ଭାରତରେ ଜାତି ଜନଗଣନା କଣ ଓ କିପରି ହୁଏ?

ଦେଶ ସ୍ବାଧୀନ ହେବା ପରଠାରୁ ଥରୁଟିଏବି ଜାତି ଜନଗଣନା ହୋଇନାହିଁ । ଶେଷଥର ପାଇଁ ବ୍ରିଟିଶ ଶାସନ ସମୟରେ 1931ରେ ଏପରି ଜନଗଣନା ହୋଇଥିଲା । ସ୍ୱାଧୀନ ଭାରତରେ ଦଶ ବର୍ଷୀୟ ଜନଗଣନାରୁ ବ୍ୟାପକ ଜାତି ଗଣନାକୁ ବାଦ ଦେଇଥିଲା । କେବଳ SC ଏବଂ ST ବର୍ଗ ପର୍ଯ୍ୟନ୍ତ ତଥ୍ୟ ସଂଗ୍ରହକୁ ସୀମିତ କରିଥିଲା । ଚଳିତ ଥର କିନ୍ତୁ ସ୍ବାଧୀନ ଭାରତରେ ପ୍ରଥର ଥର ପାଇଁ ଜାତିଭିତ୍ତିତ ଜନଗଣନା ହେବ ।ଭାରତର ଜନଗଣନା କାର୍ଯ୍ୟ […]

ଆଜିଠୁ ବଢିବ ଭୀଷଣ ତାତି ଓ ଗୁଳୁଗୁଳି

ରୁବାରଠାରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିପାରେ । ସମ୍ବଲପୁର ଓ ଝାରସୁଗୁଡ଼ାରେ ତାତି ୪୩ ଡିଗ୍ରୀ ଛୁଇଁବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ମଧ୍ୟ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସମ୍ଭାଳ ଗରମ ସହିତ ଗୁଳୁଗୁଳି ସ୍ଥିତି ରହିବାର ସମ୍ଭାବନା ରହିଛି। […]

ମୁଖ୍ୟମନ୍ତ୍ରୀ ବସ ସେବା, ମିଳିବ ୫୦ ପ୍ରତିଶତ ରିହାତି

ରାଜ୍ୟର ସରକାରଙ୍କ ପକ୍ଷରୁ ବୁଧବାର ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ମୋଟ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ୫ଟି ବିଭାଗର ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକରେ ପଶୁ ସମ୍ପଦ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ, ବାଣିଜ୍ୟ ପରିବହନ ଓ ସ୍ବାସ୍ଥ୍ୟ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ୮ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି ।ବାଣିଜ୍ୟ ଓ ପରିବହନ ବିଭାଗରେ […]

ମୋହନ ସରକାରକୁ ପୂରିବ ବର୍ଷେ; ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେବେ ସରକାର

ଓଡ଼ିଶାରେ ବିଜେପି ସରକାରକୁ ଏକ ବର୍ଷ ପୁରା ହେବାକୁ ଯାଉଛି । ବିଜେପି ଓଡ଼ିଶାରେ ପ୍ରଥମଥର ପାଇଁ ସରକାର କରିଛି । ରାଜ୍ୟବାସୀଙ୍କୁ ଏହାର ରିପୋର୍ଟ କାର୍ଡ ଦେବେ ମୋହନ ମାଝୀ ସରକାର । ଏଥିପାଇଁ ମନ୍ତ୍ରୀମାନେ ଆରମ୍ଭ କଲେଣି ନିଜର ରିପୋର୍ଟ କାର୍ଡ । ବର୍ଷକ ଭିତରେ କଣ କରିଛନ୍ତି ଏବଂ କେତେ ସଫଳତା କେତେ ବିଫଳତା ମିଳିଛି, ତାର ଦେବେ ରିପୋର୍ଟ। ଏହି ଏକ ବର୍ଷ ଭିତରେ ସରକାର ପାଇଁ ଆଚିଭମେଣ୍ଟ ଯେତିକି ଚ୍ୟାଲେଞ୍ଜ […]

ପାକିସ୍ତାନ ସେନା ଗାଡି ଉପରେ ଆଇଇଡି ବିସ୍ଫୋରଣ ।

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନର ବେଳା ଖରାପ୍ । ଦୈନିକ ନୂଆ ନୂଆ ସମସ୍ୟା ପାକିସ୍ତାନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ପାକିସ୍ତାନ ସେନା ଗାଡି ଉପରେ ଆଇଇଡି ବିସ୍ଫୋରଣ ହୋଇଛି । ୧୨ ରୁ ଅଧିକ ପାକ୍ ଯବାନଙ୍କ ମୃତ୍ୟୁ । ଆକ୍ରମଣ ପଛରେ ଭାରତର ହାତ ଥିବା କହିଲା ପାକିସ୍ତାନ । ପାକିସ୍ତାନୀ ସେନା ଗାଡି ଯାଉଥିବା ବେଳେ ଆଇଇଡି ବିସ୍ଫୋରଣ କରି ଉଡାଇଦେଇଛି ବଲୁଚି ଆକ୍ରମଣ । ଆକ୍ରମଣରେ […]

୮ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

ରାଜ୍ୟର ସରକାରଙ୍କ ପକ୍ଷରୁ ବୁଧବାର ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ଏକ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲାl l ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା ଦେଇଥିଲେ।ରାଜ୍ୟ ସରକାର ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।ଏହାଦ୍ବାରା ରାସ୍ତାର ଉନ୍ନତିକରଣ ହେଲେ ଶିକ୍ଷାନୁଷ୍ଠାନ, ଚିକିତ୍ସା ସୁବିଧା, ବ୍ଳକ/ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ, […]

ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

ରାୟଗଡା:-ତା.୭/୦୫: ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀ ସ୍କ୍ୱାତ୍ୟଜିତ ଗମାଙ୍ଗ,ରାୟଗଡ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପଲସ୍ୱାମୀ କାଡ୍ରାକlଙ୍କ ପ୍ରତିନିଧି ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ମାନ୍ୟବର ଗୁଣୁପୁର ବିଧାୟକ, ଜିଲ୍ଳାପାଳ ପାରୁଲ ପଟାୱରୀ ,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ […]

ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ହେଉଛି ଅର୍ଥ ପ୍ରଲୋଭନ-ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ପୁରୀ ଶଙ୍କରାଚାର୍ଯ୍ୟ ମଠର ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, ପୂର୍ବରୁ ଏଭଳି ଚକ୍ରାନ୍ତ ହୋଇଥିଲା କିନ୍ତୁ ଏହାକୁ ମୁଁ ସମ୍ପୂର୍ଣ୍ଣ ବାରଣ କରିଥିଲି ।ଏହାସହ ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ହେଉଛି ଅର୍ଥ ପ୍ରଲୋଭନ । ପୁରୀ ପର୍ଯ୍ୟଟନକୁ ପ୍ରଭାବିତ କରିବା ପାଇଁ ଦୀଘାରେ ମନ୍ଦିର ପ୍ରତିଷ୍ଠା ହୋଇଥିବା କହିଛନ୍ତି ଜଗତଗୁରୁ । ମହାପ୍ରଭୁଙ୍କୁ ସର୍ବପ୍ରଥମେ ବ୍ରହ୍ମା […]

ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଲେ ଟିମ୍‌ ଇଣ୍ତିଆର କ୍ୟାପଟେନ୍‌ ରୋହିତ ଶର୍ମା ।

ଟେଷ୍ଟରୁ ସନ୍ୟାସ ନେଲେ ହିଟ୍ ମ୍ୟାନ । ଇଂଲଣ୍ଡ ଗସ୍ତ ପୂର୍ବରୁ ଟେଷ୍ଟରୁ ଅବସର ନେଇ ଘୋଷଣା କଲେ ରୋହିତ ଶର୍ମା । ଏନେଇ ସେ ଖୋଦ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ଦ୍ୱାରା ଜଣାଇଛନ୍ତି । ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ ବେଳେ ରୋହିତ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାକୁ ନିଜେ ଖଣ୍ତନ କରିଥିଲେ ରୋହିତ । ଏବେ ସେ ନିଜେ ଏନେଇ ଘୋଷଣା କରିଛନ୍ତି । ୨୦୧୩ରେ ଟେଷ୍ଟରେ ଡେବ୍ୟୁ କରିଥିଲେ […]

ବଢ଼ିଲା ସିବିଆଇ ନିର୍ଦେଶକ ପ୍ରବୀଣ ସୁଦ୍‌‌ଙ୍କ କାର୍ଯ୍ୟକାଳ

କ୍ରାଇମ ବ୍ରାଞ୍ଚ ଅଫ୍ ଇଣ୍ଡିଆ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବଢ଼ିଛି । ପର୍ସନେଲ ମିନିଷ୍ଟ୍ରି ସୂଚନା ମୁତାବକ ପ୍ରବୀଣଙ୍କ କାର୍ଯ୍ୟକାଳ ୧ ବର୍ଷ ବଢ଼ାଇ ଦିଆଯାଇଛି । ଶ୍ରୀ ସୁଦ ୨୫ ମଇ, ୨୦୨୩ରେ ଦୁଇ ବର୍ଷ ପାଇଁ ସିବିଆଇ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟିର ବୈଠକରେ ଏବଂ ଭାରତର ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ […]

ମଦର୍ସ ଡେ’ ପାଇଁ ସେଲଫି ପ୍ରତିଯୋଗିତା, ମା’ଙ୍କ ସହ ସେଲଫି ପଠାଇ ହୁଅନ୍ତୁ ପୁରସ୍କୃତ

ଆସନ୍ତା ମେ ୧୧ ତାରିଖରେ ସାରା ବିଶ୍ଵରେ ମଦର୍ସ ଡେ ୨୦୨୫ ପାଳିତ ହେବାକୁ ଯାଉଛି। ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମେ ୬ ରୁ ୧୦ ପର୍ଯ୍ୟନ୍ତ ଏକ ସେଲଫି ପ୍ରତିଯୋଗିତା ‘ମଦର୍ସ ଡେ ସେଲଫି କଣ୍ଟେଷ୍ଟ’ ନାମକ ଏକ ଅଭିନବ ପ୍ରୟାସର ଶୁଭାରମ୍ଭ କରିଛନ୍ତି।ମେ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ପଠାଇପାରିବେ ମା’ଙ୍କ ସହ ସେଲଫି । ତେବେ ମେ ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ଏକାମ୍ର […]

ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପାକ୍ ସେନାକୁ ମିଳିଲା ଅନୁମତି

ଭାରତୀୟ ସେନା ପହଲଗାମ ଆତଙ୍କବାଦ କାଣ୍ଡର ପ୍ରତିଶୋଧରେ ପାକିସ୍ତାନ ଓ ପିଓକେର ଆତଙ୍କୀ ବେସ୍ ଧ୍ୱଂସସ୍ତ କରିଛି। ଏହାକୁ ନେଇ ପାକିସ୍ତାନରେ ୭ ମେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତର ଏୟାରଷ୍ଟ୍ରାଇକ୍ କୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୁଧବାର ସନ୍ଧ୍ୟାରେ ଏହି ପ୍ରସଙ୍ଗରେ ସଂସଦକୁ ସମ୍ବୋଧିତ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଭାରତୀୟ ସେନା ଦ୍ବାରା ଅଧ ରାତିରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ରେ ଜୈଶ-ଏ-ମହମ୍ମଦ […]