ରାଉରକଲା ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ

ରାଉରକଲା ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏଏଆଇବି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ରାଉରକେଲାରେ ପହଞ୍ଚିବା ପୂର୍ବରୁ ବିମାନରୁ ତେଲ ସରିଆସୁଥିବା ସୂଚନା ମିଳିଛି ।ଫଳର ଇଞ୍ଚିନରେ ସମସ୍ୟା ଯୋଗୁଁ ବିମାନ ଦୁର୍ଘଟଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଗତ ଜାନୁଆରୀ ୧୦ ତାରିଖରେ ଏୟାର ଇଣ୍ଡିଆ ୱାନର ବିମାନ କ୍ରାସ ହୋଇଥିଲା ।ଏହି ଦୁର୍ଘଟଣାରେ ଦୁଇ ଜଣ କ୍ରିଉ ସଦସ୍ୟଙ୍କ ସମତେ ୪ ଜଣ ଯାତ୍ରୀ […]

ଚମକିଲା ସୁନା ଓ ରୁପା, ଦେଢ ଲକ୍ଷ ପାର୍ କଲା ଦାମ୍

ପଶ୍ଚିମ ଏସିଆରେ ଅସ୍ତ୍ରବିରତି ଏବଂ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ  ପାଇଛି। ପୁଣି ବଢ଼ିଛି ସୁନା ଦର। ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୯୮୦ ଟଙ୍କା ବୃଦ୍ଧି ଘଟି ଦର ୧ ଲକ୍ଷ ୫୩ ହଜାର ୮୨୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୪୯ ହଜାର ୮୪୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ଦର ୩,୬୫୦ ଟଙ୍କା ବୃଦ୍ଧି ପାଇ ୧ […]

ଗୁଗଲ୍ କ୍ରୋମ୍ ‘ଭର୍ଟିକାଲ୍ ଟ୍ୟାବ୍’ (Vertical Tabs) ଫିଚର୍

ଏବେ ଗୁଗଲ୍ କ୍ରୋମ୍ ‘ଭର୍ଟିକାଲ୍ ଟ୍ୟାବ୍’ (Vertical Tabs) ଫିଚର୍ ଆସିଯାଇଛି। ଏବେ ନିଜ ବ୍ରାଉଜର୍ରେ ଖୋଲାଥିବା ସମସ୍ତ ଟ୍ୟାବ୍କୁ ସ୍କ୍ରିନ୍ର ଉପର ଭାଗ ବଦଳରେ ବାମ ପାର୍ଶ୍ୱରେ ଥିବା ଏକ ‘ସାଇଡ୍ ବାର୍’ (Sidebar) ରେ ରଖିପାରିବେ।ସାଧାରଣତଃ ବ୍ରାଉଜରର ଉପର ଭାଗରେ ଏକାଧିକ ଟ୍ୟାବ୍ ଖୋଲିଲେ ତାହା ବହୁତ ସଂକୀର୍ଣ୍ଣ ହୋଇଯାଏ ଏବଂ କେଉଁ ପେଜ୍ କେଉଁଠି ଅଛି ତାହା ଜାଣିବା କଷ୍ଟକର ହୋଇପଡ଼େ। କିନ୍ତୁ ଭର୍ଟିକାଲ୍ ଟ୍ୟାବ୍ ସାହାଯ୍ୟରେ ସେଗୁଡ଼ିକ ଏକ ସାଇଡ୍ ବାର୍ରେ […]

 ପୁଣି ରତ୍ନଭଣ୍ଡାର ଗଣତି, ମନ୍ଦିର ଭିତରକୁ ଗଲେ ସ୍ପେଶାଲ ଟିମ୍

ଆଜିଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଗଣତିମଣତି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲା ସ୍ୱତନ୍ତ୍ର ଟିମ୍। ଆଜିଠାରୁ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି ଆରମ୍ଭ ହେବ। ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣତି।ଏହାପରେ ୧୩ ତାରିଖ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ। ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ […]

କୁଖ୍ୟାତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ JMFC କୋର୍ଟ

ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ। ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ JMFC କୋର୍ଟ।୨୦ କୋଟି ଟଙ୍କାର ସୁନା ଗହଣା ଲୁଟ ମାମଲାରେ କରିବ ପଚରା ଉଚରା । ଆସନ୍ତା ୯ ରୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି| ୬ ମାସ ପରେ ପୁଣି ଚୌଦ୍ବାର ଜେଲରେ ରାଜା ସାହାଣୀ। ୩ ନମ୍ବର ୱାର୍ଡର ୨ ନମ୍ବର ସେଲରେ ଥିଲେ ହାର୍ଡକୋର ଅପରାଧୀ। ରାଜାର ଗତିବିଧି ଉପରେ ନଜର […]

ରେପୋ ହାର ଅପରିବର୍ତ୍ତିତ : ୫.୨୫% ସ୍ଥିର

ଆରବିଆଇ ପୁଣିଥରେ ନୀତିଗତ ସୁଧ ହାର, ରେପୋ ହାରକୁ ଅପରିବର୍ତ୍ତିତ ରଖିଛି। ଏହାକୁ ୫.୨୫% ସ୍ଥିର ରଖାଯାଇଛି। ଏହା ଚଳିତ ଆର୍ଥିକ ବର୍ଷରେ ଏମପିସିର ପ୍ରଥମ ବୈଠକ ଏବଂ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରଥମ ବୈଠକ। ଇରାନ ସଙ୍କଟ ପୁଣି ଥରେ ମୁଦ୍ରାସ୍ଫୀତିର ବିପଦ ସୃଷ୍ଟି କରୁଛି। ତେଣୁ, ସୁଧ ହାର ହ୍ରାସ କରିବା ଅପେକ୍ଷା ଆର୍ଥିକ ପଦକ୍ଷେପକୁ ସମର୍ଥନ କରିବା ଏବଂ ଅଭିବୃଦ୍ଧି ବଜାୟ ରଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ।ଚଳିତ ଆର୍ଥିକ ବର୍ଷର ପ୍ରଥମ […]

ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା

ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଦର୍ଶାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ମୟୂରଭଞ୍ଜ, କେନ୍ଦୁଝର ଏବଂ ଯାଜପୁର ଜିଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି […]

ଟଳିଲା ମହାଯୁଦ୍ଧର ବିପଦ! ଇରାନ ସହ ୨ ସପ୍ତାହ ପାଇଁ ଶାନ୍ତି ଚୁକ୍ତି

୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ । ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ । ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ଉଭୟ ଆମେରିକା ଓ ଇରାନ୍ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବିଶ୍ୱକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ପାକିସ୍ତାନର ଅସ୍ଥାୟୀ ଯୁଦ୍ଧବିରତି ଅନୁରୋଧକୁ ଗ୍ରହଣ କରିଛନ୍ତି। ଇରାନ ମଧ୍ୟ ଏକ ୧୦-ସୂତ୍ରୀ ପ୍ରସ୍ତାବ ରଖିଛି, […]

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ସେଣ୍ଟ୍ରାଲ ଇରିଗେସନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବର, କଟକ ଓ ଢେଙ୍କାନାଳରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି । । ଭିଜିଲାନ୍ସର ୭ରୁ ୮ ଜଣିଆ ଟିମ୍ ଅତର୍କିତ ଭାବେ ଚଢାଉ କରୁଛନ୍ତି । ବର୍ତ୍ତମାନ ଯାଏଁ କେତେ ପରିମାଣର […]

ଆସାମ, କେରଳ ଓ ପୁଡ଼ୁଚେରିରେ ପ୍ରଚାର ଶେଷ, ଗୁରୁବାର ଦିନ ଗୋଟିଏ ପର୍ଯ୍ୟାୟରେ ମତଦାନ

ଆସାମ, କେରଳ ଓ ପୁଡୁଚେରି ବଧାନସଭା ନିର୍ବାଚନ ପାଇଁ ଆଜି ଅପରାହ୍ଣ ୫ଟାରେ ପ୍ରଚାର ଶେଷ ହୋଇଛି। ଭାରତୀୟ ନିର୍ବାଚନ ଆୟୋଗ (ECI) ଘୋଷଣା କରିଛନ୍ତି ଯେ, ଏପ୍ରିଲ୍ ୭ ତାରିଖ (ମଙ୍ଗଳବାର) ସନ୍ଧ୍ୟା ୫ଟାରୁ ରାଜ୍ୟରେ ‘ସାଇଲେଣ୍ଟ ପିରିୟଡ୍’ (Silent Period) ବା ନୀରବ ଅବଧି ଲାଗୁ ହେବ। ମତଦାନ ଶେଷ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଏହି କଟକଣା ଆରମ୍ଭ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ […]

ଆଉ ୪ ସପ୍ତାହ  ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର TRP ଉପରେ ରୋକ୍

ଆଉ ୪ ସପ୍ତାହ ମିଳିବନି TRP । ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର TRP ଉପରେ ରୋକ୍ ।ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମାର୍ଚ୍ଚ ୬ ତାରିଖରେ ପ୍ରଥମେ ବ୍ରଡକାଷ୍ଟ ଆଡିଏନ୍ସ ରିସର୍ଚ୍ଚ କାଉନ୍ସିଲ୍ (BARC) କୁ ନିର୍ଦ୍ଦେଶ ଦେଇଥିଲା ଯେ ଟିଭି ନ୍ୟୁଜ୍ ଚ୍ୟାନେଲମାନଙ୍କର TRPs ରିପୋର୍ଟିଂକୁ ତୁରନ୍ତ ୪ ସପ୍ତାହ ପାଇଁ କିମ୍ବା ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ଅଟକାଇ ରଖିବାକୁ।ନୂତନ ଆଦେଶରେ କୁହାଯାଇଛି ଯେ ଏହି ପଦକ୍ଷେପ କିଛି ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ପ୍ରଚାରିତ […]

ସିଜି ମାଳିରେ ବେଦାନ୍ତର ରାସ୍ତା ନିର୍ମାଣକୁ ପୋଲିସକୁ ଆକ୍ରମଣ

ରାୟଗଡ଼ା ତା ୦୭/୦୪ ବେଦାନ୍ତର ରାସ୍ତା ନିର୍ମାଣ କୁ ନେଇ କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି।କାଶୀପୁର ବ୍ଲକର ଶାଗବାରୀ ଗ୍ରାମ ଠାରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଖଣିଖନନ ବିରୋଧୀ। ରାସ୍ଥା କାମକୁ ବିରୋଧ କରି ଆନ୍ଦୋଳନକାରୀ ମାନେ ପୁଲିସ ବୁଝାସୁଝା କରୁଥିବା ବେଳେ ଉତ୍ଯକ୍ତ ହୋଇ ପଥର ମାଡ କରିଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ରାୟଗଡା ଏସଡିପିଓ ଗୈରହରି ସାହୁ, କାଶୀପୁର ଆଇଆଇସି ଦେବ ମଲ୍ଲିକ, ଅଣ୍ଡ୍ରାକଞ୍ଚ ଆଇଆଇସିଙ୍କ ସମେତ ୩୦ରୁ ଉର୍ଧ କନେଷ୍ଟବଳ ଆହାତ ହୋଇଛନ୍ତି। […]