ମିଲରମାନେ ସିଧାସଳଖ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ। ଏଭଳି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଭିନ୍ନ ସ୍ଥାନରେ ମିଲରମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଜାହିର କରିବା ସହ ମିଲରମାନଙ୍କୁ ଚେତାବନୀ ଦେଇ ଏହା କହିଛନ୍ତି | ଯଦି ମିଲର ସିଧାସଳଖ ଧାନ କିଣିବେ ସେ ମିଲ୍କୁ ସିଲ୍ କରି ଦିଆଯିବ । କଡ଼ା ଆକ୍ସନ ନିଆଯିବ । ସେହି ମିଲ୍କୁ […]
‘ସୁଭଦ୍ରା’ ଯୋଜନାକୁ ନେଇ ଶନିବାର ବଡ଼ ଅପ୍ଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସଭୁଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି । ଯାଞ୍ଚ ପରେ ଆସନ୍ତାକାଲି ୨୨ ପ୍ରତିଶତ ଆବେଦନକାରୀଙ୍କୁ ଟଙ୍କା ମିଳିବ ।ସେ କହିଛନ୍ତି ଯେ ବାକି ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ ପଡ଼ିଛନ୍ତି । ବ୍ଲକସ୍ତରକୁ ରିପୋର୍ଟ ଯାଇଛି । ସେମାନଙ୍କର ଯାଞ୍ଚ କରି ସାମିଲ କରାଯିବ । ୫ ଲକ୍ଷ ମିସମ୍ୟାଚ ଆବେଦନର ସମାଧାନ […]
ମୁନିଗୁଡା,୨୨/୧୧ ମୁନିଗୁଡାରେ ଏକ ଭୁତଳ ରାସ୍ତା ବା ଅଣ୍ଡର ଗ୍ରାଉଣ୍ଡ ରୋଡ଼ ନିର୍ମାଣ ଦାବିକୁ ନେଇ ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ସଭାଯାତ୍ରା କରିବା ସହ ରେଳ ଷ୍ଟେସନ ସାମନା ଅଟୋ ଷ୍ଟାଣ୍ଡ ନିକଟରେ ପ୍ରତୀକ ଧାରଣା ଦିଆଯାଇଥିବା ଜଣାପଡିଛି l ଏହି ଅବସରରେ ପ୍ରଗତି ମଞ୍ଚର ସଭାପତି ସିଏଚ ଗଣେଶ୍ୱର ରାଓ,ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ମିଳିତ ନେତୃତ୍ଵ ଓ ଉପସଭାପତି ରାଜିବଲୋଚନ ଦାସ,ସହ ସମ୍ପାଦକ ମନୋରଞ୍ଜନ ଦଲାଇ ଓ କୋଷାଧ୍ୟକ୍ଷ ନନ୍ଦକିଶୋର ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ […]
ପ୍ରାୟ ୨୩ ବର୍ଷ ପରେ ଇନ୍ଦିରା ଗାନ୍ଧୀ ପାର୍କ ଓ ଚିଡ଼ିଆଖାନାକୁ ଫେରିଛନ୍ତି ଦୁଇଟି କଲରାପତରିଆ ବାଘ। ଏମାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା (୮ ବର୍ଷ) ଥିବାବେଳେ ଅନ୍ୟଟି ଗୋଟିଏ ମାଈ(୭ ବର୍ଷ)। ଉଭୟଙ୍କୁ ପୁନେସ୍ଥ ରାଜୀବ ଗାନ୍ଧି ପ୍ରାଣୀ ଉଦ୍ୟାନ ଓ ବନ୍ୟଜନ୍ତୁ ଗବେଷଣା କେନ୍ଦ୍ରରୁ ଅଣାଯାଇଛି। ସଂପ୍ରତି ଉଭୟ ବାଘ ସଙ୍ଗରୋଧରେ ଥିବାବେବେଳ ୨୧ ଦିନପରେ ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯିବ। ଆର୍ଏସ୍ପି ପକ୍ଷରୁ ୪ଟି ସ୍ବତନ୍ତ୍ର ପ୍ରଜାତିର ୪ ଶିଙ୍ଗ ବିଶିଷ୍ଟ ହରିଣ […]
ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଛନ୍ତି ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ। ଆଜି ସକାଳେ ତାଙ୍କୁ ଗିରଫ କରାଯାଇ ଏସ୍ଡିଜିଏମ୍ଙ୍କ ବାସଭବନକୁ ଅଣାଯାଇଥିଲା। ଗତ ବିଳମ୍ବିତ ରାତିରେ ଯାଜପୁର ଟାଉନ ପୋଲିସ ଭବଙ୍କୁ ଅଟକ ରଖିଥିଲା। ସୂଚନା ଅନୁଯାୟୀ, ଭବପ୍ରସାଦ ଦାସ ଟାଉନ ବିରଜା ହାଟରେ ମଦନ ନାୟକ ନାମଙ୍କ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ସହ ବିକ୍ରି ପାଇଁ ରଖିଥିବା ତାଙ୍କ ପରିବାକୁ ଫିଙ୍ଗି […]
ଅନଲାଇନ ଗେମ୍ ମାୟାରେ ଯୁବପିଢ଼ି ବାୟା। ରାତାରାତି ଧନୀ ହେବା ଲୋଭରେ ଅନଲାଇନ ଖେଳି ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ଅନଲାଇନ ଗେମ୍ ବିଷମ ପରିସ୍ଥିତି ସୃଷ୍ଟି କରିଛି। ଅନଲାଇନରେ ଅଭିନେତାଙ୍କ ବିଜ୍ଞାପନ ଦେଖି ଯୁବପିଢ଼ି ଓ କୋମଳମତି ପିଲାମାନେ ଲୋଭରେ ପଡୁଛନ୍ତି । ଗାଁ ମୁଣ୍ଡ ବରଗଛ ମୂଳ ହେଉ କି କାହା ଦାଣ୍ଡପିଣ୍ଡା, ଯେଉଁଠି ଦେଖିବେ ମୋବାଇଲରେ ଅନଲାଇନ ଗେମ ଖେଳୁଛନ୍ତି। ରାତାରାତି ଅଧିକ ରୋଜଗାର ଆଶାରେ ନିଜର ଓ ପରବାରର […]
ଟଳିପଡିଲେ ୧୦ ମାଓବାଦୀ । ପୋଲିସ ଏନ୍ କାଉଣ୍ଟରରେ ୧୦ ମାଓବାଦୀ ନିହତ। ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ପୋଲିସର ଏନ୍ କାଉଣ୍ଟର । ଘଟଣାସ୍ଥଳରୁ ଇନସାସ୍, ଏକେ-୪୭, SLR , ୩ଟି ବନ୍ଧୁକ ଓ ମ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି । DRG ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି । ନକ୍ସଲଙ୍କ ବିରୁଦ୍ଧରେ ଏହି ସଫଳ ଅପରେସନ ପରେ DRG (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) […]
ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋହନ ସରକାର। ଏଣିକି ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ। ଏନେଇ ସବୁ ବିଭାଗ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ମୁଖ୍ୟ ସଚିବ ମନୋଜ ଆହୁଜା।କିନ୍ତୁ କେତେକ କ୍ଷେତ୍ରରେ ଏହା ସଠିକ ଭାବେ ପାଳନ ହେଉନଥିବା ଦୃଷ୍ଟିକୁ ଆସିଛି । ଏଥିପାଇଁ ଓଡ଼ିଶା ସିଭିଲ ସର୍ଭିସ ପେନସନ ନିୟମ, ୧୯୯୨ ଅନୁସାରେ ସବୁ ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଅବସର ଦିନ ପୂର୍ଣ୍ଣାଙ୍ଗ […]
ଆଜି ପ୍ରଥମାଷ୍ଟମୀ। ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର। ଏନେଇ ଶ୍ରୀଜିଉଙ୍କ ମାମୁଘର ନିଆଳିରୁ ଶ୍ରୀମନ୍ଦିରକୁ ଆସିଛି ପୋଢୁଆଁ ଭାର।ପ୍ରତ୍ୟେକ ଓଡିଆ ଘରେ ପ୍ରଥମା ଅଷ୍ଟମୀ ଏକ ପ୍ରମୁଖ ପର୍ବ । ପୋଢ଼ୁଆ ଅଷ୍ଟମୀରେ ପିଠାମିଠାରେ ମହକୁଛି ଘରଦ୍ବାର ।ପ୍ରଥମାଷ୍ଟମୀ ପାଇଁ ପୂରପଲ୍ଲୀରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ଅନୁଷ୍ଠିତ ହୋଇଛି ପୂଜାବିଧି । ମା’ମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିବା […]
ବଦଳିବେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମହାନାୟକ କଂସ । କଂସ ଭୂମିକା ପାଇଁ ହେବ ଚୟନ । କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଲାଞ୍ଚ ନେଇ ଧରା ପଡ଼ିବା ପରେ ହୋଇଥିଲେ ନିଳମ୍ବିତ ।ବିବାଦୀୟ ହୃଷିକେଷ ଭୋଇ ହେବେନି ମହାରାଜ କଂସ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ନୂଆ କଂସ ପାଇଁ ହେବ ଚୟନ ପ୍ରକ୍ରିୟା । ୨୦୨୨ ମସିହାରେ ଚୟନ ହୋଇଥିବା […]
ଗତ ଦୁଇଦିନ ଧରି ସରସ୍ବତୀ ଶିଶୁଵିଦ୍ୟାମନ୍ଦିର, ନୟାଗଡ଼ ର ବାର୍ଷିକ କ୍ରୀଡା PTS ପଡିଆ ରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବ ରେ ପୋଲିସ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭୂପେଶ nayak ଦୀପ ପ୍ରଜ୍ବଳନ କରି ମା ସାରଦାଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ। ବିଶେଷ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଓଡ଼ିଆ ଙ୍କ ଖୋର୍ଦ୍ଧା ବିଭାଗ ନିରୀକ୍ଷକ ଶ୍ରୀ ପ୍ରସନ୍ନ କୁମାର ମହାନ୍ତି ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ଛାତ୍ରଛାତ୍ରୀ […]
ନୟାଗଡ଼ର ଏକ ଅନନ୍ଯ ଅନୁଷ୍ଠାନ ନୟାଗଡ଼ କ୍ଳବ୍ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ସଂଗୀତ ପ୍ରତିଯୋଗିତା “ଭଏସ୍ ଅଫ୍ ନୟାଗଡ଼” କେବଳ ନୟାଗଡ଼ ନୁହେଁ ରାଜ୍ଯର ଏକ ସଫଳ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ। ସଂଗୀତ ସାଧନା କରୁଥିବା ଛାତ୍ରଛାତ୍ରୀ ଓ ଯୁବ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ତଥା ରାଜ୍ଯ ସ୍ତରରେ ସେମାନଙ୍କୁ ପରିଚିତ କରାଇବା ଆମର ପ୍ରଧାନ ଲକ୍ଷ୍ଯ। ପ୍ରକାଶ ଥାଉକି, ଗତ ଚାରିବର୍ଷ ମଧ୍ଯ ରେ ହୋଇଥିବା ପ୍ରତିଯୋଗିତା ର ୦୫ ଜଣ ପ୍ରତିଭାବାନ କଳାକାର […]
