ଅକ୍ଷୟ ତୃତୀୟାରେ କମିଲା ସୁନା ଦର

ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୁପାର ନୂଆ ଦର । ଓଡିଶାର ରାଜଧାନୀ ଭୁବନେଶ୍ଵରରେ ୨୪ କ୍ୟାରେଟ୍ ସୁନା ଦର ଦଶ ଗ୍ରାମ୍ ପ୍ରତି ୪୯୦ ଟଙ୍କା କମି ୧ ଲକ୍ଷ ୫୫ ହଜାର ୨୯୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୪୫୦ ଟଙ୍କା କମି ୧ ଲକ୍ଷ ୪୨ ହଜାର ୩୫୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୪୨ ହଜାର ୮୦୦ ଟଙ୍କା ରହିଥିଲା।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୭୫,୦୦୦ ଟଙ୍କା ହୋଇଛି ।

ଅଧିକ ପଢନ୍ତୁ