ଭାରତରରେ ପାକିସ୍ତାନ ସରକାରଙ୍କ ୱେବସାଇଟ୍ ଏବଂ ଏକ୍ସ ଆକାଉଣ୍ଟ ବ୍ୟାନ୍

ଜମ୍ମୁ-କାଶ୍ମୀରର ଅତି ସୁନ୍ଦର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ପରେ ଦେଶରେ ପ୍ରବଳ କ୍ରୋଧ ପ୍ରକାଶ ପାଇଛି। ଦେଶରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏଭଳି ସମୟରେ ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନକୁ କେକ ଅର୍ଡର କରାଯାଇଛି। ତେବେ କାହିଁକି ଏବଂ କେଉଁ କାରଣରୁ କେକ୍‌ ମଗାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଆକ୍ରମଣକୁ ନେଇ ଲଗାତାର ଭାବେ ବୈଠକ କରାଯାଉଛି। ଏହି ସମୟରେ ଦିଲ୍ଲୀରେ ପାକିସ୍ତାନ […]

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ୫ ଆତଙ୍କବାଦୀଙ୍କ ସୂଚନା ଦେଲେ ମିଳିବ ୨୦ଲକ୍ଷ

ଜମ୍ମୁ କଶ୍ମୀର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ୫ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଆକ୍ରମଣରେ ୩ ଜଣ ପାକିସ୍ତାନୀ ନାଗରିକ ଏବଂ ୨ ଜମ୍ମୁ କଶ୍ମୀର ବାସିନ୍ଦା ଥିବା ଜଣାପଡ଼ିଛି। ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି ଅଞ୍ଚଳରେ ହୋଇଥିବା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କୁ ଧରିବା ପାଇଁ କର୍ତ୍ତୃପକ୍ଷ ସେମାନଙ୍କର ପ୍ରୟାସକୁ ଜୋରଦାର କରିଛନ୍ତି। ଏହି ସମୟରେ ଜମ୍ମୁ କାଶ୍ମୀର ପୋଲିସ ଏକ ବଡ଼ ଘୋଷଣା କରିଛି। ଅନନ୍ତନାଗ ପୋଲିସ […]

ସାମ୍ନାକୁ ଆସିଲା ପହଲଗାମ ପର୍ଯ୍ୟଟକ ଆକ୍ରମଣ ପଛରେ ଥିବା ଆତଙ୍କବାଦୀର ପ୍ରଥମ ଫଟୋ

ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଆତଙ୍କବାଦୀ ହାତରେ ଏକ ଅସ୍ତ୍ର ଏବଂ ପଠାନୀ ଶୁଟ ପିନ୍ଧିଥିବା ଦେଖାଯାଉଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଫଟୋ ସହିତ ଜଡିତ ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଫଟୋଟି ଆକ୍ରମଣ ସମୟରେ ଉଠାଯାଇଥିବା କୁହାଯାଉଛି ଏବଂ ଏହା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଜଣେ ଆତଙ୍କବାଦୀର। ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଏହି ବିରଳ ଓ […]

ଯୌତୁକରେ ଫ୍ରିଜ ଓ କୁଲର ନମିଳିବାରୁ ସ୍ତ୍ରୀ ଚୁଟି କାଟିଲା ସ୍ବାମୀ

ଉତ୍ତରପ୍ରଦେଶରେ ଯୌତୁକରେ ମିଳିଲାନି କୁଲର ଓ ଫ୍ରିଜ୍ । ରାଗିକି ସ୍ତ୍ରୀର କାଟି ଦେଲେ ଚୁଟି। ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି ।ମହିଳାଙ୍କ ବାପା ରାଧାକୃଷ୍ଣ ଝିଅକୁ ଯୌତୁକ ନିର୍ଯାତନା ଦେଉଥିବା ନେଇ ତାଙ୍କ ପତି ରାମପ୍ରସାଦଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପରେ ଘଟଣା ଜଣାପଡ଼ିଥିଲା । ରାଧାକୃଷ୍ଣ କହିଛନ୍ତି, ପ୍ରାୟ ଏକ ବର୍ଷ […]

ଆସିବ ବନ୍ଦେ ଭାରତ ସ୍ଲିପର ଟ୍ରେନ । ତେବେ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ – ହାୱଡା ଟ୍ରାକରେ ଗଡ଼଼ିବ

ଆସିବ ବନ୍ଦେ ଭାରତ ସ୍ଲିପର ଟ୍ରେନ। ଆହୁରି ସହଜ ହେବ ବନ୍ଦେ ଭାରତ ଟ୍ରେନ ଯାତ୍ରା। ରେଲୱେ ପକ୍ଷରୁ ବନ୍ଦେ ଭାରତ ସ୍ଲିପର ଟ୍ରେନ ଲଞ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହା ଦିଲ୍ଲୀ ଓ ହାୱଡା ଟ୍ରାକରେ ଗଡ଼଼ିବ ବୋଲି ସୂଚନା ମିଳିଛି।ଯାହା ଯାତ୍ରୀମାନଙ୍କୁ ଏକ ଆଧୁନିକ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ। ଦିଲ୍ଲୀରୁ ହାୱଡା ପର୍ଯ୍ୟନ୍ତ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ୧୪୪୯ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଟ୍ରେନ ମାଧ୍ୟମରେ […]

ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ପୁଣି ଭାରତକୁ ଆସିବେ ୮ ଚିତା

ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ଆଠଟି ଚିତା ଦୁଇଟି ପର୍ଯ୍ୟାୟରେ ଭାରତର ମଧ୍ୟପ୍ରଦେଶକୁ ଅଣାଯିବ। ମେ ମାସରେ ଚାରୋଟି ଚିତାବାଘ ଆସିବ, ତା’ପରେ ଆଉ ଚାରୋଟି ଚିତାବାଘ ଭାରତକୁ ଅଣାଯିବ। ପ୍ରୋଜେକ୍ଟ ଚିତା ଅଧୀନରେ, ସେମାନଙ୍କୁ ଏବେ ପର୍ଯ୍ୟାୟକ୍ରମେ ଗାନ୍ଧୀ ସାଗର ଅଭୟାରଣ୍ୟକୁ ସ୍ଥାନାନ୍ତରିତ କରାଯିବ।ଶୁକ୍ରବାର ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ଚିତା ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ […]

ୟୁପିଆଇ ପେମେଣ୍ଟ ବେଳେ୧୮% GST ଲାଗୁ ଉପରେ ସ୍ପଷ୍ଟ କଲା କେନ୍ଦ୍ର

ଭାରତରେ ଡିଜିଟାଲ ପେମେଣ୍ଟର ମେରୁଦଣ୍ଡ ଭାବେ ୟୁପିଆଇ (UPI) ଉପରେ ସାମଗ୍ରୀ ଏବଂ ସେବା କର (GST) ଲାଗୁ ହେବ ବୋଲି ପ୍ରଥମେ କୁହାଯାଉଥିଲା । ହେଲେ ଏହି ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । ଏପରି ଦାବି ସମ୍ପୂର୍ଣ୍ଣ ମିଥ୍ୟା, ଭ୍ରାମକ ଏବଂ ଭିତ୍ତିହୀନ ବୋଲି ମନ୍ତ୍ରଣାଳୟ କହିଛି ।୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ ୧୮% GST ଲାଗୁ କରିବା ନେଇ ଚର୍ଚ୍ଚା ହେଉଥିଲା। ଏହି ଖବର ବ୍ୟକ୍ତିଗତ […]

୬୦ ବର୍ଷ ବୟସରେ ହାତେରୁ ଦି ହାତ ବିଜେପି ନେତା

ପଶ୍ଚିମବଙ୍ଗ ବିଜେପି ନେତା ଦିଲ୍ଲୀପ ଘୋଷ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦିଲ୍ଲୀପ ଘୋଷ ୬୦ ବର୍ଷ ବୟସରେ ପାର୍ଟି ସହଯୋଗୀ ରିଙ୍କୁ ମଜୁମଦାର (୫୦)ଙ୍କୁ ବିବାହ କରିଛନ୍ତି। ସୂଚନା ଅନୁସାରେ ଏହି ବିବାହ ଉତ୍ସବରେ କେବଳ ନିକଟତମ ସମ୍ପର୍କୀୟ ଓ ପାରିବାରିକ ଲୋକେ ଉପସ୍ଥିତ ଥିଲେ। ୨୦୨୧ରେ ପ୍ରାତଃଭ୍ରମଣ ବେଳେ ଉଭୟେ ପରସ୍ପରକୁ ଭେଟିଥିଲେ। ପରେ ସମ୍ପର୍କରେ ଘନିଷ୍ଠତା ବଢ଼ିଥିଲା। ତେବେ ମା’ଙ୍କ କଥା ମାନି ବିବାହ କରିଥିବା ପୂର୍ବତନ ଏମ୍‌ପି ଦିଲୀପ କହିଛନ୍ତି। […]

ଏଣିକି ଚଳନ୍ତା ଟ୍ରେନ୍‌ରେ ଏଟିଏମ୍‌ରୁ ଟଙ୍କା ଉଠାଇପାରିବେ ଯାତ୍ରୀ

ଅନେକ ସମୟରେ ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ପାଖରେ ଅଧିକ ଟଙ୍କା ରଖିବାକୁ ଭୟ ଲାଗିଥାଏ। ବିଶେଷ କରି ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଲୋକେ ଅଧିକାଂଶ ଚିନ୍ତା କରନ୍ତି। କିନ୍ତୁ ଏବେ ଆଉ ସେ ଭୟ ରହିବ ନାହିଁ। ଭାରତର ପ୍ରଥମ ଟ୍ରେନ୍ ଭାବେ ମୁମ୍ବାଇ-ମନମାଡ ପଞ୍ଚବଟି ଏକ୍ସପ୍ରେସ୍ ATM ସେବା ଆରମ୍ଭ ହୋଇଛି । ଏହି ATM ଟ୍ରେନର ଏକ ଏୟାରକଣ୍ଡିସନଡ୍(ଏସି) କୋଚ୍‌ରେ ସ୍ଥାପନ କରାଯାଇଛି ଏବଂ ଏହାର ପରୀକ୍ଷାମୂଳକ ପ୍ରଦର୍ଶନ ସଫଳତାର […]

ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭଇ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି।

ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭଇ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ବର୍ତ୍ତମାନର ସିଜେଆଇ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ବି.ଆର. ଗଭଇଙ୍କୁ ତାଙ୍କ ଉତ୍ତରାଧିକାରୀ କରିବାକୁ ସୁପାରିଶ କରିଛନ୍ତି।ତେବେ ସେ ସେ ମେ’୧୪ ତାରିଖରେ ଦେଶର ୫୨ତମ ସିଜେଆଇ ଭାବରେ ଶପଥ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଗଭାଇଙ୍କୁ ଶପଥ ପାଠ କରାଇବେ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ୬୫ ବର୍ଷ ବୟସରେ ଅବସର ନେବା ପରେ ଜଷ୍ଟିସ […]

ଆଇସିୟୁ ଭେଣ୍ଟିଲେଟରରେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ ଅଭିଯୋଗ ।

ଆଇସିୟୁ ଭେଣ୍ଟିଲେଟରରେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ ଅଭିଯୋଗ । ହରିୟାଣ ଗୁରୁଗ୍ରାମରେ ଥିବା ଜଣାଶୁଣା ଡାକ୍ତରଖାନାରୁ ଆସିଛି ଏପରି ଅଭିଯୋଗ । ହସ୍ପିଟାଲର ଜଣେ କର୍ମଚାରୀ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ମହିଳା ଜଣଙ୍କ ଚଳପ୍ରଚଳ କରିପାରୁ ନଥିବାର ସୁଯୋଗ ନେଇ ସୈତାନ ଏମିତି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଆଉ ଏଭଳି ଭୟଙ୍କର ଘଟଣା ସାମ୍ନାକୁ ଆସିବା ପରେ ହରିୟାଣାରେ ଚାଞ୍ଚଲ୍ୟ ଖେଳିଯାଇଛି ।୪୬ ବର୍ଷୀୟା ଏୟାର ହଷ୍ଟେସ ଜଣଙ୍କ ଗତ ଏପ୍ରିଲ […]

ମାତ୍ର ୧୦ ମିନିଟରେ ଆପଣଙ୍କ ଘରେ ସିମ୍ ପାଇଯିବେ।

ମୋବାଇଲ୍ ସିମ୍ କିଣିବା ପାଇଁ, ଆପଣଙ୍କୁ ଆଉ ଦୋକାନକୁ ଯାଇ ଆପଣଙ୍କର ପସନ୍ଦର ନମ୍ବର ଚୟନ କରିବାକୁ ପଡିବ ନାହିଁ। ଆପଣ ମାତ୍ର ୧୦ ମିନିଟରେ ଆପଣଙ୍କ ଘରେ ସିମ୍ ପାଇଯିବେ। ଅଗ୍ରଣୀ ଟେଲିକମ୍ କମ୍ପାନୀ ଏୟାରଟେଲ୍ କ୍ୱିକ୍ କମର୍ସ ପ୍ଲାଟଫର୍ମ ବ୍ଲିଙ୍କିଟ୍ ସହିତ ସହଭାଗୀ ହୋଇଛି।ଏବେ ବ୍ଲିଙ୍କିଟ୍ ୧୦ ମିନିଟ୍ ମଧ୍ୟରେ ରାସନ ସାମଗ୍ରୀ ପରି ସିମ୍ କାର୍ଡ ଡେଲିଭରୀ କରିବ। ଏହି ସୁବିଧା ଆରମ୍ଭ କରିବାରେ ଏୟାରଟେଲ ଦେଶର ପ୍ରଥମ ଟେଲିକମ୍ କମ୍ପାନୀ । […]

Odisha Darpan Digital