ଋଷିଆରେ ମହାତ୍ମା ଗାନ୍ଧୀଙ୍କୁ ଅପମାନ । ଋଷିଆରେ ଏକ କେନ୍ ବିୟରରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରହିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ନେଇ ଲୋକମାନେ ଋଷ ନିକଟରେ ଏହି ପ୍ରସଙ୍ଗ ଉଠାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ନିବେଦନ କରିଛନ୍ତି। ତେବେ ଏହି ଫଟୋ ଭାଇରାଲ ହେବା ପରେ ବିବାଦ ଦେଖାଦେଇଛି। ଏହି କମ୍ପାନୀ ବିୟରର ନାମ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ନାମରେ ରଖିଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ […]
ଏକ ଏକ୍ସୟୁଭି କାର୍ ଏବଂ ୨୫ ଲକ୍ଷ ଟଙ୍କା ଯୌତୁକ ଦାବି କରି ଶାଶୁଘର ଲୋକେ ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରି କି ଦାବି ପୂରଣ ନ ହେବାରୁ ସେମାନେ ଝିଅକୁ ଏଚ୍ଆଇଭି ସଂକ୍ରମିତ ଛୁଞ୍ଚିରେ ଇଞ୍ଜେକ୍ଶନ ଦେଇଦେଲେ। ଝିଅ ଏବେ ଏଚ୍ଆଇଭି ପଜିଟିଭ ସଂକ୍ରମିତ ବୋଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ବାପା।ୟୁପିର ସାହାରନପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।ଏନେଇ ସାହାରନପୁର ଏସପି କହିଛନ୍ତି, “ପିଡିତା ସାହାରନପୁରର ବାସିନ୍ଦା। ଘଟଣାରେ […]
ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଜାଣିବାକୁ ଲୋକେ ସବୁବେଳେ ଆଗ୍ରହୀ ଥାନ୍ତି। ସେ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି, ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କିଏ ପରିଚାଳନା କରନ୍ତି? ଲୋକମାନେ ଏସବୁ ବିଷୟରେ ଜାଣିବାକୁ ବହୁତ ଚାହାଁନ୍ତି। ମୋଦିଙ୍କ ଦୈନିକ ଭୋଜନକୁ ନେଇ ପୂର୍ବରୁ ଅନେକ ଆରୋପ ଲଗାଇଛନ୍ତି କଂଗ୍ରେସ ଦଳର ନେତା । କିନ୍ତୁ ଏହାକୁ ପ୍ରମାଣ କରିପାରିନାହିଁ କଂଗ୍ରେସ । ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦି କେବଳ ଶାକାହାରୀ ଖାଦ୍ଯ ଖାଇଥାଆନ୍ତି । ସେ […]
ଦେଶରେ ମଦ୍ୟପାନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏକ ସର୍ଭେ କରାଯାଇଛି, ଯେଉଁଥିରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି।ଏହି ରିପୋର୍ଟରେ ଖୁଲାସା ହୋଇଛି ଯେ, କେଉଁ ରାଜ୍ୟରେ ପୁରୁଷ ଏବଂ ମହିଳାମାନେ ଅଧିକ ମଦ ପିଉଛନ୍ତି। ସର୍ଭେ ମୁତାବକ ଭାରତର ଉତ୍ତର-ପୂର୍ବ ରାଜ୍ୟ ତାଲିକାରେ ମଦ ପିଉଥିବା ଲୋକ ସଂଖ୍ୟା ଅଧିକ ରହିଛି। ସର୍ବେକ୍ଷଣ ଅନୁଯାୟୀ, ଉତ୍ତର ପୂର୍ବର ମହିଳାମାନେ ଅଧିକ ମଦ ପିଉଛନ୍ତି।ଦେଶର ଆସାମ […]
ଆଜିଠୁ ଆରମ୍ଭ ହେଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ସକାଳ ସାଢ଼େ ୧୦ଟାରୁ ଏକ୍ସଜାମ୍ ଆରମ୍ଭ ହେବ । ଦଶମ ପରୀକ୍ଷା ମାର୍ଚ୍ଚ ୧୮ ତାରିଖ ଯାଏ ଏବଂ ଦ୍ୱାଦଶ ପରୀକ୍ଷା ଆସନ୍ତା ଏପ୍ରିଲ ୪ ଯାଏ ଚାଲିବ । ଆଜି ପ୍ରଥମ ଦିନରେ ଦଶମ ଶ୍ରେଣୀର ଇଂରାଜୀ ପରୀକ୍ଷା ରହିଛି । ୨୦ ତାରିଖରେ ବିଜ୍ଞାନ, ୨୫ରେ ସୋସିଆଲ ସାଇନ୍ସ, ମାର୍ଚ୍ଚ ୧୦ରେ ଗଣିତ, ୧୩ ତାରିଖରେ […]
ଦୀର୍ଘ ଦେଢ଼ ମାସ ଧରି ଚାଲିଛି ମହାକୁମ୍ଭ ମେଳା। ଏହି ମହାକୁମ୍ଭରେ ଦେଶର କୋଣ ଅନୁକୋଣରୁ ଲୋକ ଆସି ସଙ୍ଗମରେ ବୁଡ଼ ପକାଉଛନ୍ତି। ହେଲେ ସବୁଠୁ ବଡ଼ କଥା ହେଉଛି କି , ଏହି ମହାକୁମ୍ଭ ପାଇଁ ୟୁପି ସରକାର କୋଟି କୋଟି ଟଙ୍କାର ଲାଭ ପାଇଛନ୍ତି। ମହାକୁମ୍ଭ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି କୁମ୍ଭ ଆୟୋଜନରେ ୧୫୦୦ କୋଟି ଟଙ୍କା ବ୍ୟୟ ହୋଇଛି ଓ […]
ଆମେରିକା ଭାରତକୁ ଏହାର ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ-୩୫ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଭାରତ ପାଇଁ ଏଫ-୩୫ ଲଢ଼ୁଆ ବିମାନ ପାଇବାର ପଥ ଖୋଲି ଦେଇଛି।ଏହି ପ୍ରସ୍ତାବ ନୂଆଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଆଗ୍ରହ ସୃଷ୍ଟି କରିଛି, କାରଣ ଏଫ-୩୫ କୁ ବିଶ୍ୱର ସବୁଠାରୁ ଘାତକ, ଦୃଢ ଏବଂ ସଂଯୁକ୍ତ ଲଢ଼ୁଆ ବିମାନ ଭାବରେ ବିବେଚନା କରାଯାଏ। “ଆମେ ଭାରତକୁ ବହୁ ବିଲିୟନ ଡଲାର ସାମରିକ ବିକ୍ରୟ ବୃଦ୍ଧି କରିବୁ। ଆମେ ଭାରତକୁ ଏଫ-୩୫ […]
ରାଜସ୍ଥାନରେ ପ୍ରଥମ ଥର ପାଇଁ ଦେଶୀ ଉପାୟରେ କ୍ୟାନ୍ସର ଟିକା ପ୍ରସ୍ତୁତ କରାଯାଉଛି । ଦୀର୍ଘ ୨୭ ବର୍ଷର ଗବେଷଣା ପରେ ଏହା ସଫଳ ହେବାକୁ ଯାଉଛି । ଯଦି ଟିକା ପ୍ରସ୍ତୁତି ସମ୍ପୂର୍ଣ୍ଣ ସଫଳ ହୁଏ, ତେବେ ଏହାର ମୂଲ୍ୟ ୧୦ ହଜାର ଟଙ୍କା ରହିବ ।ରାଜସ୍ଥାନ ଜୟପୁର ସ୍ଥିତ ମହାତ୍ମାଗାନ୍ଧୀ ମେଡିକାଲ କଲେଜକୁ ଡେଣ୍ଡ୍ରିଟିକ ସେଲ୍ ଟିକା ପ୍ରସ୍ତୁତ କରିବା ପାଇଁ ଡିସିଜିଆର ଅନୁମତି ମିଳିଛି । ଏହି ଟିକା ଦ୍ବାରା 5 ପ୍ରକାର […]
୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ। ସାରା ଦେଶ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିବାବେଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଆସିଥିଲା ଏକ ହୃଦୟ ବିଦାରକ ଖବର। ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଥିଲେ ଆମ ଦେଶର ୪୪ ଜଣ ସିଆରପିଏଫ୍ ଯବାନ୍ । ମାତ୍ର ୧୨ଦିନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଷଧ ନେଇଥିଲା ଭାରତୀୟ ସେନା । ଘଟଣାଟି ଥିଲା କିଛି ଏହିପରି… ପୁଲୱାମାର ନ୍ୟାସନାଲ ହାଇୱେ ଉପରେ ଆଗକୁ ବଢୁଥିଲା ସିଆରପିଏଫ୍ ଯବାନଙ୍କ […]
ମୋଦୀଙ୍କୁ ଟ୍ରମ୍ପଙ୍କ ବହି ଉପହାର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭେଟଘାଟ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ପୁସ୍ତକ ଉପହାର ଦେଇଛନ୍ତି ଟ୍ରମ୍ପ । ଏହି ବହିଟିର ନାଁ ରହିଛି ‘ଆୱାର ଜର୍ଣ୍ଣି ଟୁଗେଦର’। ୱାସିଂଟନ ଡିସିରେ ମୋଦିଙ୍କୁ ଏହି ପୁସ୍ତକ ପ୍ରଦାନ କରିଛନ୍ତି ଟ୍ରମ୍ପ। ଏଥିରେ ଦୁଇ ବନ୍ଧୁଙ୍କ ବିଭିନ୍ନ ସମୟର ଫଟୋ ରହିଛି। ହାୱଡି ମୋଦି ଓ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ସମୟରେ ଦୁଇ ନେତାଙ୍କର ସ୍ମରଣୀୟ ଫଟୋ ସ୍ଥାନ ପାଇଛି। […]
ହ୍ବାଇଟ୍ ହାଉସରେ ବିଶ୍ବର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ସାକ୍ଷାତ। ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ । ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ, ବେଆଇନ ଅନୁପ୍ରବେଶକାରୀଙ୍କ ସମସ୍ୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।ଦୁଇ ନେତା ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଥିଲେ – ଯେଉଁଥିରେ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ବାଂଲାଦେଶର ସଙ୍କଟ ଏବଂ ଏଥିରେ ଆମେରିକାର ଗଭୀର ରାଷ୍ଟ୍ର ଜଡିତ ଥିବା ଅଭିଯୋଗ ରହିଛି। ଉତ୍ତରରେ “ଆମେରିକା ବାଂଲାଦେଶରେ ଜଡିତ […]
ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂଙ୍କ ଇସ୍ତଫା ପରେ ନିଆଯାଇଛି ଏହି ବଡ଼ ନିଷ୍ପତ୍ତି ।୨୦୨୩ ମେ ୩ରୁ ମଣିପୁରରେ ଆରମ୍ଭ ହୋଇଥିଲା ଜାତିଗତ ହିଂସା । କୁକି ଏବଂ ମୈତେଇ ମଧ୍ୟରେ ଦେଢ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ହିଂସାରେ ୨୩୭ ଜଣଙ୍କ ମୃତ୍ୟୁ ହୋଇଛି । ୧୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନ୍ୟପଟେ ୬୦ ହଜାରରୁ ଅଧିକ ଲୋକ ନିଜ ଘର ଛାଡ଼ି […]