ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ କାରବାର ଉପରେ କଟକଣା । ଏନେଇ ସବୁ ଜିଲ୍ଲାପାଳଙ୍କୁ ନୋଟିସ ଜାରି

ପ୍ଲାଷ୍ଟିକ ବୋତଲରେ କାରବାର ଉପରେ କଟକଣା । ଏନେଇ ସବୁ ଜିଲ୍ଲାପାଳଙ୍କୁ ନୋଟିସ ଜାରି କଲେ ସରକାର । ବିକ୍ରି ଯୋଗାଣ ଓ ଗଚ୍ଛିତ ରଖିବା ଉପରେ ଲାଗିଲା କଟକଣା । କାଯ୍ୟକାରୀ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ପ୍ଲାଷ୍ଟିକ୍ ବୋତଲ କିମ୍ବା ସେଭଳି କିଛି ପାତ୍ରରେ ପେଟ୍ରୋଲିୟମ ଉତ୍ପାଦର ବିକ୍ରୟ, ଯୋଗାଣ ଏବଂ ପରିବହନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଖୁଚୁରା ଦୋକାନ, ଇନ୍ଧନ ଷ୍ଟେସନ ଏବଂ ଖୁଚୁରା ଦୋକାନଗୁଡ଼ିକରେ ସ୍ପଟ୍ ଯାଞ୍ଚ ଏବଂ […]

ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଲା

ଓଡିଶା- ଛତିଶଗଡ ମହାନଦୀ ଜଳବିବାଦ ମାମଲାରେ ଟ୍ରିବ୍ୟୁନାଲରେ ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଲା ଶୁଣାଣି । ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକସ୍ତରରେ ଆଲୋଚନା ଆଗକୁ ବଢିଛି । ସାମାଧାନ ପାଇଁ ପକ୍ଷ ରାଜିଥିବା ଏଜି ପୀତାମ୍ବର ଆଚାଯ୍ୟ ଅବଗତ କଲେ ।ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ମହାନଦୀ ଜଳବିବାଦ ପ୍ରସଙ୍ଗ ଆପୋଷ ବୁଝାମଣାରେ ସମାଧାନ ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ମାମଲା […]

ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା

ହୋଟେଲ ଭିତରେ ମହିଳା କର୍ମଚାରୀଙ୍କ ହଙ୍ଗାମା। ମାରପିଟ୍ କଲେ ଯାହା ହାବୁଡ଼ରେ ପଡ଼ିଲା ଭାଙ୍ଗିଲେ। ଫୁଲ କୁଣ୍ଡ ଠାରୁ ଆରମ୍ଭ କରି କମ୍ପ୍ୟୁଟର ଯାଏଁ ସବୁ କିଛି ଭାଙ୍ଗି ଗୁଣ୍ଡ କରିଦେଲେ। ଏପରିକି ଗ୍ଲାସ୍ ଡୋର୍‌କୁ ଲୁହା ରଡରେ ଭାଙ୍ଗି ଚୁରମାର୍ କରିଦେଲେ। ଭୁବନେଶ୍ଵର ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଇନଫୋସିଟି ଥାନାରେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ ।ତେବେ ସମ୍ପୃକ୍ତ ମହିଳା କିଏ ଏବଂ […]

ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ

ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା ଏବଂ ବଳଙ୍ଗା ନାବାଳିକାଙ୍କୁ ପୋଡ଼ି ଦେବା ଘଟଣା ମନରୁ ନଲିଭୁଣୁ ପୁଣି ଏକ ଆତ୍ମାହୁତି ଘଟଣା। ବିଲ ମଝିରେ ପେଟ୍ରୋଲ ଢ଼ାଳି ମହିଳା ଓ ପୁରୁଷ ଆତ୍ମାହୁତି ଉଦ୍ୟମ। ସୂଚନା ଅନୁସାରେ ଖିଚିଂ କଲେଜ ସମ୍ମୁଖରେ ଏହି ଜୀବନ ହରିବାକୁ ଉଦ୍ୟମ ହୋଇଛି । ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜୀବନ ହରିବା ଉଦ୍ୟମରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଛି । କିନ୍ତୁ ପୁୁରୁଷ ଜଣଙ୍କ ଏଥିରେ […]

୧୫ ଦିନ ପାଇଁ ରାଜା ଚକ୍ରଙ୍କୁ ମିଳିଲା ଜାମିନ

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତିରେ ଜଡ଼ିତ ହୋଇ ଇଓଡବ୍ଲୁ ଦ୍ୱାରା ଗିରଫ ବିଜେଡି ନେତା ରାଜା ଓରଫ ସୌମ୍ୟଶଙ୍କର ଚକ୍ରଙ୍କୁ ୧୫ ଦିନ ଜାମିନ ମିଳିଛି । ଶଶୁରଙ୍କ ପରଲୋକରେ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଏହି ଜାମିନ ମିଳିଛି । କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ଜାମିନ ଅବଧି ପରେ କୋର୍ଟରେ ହାଜର ହେବା ସର୍ତ୍ତ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତିର ମୁଖ୍ୟ କାର୍ପଟଦାର ରାଜା ଚକ୍ର । ରାଜା ଜେଲ୍ ଯିବା […]

ମୁମ୍ୱାଇରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କୁ ଆଉ ଜଣେ ଯାତ୍ରୀ ମାରିଲେ ଚାପୁଡା

ମୁମ୍ୱାଇରୁ କୋଲକାତା ଯାଉଥିବା ଇଣ୍ଡିଗୋର ଫ୍ଲାଇଟ୍‌ରେ ଶୁକ୍ରବାର ( ୧ ଜୁଲାଇ) ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କୁ ଚାପୁ଼ଡ଼ା ମାରିଥିଲେ। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି। ଚାପୁଡ଼ା ମାରିବା ପରେ ଅନ୍ୟ ଯାତ୍ରୀମାନେ ସେହି ଯାତ୍ରୀ ଉପରେ ଅସନ୍ତୁଷ୍ଟ ହୋଇଥିଲେ। ଏହି ସମୟରେ , ଏୟାରହୋଷ୍ଟେସ ମଧ୍ୟ ଯାତ୍ରୀଙ୍କୁ ଏମିତି ବ୍ୟବହାର ନକରିବାକୁ ଅପିଲ କରିବାର ଦେଖିବାକୁ ମିଳିଥିଲା। ଅନ୍ୟପଟେ ଚାପୁଡ଼ା ଖାଇଥିବା ବ୍ୟକ୍ତି ତୁରନ୍ତ କାନ୍ଦି ପକାଇ ଥିଲେ।ବିମାନ କୋଲକାତାରେ […]

ମହାନଦୀ ଜଳ ବିବାଦ; ଆଜି ଟ୍ରିବ୍ୟୁନାଲରେ ଶୁଣାଣି

ମହାନଦୀ ଜଳ ବିବାଦକୁ ନେଇ ଶନିବାର ଟ୍ରିବ୍ୟୁନାଲର ଶୁଣାଣି ହେବ । ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ମହାନଦୀ ଜଳକୁ ନେଇ ଯେଉଁ ବିବାଦ ରହିଛି, ତାହା ଉପରେ ଟ୍ରିବ୍ୟୁନାଲ କି ନିଷ୍ପତ୍ତି ନେବେ, ତାହା ଉପରେ ଓଡ଼ିଶା ସରକାରଙ୍କ ନଜର ରହିଛି ।ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ଏହି ଶୁଣାଣିରୁ କିଛି ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି । ଶୁଣାଣି ପୂର୍ବରୁ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ବିଭିନ୍ନ ଦଳର […]

ଆଜି ଚାଷୀଙ୍କୁ ମିଳିବ ପିଏମ କିଶାନ୍ ଯୋଜନା ଟଙ୍କା

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର। ଆଜି ଆସିବ ପିଏମ କିଶାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରାଯିବ । ବିହାରର ୭୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସପର ହେବ ୨ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ମୋଦି ବାରଣାସୀରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ । ଏହି କାର୍ଯ୍ୟକ୍ରମ […]

୭୯ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ନୂଆଗାଁ( ପୁଷ୍ପଲତା ପ୍ରଧାନ): ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହରେ ଆଜି ଚଳିତ ବର୍ଷ ୭୯ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଅମୃତ କୁମାର ରାଉଳ,ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା,ସିଡିପିଓ ଶୁଭ୍ରକେସୀ ମଲ୍ଲିକ,ଉପ ବିଭାଗ ଅଧିକାରୀ ଚନ୍ଦ୍ରଶେଖର ମତ୍ତ,କୋଷାଧ୍ୟକ୍ଷ ଅଧିକାରୀ ମନୋଜ କୁମାର ବେହେରା,ଅତିରିକ୍ତ […]

ଏନ ଭାସ୍କର ରାଓ ଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଲା ଟ୍ରକ ଆସୋସିଏସନ

ରାୟଗଡ଼ ତା ୦୧/୦୮/୨୫ ରାୟଗଡ ଟ୍ରକ ମାଲିକ ସଂଘ ର ମାଲିକଙ୍କ ୩୭ ବର୍ଷରେ କଲ୍ୟାଣ ପାଣ୍ଠି ଟଙ୍କା ହଡପ ନେଇ ଦୀର୍ଘ ତିନି ବର୍ଷ ହେଲା ମାଲିକ ଓ ପୂର୍ବତନ ରାଜ୍ୟସଭା ସଂସଦ ତଥା ବିଜେଡି ଜିଲ୍ଲା ସଭାପତି ଏନ ଭାସ୍କର ରାଓ ଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି .ରାୟଗଡ ଜିଲ୍ଲାରେ ଆଜି ରାୟଗଡ଼ ଟ୍ରକ ମାଲିକ ସଂଘ ତରଫରୁ ଏକ ପ୍ରେସମିଟ ରାୟଗଡ଼ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଆୟୋଜନ କରା ଯାଇଥିଲା […]

୪ ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

୪ ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ । ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ ସଂଶୋଧନ କରାଯାଇଛି । ୧ କୋଟି ପର୍ଯ୍ୟନ୍ତ ପ୍ରକଳ୍ପର ଇନସେନ୍ତିଭ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇ ପାରିବେ । ୧ କୋଟି ରୁ ୧୦ କୋଟି ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସ୍ତରରେ ଓ ୧୦ କୋଟି ରୁ ୫୦ କୋଟି ପ୍ରକଳ୍ପ ପାଇଁ msme ସଚିବଙ୍କ ଅନୁମତି ଆବଶ୍ୟକ ପଡ଼ିବ । ଜଳସେଚନ ବିଭାଗର ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାକୁ […]

ମନ୍ତ୍ରୀଙ୍କ ଭାଇ ପୋଲିସ କନେଷ୍ଟେବଲଙ୍କୁ ମାରିଲେ ଏକ ଶକ୍ତ ଚାପୁଡା

ଆନ୍ଧ୍ରପ୍ରଦେଶ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସରକାରରେ ଏକ ଅଭାବନୀୟ ଘଟଣା ଘଟିଛି । ରାସ୍ତା ଏବଂ କୋଠାବାଡି ମନ୍ତ୍ରୀ ବିସି ଜନାର୍ଦ୍ଦନ ରେଡ୍ଡିଙ୍କ ଭାଇ ବିସି ମଦନ ଭୂପାଳ ରେଡ୍ଡି ଜଣେ ପୋଲିସ କନଷ୍ଟେବଳଙ୍କୁ ଚାପୁଡ଼ା ମାରିଛନ୍ତି । ଏହି ଘଟଣା ନାନ୍ଦୟାଲ ଜିଲ୍ଲାର କୋଲିମିଗୁଣ୍ଡଲାର ଏକ ମନ୍ଦିରରେ ଘଟିଛି ।ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉଲ୍ଲେଖଯେ‌ାଗ୍ୟ, ଏଆର କନେଷ୍ଟବଳ ଜସୱନ୍ତ କୁମାର କାର୍ଯ୍ୟକ୍ରମରେ ନିୟୋଜିତ ଥିଲେ ଏବଂ […]