Cyber Attack: ଉଚ୍ଚଶିକ୍ଷା ବିଭାଗର ଇନ୍ ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ହୋଇଛି ଅଶ୍ଳୀଳ ଭିଡ଼ିଓ

ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍। ଇନ୍ ଷ୍ଟା ଆକାଉଣ୍ଟରେ ଅପଲୋଡ ହୋଇଛି ଅଶ୍ଳୀଳ ଭିଡିଓ। ବେଟିଙ୍ଗ ଭିଡିଓ ମଧ୍ୟ ଅପଲୋଡ ହୋଇଛି । ୪ ତାରିଖରୁ ଅପଲୋଡ ହୋଇଛି ଅଶ୍ଳୀଳ ଓ ବେଟିଙ୍ଗ ଭିଡିଓ। ମାତ୍ର କିଛି ସମୟ ପରେ ଉଚ୍ଚଶିକ୍ଷା ବିଭାଗର ଇଂଷ୍ଟାଗ୍ରାମ ପୂର୍ବଭଳି ଠିକ୍ ହୋଇ ଯାଇଥିଲା । ତେବେ କେମିତି ଏହି ଆକାଉଣ୍ଟ ହ୍ୟାକ୍ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦିନକୁ ଦିନ ସାଇବର କ୍ରାଇମ ଓ ହ୍ୟାକିଂ ବଢ଼ିବାରେ ଲାଗିଛି କିନ୍ତୁ ଶିକ୍ଷା କ୍ଷେତ୍ରରେ ଏଭଳି କାର୍ଯ୍ୟ ଛାତ୍ର ଓ ଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଭୟ ରହିଛି |

ଅଧିକ ପଢନ୍ତୁ