ଆସନ୍ତା ଜାନୁଆରୀ ୨୦ରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)OSSTET- ୨୦୨୫ । ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏଁ ଅନଲାଇନରେ ହେବ ଆବେଦନ । ୨୦୨୨୬ ଜାନୁଆରୀ ୧୦ ପରଠାରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।ତେବେ ସକାଳ ୯ରୁ ସାଢ଼େ ୧୧ ପେପର-୧, ଅପରାହ୍ନ ୨ରୁ ୪ଟା ୩୦ ପେପର-୨ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
