେଉଛନ୍ତି ଭଗବାନ । ଅଭିନୟ ସମୟରେ ଆଖିରୁ ଲୁହ ବହୁଥାଏ, କିନ୍ତୁ ଅଭିନୟରେ କିଛି କମି ନଥାଏ । ପ୍ରଥମ ଥର ନାଟକଟି ପରିବେଶଣ ହେଉଥିବାରୁ ନାଟ୍ୟକାର, […]
ସାଇବର ଥାନାର ଦ୍ଵାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର ଓ ପତ୍ନୀ ମମତା ନନ୍ଦ । ଦ୍ଵିତୀୟ ବିବାହ ପରେ ମନୋଜଙ୍କ ନାମରେ କିଛି ସୋସିଆଲ ମିଡ଼ିଆ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମାଲୋଚନା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କୁ ଓ ତାଙ୍କ ଦ୍ବିତୀୟ ପତ୍ନୀଙ୍କୁ ନେଇ କିଛି ରୋଷ୍ଟର ରୋଷ୍ଟ କରୁଥିବା ସହ ଆପତ୍ତିଜନକ ଓ ଅଶ୍ଳୀଳ ଭାଷା କହୁଥିବା ଅଭିଯୋଗ ଆଣିଛନ୍ତି ମନୋଜ । ତାଙ୍କ ବ୍ୟକ୍ତିଗତ,ବୈବାହିକ,ପାରିବାରିକ ଜୀବନକୁ ନେଇ କିଛି ଲୋକ ତାଙ୍କ […]
ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ସହ ଅବହେଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବାଲେଶ୍ବର ଜିଲା ଜଳେଶ୍ବର ବ୍ଲକ ନମକାନା ଗ୍ରାମର ଅଜୟ ବାରିକ(୩୮)।ପୁଅ ହୋଇ ଜନ୍ମ ହୋଇଥିଲେ ମଧ୍ୟ ପିଲାଟି ଦିନରୁ ଝିଅଙ୍କ ଭଳି ଆଚରଣ କରୁଥିଲେ।ଝିଅମାନଙ୍କ ସହିତ ସାଙ୍ଗ ହେବାକୁ ପସନ୍ଦ କରୁଥିଲେ। ନିଜକୁ […]
ତାମିଲ ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟ ନିଜ ନୂଆ ଦଳର ପତାକା ଉନ୍ମୋଚନ କରିଛନ୍ତି। ଏହାପୂର୍ବରୁ ଫେବୃଆରୀରେ ବିଜୟ ତାଙ୍କର ନୂତନ ରାଜନୈତିକ ଦଳ ‘ତାମିଝାଗା ଭେଟ୍ରିକାଜାଗାମ’ (ଟିଭିକେ) ଗଠନ ପାଇଁ ଘୋଷଣା କରିଥିଲେ। ଗୁରୁବାର ଦିନ ସେ ଏହାକୁ ଆହୁରି ଆଗକୁ ନେଇଥିଲେ ଏବଂ ଚେନ୍ନାଇର ପାୟାନୁରସ୍ଥିତ ପାର୍ଟି ମୁଖ୍ୟାଳୟରେ ଏକ ବିଶାଳ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ପାର୍ଟିର ପତାକା ଏବଂ ସଂଗୀତ ଉନ୍ମୋଚନ କରିଥିଲେ। ଏହି ଅବସରରେ ଦଳର ସଂଗୀତ ମଧ୍ୟ ଲଞ୍ଚ […]
ବ୍ରହ୍ମପୁରରେ କିନ୍ନର ମିଶି ବାପାକୁ ପୁଅ ହତ୍ୟା କରିବା ଘଟଣାର ଖୋଲାସା କରିଛନ୍ତି ଏସଡ଼ିପିଓ। ଏଟିଏମ କାର୍ଡ ପାଇଁ ପୁଅ ବାପାଙ୍କୁ ହତ୍ୟା କରିଥିବା ଏସଡିପିଓ କହିଛନ୍ତି।୩ୟ ଲାଇନର ଜଣେ ବୃଦ୍ଧଙ୍କୁ ହତ୍ୟା କରିଛନ୍ତି ଇଞ୍ଜିନିୟର ପୁଅ ସନ୍ଦୀପ ପଣ୍ଡା ଓ କିନ୍ନର ବୋହୁ ଶ୍ରୀୟା । ମୃତ ବୃଦ୍ଧ ଜଣଙ୍କ ରାଜସ୍ୱ ବିଭାଗର ଅବସରପ୍ରାପ୍ତ କିରାଣୀ ୭୪ ବର୍ଷୀୟ ଗରୀବବନ୍ଧୁ ପଣ୍ଡା । ହତ୍ୟା କରିବା ପରେ ଉଭୟ ଏହାକୁ ଦୁର୍ଘଟଣାର ରୂପ ଦେଖିବାକୁ ସମସ୍ତ […]
ଖୋଲିବ ମଜ୍ନୁ ସତ୍ୟଜିତର ଗୁମର । ରଙ୍ଗିଲା ସତ୍ୟଜିତର ଏମିତି କଳାକାରନାମା ନା ଆଉ ଅଛି । ତାହା ପୋଲିସ ରିମାଣ୍ଡରୁ ହିଁ ଜଣାପଡିଛି । ଶନିବାରଠୁ ଠକ ପ୍ରେମିକ ସତ୍ୟଜିତକୁ ୫ ଦିନିଆ ରିମାଣ୍ଡ ନେଉଛି ପୋଲିସ । ଫଳରେ ପୋଲିସ ଶନିବାରଠାରୁ ସତ୍ୟଜିତଙ୍କୁ ଝାରପଡା ଜେଲରୁ ଆଣି ଦ୍ୱିତୀୟ ଥର ମାରାଥନ ଜେରା କରି ଅଧିକ ତଥ୍ୟ ହାସଲ କରିବ ବୋଲି ଆଶା ରଖିଛି। ଇତିମଧ୍ୟରେ ସତ୍ୟଜିତ୍ ବ୍ୟବହାର କରୁଥିବା ଆଉ ଏକ କାରକୁ […]
ମନୋରଞ୍ଜନ ଶିଳ୍ପ ଓ ବ୍ୟବସାୟିକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଶିଶୁ ଏବଂ କିଶୋରଙ୍କୁ ନିୟୋଜନ ନେଇ କେତେକ କଟକଣା ଲଗାଯାଇଛି। ଏନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍ସିପିସିଆର୍) ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। ତେବେ ଜିଲ୍ଲା ମାଜିଷ୍ଟ୍ରେଟ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ପ୍ରଦାନ କରାଯାଇଛି । ନୂଆ ନିୟମ ଅନୁଯାୟୀ ଏଣିକି ମନୋରଞ୍ଜନ ପାଇଁ ଶିଶୁଙ୍କ ବ୍ୟବହାର ଉପରେ ରୋକ୍ ଲାଗିବ । ଯାତ୍ରାରେ କାମ କରିବାକୁ ହେଲେ ମାଲିକମାନେ ପ୍ରଥମେ ଜିଲ୍ଲା […]
ପୁଷ୍ପମାନଙ୍କ ମଧ୍ୟରେ ଏକ ଦୁଷ୍ପ୍ରାପ୍ୟ, ଦୁର୍ଲଭ ତଥା ପବିତ୍ର ଓ ସ୍ବର୍ଗୀୟ ପୁଷ୍ପ ଅଟେ ବ୍ରହ୍ମକମଳ। ଏହା ଉନ୍ନତି, ସୌଭାଗ୍ୟ ତଥା ସନ୍ତୋଷର ପ୍ରତୀକ।ହିନ୍ଦୁ ପୁରାଣ ଅନୁସାରେ ବ୍ରହ୍ମକମଳ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ଶିବଙ୍କ ପୁତ୍ର ଗଣେଶଙ୍କ ଦେହରେ ହାତୀର ମୁଣ୍ଡ ଯୋଡ଼ିବାକୁ। ବିଶ୍ୱାସ କରାଯାଏ ଯେ ଏହି ପୁଷ୍ପର ପାଖୁଡ଼ାରୁ ଟୋପା ଟୋପା ଅମୃତ ନିର୍ଗତ ହୋଇ ଗଣେଶଙ୍କ କଟା ସ୍ଥାନରେ ପଡ଼ିବାରୁ ସେଥିରେ ହାତୀମୁଣ୍ଡ ଯୋଡ଼ିହୋଇ ଗଣେଶ ପୁନର୍ଜୀବନ ଲାଭ କରିଥିଲେ। ପୁଣି […]
ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉ ନଥିବା ବେଳେ ମଙ୍ଗଳବାର ଅନୁଭବଙ୍କୁ ଜେରା କରାଯାଇଛି। ଅଗଷ୍ଟ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୁରୀଘାଟ ଥାନାରେ ହୋଇଥିଲା ଅଭିଯୋଗ । ଦୁଇ ସହଯୋଗୀଙ୍କ ନାଁରେ ବି ହୋଇଥିଲା ଅଭିଯୋଗ । ଦୀର୍ଘ ଦିନ ଧରି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ଲାଗି ରହିଥିଲା । ତେବେ ନିକଟରେ ଅନୁଭବ-ବର୍ଷା ଛାଡପତ୍ର ପାଇଁ କୋର୍ଟ ଅନୁମତି ଦେଇଥିଲେ ।
ଡ଼ିଆ ସିନେ ଅଭିନେତ୍ରୀ ରିୟା ଦେ ଅଡୁଆରେ ପଡ଼ିଛନ୍ତି। ତାଙ୍କ ନାଁରେ ହୋଇଥିବା ମାମଲା କଟକ ସ୍ଥାନାନ୍ତର କରାଯାଇଛି। ଚନ୍ଦ୍ରଶେଖରପୁର ଥାନାର ମାମଲା ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି। ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଏହି ମାମଲା ହୋଇଥିଲା।ରିୟା ଓ ତାଙ୍କ ସ୍ବାମୀ ମାନସିକ ଓ ଶାରିରୀକ ନିର୍ୟାତନା ଦେଉଥିବା ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ଘରୋଇ ସହାୟିକା। ଯୁବତୀ ଜଣକ କେୟାର ଟେକର ଭାବେ କାମ କରୁଥିଲେ। ରିୟାଙ୍କ ସ୍ବାମୀ ମଦ ବୋତଲରେ […]