author

ରାଜସୁନାଖଳା ମେଡିକାଲରେ ପିଲା ଚୋରି ଘଟଣାର ପର୍ଦ୍ଦାଫାସ୍ ।

ଜଣେ ମହିଳାଙ୍କର ପ୍ରସବ ହେବାର କିଛି ସମୟର ଘଟଣା । ମେଡିକାଲରେ ଭୋ ଭୋ ହୋଇ କାନ୍ଦୁଥାଏ ମା’ ଜଣକ । କହୁଥାଆନ୍ତି ମୋ ପୁଅକୁ କିଏ ଚୋରି କରି ନେଇଯାଇଛି । ମୋ ପୁଅକୁ ମୋତେ ଆଣି ଦିଅ । ଆଉ ମୋବାଇଲରେ ଉଠାଇଥିବା ଜନ୍ମକଲା ଶିଶୁପୁତ୍ରର ଫଟୋଟିକୁ ଦେଖାଉଥାଆନ୍ତି। ଏହି ଘଟଣାକୁ ପୁରା ମେଡିକାଲରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଆଉ ଏହି ଘଟଣାକୁ ନେଇ ତନାଘନା ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ […]

ପୁଣି ଲଘୁଚାପ ଭୟ,୪ ଯାଏଁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ତାମିଲନାଡ଼ୁରେ ସାମୁଦ୍ରିକ ଝଡ଼ ଫେଙ୍ଗଲ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ରାଜ୍ୟର କେତେକ ସ୍ଥାନରେ ୩୬ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ରେକର୍ଡ କରାଯାଇଛି, ବର୍ଷାର ପରିମାଣ ଏତେ ରହିଥିଲା ଯେ ବନ୍ୟାର ଭୟ ଦେଖାଯାଉଛି । ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ୫୬ ସେଣ୍ଟିମିଟର ପର୍ୟ୍ୟନ୍ତ ବର୍ଷା ହୋଇଛି । ଅନ୍ୟପଟେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୫ ତାରିଖରେ ସୁମାତ୍ରା ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ […]

ମଞ୍ଚରେ ଜିଅନ୍ତା ଘୁଷୁରି ଅନ୍ତବୁଜୁଳା ଖାଇଲେ କଳାକାର: କଠୋର ହେଲା ପ୍ରଶାସନ

ଯାତ୍ରା ପେଣ୍ଡାଲରେ କଳାକାରଙ୍କ ଆଇନକୁ ଉଲଘଂନ । ଖୋଲା ମଞ୍ଚରେ ସାପ ଖେଳାଇବା ସହ ଜୀଅନ୍ତା ଘୁଷୁରି ଖାଇଲେ କଳାକାର ।ଜିଅନ୍ତା ଘୁଷୁରି ଲାଲ୍‌ କପଡ଼ାରେ ବାନ୍ଧି ଟଙ୍ଗା ହୋଇଛି । ତାହାକୁ ପ୍ରଥମେ ହାତରେ ମାରିମାରି ଆହତ କରିବା ପରେ ହାତରେ ହିଁ ତାର ଶରୀରର ଚମଡ଼ା ଝୁଣି କଞ୍ଚା ମାଂସ ଖାଇଥିଲେ । ଶରୀରରୁ ରକ୍ତ ବାହାରି ମଞ୍ଚ ଲାଲ୍‌ ହୋଇଯାଇଥିଲା । ତଥାପି କଳାକାର ଅଟକି ନ ଥିଲେ । ରକ୍ତାକ୍ତ ଘୁଷୁରିର […]

ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ

ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ୨୦୨୨ରୁ କଂସ ଭୂମିକା ତୁଲାଉଥିବା ହୃଷିକେଶ ଭୋଇଙ୍କୁ ଏଥର ବାଦ୍ ଦିଆଯାଇଥିଲା। ହୃଷିକେଶ ଭୋଇଙ୍କୁ ବାଦ୍ ଦିଆଯିବା ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ନୂଆ କଂସ ବାଛିବାର ପ୍ରକ୍ରିୟା। ୨୦୨୨ରେ ଅନୁଷ୍ଠିତ କଂସ ପ୍ରତିଯୋଗିତାରେ ଦ୍ୱିତୀୟରୁ ପଞ୍ଚମ ହୋଇଥିବା […]

ପୁରୀରେ ନୌସେନା ଦିବସ ପାଇଁ ୩ ଯାଏଁ ଟ୍ରାଫିକ କଟକଣା

ଡିସେମ୍ବର ୪ରେ ପୁରୀରେ ପାଳନ ହେବ ଭାରତୀୟ ନୌସେନା ଦିବସ । କୌଶଳ ଦେଖାଇବ ୧୫ ଯୁଦ୍ଧ ଜାହାଜ, ୪୦ ଏୟାରକ୍ରାଫ୍ଟ । ଦିଗବାରିଣୀ ଛକରୁ ବଳିଆପଣ୍ଡା ବେଳାଭୂମିରେ ସୋ ଦେଖିପାରିବେ ଲୋକ । ପ୍ରାୟ ୨୦ଟି ସାମରିକ କଳା ପ୍ରଦର୍ଶିତ ହେବ । ଆଜି ଓ କାଲି ଫୁଲ୍ ଡ୍ରେସ ରିହରସାଲ କରାଯିବ । ପୁରୀ ବେଳାଭୂମିରେ ଡ୍ରୋନ ଶୋ ପ୍ରଦର୍ଶନ କରାଯିବ । ଭାରତୀୟ ନୌସେନା ଦିବସ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି […]

ଉତ୍ତରପ୍ରଦେଶରୁ ଆସିଲା ୩ ଶହ ଟ୍ରକ୍ ଆଳୁ ।

ପହଞ୍ଚିଲା ଆଳୁ ଟ୍ରକ, ଖସୁନି ଦର । ପୁଣି ଥରେ ୬୦ ପାର କରିଲା ରେଟ୍ । ଆଗକୁ ଆହୁରି ଦର ବଢିବା ସମ୍ଭାବନାରେ ଚିନ୍ତାରେ ଖାଉଟି । ଉତ୍ତରପ୍ରଦେଶରୁ ୩୦୦ ଆଳୁ ଟ୍ରକ ଆସି ପହଞ୍ଚିଛି । ୫ଦିନ ତଳେ ଆଳୁ କିଲୋ ୩୦ ଟଙ୍କା ଥିବା ବେଳେ ଏବେ ରହିଛି ୬୦ ଟଙ୍କା । ସେପଟେ ବ୍ୟବସାୟୀମାନେ କହିବା କଥା ହେଲା କଲିକତାରୁ ଆଳୁ ଆସିବା ବନ୍ଦ ହେବା ନେଇ ଆଳୁ ଦର ବୁଦ୍ଧି […]

ଆଜିର ରାଶିଫଳ(୨ ଡିସେମ୍ବର, ୨୦୨୪)

ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି […]

ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଜୁନିଅରରେ ଅମ୍ରିତ ଏବଂ ସିନିଅରରେ ଜିତେନ୍ଦ୍ର ଚମ୍ପିୟାନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଗତ ଦୁଇଦିନ ଧରି ଚାଲିଥିବା ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। ଏଥିରେ ଜୁନିଅର ବିଭାଗରେ ଅମ୍ରିତ ପ୍ରଧାନ ସର୍ବାଧିକ ପଏଣ୍ଟ ପାଇ ଚାମ୍ପିୟନ ହୋଇଥିବା ବେଳେ ସିନିଅର ବିଭାଗରେ ଦାସ ଜିତେନ୍ଦ୍ର କୁମାର ଚମ୍ପିୟାନ ହୋଇଛନ୍ତି। ଗତ ଦୁଇଦିନରେ ୬ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଉଥିଲା। ଜୁନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୧ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ଏବଂ ସିନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୨ଜଣ […]

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ, ପ୍ରମୋଦ ପୁନର୍ବାର ସଭାପତି,ଜିଲ୍ଲାସଂଘ ସମଗ୍ର ରାଜ୍ୟକୁ ଆଲୋକ ଦେଖାଇବ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ମହର୍ଷି ବିଦ୍ୟାଳୟ ରୋଡ଼ସ୍ଥିତ ରାଜଶ୍ରୀ ମଣ୍ଡପ ଠାରେ  ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।  ପ୍ରଥମେ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଜଗନ୍ନାଥ ଭଜନ ଗାନ କରି ଥିଲେ। ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମ୍ବାଦିକ ଜୟେନ୍ଦ୍ର ବେହେରା  କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସାମ୍ବାଦିକ ପ୍ରଦୀପ୍ତ ରଥ ସ୍ୱାଗତ ଭାଷଣ […]

ଆଜିର ରାଶିଫଳ(୦୧ ଡିସେମ୍ବର, ୨୦୨୪)

ମେଷଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ। ବୃଷଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ […]

ଡିସେମ୍ବର ପହିଲାରୁ ଲାଗୁ ହେବ ଏସବୁ ନୂଆ ନିୟମ

ଡିସେମ୍ବର ୧ ରୁ ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ବିଶେଷକରି ଯେଉଁମାନେ ଡିଜିଟାଲ ଗେମିଂ ପ୍ଲାଟଫର୍ମରେ କାରବାର କରନ୍ତି, ସେମାନେ ଆଉ ରିଆୱାର୍ଡ ପଏଣ୍ଟ ପାଇବେ ନାହିଁ । ଏହା ସହିତ ବିମାନ ଯାତ୍ରୀଙ୍କ ପାଇଁ ଟିକେଟ ମୂଲ୍ୟ ପରିବର୍ତ୍ତିତ ହୋଇପାରେ । କାରଣ ଦେଶର ମୁଖ୍ୟ ସରକାରୀ ତୈଳ କମ୍ପାନୀଗୁଡ଼ିକ ସେପ୍ଟେମ୍ବର ପହିଲାରେ ATF ଇନ୍ଧନ ମୂଲ୍ୟରେ ୪.୬ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି । ତୈଳ […]

ବାପାଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷ ଶିଶୁର

ବୌଦ୍ଧ ଆଦର୍ଶ ଥାନା ନାରାୟଣ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାପାଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷ ଶିଶୁର ଜୀବନ ଚାଲିଯାଇଛି । ବୌଦ୍ଧ ନାରାୟଣ ନଗର ଅନୀଲ କର୍ଣଙ୍କ ପୁଅ ହେଉଛି ଆହ୍ୱାନ କର୍ଣ। ସୂଚନା ଅନୁସାରେ ବାପାଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି ।ଅନୀଲ କର୍ଣ୍ଣ ଟ୍ରାକ୍ଟର ଚଲାନ୍ତି। ସେ ଆଜି ଘର ପାଖରେ ତାଙ୍କ ଟ୍ରାକ୍ଟରକୁ […]