ବାଇକ୍‌ ପାଇଁ ୧୦ ଦିନର ପୁଅକୁ ବିକି ଦେଲା ସ୍ବାର୍ଥପର ବାପା

ଶିଶୁପୁତ୍ରକୁ ୬୦ ହଜାରରେ ବିକି ବାଇକ୍ କିଣିଲା ବାପାବାପା ସାଜିଲା ସଇତାନ । ନିଜ ଖୁସୀ ପାଇଁ କିଛି ପଇସାରେ ବିକିଦେଲା ପୁଅକୁ । ସବୁ ବାପାଙ୍କ ପାଇଁ ପୁଅ ଆଶାବାଡି ସାଜିଥିବା ବେଳେ ଏ ବାପା ପାଇଁ ତା ପୁଅ ମୂଲ୍ୟହୀନ । ମୟୂରଭଞ୍ଜ ଜିଲ୍ଲା ପୋଡାପଡା ଗାଁର ଧର୍ମୁ ବେହେରା, ହଦମଉଦ ଗାଁର ଶାନ୍ତି ପାତ୍ରଙ୍କୁ ଦ୍ବିତୀୟ ବିବାହ କରି ହଦମଉଦ ଗାଁରେ ରହୁଥିଲେ । ପୂର୍ବରୁ ଶାନ୍ତି ପାତ୍ରଙ୍କର ଏକ ଶିଶୁପୁତ୍ର ଥିବା […]

ଉଜୁଡା ଫସଲ ଦେଖି ସହିପାରିଲେନି ଚାଷୀ,ସେହିଠାରେ ହିଁ ସେ ଟଳି ପଡ଼ିଲେ।

ହାତରେ ସ୍ୱାମୀଙ୍କର ପାସପୋର୍ଟ ଫଟୋଟିଏ ଧରି ଚାହିଁଛନ୍ତି ପତ୍ନୀ । ଛଳ ଛଳ ଆଖିରେ ଏକ ଲୟରେ ଚାହିଁରହିଛନ୍ତି । ଏପରି ଏକ ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଚିକଣା ପଞ୍ଚାୟତରେ ଘଟିଛି। ମୃତକ ହେଲେ ମଣିଭଦ୍ର ମହାନ୍ତି । ମଣିଭଦ୍ର ଧାରକରଜ କରି ୩ ଏକର ଜମିରେ ଧାନ ଚାଷ କରିଥିଲେ । ମାତ୍ର ଅଦିନିଆ ବର୍ଷା ଯୋଗୁ ବିଲରେ ଧାନ ଗଜା ହୋଇଗଲା । ନିଜ ବିଲ ଦେଖିବାକୁ ଯାଇଥିବା ମଣିଭଦ୍ର […]

ନାକେଦମ କଲାଣି ମରାଠୀ ବାଘୁଣୀ । ଖୁବ୍‌ ଶୀଘ୍ର ଟ୍ରାଙ୍କୁଲାଇଜ୍ ହେବ ଜିନ୍ନତ ।

ନାକେଦମ କଲାଣି ମରାଠୀ ବାଘୁଣୀ । ଖୁବ୍‌ ଶୀଘ୍ର ଟ୍ରାଙ୍କୁଲାଇଜ୍ ହେବ ଜିନ୍ନତ । ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ବୁଲୁଛି ବାଘୁଣୀ ଜିନ୍ନତ୍ । ରେଡିଓ କଲାର ମାଧ୍ୟମରେ ସାଟେଲାଇଟ ଜରିଆରେ ଟ୍ରାକ୍ କରାଯାଉଛି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ବନ ବିଭାଗ ‘ଜିନ୍ନତ’କୁ ଟ୍ରାକ୍ କରିବାରେ ଲାଗିଛନ୍ତି । ‘ଜିନ୍ନତ’କୁ ଖାଦ୍ୟ ଦେବା ସମୟରେ ଟ୍ରାଙ୍କୁଲାଇଜ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା। ପ୍ରଥମେ […]

 ଚାଷୀଙ୍କୁ ମିଳିବ କ୍ଷୟକ୍ଷତି ସହାୟତା । ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ 

ଫସଲ କ୍ଷତି ନେଇ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି।ଗତ ୨୦ରୁ ୨୮ ତାରିଖ ମଧ୍ୟରେ ଅଦିନିଆ ବର୍ଷା ଓ ଦ୍ୱିତୀୟ ଫେଜ ବର୍ଷା ଯୋଗୁଁ ଚାଷ କ୍ଷୟକ୍ଷତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ବୀମା କରିଥିବା ଚାଷୀଙ୍କୁ ସମୟ ପୂର୍ବରୁ ନିଜର କ୍ଷୟକ୍ଷତି ନେଇ ସରକାରଙ୍କୁ ଅବଗତ କରିବା ପାଇଁ ନିବେଦନ କରାଯାଇଛି ବୋଲି ସେ କହିଛନ୍ତି । […]

ମୋହନା ଅଞ୍ଚଳରେ ମୃଦୁ ଭୂମିକମ୍ପ ।

ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଆସିଛି ଏକ ବଡ ଖବର । ଏଠାରେ ଅଡ଼ବା, ଚାନ୍ଦିପୁଟ, ଲୁହାଗୁଡ଼ି ଓ ତପ୍ତପାଣି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଅପରାହ୍ନ ପ୍ରାୟ ୧ଟାରେ ଗଜପତି ଜିଲା ମୋହନାଠାରେ ହଠାତ୍‌ କିଛି ଶବ୍ଦ ହେବାରୁ ଲୋକମାନେ ଘର ବାହାରକୁ ଆସି ଦେଖିବା ବେଳେ ଜଣାପଡ଼ିଥିଲା ଯେ, ଭୂକମ୍ପ ହୋଇଛି। ପ୍ରାୟ ୨ ସେକେଣ୍ଡ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନାରୁ ଜଣାପଡ଼ିଛି।ଭୂମିକମ୍ପ ଝଟକା ପରେ […]

ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ଶେଷ ହେଲା ବ୍ଲକ ପର୍ଯ୍ୟାୟ ଅଡିସନ, ୫ ରେ ସେମିଫାଇନାଲ

ନୟାଗଡ଼, (ଓଡ଼ିଶା ଦର୍ପଣ): ନୟାଗଡ଼ ସଙ୍ଗୀତଧାରା ପକ୍ଷରୁ ଚାଲିଥିବା  ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ବ୍ଲକ ପର୍ଯ୍ୟାୟ ଅଡିସନ ଆଜି ଗଣିଆ ବ୍ଲକ ଅଡିସନ ସହିତ ଶେଷ ହୋଇଛି।ଆସନ୍ତା ୫ ତାରିଖରେ ଏହାର ସେମିଫାଇନାଲ ପ୍ରତିଯୋଗିତା ନୟାଗଡ଼ରେ ଅନୁଷ୍ଠିତ ହେବ। ଗଣିଆ ବ୍ଲକରେ ଅନୁଷ୍ଠିତ ପ୍ରତିଯୋଗିତାରେ ୪ ଜଣ ପ୍ରତିଯୋଗୀ ସେମିଫାଇନାଲକୁ  ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନେ ହେଲେ ଓମକାର ମହାପାତ୍ର, ଅଭିମନ୍ୟୁ ପଣ୍ଡା, ଲୀନା ସାହୁ ଏବଂ କଲ୍ୟାଣୀ କରଣ। ।ସଙ୍ଗୀତଧାରା ସମ୍ପାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ […]

ନୂଆଗାଁରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୩

ନୟାଗଡ଼,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୂଆଗାଁ ବ୍ଲକ ଅଡିସନ ନୂଆଗାଁ +୩ଡିଗ୍ରୀ କଲେଜ ,ନୂଆଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି।  ପ୍ରତିଯୋଗିତାକୁ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ ଏବଂ ନୂଆଗାଁ +୩ ଡିଗ୍ରୀ କଲେଜ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ  ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ସମ୍ପାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ […]

ପରିଚୟ ଖୋଜୁଛି ଗ୍ରୀଟିଂସ୍ କାର୍ଡ ।

ବନ୍ଧୁ ହେଉକି ବାନ୍ଧବୀଙ୍କୁ ଯୋଡୁଥିଲା କାଗଜର ଖଣ୍ଡିଏ ଫର୍ଦ୍ଦ। ସେଥିରେ ଅତି ସଂକ୍ଷେପ ଶବ୍ଦରେ ଅନେକ କିଛି କହି ହେଇଯାଉଥିଲା। କିଛି ମନ ଭାଙ୍ଗୁଥିଲା ତ କିଛି ସବୁଦିନ ପାଇଁ ପ୍ରତିଶ୍ରୁତିବଦ୍ଧ ହେଇଯାଉଥିଲେ। ମୁହାଁ ମୁହିଁ କହି ହେଉ ନଥିବା କଥା ବି ଲେଖି ଦେଉଥିଲେ। ତାର ଭାବାବେଗ ରହିଥିଲା ପୂରା ଅଲଗା। ହୃଦୟକୁ ହୃଦୟ ସହ ବନ୍ଧୁକୁ ବନ୍ଧୁ ସହ ବାନ୍ଧି ରଖୁଥିଲା । ଦିନ ଥିଲା ବର୍ଷ ସରି ଆସିବା ବେଳକୁ ଖୋଜା ପଡୁଥିଲା […]

ରାସ୍ତାକଡ଼ରେ ପଡ଼ିଛି ବହୁ ମୂଲ୍ୟବାନ ଔଷଧ

ସାଧାରଣ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ସରକାର ମାଗଣା ଚିକିତ୍ସା ସୁବିଧା ସହ ଯୋଗାଉଛନ୍ତି ମାଗଣା ମେଡିସିନ । ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ବିନା ଖର୍ଚ୍ଚରେ ରୋଗ କବଳରୁ ମୁକୁଳାଇବାକୁ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏହି ମେଡିସିନ ଲୋକେ ଖାଇବା ବଦଳରେ ରାସ୍ତା କଡ଼ରେ ଫୋପଡ଼ା ଯାଉଛି |ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ବିଜୟ […]

ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ

ଆସୁଛି ନୂଆବର୍ଷ । ପର୍ଯ୍ୟଟକଙ୍କ ସ୍ବାଗତ ପାଇଁ ନୂଆ ଏବଂ ନିଆରା ଢଙ୍ଗରେ ସଜେଇ ହେଲାଣି ନୀଳାଚଳ ଧାମ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପୁରୀକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବାର ଏବେଠୁ ସଂକେତ ମିଳିଲାଣି ।ଏଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ । ଦାୟିତ୍ବରେ ରହିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ । ସିସିଟିଭି ବଳୟରେ ରହିବ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ […]

ମାଟ୍ରିକ ପରୀକ୍ଷାର ହେବ ଲାଇଭ୍‌ ଷ୍ଟ୍ରିମିଂ

ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ)ର ଲାଇଭ୍ ଷ୍ଟ୍ରିମିଙ୍ଗ୍‌ ବ୍ୟବସ୍ଥା ହେବ। ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ। ମାଟ୍ରିକ୍ ପରୀକ୍ଷାରେ କପି ରୋକିବା ସହ ପ୍ରଶ୍ନପତ୍ର ଭାଇରାଲ ଭଳି ଅନିୟମିତତାକୁ ପ୍ରତିହତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ଏଭଳି ବୈଷୟିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ଫେବ୍ରୁଆରି ୨୧ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ […]

ଆସନ୍ତା ୩ ତାରିଖରୁ ନେଟ୍‌ ପରୀକ୍ଷା ଆରମ୍ଭ ହେବ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ନେଟ୍‌ ଡିସେମ୍ବର-୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇ ଏହି ପରୀକ୍ଷା ୧୬ ଯାଏ ଚାଲିବ । ୮୫ଟି ବିଷୟରେ କମ୍ପ୍ୟୁଟର୍‌ ବେସଡ୍ ଟେଷ୍ଟ (ସିବିଟି) ମୋଡ୍‌‌ରେ ଏହି ପରୀକ୍ଷା ହେବ। ଦିନକୁ ୨ଟି ଲେଖାଏଁ ସିଫ୍ଟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଜାନୁଆରୀ ୧୬ ତାରିଖରେ ପରୀକ୍ଷା ଶେଷ ହେବ ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏନେଇ […]