ଭର୍ଚୁଆଲ୍‌ ମୋଡ୍‌ରେ ଚାଲିବ ହାଇକୋର୍ଟ

ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡରେ ଚାଲିବ ହାଇକୋର୍ଟ । ଆସନ୍ତା ୧୯ ଓ ୨୧ ତାରିଖରେ ଭର୍ଚୁଆଲ ମୋଡରେ ସମସ୍ତ ମାମଲାର ଶୁଣାଣି ହେବ । ଏହା ସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ଭର୍ଚୁଆଲ ମୋଡରେ ହେବ । ତେଣୁ ଅବକାଶ ସମୟରେ ସମସ୍ତ ମାମଲାର ଅବକାଶ କାଳୀନ ଖଣ୍ଡପୀଠରେ ଭରଚୁଆଲ ବ୍ୟବସ୍ଥାରେ ଶୁଣାଣି କରାଯିବ ।ଏହି ସମୟରେ ମାତ୍ର ୫୦ ପ୍ରତିଶତ କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ । ଭର୍ଚୁଆଲ ମୋଡ ନେଇ ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ନୋଟିସ ।

ଅଧିକ ପଢନ୍ତୁ