ସାମ୍ନାକୁ ଆସିଲା ଆଡପ ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିଯିବାର କାରଣ । ଆବଶ୍ୟକଠାରୁ ଅଧିକ ସଂଖ୍ୟକ ସେବକ ରଥରେ ଚଢିବା ଓ ବିଡ଼ିଆ ମଣୋହି ନୀତି ବିଳମ୍ବ ଯୋଗୁ ୪୫ ମିନିଟ୍ ରଥରେ ଠାକୁର ଅଟକି ରହିଥିବାରୁ ଏତେ ବଡ଼ ଅଘଟଣ ଘଟିଥିଲା । ତେବେ ଆସନ୍ତା ପରିଚାଳନା କମିଟି ବୈଠକରେ ଏହି ରିପୋର୍ଟ ଉପରେ ଆଲୋଚନା ହେବ । ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗାମୀ ଦିନରେ […]
ସ୍ୱାମୀ, ସ୍ତ୍ରୀ ଓ ଷ୍ଟିଙ୍ଗ ଅପରେସନ । ଓୟୋ ରୁମରେ ରଙ୍ଗୀନ ରାତି! ସ୍ୱାମୀଙ୍କ କାରନାମା । ସମୟ ରାତି ୩ଟା। ସ୍ଥାନ- ଭୁବନେଶ୍ବରର ଏକ ନାମୀ ଅଞ୍ଚଳର ଦାମି ହୋଟେଲ। ରୁମ୍ ନମ୍ବର ୧୦୨ । ପୋଲିସ ଛାପା ମାରିଥିଲା। ବାରମ୍ବାର କବାଟ ବାଡ଼େଇବା ପରେ ବି କେହି ଖୋଲିନଥିଲେ। ହୋଟେଲ କର୍ମଚାରୀ ଡାକିଲେ ରୁମ୍ ଖୋଲିଲା। ପୋଲିସ ନାଁ ପଚାରିଥିଲା ସ୍ପଷ୍ଟ ହୋଇଥିଲା ଅଭିନବ ସିଂହ। ଅଭିନବଙ୍କୁ ହିଁ ଖୋଜିକି ଆସିଥିଲା ପୋଲିସ। ଭିତରୁ […]
ସମ୍ବଲପୁର- ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡାଇବା ଘାଟଣା । ଜଣେ ଓୟୁଏଟି ତୃତୀୟ ବର୍ଷର ଛାତ୍ର ଏସବୁ କରିଥିବା ଜଣା ପଡିଛି । ଗୋଟିଏ ଆଇଫୋନ ଓ ଡ୍ରୋନ୍ ଜବତ କରିଛି ହୀରାକୁଦ ପୋଲିସ । ଆଜି ଏହି ଛାତ୍ରକୁ ଥାନକୁ ଡକାଇ ତଦନ୍ତ କରିବ ପୁଲିସ । ହେଲେ ସେ ମନ୍ଦ ଉଦ୍ଦେଶ୍ୟ ରଖି ଭିଡିଓ କରିନଥିବା ନେଇ ଛାତ୍ର କହିଛି। ସୂଚନା ଅନୁସାରେ ହୀରାକୁଦ ଗେଟ ଖୋଲିବା ଦିନ ହୀରାକୁଦ ନିଷିଦ୍ଧାଂଚଳରେ ଡ୍ରୋନ […]
ଓଡିଆ ରେ ବଙ୍ଗାଳୀଙ୍କୁ ଆକ୍ରମଣ ଘଟଣା କୁ ନେଇ ପଶ୍ଚିମ ବଙ୍ଗର ଗଣମାଧ୍ୟମରେ ପ୍ରକାଶ ପାଇଛି। ଶାସକ ତୃଣମୂଳ କଂଗ୍ରେସ ଏହାକୁ ନିନ୍ଦା କରି ନିଜର କଠୋର ପ୍ରତିକ୍ରିୟା ପ୍ରକାଶ କରିଛି ସୋସିଆଲ ମିଡିଆରେ। କୋଲକତା ସ୍ଥିତ ଉତ୍କଳ ଭବନ ସାମ୍ନାରେ ବଙ୍ଗାଳୀ ନିଗ୍ରହ ଅନୁଷ୍ଠାନ ବିକ୍ଷୋଭ ପ୍ରଦର୍ଶନ କରିଛି। ଆଗକୁ ବଡ ଆନ୍ଦୋଳନ ର ଧମକ ଦେଇ କହିଛି ଯେ ଓଡ଼ିଶାରେ ବଙ୍ଗାଳୀ ଙ୍କ ଉପରେ ଆକ୍ରମଣ ବନ୍ଦ ନ ହେଲେ ପଶ୍ଚିମ ବଙ୍ଗରେ ବି […]
ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ମହାତ୍ମାଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ସମାରୋହରେ ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ସହ ପାଇକ ବିଦ୍ରୋହର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଓଡିଶାବାସୀଙ୍କ ସେବା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ପାଇର ବିଦ୍ରୋହରେ ଯୋଦ୍ଧାମାନଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ । […]
୭୮ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦେଶବାସୀଙ୍କୁ ଉଦ୍ବୋଧନ ଦେବା ଅବସରରେ ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶରେ ପରିଣତ ହେବ ବୋଲି ସେ ପ୍ରକାଶ କରିଛନ୍ତି । ସ୍ବାଧୀନତା ସଂଗ୍ରାମୀମାନେ ଅନେକ ବଳିଦାନ ଦେଇ ଦେଶକୁ ସ୍ୱାଧୀନ କରିଛନ୍ତି । ଏବେ ୧୪୦ କୋଟି ଜନତା ଦେଶକୁ ବିକଶିତ କରିପାରିବେ ବୋଲି ସେ କହିଛନ୍ତି । ଏହି ଅବସର ବିଶେଷ […]
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପ୍ରସଙ୍ଗ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି । AI ଟେକ୍ନୋଲଜିର ମାଧ୍ୟମରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ କରାଯିବ । ଶ୍ରୀମନ୍ଦିର ଭିତର ବାହାର ବିଶେଷ କରି ଚାରିଦ୍ବାର ସହିତ ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ାରେ ଏହି ନୂତନ କ୍ୟାମେରା ଲଗାଯିବ। ଏନେଇ ସୂଚନା ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।ଚାରିଦ୍ୱାର ଦେଇ ମନ୍ଦିର ଭିତରକୁ ଏକାଥରେ ଲୋକେ […]
ନୟାଗଡ଼, (ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ଏବଂ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବୀ ଜଣାଇଛନ୍ତି କ୍ରିୟାନୁଷ୍ଠାନ କମିଟିର ଆବାହାକ ସମାଜସେବୀ ପ୍ରମୋଦ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିରେ ଏକ ଦାବୀପତ୍ର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରଦାନ କରିଛନ୍ତି । ସାଂସଦ ଶ୍ରୀ ମହତାବ ଦାବି ସମ୍ପର୍କରେ ତାଙ୍କର ସମର୍ଥନ ଜଣାଇବା ସଙ୍ଗେ ସଙ୍ଗେ ଠିକ୍ ସମୟରେ ଉଚିତ ପଦକ୍ଷେପ ନେବେ ବୋଲି ମତ ରଖିଥିଲେ […]
Dtd -14/8/24-ଓଡିଶା ସରକାରଙ୍କ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାୟଗଡା ଗସ୍ତ ଅବସରରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଶିଳ୍ପ ତାଲିମ ଅନୁଷ୍ଠାନର ପରିଦର୍ଶନ କରିଛନ୍ତି ଓ ସନ୍ଧ୍ୟାରେ ରାୟଗଡା ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବାର କାର୍ଯକ୍ରମ ରହିଛି । ଆଜି ପ୍ରଥମେ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣିଙ୍କ ଦର୍ଶନ କରିବା ପରେ ଜେକେ କାଗଜ କଳ, ମିଟସ ଫୁଡ ପାର୍କ, ଉତ୍କଳ ଗୌରବ […]
ସବୁ ଭାରତୀୟ ବ୍ରାଣ୍ଡ ଲୁଣ ଓ ଚିନିରେ ପ୍ଲାଷ୍ଟିକ୍ । ସଦ୍ୟତମ ଅଧ୍ୟୟନ ପରେ ରିପୋର୍ଟରେ ଏନେଇ ଖୁଲାସା ହୋଇଛି । ଏ ବାବଦରେ ଏକ ଅନୁସନ୍ଧାନ ରିପୋର୍ଟ ପରିବେଶ ଅନୁସନ୍ଧାନ ସଂଗଠନ ଟକ୍ସିକ୍ସ ଲିଙ୍କ ଦ୍ୱାରା ଉପସ୍ଥାପିତ ହୋଇଛି। ଏହି ରିପୋର୍ଟରେ ୧୦ ପ୍ରକାରର ଲୁଣ ଏବଂ ୫ ପ୍ରକାର ଚିନି ପରୀକ୍ଷା କରାଯାଇଛି ବୋଲି ଦାବି କରାଯାଇଛି।ଅନୁସନ୍ଧାନ ଅନୁଯାୟୀ, ପ୍ୟାକ୍ ହୋଇଥିବା ଏବଂ ପ୍ୟାକ୍ ହୋଇ ନ ଥିବା ସମସ୍ତ ଭାରତୀୟ ଲୁଣ ଏବଂ […]
ଆଜି ସକାଳ ୯ଟାରେ ସିଂହ କ୍ରିଶର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୬ଜୁନ ୨୦୦୪ରେ ଜନ୍ମ ହୋଇଥିଲା କ୍ରିଶ। କ୍ରିଶର ଦୁଇଟି ସନ୍ତାନ ଅଛନ୍ତି। ସେମାନେ କଳ୍ପନା ଏବଂ ଜିତ୍। ତେବେ ସିଂହ କ୍ରିଶ ଦିର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ହୋଇପଡିଥିଲା। ଏହି କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ସେପଟେରେ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ ବାଘ। ମହାବଳ ଅଣାଯିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା […]
କଟକ ବଡ଼ ମେଡିକାଲରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣାରେ ତଦନ୍ତ ପାଇଁ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଟିମ୍। ଗତକାଲି ତଦନ୍ତ ନିର୍ଦ୍ଦେଶ ପରେ ଆଜି ଏସସିବିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଡିଏମଇଟି ସନ୍ତୋଷ ମିଶ୍ର ଅଧ୍ୟକ୍ଷତାରେ ଏହି କମିଟିରେ ଯୁଗ୍ମ ଡିଏମଇଟି ରୋମା ରତନ ଓ ଏସସିବି ଅଧୀକ୍ଷକ ସୁଧାଂସୁ ମିଶ୍ର ରହିଛନ୍ତି। ଏହି ଟିମ ମେଡିକାଲ କଲେଜରେ ପହଁଚି ତଦନ୍ତ କରିବା ସହ ଏସସିବି ସୁପରିଟେଣ୍ଡେଣ୍ଟ ଓ ଏସସିବି ମେଡିକାଲ କଲେଜ ଡିନ ପ୍ରିନସିପାଲଙ୍କ ସହ […]
