ଅଦ୍ୟ ତା 26-03-2025 ରିଖ ଦିନ ସରକାରୀ (S S D) ଉଚ୍ଚ ବିଦ୍ୟାଳୟ, ତlଡ଼ମା ରେ ବାର୍ଷିକ

ଅଦ୍ୟ ତା 26-03-2025 ରିଖ ଦିନ ସରକାରୀ (S S D) ଉଚ୍ଚ ବିଦ୍ୟାଳୟ, ତlଡ଼ମା ରେ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅଥିତି ଭାବେ ଶ୍ରୀ ଯୁକ୍ତ ଚନ୍ଦ୍ରକାନ୍ତ ମାଝୀ ପ୍ରକଳ୍ପ ପ୍ରଶାସକ, ସମ୍ମାନିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡା ଯୋଗ ଦେଇଥିଲେ l ଏହି ଉତ୍ସବ ରେ ଅନ୍ୟ ସମlନୀୟ ଅତିଥି ଭlଵେ ଶ୍ରୀଯୁକ୍ତ ସୁନ୍ଦୀପ ଦାସ ଗୋଷ୍ଟି ଶିକ୍ଷା ଅଧିକାରୀ, ରାୟଗଡା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟନାରାୟଣ ମିଶ୍ର ଓ ଶ୍ରୀ ସୁରେଶ ଚନ୍ଦ୍ର ସାହୁ, ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ଯୁକ୍ତ ଟୁନା କାଡରକା ଯୋଗ ଦେଇଥିଲେ l

କାର୍ଯ୍ୟକ୍ରମ ରେ ମୁଖ୍ୟ ବ୍ୟକ୍ତl ଭାବେ ଜିଲ୍ଲା ଶିକ୍ଷା ମଣ୍ଡଳ ଧାରୀ (SSD)ରାୟଗଡା ଶ୍ରୀ ଶ୍ୟାମ ଘନ ଭୂୟାଁ ସଭାକୁ ସମ୍ଭର୍ଧନl କରିଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମୀ ନାରାୟଣ ପାଳ, ପ୍ରଦୀପ ପ୍ରଜ୍ଜଲନ କରିଥିଲେ ଏବଂ ସଭାକୁ ସ୍ୱାଗତ କରିବା ସହ ବିଦ୍ୟାଳୟ ର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ତରଫରୁ ଅଥିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ଏବଂ ତତ୍ପରେ ଛାତ୍ର ଛାତ୍ରୀ ମାନେ ସାସଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଶ୍ରୀ ଶ୍ରୀଧର ପଟନାୟକ ସଭା ସଞ୍ଚlଳନ କରିଥିଲେ

ଅଧିକ ପଢନ୍ତୁ

Odisha Darpan Digital