ନୂଆଗାଁ ପଞ୍ଚାୟତ ସମିତି ର ଅଷ୍ଟମ ସାଧାରଣ ଅଧିବେଶନଅଧପନ୍ତରିଆ କାର୍ଯ୍ୟ ତୁରନ୍ତ ସାରିବାକୁ ଦଶପଲ୍ଲ ବିଧାୟକଙ୍କ ଗୁରୁତ୍ୱାରୋପ

ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ଅଷ୍ଟମ ସାଧାରଣ ଅଧିବେଶନ ମଙ୍ଗଳବାର ଅନଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଏମ ପି ଙ୍କ ପ୍ରତିନିଧି ଭୀମସେନ ସେଠୀ, , ବି ଡି ଓ ଅମୃତ କୁମାର ରାହୁଳ ୧୬ ନମ୍ବର ଜିଲ୍ଲାପରିଷଦ ସଭ୍ୟ ଜସ୍ମୀନ ଦାସ୧୭ ନମ୍ବର ଜିଲ୍ଲାପରିଷଦ ସଭ୍ୟ ପ୍ରତିମା ଦଳବେହେରା , ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ,ପିଆର ଆଇ ମେମ୍ବର ଓ ବିଭିନ୍ନ […]

ଏଣିକି ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି

ଏଣିକି ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି । ରାଜ୍ୟ ସରକାରଙ୍କ ” ଓଡ଼ିଶା ଭର୍ଚୁଆଲ ଏକାଡେମୀ ” ପକ୍ଷରୁ ସଂଚାଳିତ ଏବଂ ବିଶେଷଜ୍ଞଙ୍କ ଦ୍ଵାରା ହୋଇଥିବା ନୂଆ ପ୍ରୟାସ ସଫଳ ହୋଇଛି। ଏବେ ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳୀ ଲିପି ବି ଲେଖିହେବ ।ଏହାଦ୍ୱାରା ଆଦିବାସୀ ଭାଇଭଉଣୀ ଅତି ସହଜରେ ନିଜ ଭାଷା ପ୍ରୟୋଗ କରି ଡିଜିଟାଲ ପ୍ଲାଟଫର୍ମରେ ନିଜର ଭାବନାକୁ ପରିପ୍ରକାଶ କରିପାରିବେ। ଏଥିଯୋଗୁ ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଓଡ଼ିଶା ସରକାରଙ୍କ […]

ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ ଜଣାଇ ବାଲୁକା କଳା ନିର୍ମାଣ

ଜାନୁଆରୀ ୮ରୁ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ହେବ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପ୍ରବାସୀ ଭାରତୀୟ ମାନଙ୍କୁ ସ୍ୱାଗତ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ।ଏହି ବାଲୁକା କଳାରେ ଓଡିଶାର କଳା ସଂସ୍କୃତି ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଭାରତୀୟ ମାନଙ୍କୁ ସ୍ୱାଗତ ଜଣାଇବାର ଦୃଶ୍ୟ ଅତିନିଖୁଣ ଭାବରେ ଚିତ୍ରଣ ହୋଇଛି ।ଏହି ବାଲୁକା […]

ଆଶାକର୍ମୀ ଡାଳିମ୍ବ ନବରଙ୍ଗପୁରର ନାଇଟଆଞ୍ଜେଲ

ଭଲ ଚିକିତ୍ସା ନ ପାଇ ଅକାଳରେ ଗର୍ଭାବତୀଙ୍କ ଜୀବନ ଚାଲି ଯାଉଥିଲା। ଗ୍ରାମରେ ବିଭିନ୍ନ ଦୁରାରୋଗରେ ପୀଡିତ ହୋଇ ରୋଗୀମାନେ ମୃତ୍ୟୁ ମୁଖରେ ପଡୁଥିଲେ। ଯାହା ତାଙ୍କୁ ଖୁବ୍‌ ବ୍ୟଥିତ କରୁଥିଲା ଯେଉଁଥିପାଇଁ ନିଜ କର୍ତ୍ତବ୍ୟ ସଠିକ ଢଙ୍ଗରେ ସମ୍ପାଦନ କରିବା ସହ ନିଜ ଅଞ୍ଚଳରେ ଚିକିତ୍ସା ଅବହେଳାରୁ ଯେପରି କିଏ ମୃତ୍ୟୁକୁ ବରଣ ନ କରୁ ସେଥିପାଇଁ ସେ ଅଣ୍ଟା ଭିଡ଼ିଥିଲେ। ମାସେ କି ବର୍ଷେ ନୁହେଁ, ୨୦୦୫ରୁ ନିରବଛିନ୍ନ ଭାବେ ସେବା ଯୋଗାଇବାରେ ସଫଳ […]

ଚାଲିଛି ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି

ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ । ରତ୍ନଭଣ୍ଡାରର କାନ୍ଥରୁ ଚୂନ ଛଡାଯିବ କାର୍ଯ୍ୟ ଶେଷ ହୋଇଛି । ବୈଜ୍ଞାନିକ ପଦ୍ଧତିରେ କେମିକାଲ ଟ୍ରିଟମେଣ୍ଟ କରାଯିବ । ପ୍ରଥମେ ଭର୍ଟିକାଲ କ୍ରାକ୍ସ ବା କାନ୍ଥ ମରାମତି କାର୍ଯ୍ୟ ହେବ। ଚଟାଣରେ ରହିଥିବା ଫାଟ ଓ ମୂଷା ଗାତ ମରାମତି କାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି.ଗଡ଼ନାୟକ। ମହାପ୍ରଭୁଙ୍କର ନୀତିକାନ୍ତିକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଯାଉଛି |କଞ୍ଜରଭେସନ ଓ ପଏଣ୍ଟିଂ କାମ ସରିବା ପରେ […]

ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ।

ରାୟଗଡ ତା ୭/୦୧- ରାୟଗଡ ଜିଲ୍ଲାପ୍ରଶାସନ ଓ କୃଷି ବିଭାଗ ତରଫରୁ ସ୍ଥାନୀୟ ଜେଏସସିଆଇଆର ପଡିଆ ଠାରେ ଚଳିତ ମାସ ତା ୭ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଟିତ ହେବାକୁ ଥିବା ଜିଲ୍ଲାସ୍ତରୀୟ କୃଷୀ ଯନ୍ତ୍ରପାତି ମେଳା ଆଜିର ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମଝିଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତ ଅଧ୍ୟକ୍ଷତlରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମlନିତ […]

ଡବଲ୍‌ ଡେକର ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ଆଜିଠୁ ବିଧି ବଦ୍ଧ ଭାବେ ଗଡିବ ଡବଲ ଡେ଼କର ବସ । ଗାଡ଼କଣରୁ ଜନତା ମୈଦାନ ଗଡ଼ିଲା ବସ । ତେବେ ବୁଧବାର ଠାରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବାକୁ ଥିବା ବେଳେ ଆଜି ଡବଲ୍ ଡେକର ବସର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି ।5ଟି ଡବଲ ଡେକର, 10ଟି ହପ୍ ଅନ୍ ଅଫ୍ ବସର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏଥିସହିତ 25ଟି ଶ୍ରୀମନ୍ଦିର ପ୍ରଶାସନର […]

ରାଜ୍ୟ ସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ଏକାମ୍ର କାନନରେ ପୁଷ୍ପ ପ୍ରଦର୍ଶନୀ ଉଦଘାଟିତ । ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନାନା ରଙ୍ଗ ବେରଙ୍ଗ ଫୁଲରେ ସଜେଇ ହୋଇଛି ଏକାମ୍ର କାନନ ।ଗେ।ଲାପ, ଏକଜୁରା, ଜରବରା, ଆଷ୍ଟର, ଭରବିନା, ଗ୍ଲାଡିଓ, ପିଟୁନିଆ, ଲିଲିଅମ, କ୍ୟାଲେଣ୍ଡୁଲା, ଗେଣ୍ଡୁ, ମନ୍ଦାର ଆଣ୍ଟିରିନିୟମ, ଜିନିଆ, ସେଲଭିଆ ସେବତି ର ଅପୂର୍ବ ସମ୍ଭାରର ଏକ ସୁନ୍ଦର ମନଲୋଭା ବଗିଚା ଦେଖିବାକୁ ମିଳିଛି ଫୁଲ ମତ୍ସୋବରେ । ଭଳିକି ଭଳି ଫୁଳର ବଗିଚା ବେଶ୍ […]

ଅଦିନିଆ ବର୍ଷା କ୍ଷୟକ୍ଷତି । ୪ରୁ ୫ ଦିନ ଭିତରେ ସମସ୍ତ ଚାଷୀ ପାଇବେ କ୍ଷତିପୂରଣ: ରାଜସ୍ବ ମନ୍ତ୍ରୀ

ଅଦିନିଆ ବର୍ଷା କ୍ଷୟକ୍ଷତି। ପାଞ୍ଚ ଦିନ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବ ଆର୍ଥିକ ସହାୟତା। ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି।ଜଳସେଚିତ ଜମିକୁ ହେକ୍ଟର ପିଛା ୧୫ ହଜାର କ୍ଷତିପୂରଣ ଦିଆଯିବା ନେଇ ମନ୍ତ୍ରୀ କହିଛନ୍ତି । ତେବେ ଚାଷୀଙ୍କୁ ପ୍ରଦାନ କରାଯିବ ୨୯୨ କୋଟିର କ୍ଷତିପୂରଣ ରାଶି। ଏହି ଅର୍ଥ ଅନଲାଇନରେ ଜିଲ୍ଳାପାଳମାନଙ୍କୁ ଦିଆ ସରିଲାଣି । ଦୁଇ ଦିନ ହେଲା ସହାୟତା ରାଣି ଚାଷୀଙ୍କୁ ବଣ୍ଟନ ଆରମ୍ଭ ହେଲାଣି। ପାଞ୍ଚ ଦିନ […]

ରାଜଧାନୀର ସମସ୍ତ ଘର ମାଲିକଙ୍କୁ ଗୃହ ସମ୍ମୁଖରେ ସାଜସଜ୍ଜା କରିବା ପାଇଁ ମନ୍ତ୍ରୀଙ୍କ ନିନେଦନ

ପ୍ରବାସୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର । ସବୁ ବିଭାଗର ମନ୍ତ୍ରୀ ଓ ଅଫିସର ମାନେ ପ୍ରସ୍ତୁତି ନେଇ ଲଗାତାର ସମୀକ୍ଷା କରୁଛନ୍ତି ।ପ୍ରବାସୀଙ୍କ ରହିବା ପାଇଁ ହୋଟେଲ, ରେସ୍ତୋରାଁରେ ହୋଇଛି ବ୍ୟବସ୍ଥା। କିଛି ପ୍ରବାସୀ ଅତିଥି ହୋଇ ରହିବେ ହୋମ୍ ଷ୍ଟେ ବ୍ୟବସ୍ଥାରେ। ଅର୍ଥାତ୍ ରାଜଧାନୀର କିଛି ଲୋକ ପ୍ରବାସୀମାନଙ୍କୁ ସେମାନଙ୍କ ଘରେ ଅତିଥି ଭାବେ ରଖିବେ । ଓଡ଼ିଆ ଘରେ ଓଡ଼ିଆ ଖାଦ୍ୟ ପାନୀୟରେ ଆପ୍ୟାୟିତ ହେବେ ପ୍ରବାସୀ ଭାରତୀୟ । ପଟିଆରେ […]

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ। ୧୨ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ। ଏନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।ଆସନ୍ତା ୮ରୁ ୧୦ ତାରିଖ ଯାଏଁ ରାଜଧାନୀରେ ପ୍ରବାସୀ ମହାକୁମ୍ଭ ପାଇଁ ମହା ଆୟୋଜନ । ଭୁବନେଶ୍ବର ଜନତା ମଇଦାନରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏଥିପାଇଁ ଓଡ଼ିଶାରେ ପହଞ୍ଚିବାକୁ ଲାଗିଲେଣି ପ୍ରବାସୀ ଭାରତୀୟମାନେ […]

ବାଘକୁ ନେଇ ତାତିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ବାଘ ଆଳୁ ନୁହଁ ଯେ ମମତା ସରକାର ରଖିଦେବେ । ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କ ଏହି ଅଭିଯୋଗ ପରେ ରାଗିଲେ ମମତା । ବାଘ ଉଦ୍ଧାର ନେଇ ଓଡିଶା ସରକାର ଓ ବନ ବିଭାଗକୁ କଲେ ଟାର୍ଗେଟ ।ମମତା କହିଥିଲେ, ଗୋଟିଏ ବାଘ ୫ଟା ଜଙ୍ଗଲ ବୁଲିଲା, ୫ଟା ଜିଲ୍ଲା ବୁଲିଲା । ୫ ଦିନ ଲୋକ ଆତଙ୍କିତ ରହିଲେ, ସ୍କ୍ଲୁଲ ବନ୍ଦ ରହିଲା I ଯେମିତି ଦିନରାତି ପରିଶ୍ରମ କରି ଆମ ବନ ବିଭାଗ ଉଦ୍ଧାର […]