ଯନ୍ତାରୁ କାଢି ଶିମିଳିପାଳରେ ଛଡାଗଲା ନୂଆ ମହାବଳ ବାଘୁଣୀ।

ମହାରାଷ୍ଟରୁ ଆସିଥିବା ବାଘୁଣୀକୁ ସିମିଳିପାଳ କୋର୍ ଅଞ୍ଚଳରେ ଛଡ଼ାଗଲା । ସଠିକ୍ ଭାବେ କୋର୍ ଅଞ୍ଚଳରେ ଏନକ୍ଲୋଜରରେ ଛଡ଼ାଯାଇଛି । ବାଘୁଣୀ ସଂପୂର୍ଣ୍ଣ ଭାବେ ସୁସ୍ଥ ସବଳ ଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ । ବାଘୁଣୀକୁ ଆଜି ସକାଳ ୯ଟା ୨୫ ମିନିଟ୍ ସମୟରେ ଛଡ଼ା ଯାଇଛି ।ସୂଚନା ଥାଉକି,ବାରିପଦା, ମହାରାଷ୍ଟ୍ରର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳକୁ ଆସିଛି ଗୋଟିଏ ଅଢେଇ ବର୍ଷର ବାଘୁଣୀ । ଏହି ବାଘୁଣୀକୁ ଆଣିବାକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର […]

ଅକ୍ଟୋବର ୨୯ ତାରିଖରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଅକ୍ଟୋବର ୨୯ ତାରିଖରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏଥିରେ ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ୍କ ନାଗରିକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ମିଳିବ । ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିିଙ୍ଗ । ଅନ୍ୟପକ୍ଷରେ ୨୯ରେ ଆୟୁର୍ବେଦିକ ହସ୍ପିଟାଲର ଉଦଘାଟନ ହେବ । ଉଦଘାଟିତ ହେବ ଆୟୁଜ୍ମେଦ ଓ ନେଚରପାଥି ହସ୍ପିଟାଲ । ୨୯ରେ ଆୟୁର୍ବେଦିକ ଦିବସରେ ଉଦଘାଟନ ହେବ । ଜଟଣୀରେ […]

ଖାଇବା ତେଲର ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଖାଉଟି

ପାର୍ବଣ ଋତୁରେ ଖାଇବା ତେଲ ଦର ଆକାଶଛୁଆଁ । ନିରନ୍ତର ଭାବେ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି । ଗତ ମାସ ତୁଳନାରେ ଚଳିତ ମାସରେ ପାମ୍‌ ଅଏଲ୍ ଦର ୩୭% ବଢ଼ିଗଲାଣି । ଫଳରେ ଏହା ହାଣ୍ଡିଶାଳ ବଜେଟକୁ ପ୍ରଭାବିତ କରିଛି । ପନିପରିବା, ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ ସେପ୍ଟେମ୍ବରରେ ଖୁଚୁରା ମୁଦ୍ପାସ୍ପୀତି ୯ମାସର ୫.୫ ପ୍ରତିଶତ ସ୍ତର ଛୁଇଁଥିଲା । ଗତମାସରେ କେନ୍ଦ୍ର ସରକାର ଅଶୋଧିତ ସୋୟାବିନ୍, ପାମ୍ ଓ […]

ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର, ଚଳଚଞ୍ଚଳ ଶୈବପୀଠ ।

ଆଜି ହେଉଛି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ଚଳଚଞ୍ଚଳ‌ ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ୱର ଙ୍କ ପୀଠ । ଧାର୍ମିକ ବିଶ୍ବାସ ରହିଛି ଏହି ଦିନରେ ଦେବ ଦେବ ମହାଦବେଙ୍କୁ ର୍ଦଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ । କାହାର ସନ୍ତାନ ହେଉନାହିଁ, କାହା ଛୁଆଙ୍କ ପାଟି ଖୋଲୁନାହିଁ ଏଭଳି ଅନେକ ଭକ୍ତ ବାବାଙ୍କ ପାଖରେ ମାନସିକ କରିଥାନ୍ତି । ଆଜି ବାବାଙ୍କୁ ପାଖରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହୋଇଥାଏ […]

ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୧୦ ବଖରା ଘର

ଖଲ୍ଲିକୋଟ ଥାନା କମଳାପଦରରେ ଘଟିଲା ଅଘଟଣ । ନିଆଁ ଲାଗି ୩ ପରିବାରର ୧୨ ବଖରା ଘର ଭସ୍ମିଭୂତ । ଅଳ୍ପକେ ବର୍ତ୍ତିଲେ ଲୋକେ । ଆଜି ଭୋର ସମୟରେ ହଠାତ୍‌ ଜଣଙ୍କ ଘରେ ଏକ ଗ୍ୟାସ ଟାଙ୍କି ଫାଟି ଯାଇଥିଲା। ଫଳରେ ହୁତୁହୁତୁ ହୋଇ ନିଆଁ ଜଳିବା ସହ ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିଲା। କେବଳ ସେତିକି ନୁହେଁ, ସେହି ଘରର ସମସ୍ତ ଆସବାବପତ୍ର ସହ ଚାଉଳ, ମୂଲ୍ୟବାନ ସାର୍ଟିଫିକେଟ ସହ ଅନ୍ୟାନ୍ୟ ଜିନିଷ […]

ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି 

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସୋମବାର ସ୍ଥଗିତ ରଖାଯାଇଛି। ବାତ୍ୟାର ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବାକୁ ଥିବା ଅଭିଯୋଗ ଶୁଣାଣି ବନ୍ଦ ରଖାଯାଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଏହି ଦିନ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବାକୁ ଅନଲାଇନରେ ପଞ୍ଜୀକରଣ କରିଥିଲେ, ସେମାନେ ମୁଖ୍ୟମନ୍ତ୍ରୀ ଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣି ପାଇଁ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ସେମାନଙ୍କ ପାଇଁ […]

ଏଣିକି ଥାନାରେ ପୋଲିସ ପିନ୍ଧିଲେ ବଡ଼ି କ୍ୟାମେରା

ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୁଲିସ। ଅମାନିଆଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସର ନୂଆ ଯୋଜନା। ଥାନା ରିସେପସନ୍‌ ଦାୟିତ୍ୱରେ ଥିବା ଅଧିକାରୀ ପିନ୍ଧିଲେ ବଡି କ୍ୟାମେରା।ସବୁ ଥାନାକୁ ଦିଆଯିବ ବଡ଼ି କ୍ୟାମେରା । ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡିଓ ରେକର୍ଡ ହେବ । କେବଳ ଏତଲାକାରୀ ନୁହେଁ, ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହେବ । ବଡ଼ି କ୍ୟାମେରାର ଭିଜୁଆଲ ସିପି ଓ ଡିସିପି ଦେଖିବେ । ପାନିକ୍‌ […]

ନୂଆଗାଁ ବ୍ଲକ୍ ରେ ୧୭୫ ରୁ ୧୭୦ ଜଣ ଛାତ୍ର ଛାତ୍ରୀ ଦେଲେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା

ନୂଆଗାଁ: ନୂଆଗାଁ ବ୍ଲକ୍ ରେ ତିନୋଟି ପରୀକ୍ଷା କେନ୍ଦ୍ରରେ ୧୭୫ ଜଣ ଛାତ୍ର ଛାତ୍ରୀ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଦେବାକୁ ନାମ ପଞ୍ଜୀକୃତ କରିବାକୁ ଥିବାବେଳେ ୧୭୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି। ସୂଚନା ଥାଉକି ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୪୯ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୪୭ ଜଣ ପରୀକ୍ଷା ଦେଇଥିବା ବେଳେ ୨ ଜଣ ଅନୁପସ୍ଥିତ ଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ ଝୋଲାରେ ୫୨ ଜଣ […]

‘ସଙ୍ଗୀତଧାରା’  ଭକ୍ତିସଙ୍ଗୀତ ପ୍ରତିଯୋଗିତା ,  ୧୬ ଜଣ ସେମି ଫାଇନାଲକୁ ଉନ୍ନୀତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଏନଏସି ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ଭକ୍ତି ସଙ୍ଗୀତ ପ୍ରତିଯୋଗିତାକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ […]

୧୦ ଟଙ୍କିଆ ମୁଦ୍ରା ଅସଲି କି ନକଲି ?

ବଜାରରେ ଏବେ ଦୁଇ ପ୍ରକାରର ୧୦ ଟଙ୍କା ମୁଦ୍ରା ଚାଲୁଥିବାର ଜଣାପଡିଛି। ଏଥିରେ ଗୋଟିଏ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରିତ ୧୦ ଟଙ୍କା ମୁଦ୍ରା ହୋଇଥିବା ବେଳେ ଅନ୍ୟଟି ନକଲୀ। ଆରବିଆଇ ପ୍ରାୟତଃ ୧୦ ଟଙ୍କିଆ ମୁଦ୍ରା ସମ୍ପର୍କିତ ସୂଚନା ଦେଇ ଆସୁଛନ୍ତି। ଏହା ସତ୍ତ୍ୱେ ଲୋକଙ୍କ ମନରେ ୧୦ ଟଙ୍କା କଏନକୁ ନେଇ ଦ୍ୱନ୍ଦ୍ୱ ରହୁଛି। ଲୋକେ ୧୦ ଟଙ୍କା ମୁଦ୍ରା ଉପରେ ପଡିଥିବା ଗାରକୁ ନେଇ ପ୍ରାୟ ଦ୍ୱନ୍ଦ୍ୱରେ ରୁହନ୍ତି। ଏ ନେଇ […]

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ ମିଳିବ। ଏହି ନିର୍ବାଚନ ଲାଗି ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିର୍ବାଚନ କମିଶନ ନିଯୁକ୍ତ କରିଛନ୍ତି।ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ କେ.ରବି କୁମାର ଏନେଇ ସୂଚନା ଦେଇ କହିଛନ୍ତି, ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ସଚେତନତା ଅଭିଯାନର ଅଂଶ ହେବେ। ନିର୍ବାଚନ ଆୟୋଗଙ୍କ […]

ଦୀପାବଳି ପୂର୍ବରୁ ବେଆଇନ ବାଣ କାରାବରୀଙ୍କ ଘରେ ଚଢ଼ାଉ

ବେଆଇନ ବାଣ କାରବାର ଚାଲିଥିବା ବେଳେ ସାଲେପୁର ପୋଲିସ ଚଢ଼ାଉ କରିଛି । ଚଢାଉ ବେଳେ ବିପୁଳ ପରିମାଣର ବେଆଇନ ବାଣ ସହ ବାରୁଦ ଓ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି । କଟକ ଜିଲ୍ଲା ସାଲେପୁର ଆଦର୍ଶ ଥାନା ବୋଦାମୁଣ୍ଡାଇ ଗ୍ରାମରେ ଏଭଳି ଚଢାଉ କରିଛି । କୌଣସି ସୂତ୍ରରୁ ଖବର ପାଇ ସାଲେପୁର ଆଦର୍ଶ ଥାନା ପୋଲିସ ବୋଦାମୁଣ୍ଡାଇ ଗ୍ରାମର ଗଙ୍ଗାଧର ବେହେରା ଘର ଉପରେ ଚଡାଉକରି ବିପୁଳ ପରିମାଣର ବେଆଇନ ବାଣ […]