ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ

ଆମେରିକାରେ ଭାରତର କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କ ନାମରେ ଲାଞ୍ଚ ଏବଂ ଠକେଇ ଅଭିଯୋଗ ହେବାର କିଛି ଘଣ୍ଟା ପରେ କଂଗ୍ରେସ ଏହି ମାମଲାର ମିଳିତ ସଂସଦୀୟ କମିଟି (ଜେପିସି) ଯାଞ୍ଚ ପାଇଁ କହିଛି। ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀଙ୍କୁ ପରିହାସ କରି କଂଗ୍ରେସ କହିଛି ଯେ ଆଦାନୀ ହେଉଛନ୍ତି ମୋଦୀଙ୍କ ପ୍ରିୟ ବ୍ୟବସାୟୀ। ଏହି ଘଟଣା ପରେ ଆଦାନୀ ଗ୍ରୁପ୍ର ଶେୟାରରେ ବହୁତ ହ୍ରାସ ଘଟିଛି। ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ଗ୍ରୀନ ଏନର୍ଜି ଏବଂ ଆଦାନୀ ଏନର୍ଜି […]

ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗରଙ୍କ ବିରୋଧରେ ଗିରଫ ଓ୍ୱାରେଣ୍ଟ ଜାରି

ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ଆମେରିକାରେ ଲାଗିଛି ବଡ ଝଟ୍‌କା । ତାଙ୍କ ଉପରେ ଅଭିଯୋଗ ଆସିଛି କି, ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଦେଇଛି ଧୋକ୍କା । ଆମେରିକାରେ ତାଙ୍କ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଛି। ଏହି ସମଗ୍ର ବିଷୟ ଆଦାନୀ ଗ୍ରୁପ୍ କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏବଂ ଅନ୍ୟ […]

ସରିଲା ଭୋଟ୍‌, ଆସିଲା ମହାରାଷ୍ଟ୍ର-ଝାଡ଼ଖଣ୍ଡର ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ

ଚାଣକ୍ୟ ଷ୍ଟ୍ରାଟେଟିଜ୍‌ ଏକ୍‌ଜିଟ୍‌ ପୋଲ୍‌ ମହାୟୁତି ପ୍ରତ୍ୟାବର୍ତ୍ତନକୁ ଦର୍ଶାଉଛି। ଏକ୍‌ଜିଟ୍‌ ସର୍ଭେ ଅନୁଯାୟୀ ଭାଜପା ସହଯୋଗୀ ଦଳ ୧୫୨-୧୬୦ ସିଟ୍‌ ପାଇବ। କଂଗ୍ରେସ ମିଳିତ ମେଣ୍ଟ ୧୩୦-୧୩୮ ସିଟ୍‌ ପାଇବ ବୋଲି ଆଶା କରାଯାଉଛି।ସେହିପରି ମାଟ୍ରିଜ୍‌ କରିଥିବା ଏକ୍‌ଜିଟ ପୋଲ୍‌ରେ କୁହାଯାଇଛି ଯେ,ଭାଜପା ମେଣ୍ଟ ମହାରାଷ୍ଟ୍ରରେ ୧୫୦-୧୭୦ଟି ଆସନ ଜିତିବ। ସେହିପରି କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାଓ୍ବାରଙ୍କ ଏନ୍‌ସିପି ମିଳିତ ଭାବେ ଗଠନ କରିଥିବା ମହା ବିକାଶ ଅଗାଡ଼ି ୧୧୦ରୁ ୧୩୦ ଓ […]

ଆମେରିକାର ଭୁଲ ନିଷ୍ପତି ଯୋଗୁଁ ବଢ଼ିଲା ତୃତୀୟ ବିଶ୍ବଯୁଦ୍ଧ ଭୟ ।

ବିଶ୍ୱରେ ଏବେ ଆଣବିକ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆ-ୟୁକ୍ରେନ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଯୋଗାଇଥିବା ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ୱାରା ରୁଷିଆ ଉପରେ ଆକ୍ରମଣ ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ଅନୁମତି ଦେବା ପରେ ପୁଟିନ୍‌ ଏହାର ଦୃଢ଼ ଜବାବ ଦେଇଛନ୍ତି। ରୁଷର କାରାଚେଭ ଉପରେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଜଣାପଡ଼ିବା ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏକ ଜରୁରୀ […]

ହ୍ବାଟସ୍‌ଆପ୍‌ ୟୁଜରଙ୍କ ଡାଟା ସେୟାରରେ ରୋକ୍‌ | ଭାରତ ଲଗାଇଲା ମୋଟା ଅଙ୍କର ଫାଇନ।

ସୋଶାଲ ମିଡିଆ କମ୍ପାନୀ METAକୁ ବାଜିଲା CCA ଛାଟ। ଭାରତ ଲଗାଇଲା ମୋଟା ଅଙ୍କର ଫାଇନ। ଫଳରେ ବିଶ୍ୱର ଟପ୍‌-୧୦ ବିଲେନିୟରଙ୍କ ମଧ୍ୟରୁରେ ଜଣେ ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟାର ସିଇଓ ମାର୍କ ଜୁକରବର୍ଗଙ୍କୁ ଭାରତରୁ ଏକ ବଡ଼ ଝଟକା ଲାଗିଛି|୨୦୨୧ରେ ହ୍ବାଟସ୍ ଆପ୍ ଗୋପନୀୟତା ଅଦ୍ୟତନ ସହିତ ଅନ୍ୟାୟ ବ୍ୟବସାୟ ଅଭ୍ୟାସ ଗ୍ରହଣ କରିବା ପାଇଁ ଏହି ଜରିମାନା ଲାଗୁ କରାଯାଇଛି । ପ୍ରତିଯୋଗିତା ବିରୋଧୀ ଆଚରଣରୁ ନିବୃତ୍ତ ହେବା ଏବଂ ବନ୍ଦ କରିବାକୁ CCI […]

ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଏକ ରୋବୋଟିକ୍ କୁକୁର

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଏକ ରୋବୋଟିକ୍ କୁକୁର ନିୟୋଜିତ କରାଯାଇଛି। ଏହି ରୋବୋଟିକ୍ କୁକୁରକୁ ଦୁନିଆର ସବୁଠାରୁ ବିପଦଜ୍ଜନକ ବୋଲି କୁହାଯାଉଛି ।ଏହି ରୋବୋଟିକ୍ କୁକୁର ଏତେ ଶକ୍ତିଶାଳୀ ଯେ ଏହା ଶତ୍ରୁର ପ୍ରତ୍ୟେକ ଗତିବିଧିକୁ ବିଫଳ କରିବାର କ୍ଷମତା ରଖିଥାଏ । ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବଡ ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବଳୟକୁ କ୍ରମାଗତ ଭାବେ ସୁଦୃଢ଼ କରାଯାଉଛି । ଏହି କ୍ରମରେ ଏହି ଗୁରୁତ୍ୱପୂର୍ଣ୍ଣ […]

ନରେନ୍ଦ୍ର ମୋଦୀଙ୍କୁ ମିଳିଲା ନାଇଜେରିଆର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ।  

ମୋଦୀଙ୍କୁ ମିଳିଲା ନାଇଜେରିଆର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ।  ଆଫ୍ରିକୀୟ ଦେଶ ନାଇଜେରିଆ ପକ୍ଷରୁ ନିଜର ଦ୍ୱିତୀୟ ସର୍ବୋଚ୍ଚ ଜାତୀୟ ପୁରସ୍କାର ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜରରେ ସମ୍ମାନିତ କରିଛି । ଏହି ସମ୍ମାନ ପାଇବାରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଦ୍ୱିତୀୟ ବିଦେଶୀ ପ୍ରତିନିଧି ।   ଏହା ପୂର୍ବରୁ ରାଣୀ ଏଲିଜାବେଥ୍ ହେଉଛନ୍ତି  ଏକମାତ୍ର ବିଦେଶୀ  ବିଶିଷ୍ଟ ବ୍ୟକ୍ତି ଯିଏ ୧୯୬୯ ମସିହାରେ ପୁରସ୍କାର ପାଇଥିଲେ । ପୁରସ୍କାର ଗ୍ରହଣ […]

ଟାଟୁ କରି ଏଚ୍ଆଇଭି ସଂକ୍ରମଣ ହେଲେ ଗର୍ଭବତୀ ମହିଳା

ଟାଟୁ କରି ଏଚଆଇଭି ସଂକ୍ରମଣର ଶିକାର ହୋଇଛନ୍ତି ୬୮ ମହିଳା । ଗାଜିଆବାଦରେ ୬୮ ମହିଳା ଏଚଆଇଭି ସଂକ୍ରମିତ ହେବା ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗରେ ଚାଞ୍ଚଲ୍ୟ ଖେଳିଯାଇଛି । ସଂକ୍ରମିତ ମହିଳାଙ୍କ ମଧ୍ୟରେ ଗର୍ଭବତୀ ଥିବା ଜଣାପଡିଛି । ଏହି ମହିଳାଙ୍କୁ ସଂକ୍ରମଣର କାରଣ ଟାଟୁ କରିବା ବୋଲି ଜଣାପଡିଛି ।ଯାଞ୍ଚରୁ ପତ୍ତା ଲାଗିଛି କି, ୪ ବର୍ଷରେ ୬୮ ମହିଳା ଏଚଆଇଭି ସଂକ୍ରମଣ ହୋଇଛନ୍ତି । ଏଥିରୁ ୨୦ ଜଣ ମହିଳା ରାସ୍ତା […]

ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିବାର ଶେଷ ତାରିଖ: ଅଚଳ ହୋଇଯିବ ପାନ୍ କାର୍ଡ

ଆୟକର ବିଭାଗ କରଦାତାମାନଙ୍କୁ ସେମାନଙ୍କର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଡିସେମ୍ବର ୩୧, ୨୦୨୪ ପୂର୍ବରୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ଅନୁରୋଧ କରିଛି। ଏହା କରିବାରେ ବିଫଳ ହେଲେ ପାନ୍ କାର୍ଡ ନିଷ୍କ୍ରିୟ ହୋଇପାରେ, ଯାହା କାରବାର ସମସ୍ୟା ଏବଂ ଅନ୍ୟାନ୍ୟ ଜଟିଳତା ସୃଷ୍ଟି କରିପାରେ। ତେବେ ବ୍ୟକ୍ତିଗତ ସୂଚନାର ଅପବ୍ୟବହାରକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ଆୟକର ବିଭାଗକୁ ପ୍ୟାନ ମାଧ୍ୟମରେ ବ୍ୟକ୍ତିଗତ ବିବରଣୀକୁ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛି। ଆଇ-ଟି […]

ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଧମକ ଦେଲା ଖଲୀସ୍ତାନୀ ଆତଙ୍କବାଦୀ

ଖଲିସ୍ତାନୀ ଆତଙ୍କୀ ତଥା ଶିଖ୍ ଫର୍ ଜଷ୍ଟିସ (ଏସଏଫଜେ) ର ମୁଖିଆ ଗୁରପତବନ୍ତ ସିଂ ପନ୍ନୁ ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । ସେ ଏକ ଭିଡିଓ ଜାରି କରି ଏହି ଧମକ ଦେଇଛନ୍ତି । ଏଥିରେ ସେ କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ମଧ୍ୟ ଧମକ ଦେଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।ପନ୍ନୁ ତା ବିବୃତ୍ତିରେ କହିଛି, ‘ଆମେ ହିନ୍ଦୁତ୍ୱ ଚିନ୍ତାଧାରାର ଜନ୍ମସ୍ଥାନ ଅଯୋଧ୍ୟାର ମୂଳଦୁଆକୁ ହଲାଇବୁ’, ଯାହାକି […]

ଚଳିତ ଶୀତ ଅଧିବେଶନରେ ପୁଣି ପୁରୁଣା ସଂସଦରେ ବସିବେ ଏମପି

ସଂସଦର ଶୀତ ଅଧିବେଶନ ଚଳିତ ମାସରେ ଆରମ୍ଭ ହୋଇପାରେ । ଏହି ଅଧିବେଶନ ନଭେମ୍ୱର ୨୫ରୁ ଡିସେମ୍ୱର ୨୦ ଯାଏ ଚାଲିପାରେ । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ନଭେମ୍ୱର ୨୫ରେ ଶୀତ ଅଧିବେଶନ ଆରମ୍ଭ ହୋଇପାରେ । ତେବେ ଖାସ୍ କଥା ଏହା ଯେ ଏହି ଅଧିବେଶନରେ ଗୋଟିଏ ଦିନ ଗୃହର ସାଂସଦ ସଂସଦର ପୁରୁଣା ବିଲ୍ଡିଂରେ ବସି ପାରନ୍ତି । ଏହି ସ୍ପେଶାଲ ଜଏଣ୍ଟ ସିଟିଂ ପାଇଁ ପୁରୁଣା ସଂସଦ ଭବନର […]

ମହାକାଳ ମନ୍ଦିରରେ ଭେଣ୍ଡିଂ ମେସିନରୁ ବାହାରିବ ପ୍ରସାଦ ପ୍ୟାକେଟ୍ ।

ଭେଣ୍ଡିଂ ମେସିନରୁ ବାହାରିବ ପ୍ରସାଦ ପ୍ୟାକେଟ୍ । ପ୍ରସାଦ ପାଇଁ ଆଉ ଛିଡାହେବାକୁ ପଡିବନି ଲମ୍ୱା ଲାଇନ୍‌ରେ । କେବଳ କ୍ୟୁଆର କୋଡ ସ୍କାନ କରି ପେମେଣ୍ଟ କଲେ ବାହାରିବ ଲଡୁ ପ୍ୟାକେଟ । ମଧ୍ୟପ୍ରଦେଶର ଉଜ୍ଜେୟନସ୍ଥିତ ମହାକାଳେଶ୍ୱର ମନ୍ଦିରରେ ହେବାକୁ ଯାଉଛି ଏପରି ବ୍ୟବସ୍ଥା । ଏଥିନିମନ୍ତେ ମନ୍ଦିର ସମିତି ପକ୍ଷରୁ କୋଏମ୍ବଟୁରର 5G ଟେକନୋଲୋଜି ନାମକ କମ୍ପାନୀକୁ ଅଟୋମେଟିକ ଭେଣ୍ଡି ମେଶିନର ଅର୍ଡର ଦିଆଯାଇଛି। ଖୁବ୍‌ ଶୀଘ୍ର ମନ୍ଦିରରେ ଏହି ବ୍ୟବସ୍ଥା ଲାଗୁ ହେବ […]