ଓଡିଶା ମୁଖ୍ୟମନ୍ତ୍ରୀ ରତନ ଟାଟାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି

ବିଜନେସ୍‌ ଟାଇକୁନ୍‌ ରତନ ଟାଟାଙ୍କ ପରଲୋକ ଘଟିଛି । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରତନ ଟାଟାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ୍ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ସମବେଦନା ଜଣାଇଛନ୍ତି।ସେ ‘X’ ଜରିଆରେ କହିଛନ୍ତି ଯେ, ରତନ ଟାଟାଙ୍କ ପରଲୋକ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେ ଜଣେ ଦୂରଦ୍ରଷ୍ଟା ଥିଲେ । ଯାହାକୁ ଏବେ ପୁରା ଦେଶ ହରାଇଛି । ଦେଶରେ ବିକାଶରେ ତାଙ୍କର ଅତୁଳନୀୟ ଅବଦାନ […]

ପରଲୋକରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା

ଟାଟା ସନ୍ସର ଚେୟାରମ୍ୟାନ୍ ରତନ ଟାଟା ଗତ ବୁଧବାର ମୁମ୍ବାଇର ଏକ ଡାକ୍ତରଖାନାରେ ଦେହ ତ୍ୟାଗ କରିଛନ୍ତି। ସେ ଗୁରୁତର ଅବସ୍ଥାରେ ଗତ କିଛି ଦିନ ହେବ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ରତନ ଟାଟାଙ୍କ ବିୟୋଗ ଦେଶ ପାଇଁ ଏକ ବଡ କ୍ଷତି। ଟାଟା ଗ୍ରୁପକୁ ଏତେ ଉଚ୍ଚତାକୁ ନେବାରେ ରତନ ଟାଟା ସବୁଠାରୁ ବଡ ଭୂମିକା ଗ୍ରହଣ କରିଥିଲେ। ସେ ଦେଶ ତଥା ସାଧାରଣ ଲୋକଙ୍କ ପାଇଁ ଏପରି ଅନେକ କାର୍ଯ୍ୟ କରିଥିଲେ, ଯାହା ପାଇଁ […]

ରାୟଗଡା ଜିଲ୍ଲାରେ ଜୈବିକ କୃଷି ଦ୍ବାରା ଉତ୍ପାଦିତ ଅନେକ ଖାଦ୍ୟ ଶସ୍ୟ ରହିଛି ସେଗୁଡିକୁ ଖାଇ ଆମେ ପୁଷ୍ଟି ବଢାଇ ପାରିବା : ଜିଲ୍ଲାପରିଷଦ ଅଧ୍ୟକ୍ଷ।

ରାୟଗଡ: ୯/୧୦/୨୦୨୪ : ଆଜି ଜିଲ୍ଲା ପ୍ରଶାସନ ରାୟଗଡ ଦ୍ବାରା ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ କରାଯାଇଥିଲା । ଏହି ଅବସରରେ ରାୟଗଡ ଜିଲ୍ଲାପରିଷଦର ଅଧ୍ୟକ୍ଷ। ସୁଶ୍ରୀ ସରସ୍ବତୀ ମାଝୀ ଯୋଗଦେଇ ରାୟଗଡା ଜିଲ୍ଲାରେ ଜୈବିକ କୃଷି ଦ୍ବାରା ଉତ୍ପାଦିତ ଅନେକ ଖାଦ୍ୟ ଶସ୍ୟ ରହିଛି ସେଗୁଡିକୁ ଖାଇ ଆମେ ପୁଷ୍ଟି ବଢାଇ ପାରିବା ବୋଲି କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଶ୍ରୀ ବିଚିତ୍ରା ସେଠୀ, ସୁରକ୍ଷା […]

ବିଜେଡ଼ିକୁ ପରାସ୍ତ କରିବାକୁ କୋଟି କୋଟି ଖର୍ଚ୍ଚ କରିଥିବା ବିଭୀଷଣ କିଏ?

ବିଜେଡି ଉପରେ ବର୍ଷିଲେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ। ବୁଧବାର କଟକରେ ଆୟୋଜିତ ସଦସ୍ୟତା ଅଭିଯାନରେ ବିସ୍ପୋରକ ବୟାନ ଦେଲେ ବିଧାୟକ ଷୌଭିକ। ସେ କହିଥିଲେ, ବିଜେଡିର ଦୁଇ ଜଣ ସରକାର ଚଳାଉଥିଲେ। କଟକରେ କୋଟି କୋଟି ଟଙ୍କାର ପ୍ରକଳ୍ପ କାମ ହୋଇଛି। କିନ୍ତୁ ସବୁ କିଛି ସେ ଦୁଇ ଜଣଙ୍କ ଇସାରାରେ ହେଉଥିଲା। ଯେତେବେଳେ ସେ ଦୁଇ ଜଣ ସବୁ କିଛି ବୁଖୁଥିଲେ, ଦଳୀୟ କର୍ମୀଙ୍କୁ କିଭଳି କାମ ମିଳିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି। ସୌଭିକ […]

ପବ୍ଲିକ ସେକ୍ଟର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢାଇଲେ ସରକାର ।

ପବ୍ଲିକ ସେକ୍ଟର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢାଇଲେ ସରକାର । ମହଙ୍ଗା ଭତ୍ତା ୪ ପ୍ରତିଶତ ବଢାଇଲେ ରାଜ୍ୟ ସରକାର । ମହଙ୍ଗା ଭତ୍ତା ୪୬%ରୁ ବଢ଼ି ୫୦%ରେ ପହଞ୍ଚିଲା। ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛି ଭାବେ ଲାଗୁ ହେବ।ସେହିପରି ମଙ୍ଗଳବାର କର୍ମଚାରୀମାନଙ୍କ ଗ୍ରାଚ୍ୟୁଟି ୫ ଲକ୍ଷ ବୃଦ୍ଧି କରିଥିଲେ ରାଜ୍ୟ ସରକାର। ଗ୍ରାଚ୍ୟୁଟି ରାଶି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ […]

ଖୁବ୍‌ଶୀଘ୍ର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଭୁଲ ଥିଲେ ତ୍ରୁଟି ସଂଶୋଧନ ହେବ |

ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ୫୦୦୦ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ତେବେ ଖୁବ୍‌ଶୀଘ୍ର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି।ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଯାବତ ୧କୋଟି ୫୦ହଜାର ମହିଳା ରେଜିଷ୍ଟ୍ରେସନ କରିସାରିଲେଣି। ୨ଟି ପର୍ଯ୍ୟାୟରେ ମୋଟ ୬୦ଲକ୍ଷ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଛି। ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟରେ ବାକି ରହିଥିବା ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ଏନସିପିଆଇ କ୍ଲିୟରାନ୍ସ ପରେ ଆଜି […]

୨୦୨୮ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

ବୁଧବାର ବସିଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଅନେକ ମହତ୍ବାକାଂକ୍ଷୀ ଯୋଜନାକୁ ମଞ୍ଜୁରୀ ମିଳିଛି। ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଳ୍ୟାଣ ଯୋଜନା ଏବଂ ଅନ୍ୟ କଲ୍ୟାଣକାରୀ ଯୋଜନାକୁ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି ।କେନ୍ଦ୍ର କ୍ୟାବିନେଟର ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଯେ, ବୈଠକରେ ସୀମାବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାମର ବିକାଶ ଉପରେ ଜୋର ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜିର କ୍ୟାବିନେଟ ବୈଠକରେ ସୀମାବର୍ତ୍ତୀ ଅଞ୍ଚଳରେ ୪୪୦୬ କୋଟି […]

‘ମୁଁ ନ ମାରିଥିଲେ ସେ ମୋତେ ମାରି ଦେଇଥାନ୍ତା’: ମୃତ୍ୟୁରଂଜନ

‘ଯଦି ମୁଁ ତାଙ୍କୁ ହତ୍ୟା କରି ନ ଥାଆନ୍ତି, ତେବେ ମହାଲକ୍ଷ୍ମୀ ମୋତେ ହତ୍ୟା କରିଥାନ୍ତେ’। ଗତ ମାସ ନିଜ ପ୍ରେମିକାଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଥବା ପ୍ରେମିକ ଏପରି କହିଥିବା ଏବେ ଜାଣିବାକୁ ମିଳୁଛି। ଘଟଣା ଘଟିବାର ମାସେ ପରେ ମିଳିଥିବା ଏକ ହାତ ଲେଖା ନୋଟ୍‌ରୁ ଜାଣିବାକୁ ମିଳିଛି। ବେଙ୍ଗାଲୁରୁ ପୋଲିସ କମିଶନର କହିଛନ୍ତି ଯେ ଏହି ମାମଲାରେ ଚାର୍ଜସିଟ ଖୁବ ଶୀଘ୍ର ଦାଖଲ ହେବ। ମୃତ୍ୟୁରଂଜନଙ୍କ ଆତ୍ମହତ୍ୟା […]

ଟ୍ୱିନ୍ ସିଟିରେ ପୂଜା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଦୁର୍ଗାପୂଜା ପାଇଁ ଟ୍ୱିନ ସିଟିରେ ଆଜିଠୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହେବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ । ପୂଜା ଓ ଭସାଣୀରେ ମୁତୟନ ହେବ ୬୫ ପ୍ଲାଟୁନ ପୋଲିସ ଫୋର୍ସ, ଅତିରିକ୍ତ ଡିସିପି ରାଙ୍କର ୫ ଜଣ, ଡିଏସପି ରାଙ୍କର ୨୫ ଓ ଇନ୍ସପେକ୍ଟର ରାୟଙ୍କ ର ୩୦ ଅଧିକାରୀ ରହିବେ। ଏଥିସହ ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ […]

ବିଜୁ ଜନତା ଦଳ ଆଜିଠାରୁ ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି।

ତ୍ୟାଗ ଓ ସେବାର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ  ବିଜୁ ଜନତା ଦଳ ଆଜି ଠାରୁ, ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଏହା ଦୁଇ ମାସ ଧରି ଚାଲିବ. ଦଳ ସଭାପତି  ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀ ରୁ ପଞ୍ଜିକୃତ ହୋଇଥିଲେ. ବରିଷ୍ଠ ନେତା ଶ୍ରୀ ଅଶୋକ ପଣ୍ଡା ଦଳ ସଭାପତି ଙ୍କୁ ପ୍ରଥମ ସଭ୍ୟ ଭାବେ ପଞ୍ଜିକୃତ କରିଥିଲେ. ଏହି […]

ଈଶ୍ୱରଙ୍କ ସାନିଧ୍ୟ ଏବଂ ସତମାର୍ଗରେ ଚାଲିବା ପାଇଁ ଯୋଗ ହିଁ ଜରୁରୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ଈଶ୍ୱରଙ୍କ ସାନିଧ୍ୟ ଏବଂ ସତମାର୍ଗରେ ଚାଲିବା ପାଇଁ ଯୋଗ ହିଁ ଜରୁରୀ। ଆଜିର ବ୍ୟସ୍ତ ବହୁଳ ଜୀବନରେ ଶରୀର, ମନ  ଏବଂ ଆତ୍ମାକୁ ଶୁଦ୍ଧ ରଖିବାର ଏକମାତ୍ର ଉପାୟ ହେଉଛି ଯୋଗ ଏବଂ ଧ୍ୟାନ। ନୟାଗଡ଼ରେ ଥିବା ‘ଯୋଗ ପରିବାର’ରେ ପ୍ରଶିକ୍ଷକ ଭାବେ ଯୋଗଦାନ କରି ଏକଥା କହିଛନ୍ତି ଧ୍ୟାନ ପ୍ରଶିକ୍ଷକ ତଥା ଓଶୋଧାରା ମୈତ୍ରୀ ରାଜ୍ୟ ସଂଘ ସଂଯୋଜକ ତଥା  କୋଲହାନ ବିଶ୍ୱବିଦ୍ୟାଳୟ, ଝାଡ଼ଖଣ୍ଡ, ଓଡ଼ିଆ ବିଭାଗର ଅସୋସିଏଟ ପ୍ରଫେସର ଆଚାର୍ଯ୍ୟ ଶିବାନନ୍ଦ। […]

ହିତାଧିକାରୀଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା, ଟଙ୍କା ଆସିଛି କି ନାହିଁ ଏହିଭଳି ଭାବେ ଜାଣନ୍ତୁ

‘ସୁଭଦ୍ରା’ ଯୋଜନାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତି ଟଙ୍କା ଖାତାକୁ ଆସିଛି। ଏନେଇ ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଥିଲେ। ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୧୭୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ତେବେ ଯଦି ଆପଣ ସୁଭଦ୍ରାରେ ଅକ୍ଟୋବର ୭ ଭିତରେ ଆପ୍ଲାଏ କରିଛନ୍ତି | ଆକାଉଣ୍ଟକୁ ଆଜି ଟଙ୍କା ଆସି ନାହିଁ । ଯଥା ଶୀଘ୍ର ସୁଭଦ୍ରା ଯୋଜନା ଫର୍ମରେ ଥିବା ଆପ୍ଲିକେସନ ନମ୍ବର ରସିଦ ନେଇ ଜନ ସେବା କେନ୍ଦ୍ରରେ ନିଜର […]