author

୨୦୨୫ ପାଇଁ ପ୍ରକାଶ ପାଇଲା ରାଜ୍ୟ ସରକାରୀ ଛୁଟି ତାଲିକା

ରାଜ୍ୟ ସରକାର ମଙ୍ଗଳବାରରେ ୨୦୨୫ ମସିହା ପାଇଁ ଛୁଟି କ୍ୟାଲେଣ୍ଡର ଜାରି କରିଛନ୍ତି। ୨୦୨୫ ଇଂରାଜୀ ବର୍ଷରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ୨୬ଟି ସରକାରୀ ଛୁଟିଦିନ ଓ ୮ଟି ଇଚ୍ଛାଧୀନ ଛୁଟି(ଯେକୌଣସି ଗୋଟିଏ ଦିନ) ମିଳିବ। ଅବଶ୍ୟ ଏହି ସମସ୍ତ ଛୁଟିରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ସାମିଲ ନାହିଁ |ଅନ୍ୟପଟେ ୨୦୨୫ ବର୍ଷ ପାଇଁ ଥିବା ୩୦ଟି ସରକାରୀ ଛୁଟି ୧୪ ଜାନୁଆରୀ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ୨୫ ଡିସେମ୍ବର ବ ଦିନ […]

ଆଜିର ରାଶିଫଳ(୧୩ ନଭେମ୍ବର, ୨୦୨୪)

ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]

ନିର୍ବାଚନୀ ଅନିୟମିତତା ମାମଲାରେ ଜବାବ ଦାଖଲ କଲେ ଡ଼ଃ ଅରୁଣ କୁମାର ସାହୁ

ନିର୍ବାଚନୀ ଅନିୟମିତତା ମାମଲାରେ ଜବାବ ଦାଖଲ କରିଛନ୍ତି ନୟାଗଡ଼ ବିଧାୟକ ଡଃ.ଅରୁଣ କୁମାର ସାହୁ। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ଜବାବ ଦାଖଲ କରିଛନ୍ତି ଅରୁଣ ସାହୁ। ଏନେଇ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।ତାଙ୍କ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ ନୟାଗଡ଼ ବିଧାୟକ ଆବେଦନ କରିଛନ୍ତି। ତେବେ ପୂର୍ବରୁ ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ପ୍ରତ୍ୟୁସା ରାଜେଶ୍ୱରୀ ବିଜେଡି ବିଧାୟକ ଅରୁଣ ସାହୁ ମିଥ୍ୟା ସତ୍ୟ ପାଠ ଦାଖଲ ଅଭିଯୋଗ […]

ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ

ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ନାଁ ନେଇ ଠକେଇ ଅଭିଯୋଗ । ପାଟଣାଗଡରେ ଠକକୁ ଅଟକ ରଖିଛି ପୁଲିସ ।ଏହି ଘଟଣାରେ ୨ ଜଣ ଯୁବକଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖିଛି ପୁଲିସ। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ଚାକିରୀ କରାଇ ଦେବେ କହି ସେମାନଙ୍କଠୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।ଅଭିଯୋଗ ପରେ ପୁଲିସ ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଅଟକ ଥିବା ଦୁଇ ଜଣ ପୂର୍ବରୁ ମଧ୍ୟ ବିଭିନ୍ନ ନେତାଙ୍କ ନାଁ ନେଇ ଲୋକଙ୍କ […]

ରାଜ୍ୟରେ ୩ ବିଶ୍ବବିଦ୍ୟାଳୟରେ ଖୁବ୍ ଶୀଘ୍ର ନିଯୁକ୍ତି ହେବେ କୁଳପତି

ଚଳିତ ମାସରେ ଓଡ଼ିଶାର ତିନି ବିଶ୍ୱ ବିଦ୍ୟାଳୟର କୁକପତିମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଉତ୍କଳ ବିଶ୍ୱ ବିଦ୍ୟାଳୟ, ରମାଦେବୀ ଦେବୀ ବିଶ୍ୱ ବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସରିବ କାର୍ଯ୍ୟକାଳ| ଏହି ୩ ବିଶ୍ବବିଦ୍ୟାଳୟରେ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଚିଠି କରାଯାଇଛି । ଉଚ୍ଚଶିକ୍ଷା ସଚିବଙ୍କୁ ରାଜ୍ୟପାଳଙ୍କ ସଚିବ ଚିଠି ଲେଖିଛନ୍ତି । ଏନେଇ ବିଜ୍ଞାପନ ପ୍ରକ୍ରିୟା ଶେଷ କରି ଆବେଦନ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି […]

ଡିଜିଟାଲ୍ ଟିକେଟ୍ ପାଇଁ ଓଏନ୍‌ଡ଼ିସି ପ୍ଲାଟଫର୍ମରେ ଯୋଡ଼ିହେଲା କ୍ରୁଟ୍

କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ କମର୍ସ (ONDC) ପ୍ଲାଟଫର୍ମରେ ଡିଜିଟାଲ୍ ଟିକେଟ୍ ବିକ୍ରେତା ଭାବରେ ପଞ୍ଜିକୃତ ହୋଇଛି। ଯାତ୍ରୀମାନଙ୍କ ପାଇଁ ଯାତାୟାତ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ କ୍ରୁଟ୍‌ର ନିରନ୍ତର ପ୍ରତିବଦ୍ଧତା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଓଏନ୍‌ଡ଼ିସି ପ୍ଲାଟ୍‌ଫର୍ମରେ ଯୋଡ଼ିହେବା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ, କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍. ଥିରୁମାଲା ନାୟକ, […]

ପୂର୍ବତନ ରାଜ୍ୟସଭା ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ଙ୍କ ନାମ ରେ ଜାମିନ ବିହୀନ ଗିରଫ ପରବାନା ଜାରି କଲେ SDJM କୋର୍ଟ l

ରାୟଗଡDate 12 :11:2024-ଆଦିବାସୀ ଯୁବ ନେତା ଭାଗିରଥୀ ମଣ୍ଡାଙ୍ଗୀ ଙ୍କ ହତ୍ୟା ମାମଲା ରେ ଆସିଲା ଏକ ବଡ ଫଇସଲା l ରାୟଗଡ SDJM କୋର୍ଟ ଦ୍ୱାରା ଏହି ହତ୍ୟା ମାମଲା ରେ ଏନ ଭାସ୍କର ରାଓ ଙ୍କ ସମେତ ଏଲ୍ଲା ଭେଙ୍କଟେଶ୍ଵର ରାଓ ଓରଫ କଣ୍ଡା ବାବୁ, କେ . କ୍ରିଷ୍ଣା ରାଓ, ଇପିଲି ସନ୍ୟାସୀ ରାଜୁ, ଆଦି ନାରାୟନା ଏବଂ ପେଦିନା ଦିଲୀପ କୁମାର ଙ୍କ ନା ରେ ଜାମିନ ବିହୀନ ଗିରଫ ପରବାନା […]

 ପୁଣି ଅଡୁଆରେ ପଡିଲେ ଅଭିନେତା ମନୋଜ ମିଶ୍ର ।

ପୁଣି ଅଡୁଆରେ ପଡିଲେ ଅଭିନେତା ମନୋଜ ମିଶ୍ର । ମନୋଜଙ୍କ ନାଁରେ କଟକ ସାଇବର ଥାନାରେ ଏତଲା । ଏତଲା ଦେଲା ଓଡ଼ିଆ ସିନେମା ଓ ଟିଭି ନିର୍ଦେଶକ ସଙ୍ଘ ।ଏହି ମାମଲାରେ ସଙ୍ଘର ସଭାପତି ସବ୍ୟସାଚୀ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, ଯେକୌସି ନୂଆ ଫିଲ୍ମ ଆସିଲେ ମନୋଜ ରଖୁଛନ୍ତି ମନ୍ତବ୍ୟ ।ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତାଙ୍କୁ କରୁଛନ୍ତି ଆକ୍ଷେପ । ଭାଷା କହିଲାବେଳେ ସଂଜତ ହୋଇ କହିବା ସିଖିନାହାଁନ୍ତି ମନୋଜ । ଯାହା […]

ଟାଟୁ କରି ଏଚ୍ଆଇଭି ସଂକ୍ରମଣ ହେଲେ ଗର୍ଭବତୀ ମହିଳା

ଟାଟୁ କରି ଏଚଆଇଭି ସଂକ୍ରମଣର ଶିକାର ହୋଇଛନ୍ତି ୬୮ ମହିଳା । ଗାଜିଆବାଦରେ ୬୮ ମହିଳା ଏଚଆଇଭି ସଂକ୍ରମିତ ହେବା ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗରେ ଚାଞ୍ଚଲ୍ୟ ଖେଳିଯାଇଛି । ସଂକ୍ରମିତ ମହିଳାଙ୍କ ମଧ୍ୟରେ ଗର୍ଭବତୀ ଥିବା ଜଣାପଡିଛି । ଏହି ମହିଳାଙ୍କୁ ସଂକ୍ରମଣର କାରଣ ଟାଟୁ କରିବା ବୋଲି ଜଣାପଡିଛି ।ଯାଞ୍ଚରୁ ପତ୍ତା ଲାଗିଛି କି, ୪ ବର୍ଷରେ ୬୮ ମହିଳା ଏଚଆଇଭି ସଂକ୍ରମଣ ହୋଇଛନ୍ତି । ଏଥିରୁ ୨୦ ଜଣ ମହିଳା ରାସ୍ତା […]

ଶ୍ରୀମନ୍ଦିର ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା

ପୁଣି ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା। ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ମହିଳା ଜଣକ ପଳାଇଛନ୍ତି। ସେଠାରେ ତାଙ୍କୁ ଧରି ଥିଲେ ଜଗନ୍ନାଥ ଟେମ୍ପୁଲ ପୁଲିସ୍‌। ମହିଳା ଜଣକ ଚାଇନିଜ୍‌ ଭାଷାରେ କଥା ହେଉଥିବା ଜଣାପଡ଼ିଛି। କେମିତି ମହିଳା ଜଣକ ଭିତରକୁ ପ୍ରବେଶ କଲେ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟ ହୋଇଛି। ସିଂହଦ୍ଵାର ନିକଟରେ ହୋଇଥିବା ପୋଲିସର ଅସ୍ଥାୟୀ କ୍ୟାମ୍ପକୁ ସମ୍ପୃକ୍ତ ଅଣହିନ୍ଦୁ ମହିଳାଙ୍କୁ ଜେଟିପି ଆଣି ଜିମା ଦେଇଥିଲେ। ପରେ ପୋଲିସ ଅଣହିନ୍ଦୁ ମହିଳାଙ୍କୁ ପଚରାଉଚୁରା […]

ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିବାର ଶେଷ ତାରିଖ: ଅଚଳ ହୋଇଯିବ ପାନ୍ କାର୍ଡ

ଆୟକର ବିଭାଗ କରଦାତାମାନଙ୍କୁ ସେମାନଙ୍କର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଡିସେମ୍ବର ୩୧, ୨୦୨୪ ପୂର୍ବରୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ଅନୁରୋଧ କରିଛି। ଏହା କରିବାରେ ବିଫଳ ହେଲେ ପାନ୍ କାର୍ଡ ନିଷ୍କ୍ରିୟ ହୋଇପାରେ, ଯାହା କାରବାର ସମସ୍ୟା ଏବଂ ଅନ୍ୟାନ୍ୟ ଜଟିଳତା ସୃଷ୍ଟି କରିପାରେ। ତେବେ ବ୍ୟକ୍ତିଗତ ସୂଚନାର ଅପବ୍ୟବହାରକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ଆୟକର ବିଭାଗକୁ ପ୍ୟାନ ମାଧ୍ୟମରେ ବ୍ୟକ୍ତିଗତ ବିବରଣୀକୁ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛି। ଆଇ-ଟି […]

ଦୁଇ କୁଣିଆଙ୍କ ଗଳା କାଟି ନିଜ ତଣ୍ଟି କାଟିଲା ଯୁବକ

କୁଣିଆ ହୋଇ ଆସୁଥିବା ସଂପର୍କୀୟଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ନନ୍ଦପୁର ଟିକରପଡା ଗାଁରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ ଘଟିଛି । ଛୁରି ଭୁସି ଯୁବକଙ୍କୁ ହତ୍ୟା କରାଯାଇଛି । ଆକ୍ରମଣରେ ଆଉ ଜଣେ ଆହତ ହୋଇଛନ୍ତି । ଛୁରିରେ ନିଜ ଶରୀରର ବିଭିନ୍ନ ସ୍ଥାନ ବି କାଟି ପକାଇଛି ଅଭିଯୁକ୍ତ ।ମିଳିଥିବା ସୂଚନା ମୁତାବକ, ଟିକରପଡା ଗ୍ରାମରେ ସାଧୁ ବଡନାୟକ କିଛି ଦିନ ହେଲା ମାନସିକ ବିକୃତ ଭାବେ ଲୋକଙ୍କୁ ବ୍ୟବହାର କରୁଥିଲେ। […]