ପୁଣି ଥରେ ଇସ୍କନର ମନମାନି, ଆମେରିକା ପରେ ମାଲେସିଆରେ କରିବ ରଥଯାତ୍ରା !

ପୁଣି ଥରେ ଇସ୍କନର ମନମାନି ।  ଆମେରିକା ପରେ ମାଲେସିଆରେ କରିବ ରଥଯାତ୍ରା ।  ଆସନ୍ତା ୨୩ ତାରିଖରେ ରଥଯାତ୍ରା ନେଇ ବିଜ୍ଞାପନ ଦିଆଯାଇଛି । ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଶ୍ରୀଜଗନ୍ନାଥ ପ୍ରେମୀ ।ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ମାଲେସିଆ ହାଇକମିଶନରଙ୍କୁ ଚିଠି ଲେଖିଛି ପୁରୀ ଭଏସ ଅଫ କମନ୍ ମ୍ୟାନ୍ ।  ଏଥି ସହ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ,ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ ଇଣ୍ଡିଆନ ହାଇକମିଶନର ଅବଗତ କରାଯାଇଛି ।

ଅଧିକ ପଢନ୍ତୁ