ପୁରୀରେ ଅବତରଣ କଲା ସିଏମଙ୍କ ହେଲିକେପ୍ଟର

ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ମୟୂରଭଞ୍ଜରୁ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ । ଝଡବର୍ଷା ଯୋଗୁଁ ଭୁବନେଶ୍ବରରେ ହେଲିକପ୍ଟର  କରିବପାରିଲାନି ଅବତରଣ । ତେଣୁ ପୁରୀ ସମଙ୍ଗ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ଜରୁରୀ ଅବତରଣ କରିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର  ।ସମଙ୍ଗ ଅସ୍ଥାୟୀ ବସ ଷ୍ଟାଣ୍ଡରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ସୁଚନା ମୁତାବକ ଗତ କିଛି ଦିନ ଧରି ରାଜ୍ୟର ଅନେକ ସ୍ଥାନ ସହ କଟକ-ଭୁବନେଶ୍ୱରରେ କାଳବୈଶାଖୀ ବର୍ଷାରେ ଗଛ ଉପୁଡି ପ୍ରବଳ ବର୍ଷା,ପବନ ସହ ବଜ୍ରପାତ ହେଉଛି। ସୋମବାର ମଧ୍ୟ କଟକ-ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ରହିଛି। କଟକ-ଭୁବନେଶ୍ୱର ମୁହାଁ ହୋଇଛି କାଳବୈଶାଖୀ।

ଅଧିକ ପଢନ୍ତୁ