୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ପଡ଼ିଶା ଘର ସମ୍ପର୍କୀୟ ଜେଜେ ନାଁରେ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ବାନ୍ଧିଲା କାକଟପୁର ପୁଲିସ । ପୁରୀ କାକଟପୁର ରୁ ଆସିଛି ଏହିଭଳି ଖବର | ୧୪ ବର୍ଷୀୟ ନାବାଳିକା କୁ ପଡିଶା ଘର ସମ୍ପର୍କୀୟ ଜେଜେ ଗୁହାଳ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତ ଜଗବନ୍ଧୁ ଦାସକୁ ଗିରଫ କରି ଡାକ୍ତରୀ ମାଇନା କରାଇଛି ପୋଲିସ । ପୀଡ଼ିତା ନାବାଳିକାଙ୍କୁ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ରକୁ ପଠାଯାଇଛି ।

ଅଧିକ ପଢନ୍ତୁ