ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ଜିଲ୍ଲା ସ୍ତରୀୟ ବିକାଶ ମେଳା।

ରାୟଗଡ: ତା ୧୫.୦୬.୨୫ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ନୂଆ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଇଥିବା ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ ସ୍ରୁଷ୍ଟି କରିବା ନିମନ୍ତେ ରାଜ୍ୟ ବ୍ୟାପୀ ଜୁନ ୧୨ ତାରିଖ ରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି lଏହି ମେଳରେ ସାଧାରଣ ସଭା, ଷ୍ଟଲ ପ୍ରଦର୍ଶନ,ଆଲୋଚନା ଚକ୍ର, ବିଭିନ୍ନ ବିଭାଗ ଦ୍ଵାରା ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ […]

1992ମସିହା ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠାନ

ଜଗତସିଂହପୁର ତା =15/6/25ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ଜଗତସିଂହପୁର ଶିକ୍ଷା ବିଭାଗ ଅଧିନ ରେ ଥିବା ମୁଦୁପୁର ପଞ୍ଚାୟତ ସିଦ୍ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ର 1992 ମସିହା ମାଟ୍ରିକ ବ୍ୟାଚ ପକ୍ଷରୁ ସ୍ଥାନୀୟ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପୁରାତନ ଛାତ୍ର କରୁଣାକର ଦାଶ ଙ୍କ ନେତୃତ୍ୱ ରେ ଦିବଂଗତ ସହପାଠୀ ସ୍ବର୍ଗତ କମଳା କାନ୍ତ ବାରିକ ଙ୍କ ଆତ୍ମା […]

ପ୍ରୟାଗ ଖବରର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

ସେମାନଙ୍କ ହକ ଓ ଅଧିକାର ପାଇଁ ଯୁବ ସମାଜ ଆଗେଇ ଆସନ୍ତୁ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଛନ୍ତି l “ପ୍ରୟାଗ ଖବର” ର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହକୁ ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି ଉଦଘାଟନ କରିବା ଦେଖିବାକୁ ମିଳିଥିଲା lମହିଳା ସଶକ୍ତି କରଣ ଏବଂ ଦଳିତ ନିଷ୍ପେସିତ, ଅବହେଳିତ ମାନଙ୍କ ଉନ୍ନତି ପାଇଁ ଗଣମାଧ୍ୟମ ସବୁବେଳେ ବଡ଼ ଭୂମିକା ନିର୍ବାହ କରୁଥିବାରୁ “ପ୍ରୟାଗ ଖବର” ପରିବାରକୁ ଡାକ୍ତର ମାରାଣ୍ଡି […]

ସ୍ୱାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା ଲାଇଭ ର ୨୪ ଘଣ୍ଟା ରେ ମୃତ୍ୟୁଘଟଣାକୁ ମିଳିମିଶି ଚପାଇବାକୁ ଚାଲିଛି ବଡ ଡ଼ିଲ !

ରାୟଗଡ଼- ରାୟଗଡ ଜିଲ୍ଲା କଲ୍ୟାଣ ସିଂ ପୂର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅବ୍ୟବସ୍ଥା ଓ ଡାକ୍ତର ବାହାରେ ବୁଲୁଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଚିକିତ୍ସା ନ କରିବା ଘଟଣା ସାମନାକୁ ଆସିଥିଲା . ହେଲେ ରୋଗୀଙ୍କୁ ଧରି ଯାଇଥିବା ଜଣେ ବ୍ୟକ୍ତି ଡାକ୍ତର ଙ୍କ ଅନୁପସ୍ଥିତି କୁ ଫେସବୁକ ରେ ଲାଇଭ କରିଥିଲେ .କିନ୍ତୁ ତାକୁ ଖାତର କରିନଥିଲେ ବାହାରେ ବୁଲୁଥିବା ଦାନ୍ତ ଡାକ୍ତର ହିରାଚାନ୍ଦ . ପଚାରିବାରୁ ବାହାରେ ବୁଲୁଥିବା ଉକ୍ତ ଡାକ୍ତର ରୋଗୀଙ୍କୁ […]

ବିଶ୍ବ ବରିଷ୍ଠ ନାଗରିକଙ୍କ ନିମନ୍ତେ ଦୁର୍ବ୍ୟବହାର ପ୍ରଦର୍ଶନ ନିରୋଧ ସଚେତନତା

ନୟାଗଡ଼,(ଓଡ଼ିଶା ଦର୍ପଣ) : ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ସଭାପତିତ୍ବରେ ଲେଖନପୁରସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ବୃଦ୍ଧାଶ୍ରମର ଅନ୍ତେବାସୀ ଏବଂ ଜନସାଧାରଣଙ୍କୁ ବିଶ୍ଵ ବରିଷ୍ଠ ନାଗରିକଙ୍କ ନିମନ୍ତେ ର୍ଦୁବ୍ୟବହାର ପ୍ରଦର୍ଶନ ନିରୋଧ ସଚେତନତା ଦିବସ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଚିବ ଅଞ୍ଜଳି ମଛଖଣ୍ଡ ବରିଷ୍ଠ ନାଗରିକଙ୍କୁ […]

ଆଜି ବିଶ୍ବ ପାଳୁଛି ରକ୍ତଦାତା ଦିବସ ।

ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା।ମନୁଷ୍ୟ ଶରୀରରେ ରକ୍ତର ଆବଶ୍ୟକତା କେତେ ରହିଛି ତାହା କହିବା ଅନାବଶ୍ୟକ। ବିଶେଷଭାବରେ ଗୁରୁତର ଦୁର୍ଘଟଣାର ଶିକାର ହୋଇଥିବା କିମ୍ବା ଅପରେଶନ ସମୟ ବ୍ୟତୀତ ଆହୁରି କେତେକ ସ୍ଥଳରେ ଆକ୍ରାନ୍ତ ବ୍ୟକ୍ତି ପାଇଁ ରକ୍ତର ଆବଶ୍ୟକତା ପଡ଼ିଥାଏ। ବ୍ଲଡ ଗ୍ରୁପ୍‌ ଅନୁସାରେ ଯୋଗାଡ କରାଯାଇଥିବା ରକ୍ତ ତାଙ୍କୁ ଯୋଗାଇ ଦିଆଯାଏ। […]

ଅଣସେବକ ରଥରେ ଚଢିଲେ ମୋକଦ୍ଦମା

ପୁରୀରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଶୃଙ୍ଖଳିତ ରଥଯାତ୍ରା ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । କହିଛନ୍ତି ,ନିର୍ଧାରିତ ସମୟ ଅନୁସାରେ ରଥଟଣା ଉପରେ ମୋହର ଲାଗିଛି । କୌଣସି ସେବକ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ରଥ ଟଣାବେଳେ ଅଣ ସେବକ ରଥ ଉପରକୁ ଯାଇପାରିବେ ନାହିଁ । ଏପରିକି ସେବକଙ୍କ ସହାୟକ ମଧ୍ୟ ବସି ପାରିବେ ନାହିଁ । ଯଦି ଅଣସେବକ […]

ନୟାଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ! ସାଙ୍ଗ ଛାତିରେ ଛୁରୀ ଭୁସି ମାରିଲା ସାଙ୍ଗ

ଆଜି ନୟାଗଡ଼ ଜିଲ୍ଲା ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଂହା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୁରୁଷୋତ୍ତମ ପ୍ରଧାନ ଏବଂ ତାଙ୍କ ବନ୍ଧୁଙ୍କ ( ସନିଆ) ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ବନ୍ଧୁ ଉତକ୍ଷିପ୍ତ ହୋଇ ପୁରୁଷୋତ୍ତମଙ୍କୁ ଏକ ଧାରୁଆ ଛୁରିରେ ଛାତିକୁ ଭୁସି ଦେଇଥିଲେ। ଛାତିରେ ଛୁରୀ ଭୁସି ଦେଇ ଚମ୍ପଟ ମାରିଥିଲା ବନ୍ଧୁ (ସନିଆ)। ଗାଁ ଲୋକେ ଗୁରୁତର ଅବସ୍ଥାରେ ଜିତଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନିକଟସ୍ଥ […]

୩ ଜିଲ୍ଲାପରେ ଏବେ କଟକ ଓ ରାଜଧାନୀରେ ମଧ୍ୟ ଝାଡାବାନ୍ତି ଭୟ

ଚାରି ଜିଲ୍ଲାକୁ ବ୍ୟାପିଲା ଝାଡାବାନ୍ତି । ଯାଜପୁର, ଭଦ୍ରକ, କେନ୍ଦୁଝର ପରେ କଟକ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ । କଟକ ସଦରର ଝିଙ୍କିରିଆ ଗ୍ରାମ ପଂଚାୟତରେ ବି କିଛି ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ତେବେ ଯାଜପୁରର ୮ ଜଣଙ୍କୁ ଛାଡ଼ି ଆଉ କୌଣସି ହଇଜା ରୋଗୀ ନାହାନ୍ତି । ଅନ୍ୟପଟେ ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ଝାଡ଼ାବାନ୍ତିରେ ଶତାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି । ସ୍ୱରେଜ ଜଳ ଓ ପାନୀୟ ଜଳ ମିଶିଯିବାରୁ ଏଭଳି ହେଉଥିବା ଅଭିଯୋଗ […]

ଓଡ଼ିଶାରେ ସମସ୍ତ ସରକାରୀ ସେବା ପାଇଁ ଆଧାର ବାଧ୍ୟତାମୂଳକ

ସରକାରୀ ସେବା ବିତରଣକୁ ସୁବ୍ୟବସ୍ଥିତ କରିବା ଏବଂ ସ୍ୱଚ୍ଛତା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଓଡ଼ିଶା ସରକାର ବିଭିନ୍ନ ରାଜ୍ୟସ୍ତରୀୟ ସେବା ଏବଂ ଆଧିକାରିକ ପ୍ରମାଣପତ୍ର ପାଇବା ପାଇଁ ଆଧାରକୁ ବାଧ୍ୟତାମୂଳକ କରିଛନ୍ତି। ଜାତି, ଆୟ, ଆଇନଗତ ଉତ୍ତରାଧିକାରୀ, ଜମିଜମା ରେକର୍ଡ ଓ ରେଜିଷ୍ଟ୍ରେସନ ନିମନ୍ତେ ଆଧାର ନମ୍ବର ଦେବା ଅବା ଆଧାର ସତ୍ୟପାଠ କରିବା ବାଧ୍ୟତାମୂଳକ ହେବ । ଏହାଛଡା ସରକାରଙ୍କ ବିଭିନ୍ନ ଯୋଜନାରେ ସବସିଡି ଓ ଡିବିଟି ସୁବିଧାର ହିତାଧିକାରୀଙ୍କ […]

ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ

ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ । NEET ୱେବସାଇଟରେ ପରୀକ୍ଷାଫଳ ଇପଲବ୍ଧ ।ରାଜସ୍ଥାନର ମହେଲ କେଶୱାନୀ ଟପ୍ପର। ସେହିପରି ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର। ସର୍ବଭାରତୀୟ ରାଙ୍କର ୬୦ତମ ସ୍ଥାନରେ ସ୍ନେହାଶିଷ।ପରୀକ୍ଷାର୍ଥୀଙ୍କୁ ଇ-ମେଲ୍‌ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି। neet.nta.nic.inରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ ପରୀକ୍ଷାର୍ଥୀ।ପ୍ରାୟ 22.7 ଲକ୍ଷ ପିଲା ଦେଇଥିଲେ ପରୀକ୍ଷା। ଦେଶରେ 500 ସହରରେ ହୋଇଥିଲା ପରୀକ୍ଷା । 13ଟି ଭାଷାରେ ହୋଇତିଲା ପରୀକ୍ଷା ।NEET UG ପରୀକ୍ଷା 04 ମଇ […]

ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଏଏସଆଇକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ

ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି । ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଏଏସଆଇକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ।ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ମିଳୁଥିବା ଅବଧି ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ସାରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।ସେହିପରି ରଥଯାତ୍ରା ସମୟରେ କରାଯାଉଥିବା ଗର୍ଭଗୃହ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟର ତଦାରଖ ଏଏସଆଇ […]