ସାତକୋଶିଆ ବାଘ ଶୂନ୍ୟ ଅଟେ – ପିସିସିଏଫ ପ୍ରେମ ଝା

ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ କହିଲେ ପିସିସିଏଫ ପ୍ରେମ ଝା । ସାତକୋଶିଆକୁ ବର୍ତ୍ତମାନ କୌଣସି ବାଘ ଆଣିବାକୁ ଯୋଜନା ନାହିଁ । ଶିମିଳିପାଳରେ ବର୍ତ୍ତମାନ ବାଘଙ୍କ ସଂଖ୍ୟା ୩୦ ରହିଛି । ଶାବକଙ୍କୁ ୨ ବର୍ଷ ହେଲା ପରେ ଗଣନାରେ ସାମିଲ କରାଯିବ ।ଶିମିଳିପାଳରେ ୨ ପ୍ରକାର ନର୍ମାଲ ଟାଇଗର ଏବଂ ବ୍ଲାକ ଟାଇଗର ବାଘ ଅଛନ୍ତି। ପ୍ରତି ୪ ବର୍ଷରେ ଥରେ ବାଘ ଗଣାନା କରାଯାଉଛି।

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଠକେଇ ମାମଲା, ଅଭିଯୁକ୍ତକୁ ଗିରଫ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଠକାମି ମାମଲାର ଅଭିଯୁକ୍ତ ଗିରଫ। ଆଜି ଅଭିଯୁକ୍ତ ନିରଞ୍ଜନ ଶତପଥୀଙ୍କୁ ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ଘର ଢେଙ୍କାନାଳ ସଦର ଥାନା ବଣସିଂହ ଗାଁରେ ।। ଅଭିଯୋଗ ମୁତାବକ ନିରଞ୍ଜନ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କୁ ଏକ ଜମି ଦେବା ନାମରେ ୨୫ ଲକ୍ଷ ଟଙ୍କା ନେଇଥିଲେ । ହେଲେ ଜମି ଜମି ଦେଇନଥିଲେ । ଏ ବାବଦରେ ସେ […]

ଅଗଷ୍ଟ ମାସରେ ଏତିକି ଦିନ ଛୁଟି ରହିବ ସ୍କୁଲ- କଲେଜ !

ଓଡ଼ିଶାର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। କାରଣ ଆସନ୍ତା ଅଗଷ୍ଟ ମାସରେ ସ୍କୁଲ, କଲେଜ ଏବଂ ସରକାରୀ ଅଫିସଗୁଡ଼ିକ ପ୍ରାୟ ୧୦ ଦିନ ଛୁଟି ରହୁଛି। ଅଗଷ୍ଟ ମାସ ରକ୍ଷାବନ୍ଧନ ସହିତ ଆରମ୍ଭ ହେଉଛି |ରାଖୀ ପୂର୍ଣ୍ଣିମା ପାଖାପାଖି ୱିକଏଣ୍ଡ ଛୁଟି ଏକାଠି ପଡୁଛି, ଯାହା ଯୋଗୁଁ ଲୋକମାନେ ଲଗାତାର ତିନି ଦିନ ଛୁଟି ପାଇବେ।୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଓ ୧୬ ଅଗଷ୍ଟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ |ରବିବାର ଥିବାରୁ ସ୍କୁଲ କଲେଜରେ […]

ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ୧ ଅଗଷ୍ଟ, ୨୦୨୫ରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। ଏହି ଜାତୀୟ ଉଦ୍ୟାନ ଏକ ନୂତନ ରୂପ ସହିତ ଖୋଲିବ। ଲୁଣିଆ ପରିବେଶରେ ବଢ଼ିଥିବା ଗଛଗୁଡ଼ିକୁ ନେଇ ଏକ ମାଙ୍ଗ୍ରୋଭ୍ ନର୍ସରୀ ରୋପଣ କରାଯାଇଛି। ପରିଦର୍ଶକମାନେ ଡଙ୍ଗା ପାଠାଗାରରେ ଥିବା ଅନେକ ପ୍ରାଣୀଙ୍କୁ ମଧ୍ୟ ଦେଖିପାରିବେ ଏବଂ ପୁସ୍ତକ ମଧ୍ୟ ପଢ଼ିପାରିବେ। ପରିଦର୍ଶକଙ୍କ ପାଇଁ ଏକ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଇଛି। ଭିତରକନିକାର ଡାଙ୍ଗମାଳଠାରେ ୬ଟି ଫାଇବର ବୋଟ୍‌ ଥିବା […]

 ଅଗଷ୍ଟ ୧ରୁ ଦ୍ଵିତୀୟ ଓ ୯ରୁ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ- ବିଜେଡି

ବାଲେଶ୍ୱର ଫକୀରମୋହନ ଛାତ୍ରୀ ଓ ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଅଗଷ୍ଟ ୧ରୁ ୮ ଦ୍ଵିତୀୟ ପର୍ଯ୍ୟାୟ ବିକ୍ଷୋଭ କରିବ ବିଜୁ ଜନତା ଦଳ । ସାରା ରାଜ୍ୟରେ ନାରୀ ନିର୍ଯାତନା, ଛାତ୍ରୀ ଦୁଷ୍କର୍ମ, ଛାତ୍ରୀ ଗର୍ଭବତୀ ହେଉଛନ୍ତି । ବଳଙ୍ଗା ଓ ଫକୀରମୋହନ ଘଟଣାରେ ବିଜେଡି ବିକ୍ଷୋଭ ଡାକରା ଦେଇଥିଲା । ଏହି ଆନ୍ଦୋଳନ ଆହୁରି ଆଗକୁ ଯିବ ।ବିଜେଡି ଏହିଆନ୍ଦୋଳନ ବେଳାଭୂମି ଏବଂ ଶିକ୍ଷାନୁଷ୍ଠାନ କ୍ୟାମ୍ପସଗୁଡ଼ିକୁ […]

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଊନବିଂଶ ଶତାବ୍ଦୀର ସତୁରି ଦଶକରେ ବହୁବିଧ ପଦକ୍ଷେପ ସତ୍ତ୍ୱେ ବାଘ ସଂଖ୍ୟାରେ ଦ୍ରୁତହ୍ରାସ ବିଶ୍ୱବ୍ୟାପୀ ଚହଳ ସୃଷ୍ଟି କରିଥିଲା। ଫଳରେ ଏହି ବିଲୁପ୍ତପ୍ରାୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ସୁରକ୍ଷା ଲାଗି ଚିନ୍ତାବ୍ୟକ୍ତ କରିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ। ୨୦୧୦ରେ ରୁଷିଆର ବନ୍ଦରନଗରୀ ସେଣ୍ଟପିଟର୍ସବର୍ଗରେ ଆୟୋଜିତ ବ୍ୟାଘ୍ର ସମ୍ମେଳନରେ ବାଘ ବଂଶର ସୁରକ୍ଷା ଲାଗି ନୀତିଗତ ନିଷ୍ପତ୍ତି ହୋଇଥିଲା। ୨୦୨୨ ସୁଦ୍ଧା ବାଘବହୁଳ ରାଷ୍ଟ୍ରରେ ବ୍ୟାଘ୍ରସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ଏଠାରେ ସହମତି ପ୍ରକାଶ ପାଇଥିଲା। ଏଥିସହ ପ୍ରତିବର୍ଷ ଜୁଲାଇ ୨୯କୁ […]

‘ଓଡ଼ିଶାରେ ଅସୁରକ୍ଷିତ ମହିଳା’: ସଂସଦ ବାହାରେ ବିଜେଡି ସାଂସଦଙ୍କ ପ୍ରତିବାଦ

ଓଡିଶାର ବିଜେପି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ନେଇ ପୁଣି ଥରେ ଅଭିଯୋଗ ଆଣି ଆଜି ସଂସଦ ବାହାରେ ପ୍ରତିବାଦ କରିଛନ୍ତି ବିଜେଡି ସାଂସଦ । ବର୍ଷାରେ ଭିଜି ଭିଜି ଏହି ପ୍ରତିବାଦ କରିଛନ୍ତି ବିଜେଡିର ସାଂସଦମାନେ । ଏଫଏମ କଲେଜ ପ୍ରସଙ୍ଗ ଉଠାଇ ଗାନ୍ଧୀ ମୂର୍ତ୍ତି ତଳେ ବିଜେଡିର ସାଂସଦ ନାରାବାଜି ସହ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ବିଜେଡି ସାଂସଦ ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ, ମୁନ୍ନା ଖାଁ, ମାନସ ମଙ୍ଗରାଜଙ୍କ ସହିତ […]

UPI ପେମେଣ୍ଟ ଉପରେ GST ଲାଗିବ କି ନାହିଁ ! କଣ କହିଲେ କେନ୍ଦ୍ର ସରକାର

ଯଦି ଆପଣ ମଧ୍ୟ ସପିଂ ଏବଂ କାରବାର ପାଇଁ Google Pay, PhonePe, କିମ୍ବା Paytm ଭଳି UPI ବ୍ୟବହାର କରନ୍ତି ତେବେ ପେମେଣ୍ଟ ଉପରେ କୌଣସି GST ଲାଗିବ ନାହିଁ |ଅର୍ଥ ମନ୍ତ୍ରଣାଳୟର ଏହି ଘୋଷଣା କୋଟି କୋଟି ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।ଗତ କିଛି ଦିନ ଧରି ଏକ ଦ୍ୱନ୍ଦ୍ୱ ଥିଲା ଯେ କର୍ନାଟକର ବେଙ୍ଗାଲୁରୁରେ ପ୍ରାୟ ୬,୦୦୦ ବ୍ୟବସାୟୀଙ୍କୁ ସେମାନଙ୍କର UPI କାରବାର ଆଧାରରେ GST ନୋଟିସ ପଠାଯାଇଥିଲା। ଏହି ଖବର ପରେ, […]

ପୂର୍ବତନ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା

ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ (ଡାନି)ଙ୍କ ନାଁରେ ଏଫଆଇଆର। କେବଳ ଡାନି ନୁହନ୍ତି ତାଙ୍କ ସମେତ ୭ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା।ଯାଜପୁର ଜିଲ୍ଲା ଦାନଗଦୀ-ଡୁବୁରି ରାସ୍ତାର ସିଆରିଆ ମସଜିଦ ନିକଟରେ ଗତକାଲି ଅପରାହ୍ଣରେ ଏକ ବାଇକ୍‌କୁ ବସ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସୁକିନ୍ଦା ଥାନା ଅଧୀନ ବନ୍ଧଗାଁ ପଞ୍ଚାୟତ ନଟିସାହିର ଅଭିମନୁ ମହାନ୍ତଙ୍କ ମୃତ୍ୟୁ ଘଟିଥିଲା । ସୁକିନ୍ଦା ଥାନା ରଙ୍କିଆ ଗାଁର ଲକ୍ଷ୍ମୀଧର ମହାକୁଡ଼ ଆହତ ହୋଇଥିଲେ । […]

ଲୁଟୁଛି ହରି ଓମ୍ ଆପ,ହଜାର ଟଙ୍କାରେ ଶ୍ରୀମନ୍ଦିରରେ ମିଳିବ ଭିଆଇପି ଦର୍ଶନ

ହଜାର ଟଙ୍କାରେ ଶ୍ରୀମନ୍ଦିରରେ ମିଳିବ ଭିଆଇପି ଦର୍ଶନ । ଆଉ ଲମ୍ବା ଲାଇନ୍ ବା ଧାଡିରେ ଠିଆ ନହୋଇ ସିଧାସଳଖ ଶ୍ରୀମନ୍ଦିର ଭିତରକୁ ଯିବେ ଭକ୍ତ । ଏହାସହ ତୁଳସୀ ଓ ମହାପ୍ରଭୁଙ୍କ ପୂଜା ଫୁଲ ମଧ୍ୟ ମିଳିବ । ଜଣେ ସେବକ ଆପଣଙ୍କ ପାଖରେ ରହି ଶ୍ରୀମନ୍ଦିର ବିଷୟରେ ଆପଣଙ୍କୁ ବୁଝାଇବେ । ଏଭଳି ସୁବିଧା ହରି ଓମ ନାମକ ଏକ ଅନଲାଇନ ଆପ୍ଲିକେସନରେ ମିଳୁଛି ବୋଲି ପ୍ରଚାର କରାଯାଉଛି । ଏବେ ଏଭଳି ମେଲ୍ […]

ବଳଙ୍ଗା ନାବାଳିକା ପୋଡ଼ି ଘଟଣା । ମଙ୍ଗଳବାର ଓଡ଼ିଶା ଫେରିବ ତଦନ୍ତକାରୀ ଟିମ୍‌

ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ମାମଲା। ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଏମ୍ସରେ ହୋଇଛି ପୀଡ଼ିତାଙ୍କ ବୟାନ ରେକର୍ଡ। ପୁରୀ ଡିଏସପି, ବଳଙ୍ଗା ଥାନା ଅଧିକାରୀ ଦିଲ୍ଲୀ ଏମ୍ସରେ ୩୦ ମିନିଟରୁ ଅଧିକ ସମୟ ଧରି ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ। ଏହାର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡ କରାଯାଇଛି। ତିନିଥର ସମାନ କଥା ନିଜ ବୟାନରେ କହିଛନ୍ତି ପୀଡ଼ିତା । ସେପଟେ ଗତକାଲି ପୀଡ଼ିତାଙ୍କ ତୃତୀୟ ଥର ଅସ୍ତ୍ର ପ୍ରଚାର ହୋଇସାରିଛି ।। ପୀଡ଼ିତାଙ୍କ ପରିବାରକୁ ପୁଲିସ୍‌ ପ୍ରଶାସନ ପକ୍ଷରୁ […]

ଭିଜିଲାନ୍ସ ଜାଲରେ ପୁଣି ଏକ ସହକାରୀ ଯନ୍ତ୍ରୀ

ସଡକ ଓ ଗୃହ ନିର୍ମାଣ (R&B) ଡିଭିଜନ୍‌ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍‌ ଏକକାଳୀନ ଭାବେ ୧୦ଟି ସ୍ଥାନରେ ତଦନ୍ତ କରିଛି।। ଚଢାଉ ବେଳେ ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଛି ଭିଜିଲାନ୍ସ । ଯାହାକୁ ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍ । ତେବେ ଏହି ଚଢାଉରେ ଭିଜିଲାନ୍ସ ବିଭାଗର ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧୧ ଜଣ […]