ପଶ୍ଚିମ ଏସିଆରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଯାହାକି ତୃତୀୟ ବିଶ୍ଵଯୁଦ୍ଧ ଆଡକୁ ଆଶଙ୍କା ବଢ଼ିଛି।ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯେ, ଆମେରିକା ଆଜି ରାତିରେ ଇରାନ ଉପରେ ଏକ “ବହୁତ ବଡ଼ ଏବଂ ଜୋରଦାର ଆକ୍ରମଣ” କରିବାକୁ ଯାଉଛି । ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନର ନୌସେନା, ବାୟୁସେନା, ରାଡାର, ଏୟାର ଡିଫେନ୍ସ ସିଷ୍ଟମ ଏବଂ ଅଧିକାଂଶ ଆକ୍ରମଣାତ୍ମକ କ୍ଷମତା ପୂର୍ବରୁ ହିଁ ଶେଷ ହୋଇସାରିଛି ।ଆମେରିକା […]
ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ନିତି ଆୟୋଗର ୧୧ତମ ଗଭର୍ଣ୍ଣିଂ କାଉନସିଲ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ଫୋକସରେ ଥିଲା ବିକଶିତ ଭାରତ-୨୦୪୭ । ନିତି ଆୟୋଗର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇ ଓଡ଼ିଶା ବିକାଶର ରୋଡ୍ମ୍ୟାପ୍ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଇବା ସହ AI ଭିତ୍ତିକ ଶାସନ ବ୍ୟବସ୍ଥା ଉପରେ […]
ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ଏଥିପାଇଁ ପାଗ ଅନୁକୂଳ ଥିବା ବେଳେ ୧୫ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାକୁ ଅରେଞ୍ଜ […]
ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ର ଜୁନିୟର କ୍ରିକେଟ କମିଟି ଗୁରୁବାର ଶ୍ରୀଲଙ୍କା ବିପକ୍ଷ ହେବାକୁ ଥିବା ଦିନିକିଆ ଏବଂ ମଲ୍ଟି ଡେ ମ୍ୟାଚ୍ ଲାଗି ଭାରତର ଅଣ୍ଡର-୧୯ଟିମର ଘୋଷଣା କରାଯାଇଛି । ଉଭୟ ସିରିଜ ଲାଗି ଭିନ୍ନ ଭିନ୍ନ ୧୫ଜଣିଆ ସଦସ୍ୟ ଟିମ୍ ଜାରି କରାଯାଇଛି । ପ୍ରଥମ ୩ ମ୍ୟାଚ ଓ୍ବାନଡେ ସିରିଜ ହେବ । ଏହାପରେ ୨ ମ୍ୟାଚର୍ ମଲ୍ଟି-ଡେ ସିରିଜ ହେବ । ଏହି ଦଳରେ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଙ୍କ […]
ନିଛାଟିଆ କୂଅରୁ ଜଣେ ଜୀବନ୍ତ ବ୍ୟକ୍ତି ଉଦ୍ଧାର । ୪ ଦିନ ପରେ କୂଅ ଭିତରୁ ଜୀବନ୍ତ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି । ବିଜେପୁର ସମଲାଇପଦର ନର୍ସରୀରେ ଥିବା ନିଛାଟିଆ କୂଅରୁ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ଗତ ରବିବାର ପ୍ରଭାତ ପ୍ରାୟ ୩ଟା ସମୟରେ ପାଞ୍ଚଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ପରେ ସେ ମୃତ ବୋଲି ଭାବି ତାଙ୍କୁ କୂଅ ଭିତରକୁ ଫିଙ୍ଗି ଦେଇ ପଳାଇ ଯାଇଥିବା […]
CMOରୁ ଫାଇଲ୍ ଗାଏବ ଘଟଣାରେ ଗୁରୁତର ଅଭିଯୋଗ ଆଣିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାରେ ନାଇଡୁ କମିଶନଙ୍କ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟର ତଥ୍ୟ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ । ଉଭୟ ରିପୋର୍ଟ ଗୃହ ବିଭାଗରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଇଛି । ତତ୍କାଳୀନ ମୁଖ୍ୟ ସଚିବଙ୍କ ଜରିଆରେ ଯିବାର ପ୍ରମାଣ ରହିଛି । ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆଉ ଫେରି ନାହିଁ । […]
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୫,୬୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୩,୫୦୦ ଟଙ୍କା ଛୁଇଁଛି ।୧୮ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୦୯,୨୩୦ ଟଙ୍କା ରହିଛି। ଏଥିରେ ୧,୬୦୦ ଟଙ୍କା ହ୍ରାସ ହୋଇଛି।କିଛି ଦିନ ପରେ ଲଗାତାର ୨ୟ ଦିନ ପାଇଁ ସୁନା ଦାମ୍ କମ୍ ହୋଇଛି। ଦୁଇ ଦିନରେ ୨୨ କ୍ୟାରେଟ୍ ସୁନା ଦାମ୍ ପ୍ରାୟ ୬ ହଜାର ଟଙ୍କା କମିଛି। ୨୪ କ୍ୟାରେଟ୍ […]
ଦୁର୍ଘଟଣାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ସେତେବେଳେ ତାଙ୍କର ରୋଜଗାର କିମ୍ୱା ଦରମା ହିସାବରେ କ୍ଷତିପୂରଣ ସ୍ଥିର କରାଯାଏ। କିନ୍ତୁ ହୋମ ମେକର୍ (ଗୃହିଣୀ) ମହିଳାମାନଙ୍କ ସହ ଜଡ଼ିତ ମାମଲାରେ ଏହି ବିଷୟଟି ଜଟିଳ ହୋଇଯାଏ, କାରଣ ଗୃହିଣୀମାନଙ୍କର କୌଣସି ର୍ନିଦ୍ଦିଷ୍ଟ ରୋଜଗାର ନଥାଏ। ଏବେ ସୁପ୍ରିମକୋର୍ଟ ଗୃହିଣୀମାନଙ୍କ କ୍ଷତିପୂରଣକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।କୋର୍ଟ କହିଛନ୍ତି ଯେ, ସେମାନେ ମାଗଣାରେ କରୁଥିବା ଘରକାମର ମୂଲ୍ୟ ଅତିକମରେ ମାସିକ ୩୦ ହଜାର ଟଙ୍କା ହିସାବରେ […]
ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ। ବିଜେପି ପ୍ରାର୍ଥୀ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ। କିନ୍ତୁ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବାରୁ ଏହି ଉପନିର୍ବାଚନ ପାଇଁ ଆଉ ଭୋଟିଂର ଆବଶ୍ୟକତା ପଡ଼ିଲା ନାହିଁ। ଫଳରେ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବା ନେଇ ଗୁରୁବାର ଘୋଷଣା କରାଯାଇଛି।କିଛି ଦିନ ତଳେ ଦେବାଶିଷ ବିଜେଡି (ବିଜୁ ଜନତା ଦଳ)ରୁ ଇସ୍ତଫା ଦେବା ପରେ ଏହି ଆସନଟି ଖାଲି ପଡ଼ିଥିଲା ଏବଂ ଏଥିପାଇଁ ଉପନିର୍ବାଚନ […]
ସିଏମଓରୁ ଦୁଇ ଫାଇଲ ହଜିବା ଘଟଣାରେ ପୋଲିସର ତଦନ୍ତ ଆରମ୍ଭ । କ୍ୟାପିଟାଲ ଥାନା ଅଧିକାରୀ ଲୋକସେବା ଭବନରେ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଠାରୁ ତଥ୍ଯ ନେଇଛନ୍ତି । କ୍ୟାପିଟାଲ ଥାନାରେ FIR ପରେ ଖୋଳତାଡ଼ ଆରମ୍ଭ ।ବିଜେପିକୁ ଦାୟୀ କଲା ବିଜେଡି । ଦୁଇ ବର୍ଷ ହେଲା ସରକାର କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛି ଦଳ । ହଜିଛି ନା ବି ବିଜେପି ତାକୁ ହଜାଇ ଦେଇଛି […]
ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା ନାଇଡୁ କମିସନ୍ ରିପୋର୍ଟ ହଜିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଏ.ଏସ୍ ନାଇଡୁ। ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛନ୍ତି। ଦେଢ଼ ହଜାର ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆ ଯାଇଥିଲା। ଏହା ଚୋରି ହେବା ସହଜ କଥା ନୁହେଁ। ରିପୋର୍ଟର ଦ୍ବିତୀୟ କପି ନାହିଁ। ଅନ୍ୟପଟେ ଲକ୍ଷ୍ଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ତଦନ୍ତ ମାମଲାର ତଦନ୍ତ ରିପୋର୍ଟ ନେଇ ଟାର୍ଗେଟ କରିଛି ବିଜେପି। ପ୍ରେସମିଟ କରି […]
ହ୍ୱାଟ୍ସଆପରେ ପୋଷ୍ଟ କରୁଥିବା ଏବଂ ଷ୍ଟାଟସ୍ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏବେ 24 ଘଣ୍ଟା ପରେ ଷ୍ଟାଟସ୍ ଅଦୃଶ୍ୟ ହୋଇଯିବ, କିନ୍ତୁ ସେଗୁଡ଼ିକୁ ଡିଲିଟ୍ ହେବ ନାହିଁ। ହ୍ୱାଟ୍ସଆପରେ ଅଭିଲେଖାଗାରକୁ ଯାଇ, ଆପଣ ପୁରୁଣା ଷ୍ଟାଟସ୍ ଦେଖିପାରିବେ ଏବଂ ଯେକୌଣସିକୁ ପୁରୁଣା ପୋଷ୍ଟକୁ ପୁନଃପୋଷ୍ଟ କରିପାରିବେ। ଏହି ବୈଶିଷ୍ଟ୍ୟ ଖୁବ୍ ଶୀଘ୍ର ସମସ୍ତ ଉପଭୋକ୍ତାଙ୍କ ଫୋନରେ ଉପଲବ୍ଧ ହେବ।WhatsApp ର ଷ୍ଟାଟସ୍ ଆର୍କାଇଭ୍ ଫିଚର ଏବେ ରୋଲଆଉଟ୍ ପାଇଁ ପ୍ରସ୍ତୁତ। ରିପୋର୍ଟ ଅନୁଯାୟୀ, ଏହି […]
