କେଶ ଝାଡିବାର ଘରୋଇ ଉପଚାର କଣ ?

କେଶ ଝଡିବା ଆଜିକାଲି ମୁଖ୍ୟ ସମସ୍ୟା ପାଲଟିଛି। ଏହା କେବଳ ବୟସ ଅଧିକ ହେଲେ ନୁହେଁ ବରଂ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ମଧ୍ୟ ପାଲଟିଛି। ଖରାପ ଜୀବନଶୈଳୀ କାରଣରୁ ଏହି ସମସ୍ୟା ଅଧିକ ବଢି ଯାଇଛି। ତେବେ କିଭଳି ଏହି ସମସ୍ୟା ରୁ ମୁକ୍ତି ମିଳିବ ସେ ବିଷୟରେ ଜାଣନ୍ତୁ ଯଦି ଅତିରିକ୍ତ କେଶ ଝକେଶ ଝଡିବା ସଭିଁଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। ଏହା କେବଳ ବୟସ ଅଧିକ ହେଲେ ନୁହେଁ ବରଂ ସଭିଁଙ୍କ […]

ହଳଦୀ ମିଶା କ୍ଷୀର ଶରୀର ପାଇଁ କେତେ ଉପକାରୀ ତାହା ଜାଣନ୍ତୁ

ଦେହହାତ ଦରଜ ହେଉଥିଲେ କିମ୍ବା ରାତିରେ ନିଦ ହେଉ ନଥିଲେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ଆପଣ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ । କାରଣ କ୍ଷୀରରେ କ୍ୟାଲ୍‌ସିୟମ୍‌ ରହୁଥିବାରୁ ଏହା ଅସ୍ଥିକୁ ମଜଭୁତ୍‌ କରିଥାଏ। ହଳଦୀ ମିଶା କ୍ଷୀର ପିଇଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।ଯଦି ଶରୀରର କୌଣସି ଅଂଶ ଖଣ୍ଡିଆ ହୋଇଯାଏ, ସାଙ୍ଗେସାଙ୍ଗେ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ଆରାମ ଲାଗିଥାଏ। ଏହା ଖଣ୍ଡିଆକୁ […]

ପ୍ଲାଷ୍ଟିକ ବୋତଲରେ ପାଣି ପିଅନ୍ତି ? ହୋଇ ଯାଆନ୍ତୁ ସାବଧାନ

ପ୍ଲାଷ୍ଟିକ ବୋତଲ ରେ ଅଧିକାଂଶ ଲୋକେ ପାଣି ପିଅନ୍ତି , ଆପଣ ପ୍ରତ୍ୟକ ଦୋକାନ , ହୋଟେଲ ଓ ରାସ୍ତା କଡ ଦୋକାନ ରେ ପାଣି ବୋତଲ ପାଇପାରିବେ କିନ୍ତୁ ସେ ପାଣି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଖରାପ ତାହା ଜାଣନ୍ତୁ|। ଏକ ଗବେଷଣା ଅନୁଯାୟୀ, ବୋତଲରେ ପାଣିରେ ଲକ୍ଷ ଲକ୍ଷ ପ୍ଲାଷ୍ଟିକ ଖଣ୍ଡ ଅଛି । ଏସବୁ ଯୋଗୁ ଆମେ ପିଉଥିବା ପାଣି ଆମକୁ ଅସୁସ୍ଥ କରିପାରେ। ଏହି ଗବେଷଣାର ରିପୋର୍ଟ ‘ପ୍ରୋସିଡିଙ୍ଗସ ଅଫ […]

ରାତିରେ ଅଧିକ ରୁଟି ସେବନ କରିବା ଉଚିତ ନୁହେଁ ଓ ଗ୍ୟାସରେ ରୁଟି ସିଧାସଳଖ ସେକନ୍ତୁ ନାହିଁ।

ରୁଟି ଆମ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦେଶର ଅଧିକାଂଶ ସ୍ଥାନରେ ଦିନ ଓ ରାତିରେ ରୁଟି ଖାଇବାକୁ ପସନ୍ଦ କରିଥାଆନ୍ତି।ଭାତ ତୁଳନାରେ ରୁଟି ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ। କିନ୍ତୁ ସମସ୍ତ ସମୟରେ ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ଗହମ ଅଟାରୁ ପ୍ରସ୍ତୁତ ଗୋଟିଏ ରୁଟିରେ ପ୍ରାୟ ୧୦୪ କ୍ୟାଲୋରୀ ରହିଥାଏ। ଗୋଟିଏ ରୁଟିରେ ୧୫ରୁ୨୦ଗ୍ରାମ କାର୍ବୋହାଇଡ୍ରେଟ ରହିଥାଏ।ପୁରୁଷ ଓ ମହିଳାଙ୍କ ପାଇଁ ରୁଟିର ପରିମାଣ ଭିନ୍ନ। ଯେଉଁ ମହିଳାମାନେ ନିଜ […]

ପଦାରେ ପଡ଼ିଲା ଆୟୁଷ ଡାକ୍ତରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ

ଭୁବନେଶ୍ୱର,(ଓଡିଶା ଦର୍ପଣ): ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ ଦୀର୍ଘ ୨୫ଦିନ ହେବ ସାରା ରାଜ୍ୟରେ ଆନ୍ଦୋଳନ କରୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ମୁଖ୍ୟମନ୍ତ୍ରୀ କିମ୍ବା ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଜିକୁ ୨୧ବର୍ଷ ହେଲା ଆୟୁଷ ଡାକ୍ତରମାନଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ନପାଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ପ୍ରତି ହେୟଜ୍ଞାନ ତଥା ଆୟୁଷ ଡାକ୍ତରମାନଙ୍କ ପ୍ରତି ବୈମାତୃକ ମନୋଭାବ ପଦାରେ ପଡିଛି । […]

‘କଦଳୀ’ର ଉପକାରୀତା

Banana benefits control Diabetes କଦଳୀ (Banana) ଆପଣଙ୍କୁ ଗୋଟିଏ ନୁହେଁ ଅନେକ ରୋଗରୁ ଦୂରେଇ ରଖେ । ଏହି ଫଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ ଆପଣ ଜାଣନ୍ତି କି କଞ୍ଚା କଦଳୀ (Raw Banana)ଖାଇବା ଦ୍ବାରା ଆପଣଙ୍କୁ ମଧୁମେହ (Diabetes)ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ । ଚାଲନ୍ତୁ ଜାଣିବା…କଞ୍ଚା କଦଳୀ (Raw Banana) ହୃଦୟ ପାଇଁ ବହୁ ଲାଭଦାୟକ । କଞ୍ଚା କଦଳୀ (Raw Banana)ରେ ଥିବା ଫାଇବର ଯୋଗୁଁ […]

‘ଅମୃତଭଣ୍ଡା’ର ଉପକାରୀତା

ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ କାରଣରୁ ଉପକାରୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ପାଚିଲା ଅମୃତଭଣ୍ଡାଠାରୁ କଞ୍ଚା ଅମୃତଭଣ୍ଡାର ଉପାଦେୟତା ଢ଼େର ବେଶୀ। ଏଥିରେ ଭିଟାମିନ ଏ, ସି ଓ ଇ ଭରପୂର ମାତ୍ରାରେ ଥାଏ। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଯେମିତିକି ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ହୋଇଥାଏ। ଅମୃତଭଣ୍ଡା ଖାଇବା ଦ୍ୱାରା ଏହା ରକ୍ତରେ ସୁଗାର ପରିମାଣ କମ୍ କରିଥାଏ ଓ ଇନସୁଲିନ ମାତ୍ରା ବୃଦ୍ଧି କରିଥାଏ। ଏହା ଡାଇବେଟସକୁ କଣ୍ଟ୍ରୋଲରେ […]

ରାଜ୍ୟରେ ମଙ୍କିପକ୍ସ ସ୍ଥିତି ନେଇ ଆଜି ଅପରାହ୍ନରେ ବସିବ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର,(ଓଡ଼ିଶା ଦର୍ପଣ): ଦେଶର ଏକାଧିକ ରାଜ୍ୟରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ସେଥିପାଇଁ ଆଜି ଅପରାହ୍ନ ୪ଟା ୩୦ ମିନିଟ ସମୟରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ,ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ […]

ନୟାଗଡ଼ ଜିଲ୍ଲାରେ ବୁଷ୍ଟର ଡୋଜ୍‌ର ଶୁଭାରମ୍ଭ

ନୟାଗଡ଼,(ଓଡ଼ିଶା ଦର୍ପଣ): ୧୮ବର୍ଷ ବୟସରୁ ୫୯ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ନାଗରିକଙ୍କୁ precatuanary Dose or Booster dose ମାଗଣା ଦିଆଯିବାର ବ୍ୟବସ୍ଥା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର Golden Jubilee Conference Hall ଠାରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଏଥି ନିମନ୍ତେ ଏକ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ମହାବିଦ୍ୟାଳୟର କର୍ମଚାରୀ, […]

ରାଜ୍ୟରେ ହଜାରେ ଅତିକ୍ରମ କଲା କରୋନା, କେଉଁ ଜିଲ୍ଲାରୁ କେତେ ଚିହ୍ନଟ ପଢନ୍ତୁ

ଭୁବନେଶ୍ୱର,(ଓଡିଶା ଦର୍ପଣ): ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୮୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୦୪୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୦୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୩୪ ଜଣ ଅଛନ୍ତି। ତେବେ କେଉଁ ଜିଲ୍ଲାରୁ କେତେ ଚିହ୍ନଟ ପଢନ୍ତୁ… ବାଲେଶ୍ଵର ଜିଲ୍ଲାରୁ- ୨୦ ବରଗଡ […]

ଆସନ୍ତାକାଲି ଠାରୁ ଦିଆଯିବ ୧୨-୧୪ ବର୍ଷ ବୟସ ପିଲାଙ୍କୁ କୋଭିଡ ଟିକା

ନୂଆଦିଲ୍ଲୀ(ଓଡିଶା ଦର୍ପଣ): ଆସନ୍ତାକାଲି ଅର୍ଥାତ୍ ୧୬ ମାର୍ଚ୍ଚ, ୨୦୨୨ ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କୁ କୋଭିଡ ୧୯ ପ୍ରତିଷେଧକ ଟିକା ମାଗଣାରେ ଦିଆଯିବ। ଏଥିସହିତ ସମସ୍ତ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରରେ ଜାତୀୟ ଟିକାକରଣ ଦିବସ ପାଳନ କରାଯିବ। ପିଲାମାନଙ୍କୁ ହାଇଦ୍ରାବାଦସ୍ଥିତ ବାୟୋଲୋଜିକ ଇ ଲିମିଟେଡ ଦ୍ବାରା ବିକଶିତ କୋର୍ବେଭାକ୍ସ ଟିକା ଦିଆଯିବ। ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନ ୯ଟାରୁ ଅନଲାଇନ ପଞ୍ଜୀକରଣ ମାଧ୍ୟମରେ କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ହିତାଧିକାରୀମାନେ ଟିକା ନେଇପାରିବେ। […]

ନୟାଗଡ PCPNDT ପରାମର୍ଶ ସମିତିର ସମୀକ୍ଷା ବୈଠକ

ନୟାଗଡ଼,(ଓଡିଶା ଦର୍ପଣ,୧୬/୦୩): ନୟାଗଡ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତୋର ଗଭର୍ଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ୧୯୯୪(PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ମିନି ସଭାଗୃହେର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲାରେ ଚାଲୁଥିବା ସମୁଦାୟ ୯ ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍‌ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପେର ଅୋଲାଚନା ଏବଂ ସମୀକ୍ଷା କରାଯାଇଥିଲା । ୯ ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ ମଧ୍ୟରୁ ରଶ୍ମି ଡାେଇଗ୍ନାଷ୍ଟିକ୍ ଏବଂ କେୟାର ଡାେଇଗ୍ନାଷ୍ଟିକ୍ […]