ମା’ ମୌସୁମୀ ଠାରୁ ଅଲଗା ହେଲେ ଦୁଇ ଛୁଆ ।ନନ୍ଦନକାନନରେ ଗତ ଶନିବାର ଧଳା ବାଘୁଣୀ ମୌସୁମୀ ଦ୍ୱିତୀୟ ଥର ମାଆ ହୋଇଥିଲା । ଗୋଟିଏ ଧଳା ଅଣ୍ଡିରା ଓ ଗୋଟିଏ ନାଲି ମାଇ ଶାବକ ଜନ୍ମ ଦେଇଥିଲା । ଜନ୍ମ ଦେବା ପରେ ଦୁଇ ଶାବକଙ୍କୁ ମାଆ ଠିକରେ ଲାଳନ ପାଳନ କରୁଥିଲା କିନ୍ତୁ ହଠାତ ଦୁଇ ଶାବକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିବା ସିସିଟିଭିରେ ଦେଖାଯାଇଥିଲା । ମାଆ ମଧ୍ୟ ତାକୁ କ୍ଷୀର ପାନ କରାଇନଥିଲା […]
ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ । ମନୀଷଙ୍କୁ ଜାମିନ ପ୍ରଦାନ କଲେ ମାଲକାନଗିରି SDJM କୋର୍ଟ । ୫୦ ହଜାର ଟଙ୍କାର ୨ଟି ମୁଚାଲିକା ବଦଳରେ ତାଙ୍କୁ ଜାମିନ ମିଳିଛି । ପ୍ରକାଶଥାଉକି, 2019 ଡିସେମ୍ବର 27ରେ ସନ୍ଦେହ ଜନକ ଭାବେ ନିଖୋଜ ହୋଇଯାଇଥିଲେ ମାଲକାନାଗିରିର ପୂର୍ବତନ ଜିଲ୍ଲାପାଳ ଅନୀଷ ଅଗ୍ରଓ୍ବାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା । ଦିନକ ପରେ ମାଲକାନଗିରି ସତିଗୁଡା ଜଳ ଭଣ୍ଡାରରୁ ଦେବ ନାରାୟଣ ପଣ୍ଡାଙ୍କ […]
ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ୧୦୮ ଆମ୍ବୁଲାନ୍ସ । ରାସ୍ତାରୁ ପାଖାପାଖି ୧୫ରୁ ୨୦ ଫୁଟ ତଳକୁ ଖସିଯାଇଛି ଆମ୍ବୁଲାନ୍ସ । ଗତକାଲି ଏମକେସିଜି ହସ୍ପିଟାଲରେ ରୋଗୀଙ୍କୁ ଛାଡ଼ି ଫେରୁଥିବା ସମୟରେ ରାୟଗଡା ଜିଲ୍ଲାର ଗୋଇବନ୍ଧା ଘାଟିରେ ଘଟିଛି ଦୁର୍ଘଟଣା । ଆମ୍ବୁଲାନ୍ସର ଆଟେଣ୍ଡାଣ୍ଟ ଓ ଫାର୍ମାସିଷ୍ଟ ଏଥିରେ ଆହତ ହୋଇଛନ୍ତି।ଘାଟିରେ ବ୍ରେକ୍ ମାରିବାକୁ ଅନେକ ଚେଷ୍ଟା କରୁଥିଲେ ବି ବ୍ରେକ୍ ଫେଲ୍ ହେବାରୁ ଗାଡ଼ିକୁ ନିୟନ୍ତ୍ରଣ କରିବା ଡ୍ରାଇଭର ପକ୍ଷରେ ସମ୍ଭବ ନଥିଲା । […]
ଏବେ କେନ୍ଦ୍ର ସରକାର ଆଶ୍ୱସ୍ତିକର ଖବର ଦେଇଛନ୍ତି। ସରକାର ଅଶୋଧିତ ଖାଇବା ତେଲ ଉପରେ ମୌଳିକ କଷ୍ଟମ୍ସ ଡ୍ୟୁଟି (BCD) ୨୦% ରୁ ୧୦%କୁ ହ୍ରାସ କରିଛନ୍ତି। ଏହି ହ୍ରାସ ଅଶୋଧିତ ସୂର୍ଯ୍ୟମୁଖୀ, ସୋୟାବିନ୍ ଏବଂ ପାମ୍ ତେଲ ଉପରେ ଲାଗୁ ହେବ। ଏହି ନିଷ୍ପତ୍ତି ସହିତ, ଅଶୋଧିତ ଏବଂ ରିଫାଇନ୍ ତେଲ ମଧ୍ୟରେ ଆମଦାନୀ ଶୁଳ୍କରେ ପାର୍ଥକ୍ୟ ୮.୭୫% ରୁ ୧୯.୨୫%କୁ ବୃଦ୍ଧି ପାଇଛି।ସେପ୍ଟେମ୍ବର ୨୦୨୪ରେ, ସରକାର ଘରୋଇ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଆମଦାନୀ […]
ପ୍ରତିବର୍ଷ ଜୁନ ୧୨ରେ ବିଶ୍ବ ଶିଶୁଶ୍ରମ ବିରୋଧ ଦିବସ ପାଳନ କରାଯାଏ । ଏହା ସାରା ବିଶ୍ବରେ ଶିଶୁ ଶ୍ରମିକଙ୍କ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିଥାଏ । ‘ଶିଶୁ ଶ୍ରମ’ ଶବ୍ଦଟି ପ୍ରାୟତଃ କାମ ଭାବରେ ବିବେଚିତ ହୋଇଥାଏ । ଅର୍ଥାତ ଏହା ପିଲାଙ୍କୁ ସେମାନଙ୍କ ପିଲାଦିନରୁ ବଞ୍ଚିତ କରିଥାଏ । ଆଜିର ଶିଶୁ କାଲିର ନାଗରିକ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପିଲାଙ୍କ ପାଠପଢ଼ା ପାଇଁ ବଡ ବଡ ଯୋଜନା କରାଯାଉଛି। ମାତ୍ର […]
କିଛିଦିନର ବିରତି ପରେ ପୁଣି ଫେରିଲା ମୌସୁମୀ। ତାତିରେ ଲାଗିଲା ବ୍ରେକ୍। ଆସନ୍ତା ଦୁଇଦିନ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଭାଗକୁ ପ୍ରବେଶ କରିବ। ଆସନ୍ତା ୧୪ ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମି ଜନିତ ପ୍ରବଳ ବର୍ଷା ହେବା ନେଇ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର I ପୁଣି ଏଭଳି ପରିସ୍ଥିତିରେ ୪ ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହୋଇପାରେ, ତେଣୁ ସତର୍କତା ଅବଲମ୍ବନ କରିବାକୁ ସୂଚନା […]
ଆଜିଠାରୁ ଆରମ୍ଭ ହେଇଛି ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ। ୧୪ଦିନ ଧରି ଠାକୁର ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ କରିପାରିବେ । ଏହି ସମୟରେ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥ ଦର୍ଶନର ସମ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। । ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହେବେ । ୭ ପ୍ଲାଟୁନ ପୁଲିସ୍ ସହ ଜଣେ ସେକ୍ସନ ଫୋର୍ସ ସାଦା ପୋଷାକରେ ରହିବେ । ସେହିପରି ଜଣେ ଅତିରିକ୍ତ ପୁଲିସ ଅଧୀକ୍ଷକ, ୪ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନବକଳେବର ରଥ ଚକ ସ୍ଥାପନ କମିଟି ଏବଂ ସଙ୍ଗୀତଧାରା, ନୟାଗଡ଼ର ମିଳିତ ଆନୁକୂଲ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ,ଡ.ଆଶୁତୋଷ ମିଶ୍ର, ମାଧବ ଡାକୁଆ,କାଳିଦାସ ମହାପାତ୍ର,ବିଷ୍ନୁପ୍ରିୟା ବେହେରା, ଓମ ପ୍ରକାଶ ମହାରଣା,ଶୁଚିସ୍ମିତା ଦୋରା,ଓମ ପ୍ରସାଦ ପାତ୍ର, […]
ରଜରେ ଘୋଷଣା ହୋଇପାରେ ନୂଆ ଏନଏସି । ୧୨ ରୁ ଅଧିକ ନୂଆ ଏନଏସି ଘୋଷଣା କରି ପାରନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ତେବେ ଦିନେ ଦୁଇ ଦିନ ଭିତରେ ଏନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।ପ୍ରଥମ ପର୍ଯ୍ୟାୟରେ ୧୨ରୁ ଅଧିକ ଏନଏସସି ଘୋଷଣା ହେବ । ତେବେ ତାଲିକାରେ ଥିବା କିଛି ଏନଏସସି ଯଥା ପାଲଲହଡ଼ା, ଧୁଷୁରୀ, ତିହିଡ଼ି, ସାଲେପୁର, ଚିତ୍ରଡ଼ା, ବେତନଟୀ ସହ […]
ଆଜି ପୁଣି ନୀଳଚକ୍ର ଉପରେ ଉଡ଼ିଛି ଡ୍ରୋନ୍। ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାରେ ବଡ଼ଦେଉଳ ଉପରେ ଉଡ଼ାଇଲେ ଡ୍ରୋନ୍।ଡ୍ରୋନ ଟି କିଏ ଏବଂ କେଉଁଠାରୁ ଡ୍ରୋନ ଉଡାଉଛି ତାହା ସ୍ପଷ୍ଟ ହୋଇନାହିଁ । କଡା ସୁରକ୍ଷା ବଳୟ କୁ ଭେଦ କରି ବେଆଇନ ଡ୍ରୋନ କିଭଳି ଉଠିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ନୀଳଚକ୍ରରେ ଧ୍ୱଜା ବନ୍ଧା ବେଳେ ଉଡ଼ିଲା ଡ୍ରୋନ୍।
୨୮ରୁ ରତ୍ନଭଣ୍ଡାର ମରାମତି । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କହିଛନ୍ତି, ଏବେ ରତ୍ନଭଣ୍ଡାର ମରାମତି ବନ୍ଦ ରହିବ । ଏହି ମରାମତି କାର୍ଯ୍ୟ ଶ୍ରୀମନ୍ଦିରର ପବିତ୍ରତା ଓ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।ଅନ୍ୟପଟେ କହିଛନ୍ତି, ଜଳଲାଗି ବେଳେ ଅଣସେବାୟତ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଭିଡିଓ ଚିତ୍ର ଦେଖି ଚିହ୍ନଟ କରାଯିବ । ମାତ୍ର ନୀତିକାନ୍ତି, ପହଣ୍ଡି ଶୃଙ୍ଖଳିତ ଭାବେ ହୋଇଛି […]
ସ୍ନାନଯାତ୍ରା ଶେଷ ହେବା ପରେ ଠାକୁରଙ୍କୁ ଅଣସର ଘରକୁ ନିଆଯିବ । ଆସନ୍ତାକାଲି ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ । ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହେବେ । ୭ ପ୍ଲାଟୁନ ପୁଲିସ୍ ସହ ଜଣେ ସେକ୍ସନ ଫୋର୍ସ ସାଦା ପୋଷାକରେ ରହିବେ । ସେହିପରି ଜଣେ ଅତିରିକ୍ତ ପୁଲିସ ଅଧୀକ୍ଷକ, ୪ ଜଣ ଡିଏସ୍ପି, ୩ ଜଣ ଇନ୍ସପେକ୍ଟ, ୧୭ ଜଣ ଏସ୍ଆଇ/ଏଏସ୍ଆଇ, ୪ ଜଣ ହାବିଲଦାର, ୬ ଜଣ କନଷ୍ଟେବଳ, ୫୬ […]
