ଭାରତ-ଚୀନ୍ କୂଟନୈତିକ ସମ୍ପର୍କରେ ନୂଆ ମୋଡ଼

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।ଜିନପିଙ୍ଗ କହିଛନ୍ତି ଯେ ଚୀନ୍ ଓ ଭାରତ ପରସ୍ପରର ଶକ୍ତି ଓ ସାମର୍ଥ୍ୟରୁ ଶିଖିପାରିବେ ଏବଂ ମିଳିତ ଭାବେ ବିକାଶ ଓ ପ୍ରଗତିର ନୂଆ ରାସ୍ତା ଖୋଲିପାରିବେ। ବିଶେଷକରି ବ୍ରିକ୍ସ ମଞ୍ଚରେ ଉଭୟ ଦେଶର ସହଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ସଙ୍କେତ ଦେଇଛନ୍ତି।

ଅଧିକ ପଢନ୍ତୁ