ବିହାରର ଜାମୁଇ ଅଞ୍ଚଳରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଖୁଡ଼ି ନିଜ ପିଲାଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ଧରିଛନ୍ତି ପୁତୁରା ହାତ ।ପାଟନାର ରାଜୀବ ନଗରର ଆୟୁଷୀ କୁମାରୀ ପ୍ରଥମ ବିବାହ ୨୦୨୧ରେ ବିଶାଳ ଦୁବେଙ୍କ ସହିତ କରିଥିଲେ। ତାଙ୍କର ଏକ ଝିଅ ଅଛି। ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କ ପୁତୁରା ସଚିନ ଦୁବେ ଆୟୁଷୀଙ୍କ ଜୀବନରେ ପ୍ରବେଶ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ଏତେ ବଢ଼ିଥିଲା ଯେ, ଶେଷରେ ମହିଳା ଜଣକ […]
ଯାଜପୁରରେ ଆଉ ଚାରି ଜଣ କଲେରା ରୋଗୀ ଚିହ୍ନଟ । ଜିଲ୍ଲାରେ କଲେରା ପଜିଟିଭ ସଂକ୍ରମିତଙ୍କ ସଂଖ୍ୟା ୩୧କୁ ବୃଦ୍ଧି । ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୋଟ ୨୦୮ଟି ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ଯାଇଥିଲା। ସେଥିମଧ୍ୟରୁ ୧୨୯ ଟି ନମୁନା ପରୀକ୍ଷାରୁ ମୋଟ ୩୧ ପଜିଟିଭ ବାହାରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ମିଶ୍ର ।ଜିଲ୍ଲାରେ ଆଜି ସୁଦ୍ଧା ୧୫୪ଜଣ ସଂକ୍ରମିତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ତେବେ […]
ସକାଳୁ ସକାଳୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଯୌତୁକ ପାଇଁ ଜଣେ ୫ ମାସର ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ଏହି ଘଟଣାଟି ମହାକାଳପଡ଼ା ଥାନା ବଡ଼ମଠ ଗାଁର ବୋଲି ଜଣାପଡ଼ିଛି। ତେନ୍ତୁଳିକନ୍ଦା ଗାଁର ଗୟାଧର ପ୍ରଧାନଙ୍କ ଝିଅ ନମିତା ବର୍ଷକ ତଳେ ମଡମଠ ଗାଁର ଶୁଭ୍ରାଂଶୁ ଭୁୟାଁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବାହାଘର ସମୟରେ ଝିଅକୁ ସୁନା ଅଳଙ୍କାର ସହିତ ଘରର ଆସବାବପତ୍ର ଦେଇ ବାହା କରିଥିଲେ […]
ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ। ଏନେଇ ସୂଚନା ଜାରି କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ଏମବିବିଏସ କଲେଜ ହେବ।ଏପରିକି ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର ଏବଂ ବଲାଙ୍ଗୀରରେ ୪ଟି ଡେଣ୍ଟାଲ କଲେଜ ହେବା ସହ ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦ କଲେଜ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା । ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ ଅନିଲ ଜେନା । ଗିରଫ ଭୟରେ ସେ ମାନସିକ ଭାରସାମ୍ୟ ହରାଇ ବିଷପାନ କରିଥିବା ସୂଚନା ରହିଛି । ଅନିଲକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ହେପାଜତରେ ଅଭିଯୁକ୍ତ ଅନିଲର ଚାଲିଛି ଚିକିତ୍ସା । ଗିରଫ ଭୟରେ ଗତ ରାତିରେ ଘରେ ଥିବା ଅବସ୍ଥାରେ ବିଷ ଖାଇଥିବା ସୂଚନା । ସେପଟେ […]
ଉତ୍ତର ପ୍ରଦେଶର କାସଗଞ୍ଜରେ, ୯ ସନ୍ତାନର ଜଣେ ମାଆ ତାଙ୍କ ପ୍ରେମିକଙ୍କ ସହିତ ମିଶି ତାଙ୍କ ନିଜ ସ୍ୱାମୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି । ଭର୍ଗେନ ଗାଁରେ ଶ୍ରମିକ ଭାବରେ କାମ କରିବାକୁ ଆସିଥିବା ରତିରାମ ନାଟଙ୍କ ମୃତଦେହ ଏକ ନିର୍ଜନ ଇଟା ଭାଟିରୁ ମିଳିଥିଲା। ଏହା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ସୂଚନା ପାଇ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା । ପୋଲିସ ତଦନ୍ତରୁ ଜଣାପଡିଛି ଯେ ରତିରାମଙ୍କ ସ୍ତ୍ରୀ ରୀନାଙ୍କର ହନିଫ ନାମକ […]
ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । ଜୁନ୍ ୨୪ ଅର୍ଥାତ୍ ମଙ୍ଗଳବାର ସୁନା ଦର ହ୍ରାସ ହୋଇଛି ।ଏମସିଏକ୍ସରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧.୨୩% ହ୍ରାସ ପାଇ୧୦ ଗ୍ରାମ ପିଛା ୯୮,୧୬୮ ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବନ୍ଦ ମୂଲ୍ୟ ୯୯,୩୮୮ ଟଙ୍କା ତୁଳନାରେ କମ୍। ଦିନର ଆରମ୍ଭରେ ସୁନାର ମୂଲ୍ୟ ୨.୯୮% ହ୍ରାସ ପାଇ ୯୬,୪୨୨ ଟଙ୍କା ସ୍ତରକୁ ଖସିଥିଲା। ମୁମ୍ବାଇରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୯୯,୮୭୦ ଟଙ୍କା ପ୍ରତି […]
ଗାଁ ଦାଣ୍ଡରେ ଯୁବକଙ୍କୁ ଅଧା ଲଣ୍ଡା କଲେ, ଆଣ୍ଠେଇ ଆଣ୍ଠେଇ ବୁଲାଇଲେ । ସେତିକିରେ ମନ ଭରିଲାନି ଯେ ପୁଣି ଘାସ ଖୁଆଇ ନର୍ଦ୍ଦମା ପାଣି ମଧ୍ୟ ପିଆଇଲେ । ଗାଁ ଦାଣ୍ଡରେ ଏଭଳି କଙ୍ଗାରୁ କୋର୍ଟ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହାକୁ ନେଇ ଦଳିତମାନେ ମେଳି କରିଛନ୍ତି । ଗଞ୍ଜାମ ଜିଲ୍ଲା ଖରୀଗୁମ୍ମାରୁ ଯାହାଡ଼ା ପର୍ଯ୍ୟନ୍ତ ଦୁଇଜଣଙ୍କୁ ଏଭଳି ଭୟଙ୍କର ନିର୍ଯାତନା ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ । ଘଟଣାରେ […]
ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ । ଆହୁରି ତଦନ୍ତ କରାଯିବ, ସିସିଟିଭି ମଧ୍ୟ ଯାଞ୍ଚ ହେବ । କେହି ଦୋଷୀ ସାବ୍ୟସ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା କରିବା ଠିକ୍ ନୁହେଁ ବୋଲ ଗଣମାଧ୍ୟମରେ କହିଛନ୍ତି […]
ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ସ୍ଥିତି ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଭାବିତ ହେଲା ଆନ୍ତର୍ଜାତୀୟ ବିମାନ ସେବା । ଯୁଦ୍ଧ ସ୍ଥିତି ପାଇଁ ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡ଼ାଣ ବାତିଲ କଲା ଇଣ୍ଡିଗୋ ।ଭୁବନେଶ୍ବରରୁ ଆବୁଧାବି ଯାଉଥିବା ୬ଇ ୧୪୪୨ଓ ଆବୁଧାବିରୁ ଭୁବନେଶ୍ୱର ୬ଇ ୧୪୪୧ବିମାନ ଉଡାଣ ବାତିଲ ହୋଇଛି। ଯୁଦ୍ଧ ଯୋଗୁ ଏୟାର ସ୍ପେସ କଟକଣା ଦେଖାଦେଇଛି।ମଧ୍ୟପ୍ରାଚ୍ୟ ସହର ଦୁବାଇ, ଦୋହା, ଆବୁଧାବି, ଜେଦ୍ଦାହ ଏବଂ ଅନ୍ୟାନ୍ୟ ସହରକୁ ଏବଂ ସେଠାରୁ ବିମାନ ଉଡାଣ ସେବା ସ୍ଥଗିତ […]
ସଲମାନ ଖାନ ବଲିଉଡର ସବୁଠାରୁ ବଡ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ। ସିନେମା ଜଗତକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଏହି ଅଭିନେତା । ସଲମାନଙ୍କୁ ଏବେ ୫୯ ବର୍ଷ ବୟସ। ବୟସାଧିକ ସତ୍ତ୍ୱେ ଫିଲ୍ମରେ ବହୁତ ସକ୍ରିୟ ଅଛନ୍ତି ସେ।ଏବେ ଅଭିନେତା ଶୋ’ରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ବଡ଼ ଖୁଲାସା କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଏବେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢ଼ୁଛନ୍ତି। ତଥାପି ସେ ନିଜର କଠିନ ପରିଶ୍ରମ […]
ମଙ୍ଗଳବାର ଇସ୍ରାଏଲୀ ସେନା ଏହାର ନାଗରିକମାନଙ୍କୁ ସତର୍କ କରାଇ ଦେଇଛି ଯେ ଇରାନରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି (Israel Iran War)। ଏହା ସହିତ, ଜେରୁଜେଲମ ଏବଂ ତେଲ ଅଭିଭରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଆଲୋଚନାର ବାତାବରଣ ସୃଷ୍ଟି ହେଉଥିଲା।ଇରାନ କାତାରର ଅଲ ଉଦେଇଡ ଏୟାର ବେସ୍ ରେ ମିସାଇଲ ଆକ୍ରମଣ କରିବା ପରେ ଟ୍ରମ୍ପଙ୍କ […]
