କୋଭିସିଲ୍ଡରେ ପାର୍ଶ୍ବପ୍ରତିକ୍ରିୟା ନେଇ ବ୍ରିଟେନ୍ କୋର୍ଟରେ ଆଷ୍ଟ୍ରାଜେନେକା ସ୍ବୀକାର କରିବା ପରେ ଭାରତରେ ଭୟ ଦେଖା ଦେଇଛି । ଏହାରି ଭିତରେ ଏହାକୁ ନେଇ ଆଶ୍ବସ୍ତିକର ଖବର ଦେଇଛି ଆଇସିଏମଆର୍ । ଦି ଇଣ୍ଡିଆନ କାଉଁସିଲ୍ ଅପ୍ ମେଡିକାଲ ରିସର୍ଚ୍ଚର ଜଣେ ପୂର୍ବତନ ବୈଜ୍ଞାନିକ କୋଭିସିଲ୍ଡକୁ ନେଇ କୌଣସି ପ୍ରକାର ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି । ଏଥିରେ ସାଇଡ୍ ଇଫେକ୍ଟ ବହୁତ କମ୍ ମାମଲାରେ ଦେଖାଯାଉଛି । କୋଭିସିଲ୍ଡ ନେଇଥିଲା ୧୦ ଲକ୍ଷ ଲୋକଙ୍କ […]
ଅସ୍ତ୍ରୋପଚାର ପାଇଁ ଏଣିକି ଆଉ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି। ରାତିରେ ହିଁ ଗୁରୁତର ରୋଗୀଙ୍କ ଅସ୍ତ୍ରୋପଚାର ଆରମ୍ଭ ହେବ।କ୍ୟାପିଟାଲ ହସ୍ପିଟାଲରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ପ୍ରମୁଖ ଡାକ୍ତରଖାନାରେ ରାତ୍ରକାଳୀନ ଅସ୍ତ୍ରୋପଚାର ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି। ସାଧାରଣତଃ ଅତି ଜରୁରୀ ମାମଲାରେ ମେଡିକାଲ କଲେଜରେ ରାତିବେଳା ଅସ୍ତ୍ରୋପଚାର ହୋଇପାରୁଛି। କିନ୍ତୁ ଅନ୍ୟ ସ୍ଥାନରେ ଅସ୍ତ୍ରୋପଚାର ପାଇଁ ସକାଳ ହେବାକୁ ଅପେକ୍ଷା କରିବାକୁ ହେଉଛି। ଅଧିକାଂଶ […]
ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ରବିବାର କହିଛି ଯେ ଭାରତରେ ବୟସ୍କଙ୍କ ଉପରେ ଯକ୍ଷ୍ମା ଟିକା ଏମ୍ଟିବିଭିଏସିର କ୍ଲିନିକାଲ୍ ପରୀକ୍ଷଣ ଆରମ୍ଭ ହୋଇଛି। ଭାରତ ବାୟୋଟେକ୍ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ସ୍ପେନର ବାୟୋଫାର୍ମାସ୍ୟୁଟିକାଲ କମ୍ପାନି ବାୟୋଫାବ୍ରି ଦ୍ୱାରା ମାନବ ଉତ୍ସରୁ ପ୍ରସ୍ତୁତ ଯକ୍ଷ୍ମା ବିରୋଧରେ ଏହା ହେଉଛି ପ୍ରଥମ ଟିକା।ଏହି ଟିକା ଆସିବା ପରେ କିଶୋର କିଶୋରୀ ଏବଂ ବୟସ୍କମାନେ ଯକ୍ଷ୍ମା ଭଳି ମାରାତ୍ମକ ରୋଗରୁ ମୁକ୍ତି ପାଇବେ।ବିଶ୍ୱର ୨୮ ପ୍ରତିଶତ […]
ଆଣ୍ଟିବାୟୋଟିକ୍ସ, ଆଣ୍ଟି ଇଫେକ୍ଟିଭ ଓ ପେନ୍କିଲର ଭଳି ପ୍ରାୟ ୮୦୦ ଜରୁରୀ ଔଷଧ ମୂଲ୍ୟ ବଢ଼ିବା ନେଇ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି। ମୂଲ୍ୟ ବୃଦ୍ଧି ହେବାକୁ ଥିବା ଔଷଧଗୁଡ଼ିକରେ ଯନ୍ତ୍ରଣାଦାୟକ, ଆଣ୍ଟିବାୟୋଟିକ୍ ଏବଂ ସଂକ୍ରମଣ ବିରୋଧୀ ଔଷଧ ଅନ୍ତର୍ଭୁକ୍ତ। ତେବେ ଜ୍ବର, ଚର୍ମରୋଗ, ହୃଦ୍ରୋଗ, ଆନିମିୟା, ଉଚ୍ଚ ରକ୍ତଚାପ ଓ ସଂକ୍ରମଣ ପାଇଁ ବ୍ୟବହୃତ ଔଷଧର ମୂଲ୍ୟ ବଢ଼ିବ। ରିପୋର୍ଟ ଅନୁଯାୟୀ, ପାଇକାରୀ ମୂଲ୍ୟ ସୂଚୀରେ ପରିବର୍ତ୍ତନ ପରେ ସରକାର ଜାତୀୟ ଜରୁରୀ ଔଷଧ […]
୫ବର୍ଷରୁ ନେଇ ୧୫ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ରେଇ ସିଣ୍ଡ୍ରୋମ ହୋଇଥାଏ । ଜ୍ୱର ହୋଇ ଭଲ ହୋଇଥିଲେ ତିନିରୁ ଚାରିଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ଦେଖାଦିଏ । ଏହି ରୋଗ ହେଲେ ରୋଗୀ ଶରୀରରେ ସୁଗାର ସ୍ତର ହ୍ରାସ ପାଇଥାଏ । ଏପରିକି ରକ୍ତରେ ଆମୋନିଆ ଓ ଏସିଡିଟି ବଢ଼ିବା ସହ ମେଦ ବହୁଳତା ବୃଦ୍ଧି ପାଇଥାଏ । ସେହିପରି ମସ୍ତିଷ୍କ ଫୁଲିବା ସହ ଲିଭର ଉପରେ ପ୍ରଭାବ ପଡ଼େ ।ପରେ ଏହା ଫ୍ୟାଟି ଲିଭରକୁ […]
୧୦୦ ଟଙ୍କାରେ କ୍ୟାନସର ଚିକିତ୍ସା । ମୁମ୍ୱାଇର ଟାଟା ଇନଷ୍ଟିଚ୍ୟୁଟ୍ ଗବେଷଣାରେ ଦାବି । କେମୋ ଥେରାପି ବଦଳରେ ରାମବାଣ ସାଜିବ ବଟିକା । ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ, ଭାରତର ସବୁଠୁ ବଡ ଏବଂ ସର୍ବୋତ୍ତମ କର୍କଟ ଡାକ୍ତରଖାନା। ଭାରତରେ ବଢୁଥିବା କର୍କଟ ରୋଗକୁ ଦୃଷ୍ଟିରେ ରଖି ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚର ବୈଜ୍ଞାନିକମାନେ ଏକ ଟାବଲେଟ ପ୍ରସ୍ତୁତ କରିଛନ୍ତି। ଯାହା କର୍କଟ ରୋଗର ଚିକିତ୍ସା ତଥା ଦ୍ୱିତୀୟ ଥର କର୍କଟ ରୋଗକୁ ରୋକିବାରେ […]
ଯଦି ଅପାଙ୍କ ଛାତିରେ ଯନ୍ତ୍ରଣା ସହ ହଠାତ୍ ମୁଣ୍ଡରେ ଖୁବ ଜୋରରେ ଯନ୍ତ୍ରଣା ହେବ ତେବେ ଜାଣିବେ ଷ୍ଟ୍ରୋକ୍ର ଲକ୍ଷଣ ହୋଇପାରେ।ସବୁ ସମୟରେ ଦ୍ୱନ୍ଦ୍ୱ ଲାଗି ରହିବା ସହ ସହଜରେ କୌଣସି କଥାକୁ ବୁଝି ନପାରିବା କିମ୍ବା କଥା କହିବା ସମୟରେ ସମସ୍ୟା ହେବା ମଧ୍ୟ ଷ୍ଟ୍ରୋକ୍ର ଲକ୍ଷଣ ହୋଇପାରେ।ହଠାତ୍ ଦୁର୍ବଳ ଅନୁଭବ କଲେ, ହାତ,ଗୋଡ କିମ୍ବା ଶରୀରର କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କଲେ, ଷ୍ଟ୍ରୋକ୍ର ଲକ୍ଷଣ ହୋଇପାରେ।ନିୟମିତ ଆଖିରେ ଯନ୍ତ୍ରଣା ସହ […]
ବାଦାମ ଖାଇବା ଦ୍ୱାରା ସ୍ମୃତି ଶକ୍ତି ବଢିଥାଏ ଓ କେଶ ସହ ସୌନ୍ଦର୍ଯ୍ୟର ଚମକ ବୃଦ୍ଧି ହୁଏ । କିନ୍ତୁ ଅଧିକ ଖାଇଲେ ଖରାପ ହୋଇଥାଏ । ଏଥିରୁ ପୁଷ୍ଟିକର ଖାଦ୍ୟ ପାଇବା ପରିବର୍ତ୍ତେ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ । ବାଦାମ ଅଧିକ ଖାଇବା ଦ୍ବାରା ମଧ୍ୟ ମୋଟାପଣର କାରଣ ହୋଇଥାଏ । ଯଦି ଅଧିକ ଓଜନ ବଢିବାର ଅସୁବିଧାରେ ପଡିଛନ୍ତି, ତେବେ ଦିନକୁ ୧୦ ଅଧିକ ବାଦାମ ଖାଇବା ଉଚିତ୍ ନୁହେଁ […]
କେଶ ଝଡିବା ଆଜିକାଲି ମୁଖ୍ୟ ସମସ୍ୟା ପାଲଟିଛି। ଏହା କେବଳ ବୟସ ଅଧିକ ହେଲେ ନୁହେଁ ବରଂ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ମଧ୍ୟ ପାଲଟିଛି। ଖରାପ ଜୀବନଶୈଳୀ କାରଣରୁ ଏହି ସମସ୍ୟା ଅଧିକ ବଢି ଯାଇଛି। ତେବେ କିଭଳି ଏହି ସମସ୍ୟା ରୁ ମୁକ୍ତି ମିଳିବ ସେ ବିଷୟରେ ଜାଣନ୍ତୁ ଯଦି ଅତିରିକ୍ତ କେଶ ଝକେଶ ଝଡିବା ସଭିଁଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। ଏହା କେବଳ ବୟସ ଅଧିକ ହେଲେ ନୁହେଁ ବରଂ ସଭିଁଙ୍କ […]
ଦେହହାତ ଦରଜ ହେଉଥିଲେ କିମ୍ବା ରାତିରେ ନିଦ ହେଉ ନଥିଲେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ଆପଣ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ । କାରଣ କ୍ଷୀରରେ କ୍ୟାଲ୍ସିୟମ୍ ରହୁଥିବାରୁ ଏହା ଅସ୍ଥିକୁ ମଜଭୁତ୍ କରିଥାଏ। ହଳଦୀ ମିଶା କ୍ଷୀର ପିଇଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।ଯଦି ଶରୀରର କୌଣସି ଅଂଶ ଖଣ୍ଡିଆ ହୋଇଯାଏ, ସାଙ୍ଗେସାଙ୍ଗେ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ଆରାମ ଲାଗିଥାଏ। ଏହା ଖଣ୍ଡିଆକୁ […]
ପ୍ଲାଷ୍ଟିକ ବୋତଲ ରେ ଅଧିକାଂଶ ଲୋକେ ପାଣି ପିଅନ୍ତି , ଆପଣ ପ୍ରତ୍ୟକ ଦୋକାନ , ହୋଟେଲ ଓ ରାସ୍ତା କଡ ଦୋକାନ ରେ ପାଣି ବୋତଲ ପାଇପାରିବେ କିନ୍ତୁ ସେ ପାଣି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଖରାପ ତାହା ଜାଣନ୍ତୁ|। ଏକ ଗବେଷଣା ଅନୁଯାୟୀ, ବୋତଲରେ ପାଣିରେ ଲକ୍ଷ ଲକ୍ଷ ପ୍ଲାଷ୍ଟିକ ଖଣ୍ଡ ଅଛି । ଏସବୁ ଯୋଗୁ ଆମେ ପିଉଥିବା ପାଣି ଆମକୁ ଅସୁସ୍ଥ କରିପାରେ। ଏହି ଗବେଷଣାର ରିପୋର୍ଟ ‘ପ୍ରୋସିଡିଙ୍ଗସ ଅଫ […]
ରୁଟି ଆମ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦେଶର ଅଧିକାଂଶ ସ୍ଥାନରେ ଦିନ ଓ ରାତିରେ ରୁଟି ଖାଇବାକୁ ପସନ୍ଦ କରିଥାଆନ୍ତି।ଭାତ ତୁଳନାରେ ରୁଟି ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ। କିନ୍ତୁ ସମସ୍ତ ସମୟରେ ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ଗହମ ଅଟାରୁ ପ୍ରସ୍ତୁତ ଗୋଟିଏ ରୁଟିରେ ପ୍ରାୟ ୧୦୪ କ୍ୟାଲୋରୀ ରହିଥାଏ। ଗୋଟିଏ ରୁଟିରେ ୧୫ରୁ୨୦ଗ୍ରାମ କାର୍ବୋହାଇଡ୍ରେଟ ରହିଥାଏ।ପୁରୁଷ ଓ ମହିଳାଙ୍କ ପାଇଁ ରୁଟିର ପରିମାଣ ଭିନ୍ନ। ଯେଉଁ ମହିଳାମାନେ ନିଜ […]
