ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଜଣେ ଯୁବକ ମୃତ ।

ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ । ଯୁବକ ଜଣଙ୍କ ଗାଧୋଉଥିବାବେଳେ ବୁଡି ଯାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ତାଙ୍କୁ ୧ ଘଣ୍ଟା ଖୋଜା ଖୋଜି କରିବା ପରେ ଉଦ୍ଧାର କରାଯାଇଛି । ମୃତଦେହ ନ ମିଳିବା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଚାପ ଖେଳାଯିବ ନାହିଁ ବୋଲି କୁହାଯାଉଥିଲା । ତେବେ ଅସୁସ୍ଥ ଯୁବକଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ

kc ads