ସଂଧ୍ୟା ଆକାଶରେ ରହସ୍ୟମୟ ଆଲୋକ

ସଂଧ୍ୟା ଆକାଶରେ ରହସ୍ୟମୟ ଆଲୋକ  ।  ଆକାଶରେ ହଠାତ ଦେଖାଗଲା ଉଜ୍ବଳ ଆଲୋକ ।  ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ସମୟରେ ଆକାଶରେ ଉଜ୍ବଳ ଆଲୋକ ଦେଖିବାକୁ ମିଳିଥିଲା ।  କିଛି ସମୟ ପରେ ପୁଣି କେଉଁଆଡ଼େ ଉଭାନ ହୋଇଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଆଲୋକ କଣ କିଛି ସ୍ପଷ୍ଟ ହୋଇନି ।  ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ  ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଆଜି ସନ୍ଧ୍ୟା ୬.୨୫ମିନିଟ ସମୟରେ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି।

ଅଧିକ ପଢନ୍ତୁ